• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

Pramod Behera

Editor

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ...more

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pramod Behera

1
ଚକମକ ଦୁନିଆର ପରଦା ଖୋଲିଲେ ଇଶା, କହିଲେ କିପରି ହେଲେ କାଷ୍ଟିଂ କାଉଚ ଶିକାର

ମୁମ୍ବାଇ: ଜ୍ୟାକି ଶ୍ରଫ ଓ ସଞ୍ଜୟ କପୁରଙ୍କ ସହ ଫିଲ୍ମ ‘କହିଁ ହେ ମେରା ପ୍ୟାର’ରେ ନଜର ଆସିଥିବା ଇଶା ଅଗ୍ରୱାଲ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଛନ୍ତି। ସେ ହୁଏତ ବଲଉଡ୍ ରେ ଅଧିକ ଚଳଚ୍ଚିତ୍ର କରି ନାହାଁନ୍ତି, କିନ୍ତୁ ସାଉଥ୍ ଚଳଚ୍ଚିତ୍ର ମାଧ୍ୟମରେ ସେ ଲୋକଙ୍କ...

1
ଅମ୍ରିଶ ପୁରୀଙ୍କ ଉପରେ ବାୟୋପିକ୍ କରିବେ ନାତି ବର୍ଦ୍ଧନ

ମୁମ୍ବାଇ: ବଲିଉଡ୍ ଜଗତରେ ଭିଲେନମାନଙ୍କ ନାମ ଉଠିଲେ ଅମ୍ରିଶ ପୁରୀ ଶୀର୍ଷରେ ରହିବେ। ଅମ୍ରିଶ ପୁରୀ ହିନ୍ଦୀ ସିନେମାର ସବୁଠାରୁ ସଫଳ ତଥା ମହଙ୍ଗା ଭିଲେନ୍ ଭାବରେ ବିବେଚିତ ହୋଇଥିଲେ। ତାଙ୍କର ଗମ୍ଭୀର ସ୍ୱର ଏବଂ ତାଙ୍କ ଲୁକ୍ ସହିତ ଡାଏଲଗ୍ ଉପସ୍ଥାପନା ଏପରି ଥିଲା ଯେ ଲୋକମାନେ...

Untitled-1
ଏହି ନିୟମ ମାନିଲେ ରହିବନି ଅର୍ଥାଭାବ

ସମସ୍ତେ ଚାହାଁନ୍ତି ଯେ ତାଙ୍କ ପାଖରେ କେବେବି ଟଙ୍କା ଅଭାବ ନ ରହୁ ଏବଂ ମା ଲକ୍ଷ୍ମୀ ତାଙ୍କ ପ୍ରତି ସର୍ବଦା ଦୟାଳୁ ରୁହନ୍ତୁ। | ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଉତ୍ତରକୁ ପ୍ରଭୁ ଧନ କୁବେରଙ୍କ ଦିଗ ବୋଲି ବିବେଚନା କରାଯାଏ। ଏନେଇ ଏହି ଦିଗକୁ ସ୍ଵଚ୍ଛ ରଖିବା ଉଚିତ।...

Untitled-1
ଆପଣ ମେକଅପ୍ କରିବାକୁ ପସନ୍ଦ କରନ୍ତି କି? ତେବେ ଧ୍ୟାନ ଦିଅନ୍ତୁ

ଅଧିକାଂଶ ଲୋକ ବେଳବେଳେ ମେକଅପ୍ କରିବାକୁ ପସନ୍ଦ କରନ୍ତି, କିନ୍ତୁ କିଛି ଲୋକ ପ୍ରତିଦିନ ମେକଅପ୍ ପ୍ରୟୋଗ କରିବାକୁ ବହୁତ ପସନ୍ଦ କରନ୍ତି। ବାସ୍ତବରେ, ମେକଅପ୍ ସେମାନଙ୍କର ଆତ୍ମବିଶ୍ୱାସ ବଢାଇଥାଏ। ସେମାନେ ଘରେ ରୁହନ୍ତୁ ବା ରହିବାକୁ କୌଣସି ସ୍ଥାନକୁ ଯାଆନ୍ତୁ, ମେକଅପ୍ ବିନା ସେମାନେ ନିଜ ଚେହେରାକୁ...

Untitled-1
ଫାଇଜର-ବାୟୋଟେକ୍ ପିଲାମାନଙ୍କୁ ଟିକା ପାଇଁ ଅନୁମୋଦନ ମାଗିଲେ

ନୂଆଦିଲ୍ଲୀ: କରୋନା ଭାଇରସର ଦ୍ଵିତୀୟ ଲହରରେ ସବୁ ବୟସର ଲୋକମାନେ ସଂକ୍ରମିତ ହେଉଛନ୍ତି। କିନ୍ତୁ ଏହି ମହାମାରୀକୁ ଶେଷ କରିବା ପାଇଁ ସୃଷ୍ଟି ହୋଇଥିବା ଟିକା କେବଳ ବୟସ୍କମାନଙ୍କୁ ଦିଆଯାଉଛି। ତେବେ ଏହି ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ଖୁବ ଶୀଘ୍ର ପିଲାମାନଙ୍କ ପାଇଁ ଟିକା ଆସିବ।...

Untitled-1
ମାସାଧିକ କାଳ ନାବାଳିକାକୁ ଗଣଦୁଷ୍କର୍ମ!

ସାଲେପୁର: ହଜିଗଲାଣି ମାନବିକତା। ମାସାଧିକ କାଳ ଘର ଭିତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆସିଛି ମାହାଙ୍ଗା ଥାନା ଅଞ୍ଚଳରୁ। ପୀଡ଼ିତାଙ୍କ ବଡ଼ ଭଉଣୀଙ୍କ ଏହି ଅଭିଯୋଗ କରିଛନ୍ତି। ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁକରି ଜଣେ ଅଭିଯୁକ୍ତକୁ ଅଟକ...

1
ହିଟ୍‌ରେ ସଲମାନ ଖାନ ଓ ଦିଶା ପାଟାନୀଙ୍କ 'ସିଟି ମାର୍'

ମୁମ୍ବାଇ: ସଲମାନ ଖାନ ଓ ଦିଶା ପାଟାନୀଙ୍କ ଫିଲ୍ମ ‘ରାଧେ: ଔର ମୋଷ୍ଟ୍ ୱାଣ୍ଟେଡ ଭାଇ’ର ‘ସିଟି ମାର’ ଗୀତ ଲୋକଙ୍କୁ ବହୁତ ପସନ୍ଦ ଆସିଛି। ସୋମବାର ଏହି ଗୀତ ୨୪ ଘଣ୍ଟା ମଧ୍ୟରେ ୩୦ ମିଲିୟନ୍ ଭ୍ୟୁ ପାଇଛି। ସଲମାନ ଓ ଦିଶାଙ୍କ ଉପରେ ଚିତ୍ରିତ ଏହି...

Untitled-1
ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ ରହିବ

ଭୁବନେଶ୍ଵର: ସାରା ରାଜ୍ୟରେ ଦିନ ୨ଟାରୁ ଦୋକାନ ବନ୍ଦ ନିଷ୍ପତ୍ତି ହୋଇଛି। ମେ ୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିନ ୨ଟାରୁ ସବୁ ଦୋକାନ ବନ୍ଦ ହେବ। ଦୋକାନ ବନ୍ଦ କରିବାକୁ ରାଜ୍ୟ ବ୍ୟବସାୟୀ ମହାସଂଘ ନିଷ୍ପତ୍ତି ନେଇଛି। ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି...

3
ଓଟିଟିରେ ରିଲିଜ୍ ହେବ ଅକ୍ଷୟ କୁମାରଙ୍କ 'ବେଲ୍ ବଟମ୍'

ମୁମ୍ବାଇ: ବଡ଼ ସୁପରଷ୍ଟାରଙ୍କ ଫିଲ୍ମକୁ ଦେଖିବା ନେଇ କିଏ ବା ଆଶାବାନ୍ଧି ନ ବସିଥାଏ। ତାହା ପୁଣି ସୁଟିଂ ଶେଷ ହୋଇ ରିଲିଜ ଅପେକ୍ଷାରେ ଥିବ ଆଉ ତାରିଖ ଗଡ଼ି ଗଡ଼ି ଯାଉଥିବ ଏହାକୁ କୋଉ ସିନେପ୍ରେମୀ ବା ଧୈର୍ଯ୍ୟର ସହ ଅପେକ୍ଷା କରିବ। ସେହିପରି ଏକ ଫିଲ୍ମ...

Untitled-1
କିପରି କରିବେ ଆଳୁ-ଦହି ରାଇତା, ଜାଣନ୍ତୁ ବିଧି

ଓଡିଆ ଘରର ପ୍ରାୟ ସମସ୍ତଙ୍କ ଘରେ ଆଳୁର କୌଣସି ନା କୌଣସି ତରକାରୀ ପ୍ରତିଦିନ ତିଆରି ହୁଏ। କେତେବେଳେ ଅନ୍ୟାନ୍ୟ ପନିପରିବା ପଡି ହୋଇଥାଏ ତ ପୁଣି କେତେବେଳେ ଖାଲି ଆଳୁ ହିଁ ଯଥେଷ୍ଟ। କିନ୍ତୁ ଆପଣ କେବେ ଆଳୁ ରାଇତା ତିଆରି କରିଛନ୍ତି କି। ବୋଧେ କରି...

7
ତେଜସରେ ଲାଗିଥିବା ଏହି ଦୁଇ କ୍ଷେପଣାସ୍ତ୍ର ଶତ୍ରୁମାନଙ୍କ କାଳ ହେବ

ପାନାଜୀ: ଭାରତରେ ନିର୍ମିତ ଏକ ସ୍ୱଦେଶୀ ହାଲୁକା ଯୁଦ୍ଧ ବିମାନ ତେଜସରେ ଆଉ ଏକ ମାରାତ୍ମକ ଅସ୍ତ୍ର ଯୋଗ କରାଯାଇଛି। ଏହି ଅସ୍ତ୍ର ୨୭ ଏପ୍ରିଲ ୨୦୨୧ରେ ସଫଳତାର ସହିତ ପରୀକ୍ଷଣ କରାଯାଇଥିଲା। ତେଜସ୍ ଯୁଦ୍ଧ ବିମାନରେ ପଞ୍ଚମ ପିଢିର ପାଇଥନ୍ -୫ କ୍ଷେପଣାସ୍ତ୍ର ଲଗାଯାଇଛି। ଏହି କ୍ଷେପଣାସ୍ତ୍ର...

Untitled-1
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ନିଷ୍ପତ୍ତି : ୧ ଲକ୍ଷ ପୋର୍ଟେବଲ୍ ଅମ୍ଳଜାନ କ୍ରୟ ପାଇଁ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ ଅମ୍ଳଜାନ ସଙ୍କଟକୁ ଦୂରକରିବା ପାଇଁ କେନ୍ଦ୍ରର ମୋଦୀ ସରକାର ଆଉ ଏକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି। ପିଏମ କେୟାର ଫଣ୍ଡରୁ ଏକ ଲକ୍ଷ ପୋର୍ଟେବଲ୍ ଅମ୍ଳଜାନ କନସେଣ୍ଟରେଟର କ୍ରୟକୁ ସରକାର ଅନୁମୋଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।...

Untitled-1
ଭିତ୍ତିଭୂମି ଥାଇ ବି ଟିକା ଷ୍ଟକ୍ ନାହିଁ : ଟୋପେ

ମୁମ୍ବାଇ: ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି ଯେ ଟିକାକରଣ ପାଇଁ ରାଜ୍ୟରେ ଆବଶ୍ୟକ ଭିତ୍ତିଭୂମି ରହିଛି। ସେ କହିଛନ୍ତି ଯେ ଭିତ୍ତିଭୂମିର ଉପସ୍ଥିତି ଥାଇ ମଧ୍ୟ ଟିକାକରଣରେ ସମସ୍ୟା ରହିଛି କାରଣ ପର୍ଯ୍ୟାପ୍ତ ପରିମାଣର ଟିକା ଷ୍ଟକ୍ ନାହିଁ। ଏନେଇ ଟିକା କମ୍ପାନୀଗୁଡିକ ସହିତ ମୁଖ୍ୟମନ୍ତ୍ରୀ ଉଦ୍ଧବ...

Untitled-1
ଅମ୍ଳଜାନ ସଙ୍କଟ ଦୂର କରିବାକୁ ପ୍ରୟାସ : ୫୦୦ ପ୍ଲାଣ୍ଟ୍ ସ୍ଥାପନ କରିବ DRDO

tନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ତରଙ୍ଗରେ ଦେଶ ଏବେ ସଂଘର୍ଷ କରୁଛି। ଅନେକ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ବହୁ ଲୋକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ଏହି ସଂଗୀନ କାଳରେ ଦେଶର ଅନେକ ରାଜ୍ୟରେ ଅମ୍ଳଜାନ ସଙ୍କଟ ଦେଖିବାକୁ ମିଳିଛି। ଏହି ସଂଟକୁ ଦୂର କରିବାକ ପାଇଁ ସରକାର...

Untitled-1
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅକ୍ସିଜେନ କଣ୍ଟ୍ରୋଲ ରୁମ୍ : ଯୋଗାଣରେ ୨୪ ଘଣ୍ଟା ନଜର

ଲକ୍ଷ୍ନୌ: ସମଗ୍ର ଦେଶରେ କରୋନା ଏକ ସଂକଟ ସୃଷ୍ଟି କରିଛି। ଦେଶର ସବୁଠୁ ବଡ ରାଜ୍ୟ ୟୁପି ମଧ୍ୟ ସାଙ୍ଘାତିକ ଭାବେ କରୋନାରେ ସହ ସଂଘର୍ଷ କରୁଛି। ଏହି ସଂକଟ ସମୟରେ ଡାକ୍ତରଖାନାଗୁଡ଼ିକରେ ଅମ୍ଳଜାନ ଓ ଶଯ୍ୟା ସଂକଟ ଦେଖାଦେଇଛି। ଅନେକ ସ୍ଥାନରେ ଅମ୍ଳଜାନର କଳାବଜାରୀ ହେଉଥିବା ବି...

Untitled-1
ପ୍ରିୟଙ୍କାଙ୍କ ଯୋଗୁଁ ତାଙ୍କ ଭଉଣୀଙ୍କୁ କାମ ମିଳି ନ ଥିଲା!

ମୁମ୍ବାଇ: ଆଜିକାଲି ତାମିଲ, ତେଲୁଗୁ ଏବଂ ହିନ୍ଦୀ ସିନେମା ଅଭିନେତ୍ରୀ ତଥା ବିଶ୍ୱ ତାରକା ପ୍ରିୟଙ୍କା ଚୋପ୍ରାଙ୍କ ସମ୍ପର୍କୀୟ ଭଉଣୀ ମୀରା ଚୋପ୍ରାଙ୍କୁ ନେଇ ଅନେକ ଆଲୋଚନା ହେଉଛି। ଏହି ଅଭିନେତ୍ରୀଙ୍କ ‘ଟାଟୁ ମର୍ଡର୍ସ’ ନିକଟରେ OTT ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ ମୁକ୍ତିଲାଭ କରିଛି, ଯାହା ଦର୍ଶକଙ୍କ...

1
‘ଡ୍ୟାନ୍ସ ଦିୱାନେ-୩’ ର ଆଗାମୀ ଏପିସୋଡ୍‌ରେ ଅନୁପସ୍ଥିତ ରହିବେ ମାଧୁରୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ତାତି ଆଜି ବି ଜୀବିତ ଅଛି। ମାଧୁରୀ ଆଜିକାଲି ‘ଡ୍ୟାନ୍ସ ଦିୱାନେ-୩’ ଡ୍ୟାନ୍ସ ଶୋ’ର ଜଜ୍ ଭାବେ କାମ କରୁଛନ୍ତି। ପ୍ରଶଂସକମାନେ ସେମାନଙ୍କର ପ୍ରିୟ ଅଭିନେତ୍ରୀଙ୍କ ଗୋଟିଏ ଲାଇକ୍ ପାଇବାକୁ ଆଗ୍ରହୀ ରିଆଲିଟି ଶୋ’କୁ ଅତି ଉତ୍ସାହର...

2
କିପରି କରିବେ ପୋଟଳ ମିଠା

ଅନେକଙ୍କର ଯେତେବେଳେ ମିଠା ଖାଇବାକୁ ଇଛା ହୁଏ, ବାହାରେ ମିଠା ଖୋଜାଯାଏ। କିନ୍ତୁ ଯଦି ଆପଣ ଘରେ ଗୁଡ଼ିଆ ଘର ଭଳି ସୁସ୍ଵାଦୁ ମିଠା ଖାଇବାକୁ ପାଇବେ ତେବେ କ’ଣ କହିବେ! ଏହା ସତ ଯେ ଆପଣ ଖୁବ୍ କମ୍ ସମୟ ମଧ୍ୟରେ ଘରେ ବହୁତ ସ୍ୱାଦିଷ୍ଟ ମିଠା...

Untitled-1
ଅକ୍ସିଜେନ ସିଲିଣ୍ଡର-ଔଷଧର ହେଉଛି କଳାବଜାରୀ : ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: କରୋନା ସଂକ୍ରମିତ ଚିକିତ୍ସା ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ପୁଣିଥରେ ଦିଲ୍ଲୀ ସରକାରଙ୍କୁ ହଇରାଣ କରିଛନ୍ତି। ମଙ୍ଗଳବାର ହାଇକୋର୍ଟ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାରଙ୍କ ସମ୍ପୂର୍ଣ୍ଣ ବ୍ୟବସ୍ଥା ବିଫଳ ହୋଇଛି ଏବଂ ଅମ୍ଳଜାନ ସିଲିଣ୍ଡର ଏବଂ କୋଭିଡ-19 ରୋଗୀଙ୍କ ଚିକିତ୍ସା ପାଇଁ ପ୍ରମୁଖ ଔଷଧର କଳା...

Untitled-1
୧୦ କ୍ରାୟୋଜେନିକ୍ ଅକ୍ସିଜେନ କଣ୍ଟେନର ଧରି ଭାରତ ପହଞ୍ଚିଲା ଦୁଇ ବିମାନ

ନୂଆଦିଲ୍ଲୀ: ଭାରତ ଏବେ କରୋନା ଜୀବାଣୁ ସଂକ୍ରମଣର ଦ୍ୱିତୀୟ ତରଙ୍ଗ ସହ ଲଢୁଛି ଏବଂ କୋଭିଡ-୧୯ ମାମଲା ସଂଖ୍ୟାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ  ଅମ୍ଳଜାନ ଓ ଶଯ୍ୟା ଅଭାବର ଶିକାର ହେଉଛନ୍ତି। କୋଭିଡ-୧୯ ସଂକ୍ରମିତଙ୍କ ଚିକିତ୍ସାରେ ବହୁ ଆବଶ୍ୟକୀୟ ଅମ୍ଳଜାନ ବିତରଣକୁ ତ୍ୱରାନ୍ୱିତ କରିବା ପାଇଁ ଭାରତୀୟ...

ଇଂରାଜୀରେ ସ୍ନାତକୋତ୍ତର କରିଥିବା ବେଳେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରରେ ଦଶ ବର୍ଷର ଅଭିଜ୍ଞତା ରହିଛି। ପୂର୍ବରୁ ଅନ୍ୟାନ୍ୟ ଖବର କାଗଜ ଓ ଏକ ଡିଜିଟାଲ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହ ଜଡିତ ଅଛନ୍ତି। ଜାତୀୟ-ଅନ୍ତର୍ଜାତୀୟ ଖବର ସହିତ ଆଞ୍ଚଳିକ, ଫିଚର, ସାହିତ୍ୟ, ସମ୍ପାଦକୀୟ ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।