ନୂଆଦିଲ୍ଲୀ: ଅମ୍ଳଜାନ ଅଭାବ ଓ କରୋନା ମହାମାରୀ ପରିଚାଳନା ସହ ଜଡିତ ଅନ୍ୟାନ୍ୟ ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ ମଙ୍ଗଳବାର ଶୁଣାଣି କରିଥିଲେ। ଏହି ଅବସରରେ ଟିକା ମୂଲ୍ୟ, ଟିକା ଉପଲବ୍ଧତା, ଅମ୍ଳଜାନ ସମେତ କେତେକ ପ୍ରସଙ୍ଗରେ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଥିଲେ। ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଯେ ୩୦...
ନୂଆଦିଲ୍ଲୀ: ଦେଶରେ କରୋନାର ଆତଙ୍କ ଉଗ୍ର ହେବାରେ ଲାଗିଛି। ଭାଇରସକୁ ଦେଇ ଦେଶସାରା ହାହାକାର ଖେଳିଯାଇଛି। ବହୁ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ଅନେକ ମଧ୍ୟ ମୃତ୍ୟୁବରଣ କରୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଶହଦାଯ ପାଇଁ ମଧ୍ୟ ମଶାଣିରେ ଜାଗା ଅଭାବ ହେଉଛି। ଏଭଳି ପରିସ୍ଥିତିରେ...
ମୁମ୍ବାଇ: ବଲିଉଡର ‘ନବାବ’ ଭାବେ ପରିଚିତ ସୈଫ୍ ଅଲି ଖାନ ତାଙ୍କ ଅଭିନୟରେ ଦର୍ଶକଙ୍କୁ କ୍ରମାଗତଭାବରେ ପ୍ରଭାବିତ କରିଆସିଛନ୍ତି। ଦର୍ଶକେ ତାଙ୍କୁ କମେଡି, ଆକ୍ସନ, ଆଣ୍ଟି ହୀରୋ ଆଦି ବିଭିନ୍ନ ଭୂମିକାରେ ଦେଖିଛନ୍ତି। ଆଜିକାଲି, ସୈଫ୍ ତାଙ୍କ ଧାରାଠାରୁ ଦୂରେଇ ଚଳଚ୍ଚିତ୍ରରେ ସାଇନ୍ କରୁଥିବା ଜଣାଯାଉଛି। ସୂଚନା ମୁତାବକ...
ମୁମ୍ବାଇ: କରୋନା ଭୂତାଣୁ ବୃଦ୍ଧି ପାଉଥିବା ବେଳେ କେତେକ ସେଲିବ୍ରେଟ୍ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରିବାରେ ନିୟୋଜିତ ଥିବାବେଳେ କିଛି ସେଲିବ୍ରେଟ୍ ଅଛନ୍ତି ଯେଉଁମାନେ ଖାଦ୍ୟ ନଷ୍ଟ କରୁଛନ୍ତି। ଆମେ ଏହା କହୁ ନାହୁଁ, କିନ୍ତୁ ତାଙ୍କ ପ୍ରଶଂସକମାନେ ଏହା କହୁଛନ୍ତି। ବାସ୍ତବରେ, ଏଠାରେ ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ...
ଯଦି ତୁମର କେଶ ଲମ୍ବା କିନ୍ତୁ ଅଗ୍ର ଭାଗରୁ ଦୋମୁହାଁ ହୋଇଯାଉଛି, ତେବେ ଏକମାତ୍ର ସମାଧାନ ହେଉଛି କେଶକୁ ଟ୍ରିମ୍ କରିବା। କାରଣ ଯଦି ଏହି ସମସ୍ୟା ଆପଣଙ୍କ କେଶରେ ଦୀର୍ଘ ସମୟ ଧରି ରହିଯାଏ, ତେବେ ଏହା ଆପଣଙ୍କ କେଶର ବୃଦ୍ଧିକୁ ହ୍ରାସ କରିଥାଏ ଏବଂ କେଶ...
କୋଭିଡ-୧୯ ମହାମାରୀ ସମଗ୍ର ବିଶ୍ୱରେ ନିଃସଙ୍ଗତା ଓ ମାନସିକ ଚାପକୁ ପ୍ରୋତ୍ସାହିତ କରିଛି। ଗୃହ ସଂଘରୋଧ ଯୋଗୁଁ ସବୁ ବୟସର ଲୋକମାନେ ଏହା ଦ୍ୱାରା ପ୍ରଭାବିତ ହୋଇ ସେମାନଙ୍କ ପାଖରେ ଉଦାସୀନତା ଓ ମାନସିକ ଚାପର ଏକ ଗୁରୁତର ଅବସ୍ଥା ଦେଖିବାକୁ ମିଳୁଛି। ଆମେରିକୀୟ ଏକାଡେମୀ ଅଫ୍ ଚାଇଲ୍ଡ...
କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା ସୋମବାର ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିବୃତ୍ତିକୁ ଟାର୍ଗେଟ କରି କହିଛନ୍ତି। ସେ କହିଛନ୍ତି ଯେ ରାଜ୍ୟବାସୀ ମମତାଙ୍କ ବିବୃତ୍ତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା ସହିତ ନଡା ବିପରୀତ ପରିସ୍ଥିତିରେ କାମ...
ମୁମ୍ବାଇ: କରୋନା ମାମଲା ମଧ୍ୟରେ ଭାରତ ବର୍ତ୍ତମାନ ପୃଥିବୀର କେନ୍ଦ୍ର ପାଲଟିଛି। ବିଶ୍ଵରେ କରୋନା ଭାଇରସ ସବୁଠାରୁ ଅଧିକ ମାମଲା ଭାରତରେ ରିପୋର୍ଟ କରାଯାଉଛି। ଏଥି ସହିତ ଡାକ୍ତରଖାନାରେ ଅମ୍ଳଜାନ ଓ ଶଯ୍ୟା ଅଭାବକୁ ନେଇ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ କରୋନା ଭାଇରସ୍ କାରଣରୁ ପରିସ୍ଥିତି...
ମୁମ୍ବାଇ: ବଲିଉଡର ‘ଭାଇଜାନ’ ବା ସଲମାନ ଖାନଙ୍କ ଅଭିନୟ ଦୁନିଆକୁ ବାଦଦେଲେ ସେ ଚିତ୍ର ଆଙ୍କିବାକୁ ବି ବହୁତ ପସନ୍ଦ କରନ୍ତି। ତାଙ୍କର ଅନେକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହୋଇଛି। ସଲମାନ ଖାନ ଥରେ କ୍ୟାଟ୍ରିନା କୈଫଙ୍କ ଚିତ୍ର କରିଥିଲେ। ସେ ଏହି କଥା ଅଭିନେତ୍ରୀ...
ନୂଆଦିଲ୍ଲୀ: ୨୦୨୧ର ଓସ୍କାର ପୁରସ୍କାର ସମାରୋହରେ ବାଜି ମାରିଲା “ନୋମେଡଲ୍ୟାଣ୍ଡ” ଏକ ଗାଡି ଉପରେ ଜୀବନଯାପନ କରୁଥିବା ଜଣେ ଆମେରିକୀୟ ମହିଳାଙ୍କ ଉପରେ ଆଧାରିତ ଏହି ଫିଲ୍ମକୁ ମିଳିଛି ୩ଟି ପ୍ରମୁଖ ପୁରସ୍କାର। ଚଳିତ ବର୍ଷର ଏକାଡେମୀ ଆଓ୍ୱାର୍ଡରେ “ନୋମେଡଲ୍ୟାଣ୍ଡ” ଶ୍ରେଷ୍ଠ ଫିଲ୍ମ ଭାବେ ବିବେଚିତ ହୋଇଥିବା ବେଳେ...
ମୁମ୍ବାଇ: ନିଜର ଅବସର ସମୟ କଟେଇବା ପାଇଁ ବଲିଉଡ୍ ତାରକାମାନେ ଏବେ ମାଲଦ୍ୱୀପ୍ ମୁହାଁ ହୋଇଛନ୍ତି। ସାରା ଅଲ୍ଲୀ ଖାନ୍, ଅନନ୍ୟା ପାଣ୍ଡେ, ଜାହ୍ନବୀ କପୁର୍, ତାପସୀ ପନ୍ନୁ, ତାରା ସୁତାରିଆ ଓ ଆଦର ଜୈନ୍, ସୋନାକ୍ଷୀ ସିହ୍ନା, ବରୁଣ ଧାୱନ୍, ମୌନୀ ରାୟ, କିଆରା ଆଡଭାନୀ ଆଦି...
ନୂଆଦିଲ୍ଲୀ: କରୋନା ଭାଇରସ୍ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସମଗ୍ର ତରଳ ଅମ୍ଳଜାନ ଭଣ୍ଡାରକୁ କେବଳ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଉଚିତ ଵୋଲି କେନ୍ଦ୍ର କହିଥିବା ବେଳେ ଅନ୍ୟ କୌଣସି ଶିଳ୍ପ ଉଦ୍ୟୋଗ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କହିଛି। ଏଥି ସହିତ, ଅମ୍ଳଜାନ...
ଏହା ହେଲା ୭୭ ବର୍ଷୀୟ ଉର୍ମିଳାଙ୍କ କରୁଣ କାହାଣୀ। ତାଙ୍କ ଦୁଃଖ-ଯନ୍ତ୍ରଣାରୁ ଆରମ୍ଭ ହେଲା ନୂଆ ବ୍ୟବସାୟ। ଲକ୍ଡାଉନ୍ରେ ଆରମ୍ଭ କରିଥିବା ଘରୋଇ ଦ୍ରବ୍ୟକୁ ବିକ୍ରିକରି ସେ ମାସକୁ ୨ ରୁ ୩ ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ଉର୍ମିଳା ଜାମନାଦାସ ଆଶେର ପ୍ରତ୍ୟେକ ଦିନ...
କରୋନା ଭାଇରସର ଦ୍ୱିତୀୟ ଲହରରେ ସବୁ ବୟସର ଲୋକ ସଂକ୍ରମିତ ହେବାରେ ଲାଗିଛନ୍ତି। କେତେକ ସ୍ଥାନରେ ଯଦିଓ ସାମାନ୍ୟ ଲକ୍ଷଣ ଦେଖାଯାଉଛି ତେବେ ଅନେକ ଗମ୍ଭୀର ରୋଗୀ ମଧ୍ୟ ବାହାରକୁ ଆସୁଛନ୍ତି। କରୋନାରେ ଅଧିକଭାରେ ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡୁଥିବାବେଳେ ସାମାନ୍ୟ କିମ୍ବା ମଧ୍ୟମ କ୍ଷେତ୍ରରେ ଲୋକମାନେ...
ମହାବୀର ହନୁମାନ ଏପରି ଏକ ଦେବତା ଯିଏ କି କଳିଯୁଗରେ ମଧ୍ୟ ପୃଥିବୀରେ ବିଦ୍ୟମାନ ଅଛନ୍ତି। ଭଗବାନ ହନୁମାନଙ୍କୁ ପୂଜାକରି ଜଣେ ବ୍ୟକ୍ତି ସମସ୍ତ ପ୍ରକାର ଭୟରୁ ମୁକ୍ତି ପାଇଥାଏ। ହନୁମାନଙ୍କୁ ପୂଜା କରିବା ଦ୍ଵାରା ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇଥାଏ। ଚଳିତ ବର୍ଷ ମହାବୀର ହନୁମାନଙ୍କର ଜନ୍ମ...
ନୂଆଦିଲ୍ଲୀ: ସାରା ଦୁନିଆର ସିନେପ୍ରେମୀମାନେ ବର୍ତ୍ତମାନ ୨୦୨୧ ପୁରସ୍କାରର ଅପେକ୍ଷାରେ ଅଛନ୍ତି। ମାର୍ଚ୍ଚ ୧୫ରେ ୯୩ତମ ଏକାଡେମୀ ପୁରସ୍କାର ବା ଓସ୍କାର ନାମାଙ୍କନ ଘୋଷଣା ହୋଇଥିଲା। ଏହି ଘୋଷଣା ବଲିଉଡ୍-ହଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତି ନିକ ଜୋନସ କରିଥିଲେ। ବର୍ତ୍ତମାନ ଏହି ବିଶାଳ କାର୍ଯ୍ୟକ୍ରମର...
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ କାରଣରୁ ହାହାକାର ଖେଳିଯାଇଛି। ଏହି ସମୟରେ ନା ଯେ କେବଳ ଲଗାତର ୨୪ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି ବରଂ ମୃତ୍ୟୁ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିଚାଲିଛି। ପରିସ୍ଥିତି ଏପରି ହୋଇଯାଇଛି ଯେ ଶବଦାହ ପାଇଁ...
ମୁମ୍ବାଇ: ବଲିଉଡ୍ର ଜଣାଶୁଣା କଳାକାରମାନଙ୍କ ବିଷୟରେ କଥାବାର୍ତ୍ତା କଲେ ଜୟା ପ୍ରଦାଙ୍କୁ ଛାଡିହେବନି। ସେ ତାଙ୍କ କର୍ମମୟ ଜୀବନ ଭିତରେ ଅନେକ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି। ତାଙ୍କର ବଲିଉଡ୍ ଜଗତକୁ ଅବଦାନକୁ ନେଇ ସେ ଆଜି ବି ସ୍ମରଣୀୟ। ଗୋଟେ ସମୟରେ ଜୟା ସିନେ ଜଗତରେ ଆଗ ଧାଡିର...
ଆଜିକାଲି ଆଣ୍ଠୁଗଣ୍ଠି ବାତ ଏକ ସାଧାରଣ ସମସ୍ୟାରେ ପରିଣତ ହୋଇଗଲାଣି। ବୟସ ଧିରେ ଧିରେ ବଢିବା ସହିତ ଅନେକ ଏହି ସମସ୍ୟାର ସମ୍ମୁଖିନ ହେଉଥିବା ଦେଖାଯାଏ। ତେବେ ଆଜି ଶିଖି ନିଅନ୍ତୁ କିଛି ସରଳ ଆସନ ଯାହାକୁ ନିୟମିତ ଅଭ୍ୟାସରେ ଆପଣ ଏଥିରୁ ନିଶ୍ଚିତ ମୁକ୍ତି ପାଇପାରିବେ। ପଦାଙ୍ଗୁଳି...
ବ୍ରିଟେନ୍ ମେଡିକାଲ୍ ରେଗୁଲେଟର୍ ମୁତାବକ ଆଷ୍ଟ୍ରାଜେନିକାର କୋଭିଡ୍ ଟିକାରେ ୧୬୮ ମୁଖ୍ୟ ବ୍ଲଡ୍ କ୍ଲଟ୍ସ ସମସ୍ୟା ଦେଖାଯାଉଛି। ବର୍ତ୍ତମାନ ୧୦ ଲକ୍ଷ ଡୋଜରେ ୭.୯ ବ୍ଲଡ୍ କ୍ଲଟ୍ ମାମଲା ସାମ୍ନାକୁ ଆସିଛି। ପୂର୍ବ ସପ୍ତାହ ତୁଳନାରେ ଚଳିତ ସପ୍ତାହ ବ୍ଲଡ୍ କ୍ଲଟ୍ ମାମଲା କ୍ଷିପ୍ର ଗତିରେ ବଢି ଚାଲିଛି। ...