• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

death-mother
ମଦ ପିଇବା ପାଇଁ ଟଙ୍କା ନଦେବାରୁ ମା’କୁ ମାରିଦେଲା ପୁଅ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ମଦ ପାଇଁ ନିଜ ଜନ୍ମକଲା ମାଆକୁ ମାରିଦେଇଛି ପୁଅ। ଏପରି ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତ ପୁଅ ମହେଶ ବାର୍ଲାକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦେଓଭୁବନପୁର ଗାଁରେ ସପରିବାରେ ବାସ କରନ୍ତି ସୋମବାରୀ...

lata
ଏସ୍‌.ପି.ଙ୍କ ଦ୍ୱାରସ୍ଥ ହେଲେ ନିଜକୁ ଦୈତାରୀ ପଣ୍ଡାଙ୍କ ସ୍ତ୍ରୀ ଦାବି କରୁଥିବା ଲତା ମଣ୍ଡଳ

ବାଲେଶ୍ୱର : ଯାତ୍ରା କଳାକାର ଦୈତାରୀ ପଣ୍ଡାଙ୍କୁ ନିଜର ସ୍ୱାମୀ ବୋଲି ଦାବି କରୁଥିବା ଝାମୁଛାଡି ଅଞ୍ଚଳର ଜଣେ ମହିଳା ଲତା ମଣ୍ଡଳ ଅାଜି ବାଲେଶ୍ୱର ଏସ୍‌.ପି.ଙ୍କ ଦ୍ୱାରସ୍ଥ ହୋଇଛନ୍ତି। କିଛିଦିନ ତଳେ ଲତା ମଣ୍ଡଳ ଦୈତାରୀ ପଣ୍ଡାଙ୍କ ନାଁରେ ସିମୁଳିଅା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ।...

virat
ଅାଇସିସି ରାଙ୍କିଙ୍ଗ୍‌ ତାଲିକା : ଦିନିକିଅାରେ ଶୀର୍ଷରେ ବିରାଟ ଓ ବୁମରାହ

ଦୁବାଇ : ପୁଣି ଥରେ ବିଶ୍ୱ କ୍ରିକେଟରେ ନିଜ ଦବଦବା ଜାରି ରଖିଲେ ଟିମ୍ ଇଣ୍ଡିଅା ଅଧିନାୟକ ବିରାଟ କୋହଲି।  ଅାଇସିସିର ସଦ୍ୟତମ ତାଲିକାରେ ବିରାଟଙ୍କୁ ଏହି ସଫଳତା ମିଳିଛି। ଦିନିକିଅା ତାଲିକାରେ ବିରାଟ ୮୯୯ ପଏଣ୍ଟ ସହ ତାଲିକାର ଟପ୍‌ରେ ରହିଛନ୍ତି। ଭାଇସ୍‌ କ୍ୟାପଟେନ୍‌ ରୋହିତ ଶର୍ମା...

bjd
ଅନୁଗୁଳ ଜିଲ୍ଲା ବିଜେଡିରେ ଅନ୍ତଃକନ୍ଦଳ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବିଜେଡିରେ ଅନ୍ତଃକନ୍ଦଳ। ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କ ବିରୋଧରେ ମେଳି ବାନ୍ଧିଲେଣି କିଛି ଅସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ। ସେମାନେ ଅଭିଯୋଗ କରିଛନ୍ତି, ଗତ ଥର ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିନାହାନ୍ତି ସୁଶାନ୍ତ। ପୁରୁଖା ନେତାଙ୍କୁ ଅଣଦେଖା କରୁଛନ୍ତି। ତେଣୁ...

anata kumar
ଅାଜି ହେବ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ଶେଷକୃତ୍ୟ

ବେଙ୍ଗାଲୁରୁ : କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କ ଶେଷକୃତ୍ୟ। ବେଙ୍ଗାଲୁରୁସ୍ଥିତ ଯମରାଜପେଟ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଉଛି। ଅାଜି ସକାଳେ ତାଙ୍କ ମର ଶରୀରକୁ ବେଙ୍ଗାଲୁରୁର ବାସବନାଗୁଡ଼ି ବାସଭବନରୁ ରାଜ୍ୟ ବିଜେପି କାର୍ଯ୍ୟାଳୟ ଜଗନ୍ନାଥ ଭବନ ନିଅାଯାଇଥିଲା। ସେଠାରୁ...

ri
ତହସିଲଦାର ଓ RIଙ୍କୁ ଅଟକ ରଖିଲେ ଗାଁ ଲୋକେ

ସୁବର୍ଣ୍ଣପୁର  : ଚକଡା ପୋକ ଜନିତ ଫସଲ କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ଯାଇ ତହସିଲଦାର ଓ RI ଅଟକ। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ବେହେରାମାଲ ଗାଁରେ ଘଟିଛି ଏହି ଘଟଣା। ଚକଡା ଯୋଗୁଁ କ୍ଷୟକ୍ଷତି ହୋଇଥିବା ଧାନ ଫସଲର ଅନୁଧ୍ୟାନ ଲାଗି ଏସ୍.ରାମପୁରର ତହସିଲଦାର ପଞ୍ଚାନନ ପାତ୍ର ...

train derail
ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ ପରେ ସ୍ୱାଭାବିକ ହୋଇଛି ସ୍ଥିତି

ଭୁବନେଶ୍ୱର  : ହାୱଡ଼ା-ପୁରୀ ଧଉଳି ଏକ୍ସପ୍ରେସ୍ ଲାଇନ୍‌ଚ୍ୟୁତ ପରେ ସ୍ୱାଭାବିକ ହୋଇଛି ସ୍ଥିତି। ଟ୍ରେନ୍‌ର ୧୫ଟି ବଗି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଛି। ତେବେ ଦୁର୍ଘଟଣାସ୍ଥଳେ ୫ଟି ବଗି ରହିଛି। ଯାତ୍ରୀଙ୍କୁ ଭୁବନେଶ୍ୱର ଏବଂ ପୁରୀ ଅଭିମୁଖେ ପଠାଯାଇଛି। ଫାଲୋକନାମା ଏବଂ ନୀଳାଚଳ ଏକ୍ସପ୍ରେସ୍ ମାଧ୍ୟମରେ ଅାସୁଛନ୍ତି ଯାତ୍ରୀ।...

hockey uinveiling
ବିଶ୍ୱକପ୍‌ ହକି ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଟ୍ରଫି ଉନ୍ମୋଚିତ

ଭୁବନେଶ୍ୱର : ବିଶ୍ୱକପ୍ ହକି ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଟ୍ରଫି ଉନ୍ମୋଚିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରଫିର ଉନ୍ମାଚନ କରିଛନ୍ତି । ଏହି ଅବସରରେ ଏଫଆଇଏଚ୍ ସଭାପତି ଉପସ୍ଥିତ ଥିଲେ। ଏଥିସହ କ୍ରୀଡା କ୍ଷେତ୍ରରେ ଭିତ୍ତିଭୂମି ଉନ୍ନତି ସହ ବିଭିନ୍ନ ହାଇପରଫର୍ମାନ୍ସ ସେଣ୍ଟର ପ୍ରତିଷ୍ଠା ଲାଗି...

ayub-1--up
ପୁଣି ପଦାକୁ ଆସିଲା ବିଜେଡି ବିଧାୟକ ଅାୟୁବ ଖାନଙ୍କ ଔଦ୍ଧତ୍ୟର ଚିତ୍ର

ବଲାଙ୍ଗିର : କଣ୍ଟାବାଞ୍ଜିର ବିଜେଡି ବିଧାୟକ ଅାୟୁବ ଖାନ୍‌ଙ୍କ ପୁଣି ଔଦ୍ଧତ୍ୟ। ପୁଣି ତୋଡ଼ ଦେଖାଉଛନ୍ତି ସଭା ମଝିରେ। ଜିଲ୍ଲାପାଳ, ସାଂସଦଙ୍କ ସହ ଅନ୍ୟ ଜନପ୍ରତିନିଧି ଓ କର୍ମଚାରୀଙ୍କ ଉପସ୍ଥିତିରେ ମୁରିବାହାଲ ବ୍ଲକ୍‌ ଅଧ୍ୟକ୍ଷ ହଂସରାଜ ଜୈନଙ୍କୁ ଚୋର ବୋଲି କହୁଛନ୍ତି ଆୟୁବ ଖାନ୍‌। କଣ୍ଟାବାଞ୍ଜି ଏନ୍ଏସି ଅଫିସରରେ...

meeting-up
ପୁଳା ପୁଳା ପୁଞ୍ଜିର ପ୍ରତିଶ୍ରୁତି ଦେଲେ ଶିଳ୍ପପତି

ଭୁବନେଶ୍ୱର : ମେକ୍ ଇନ ଓଡ଼ିଶା କନ୍‌କ୍ଲେଭର ବିଜିନେସ୍ ଲିଡରସିପ୍ ସମିଟ୍‌ରେ ଶିଳ୍ପ ଜଗତର ବଡ଼ ହସ୍ତୀ ମୁକେଶ ଅମ୍ବାନୀ । ଓଡ଼ିଶାରେ କେତେ ପୁଞ୍ଜି ଖଟାଇବେ ଦେଶର ସର୍ବବୃହତ୍ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମାଲିକ । ତା ଉପରେ ଥିଲା ସମସ୍ତଙ୍କ ନଜର। ମୁକେଶ କହିଥିଲେ, ଜିଓ...

abhijit
ଅଭିଜିତ ଆୟରଙ୍କ ସପକ୍ଷରେ ଆମନେଷ୍ଟି ଇଣ୍ଡିଆ

ଭୁବନେଶ୍ୱର : ଅଭିଜିତ ଅାୟାର ମିତ୍ରଙ୍କ ସପକ୍ଷରେ ବାହାରିଲା ମାନବାଧିକାର ସଂଗଠନ ଆମନେଷ୍ଟି ଇଣ୍ଟରନ୍ୟାସନାଲ ଇଣ୍ଡିଅା । ଓଡ଼ିଶାର ଦୁଇଟି ମନ୍ଦିର ସମ୍ପର୍କରେ ବ୍ୟଙ୍ଗାତ୍ମକ ମନ୍ତବ୍ୟ ପାଇଁ ତାଙ୍କୁ ଜେଲ ଦଣ୍ଡାଦେଶ ଭୋଗିବାକୁ ପଡୁଥିବାରୁ ଓଡ଼ିଶା ସରକାର ତାଙ୍କୁ ମୁକ୍ତ କରିବା ଉଚିତ ବୋଲି ସଂଗଠନ କହିଛି।  ଜଣେ...

rr-up
ମଞ୍ଜ କଥା କହି ଖୋଲିଲେ ଶିଳ୍ପାୟନ ସ୍ୱପ୍ନ ଓ ବାସ୍ତବତାର ଗୁମର

ଭୁବନେଶ୍ୱର : ଶିଳ୍ପର ମହାକୁମ୍ଭରେ ଶିଳ୍ପ ଜଗତର ହେଭିୱେଟ୍ ଶିଳ୍ପପତିମାନେ। ମିଳିଛି ଗଦା ଗଦା ପ୍ରତିଶ୍ରୁତି ଅାଉ ଭୁରି ଭୁରି ପ୍ରଶଂସା । ଟାଟା, ବିର୍ଲା ,ଅଦାନୀ ଅମ୍ବାନୀଙ୍କ ପରି ବଡ଼ ବଡ଼ ଶିଳ୍ପପତିଙ୍କ ଗହଣରେ ଉଦ୍‌ଘାଟିତ ହୋଇଛି ମେକ୍ ଇନ୍ ଓଡିଶା କନକ୍ସେଭର ବିଜନେସ ସମିଟ୍। ପୁଞ୍ଜିନିବଶର...

jail-up
ଜେଲ୍‌ରେ କଏଦୀଙ୍କ ଜଳଖିଅା ଖର୍ଚ୍ଚ ୧୮ଲକ୍ଷ ଟଙ୍କା !

ଭୁବନେଶ୍ୱର : ଜେଲ୍‌ରେ ଜଳଖିଅା ବାବଦରେ ଖର୍ଚ୍ଚ ୧୮ଲକ୍ଷ ଟଙ୍କା। ଶୁଣିବାକୁ ଅାଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ଶହେ ପ୍ରତିଶତ ସତ। ରାଜ୍ୟର ୬ଟି ଜେଲରେ ଥିବା କ୍ୟାଣ୍ଟିନ୍‌ରୁ ଅନ୍ତେବାସୀଙ୍କ ଜଳଖିଅା ବାବଦକୁ  ବର୍ଷକ ଭିତରେ ଏତେ ଟଙ୍କା ଅାୟ ହୋଇଛି। ସବୁଠୁ ଅଧିକ ୭ଲକ୍ଷ ୨୨ ହଜାର...

baDRI
ମନ୍ତ୍ରୀଙ୍କ ପୁଅ ଗୁଣ୍ଡାରାଜ ଚଳାଉଥିବା ଅଭିଯୋଗ

କଟକ : କଟକରେ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ କୁଶପୁତ୍ତଳିକା ଦାହ। ଯୁବ କଂଗ୍ରେସ ତରଫରୁ ଅଭିଯୋଗ କରାଯାଇଛି ଯେ, ମନ୍ତ୍ରୀଙ୍କ କ୍ଷମତା ବଳରେ ବଳିୟାନ ହୋଇ ବଦ୍ରିଙ୍କ ପୁଅ ବିରୋଧୀ ଦଳର କର୍ମୀଙ୍କ ଉପରେ ଅାକ୍ରମଣ କରୁଛନ୍ତି। ସାଧାରଣରେ ଅାତଙ୍କ ସୃଷ୍ଟି କରୁଛନ୍ତି। ସ୍ଥାନୀୟ ଅଞ୍ଚଳରେ ବାରମ୍ବାର...

rafel-up
ରାଫେଲ ବିବାଦ ମାମଲା ; ସୁପ୍ରିମକୋର୍ଟରେ ତଥ୍ୟ ଦାଖଲ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ କିଣିବା ସମୟରେ ୨୦୧୩ର ପ୍ରକ୍ରିୟାକୁ ଗ୍ରହଣ କରାଯାଇଥିଲା। ଏଥିପାଇଁ ପ୍ରାୟ ଏକ ବର୍ଷ ଧରି ଅାଲୋଚନା ଚାଲିଥିଲା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିସହ ରାଫେଲ ଯୁଦ୍ଧ ବିମାନ କ୍ରୟ ସମ୍ପର୍କିତ ସମସ୍ତ ତଥ୍ୟ କେନ୍ଦ୍ର...

modi
ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ନରେନ୍ଦ୍ର ମୋଦି

 ଭୁବନେଶ୍ୱର : ପୁରୀରୁ ପ୍ରାର୍ଥୀ ହୋଇପାରନ୍ତି ନରେନ୍ଦ୍ର ମୋଦି। ୨୦୧୯ ମସିହାରେ ପୁରୀରୁ ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲୀପ ଘୋଷ ସୂଚନା ଦେବାପରେ ଅାଲୋଚନା ଘନେଇଛି। ସେପଟେ ଅମିତ ଶାହଙ୍କୁ ପଶ୍ଚିମବଙ୍ଗରୁ ଦଳ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି।...