• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

basant
ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ୱୀକାର କରନ୍ତୁ: ବିଜେପି

ଭୁବନେଶ୍ୱର: ମରୁଡ଼ି, ଚାଷୀ ଆତ୍ମହତ୍ୟା ଓ ମିଲର୍ସଙ୍କ ଚାଷୀ ମାରଣ ନୀତିକୁ ନେଇ ବିଜେପି ଆଜି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ରାଜ୍ୟରେ ଫସଲହାନୀ ଓ ଋଣ ଭାରରେ ଚାଷୀ ଆତ୍ମହତ୍ୟା ବଢ଼ୁଥିବା ବେଳେ ସରକାର ଏହାକୁ ମାନୁ ନଥିବା ଦଳ ଅଭିଯୋଗ କରିଛି। ଚାଷୀଙ୍କ ଭାଗ୍ୟ ମିଲର୍ସଙ୍କ...

avijit
ଆସନ୍ତାକାଲି ପୁଣି ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ୍‌

ଭୁବନେଶ୍ୱର: ଆଜି ସତ୍ୟପାଠ ଦେଇ ନପାରିବାରୁ ଆସନ୍ତାକାଲି ପୁଣି ଥରେ ବିଧାନସଭା ଗୃହ କମିଟି ଆଗରେ ହାଜର ହେବେ ଅଭିଜିତ୍ ଆୟାର ମିତ୍ର। ବିଧାୟକଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଅଭିଜିତ୍ ଆଜି ଦ୍ୱିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ। କମିଟି...

NAVEEN
ଓଡ଼ିଶାର ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିକୁ କେନ୍ଦ୍ର ଅଣଦେଖା କରୁଛି: ନବୀନ

ଭୁବନେଶ୍ୱର: ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗ ପୁଣି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ହେଉଛି ଓଡ଼ିଶାର ହକ୍। ଏହାକୁ ହାସଲ ପାଇଁ ଲଢ଼େଇ ଜାରି ରହିବ। ଭୁବନେଶ୍ୱରରେ ଲକ୍ଷ୍ମୀସାଗର ମେଳଣ ପଡ଼ିଆରେ ଆୟୋଜିତ ବିଜେଡିର ଜନସମ୍ପର୍କ ପଦଯାତ୍ରାରେ ଦଳୀୟ କର୍ମୀ...

choppeer
ଡିଜିସିଏ କ୍ଲିନ୍‌ ଚିଟ୍‌ ପରେ ଗୋଟିଏ ହେଲିକପ୍ଟରକୁ ସିଲ୍‌ କରାଯିବା ନେଇ ଆପତ୍ତି ଉଠାଇଲେ ବୈଜୟନ୍ତ

ଭୁବନେଶ୍ୱର: ପୁରୀ ପୁଲିସ୍‌ର ଉଦ୍ଦେଶ୍ୟମୂଳକ କାର୍ଯ୍ୟାନୁଷ୍ଠାନ ନେଇ ପୁଲିସ୍ ଡିଜିଙ୍କ ହସ୍ତକ୍ଷେପ ଲୋଡ଼ିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଡିଜିସିଏର କ୍ଲିନ୍ ଚିଟ୍ ସତ୍ତ୍ୱେ ଇମ୍ଫା ଏଭିଏସନ୍‌ର ଗୋଟିଏ ହେଲିକପ୍ଟରକୁ ଅଧିକ ତଦନ୍ତ ଆଳରେ ପୁରୀ ପୁଲିସ୍ ସିଲ୍ କରି ରଖିଛି। ତେବେ କେଉଁ ଉଡ଼ାଣ ନିୟମର ଉଲ୍ଲଙ୍ଘନର...

high-court-up
ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ୩ ନେତା ହାଇକୋର୍ଟ ବାରରୁ ବହିଷ୍କୃତ

କଟକ: ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଭଣ୍ଡୁର ଉଦ୍ୟମ ଅଭିଯୋଗରେ ତିନି ଜଣ ବରିଷ୍ଠ ଆଇନଜୀବୀଙ୍କୁ ହାଇକୋର୍ଟ ବାରରୁ ବହିଷ୍କୃତ କରାଯାଇଛି। ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ଆବାହକ ମିଲନ କାନୁନ୍‌ଗୋ, ବିଜେଡି ଆଇନ୍‌ଜୀବୀ ସାମ୍ମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାଶ ଓ ବାରର ପୂର୍ବତନ ଉପସଭାପତି ବଂଶୀଧର ଶତପଥୀଙ୍କୁ ବହିଷ୍କୃତ କରାଯାଇଛି।...

ranji
ଓଡ଼ିଶା-ହରିୟାଣା ରଣଜୀ ମୁକାବିଲା ; ଜଲଓ୍ୱା ଦେଖାଇଲେ ଓପନର୍ ଅନୁରାଗ ଷଡ଼ଙ୍ଗୀ

ଭୁବନେଶ୍ୱର : ରଣଜୀ ସିଜିନ୍‌ ଅାରମ୍ଭରୁ ଜଲଓ୍ୱା ଦେଖାଇଲେ ଓଡ଼ିଶାର ଓପନର୍ ଅନୁରାଗ ଷଡ଼ଙ୍ଗୀ। ପ୍ରଥମ ମ୍ୟାଚରେ ହିଁ ସେ ଶତକ ହାସଲ କରିଛନ୍ତି। ଭୁବନେଶ୍ୱର କିଟ୍ ଷ୍ଟାଡିୟମରେ ହରିୟାଣା ବିପକ୍ଷରେ ସିଜିନର ପ୍ରଥମ ମ୍ୟାଚ୍‌ ଖେଳୁଛି ଓଡ଼ିଶା ଟିମ୍। ଟସ୍ ଜିତିବା ପରେ ଦଳ ପ୍ରଥମେ ବ୍ୟାଟିଂ...

constable-up
ମାଡ଼ ମାରିଥିବା ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର : ପୁଲିସକୁ ଓକିଲଙ୍କ ମାଡ଼ ଅଭିଯୋଗ ମାମଲା। ଏନେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛି ହାବିଲଦାର-ସିପାହୀ-କନଷ୍ଟେବଳ ମହାସଂଘ। ୨ ପୁଲିସ କର୍ମଚାରୀଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ଅାଣି ମହାସଂଘ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ମହାସଂଘ ଅଭିଯୋଗ କରିଛି ଯେ, ସିସିଟିଭିରେ ଓକିଲ ମାଡ଼ ମାରିଥିବା ଦୃଶ୍ୟ ରେକର୍ଡ ହୋଇଛି।...

cricket
ୱେଷ୍ଟଇଣ୍ଡିଜ୍‌କୁ ୯ଓ୍ୱିକେଟରେ ହରାଇଲା ଭାରତ

ଥିରୁଭନନ୍ତପୁରମ : ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦିନିକିଅା ସିରିଜକୁ ୩-୧ରେ ହାତେଇଲା ଭାରତ । ଅାଜି ଥିରୁଅନନ୍ତପୁରମରେ ଖେଳା ଯାଇଥିବା ଶେଷ ଦିନିକିଅାରେ ଭାରତ ୯ ଓ୍ୱିକେଟରେ ବିଜୟୀ ହୋଇଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ ମାତ୍ର ୧୦୪ ରନ୍‌ରେ ସୀମିତ ରହିଥିଲା। ଭାରତ ପକ୍ଷରୁ ଜାଡେଜା...

survey
ସି-ଭୋଟର ସର୍ଭେ ; ଏସ୍‌ପି-ବିଏସ୍‌ପି ମେଣ୍ଟ ହେଲେ ଅଡୁଅାରେ ପଡ଼ିବ ଏନ୍‌ଡିଏ

ନୂଆଦିଲ୍ଲୀ / ଭୁବନେଶ୍ୱର : ଏନ୍‌ଡିଏ ରାସ୍ତାରେ ଏସ୍‌ପି-ବିଏସ୍‌ପି ପ୍ରତିବନ୍ଧକ। ଅାଗାମୀ ସାଧାରଣ ନିର୍ବାଚନରେ ଉତ୍ତରପ୍ରଦେଶରେ ଯଦି ଏସ୍‌ପି-ବିଏସ୍‌ପି ମେଣ୍ଟ ହୁଏ ,ତେବେ ସ୍ପଷ୍ଟ ବହୁମତ ପାଇବାରେ ବି ଫେଲ୍‌ ମାରିପାରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ। ସି-ଭୋଟର ପକ୍ଷରୁ କରାଯାଇଥିବା ଜନମତ ସର୍ଭେ ଦେଶ୍‌କା ମୁଡ୍‌ରେ ଏମିତି କିଛି ...

woman rape
ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ ଓ ଲୁଟ୍‌ପାଟ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ଥାନା ଅଞ୍ଚଳରେ ମହିଳାଙ୍କୁ ଅପହରଣ କରି ଦୁଷ୍କର୍ମ ଓ ଲୁଟ୍‌ପାଟ ଅଭିଯୋଗ । ୪ ଜଣ ଯୁବକ ବାଇକ୍‌ରେ ଅାସି ସଂପୃକ୍ତ ମହିଳାଙ୍କୁ ଫୁଲବାଣୀରେ ପହଞ୍ଚାଇଦେବେ ବୋଲି କହିଥିଲେ। କିନ୍ତୁ ଟିକାବାଲିରୁ ଫେରାଇ ଅାଣି ହାତଗୋଡ଼ ବାନ୍ଧି ସଂପୃକ୍ତ ଯୁବକ ମାନେ...

bjd
ସି-ଭୋଟର ସର୍ଭେରେ ଚମକାଇଲା ଭଳି ରିପୋର୍ଟ ; ଚିତ୍‌ପଟାଙ୍ଗ ମାରିପାରେ ବିଜେଡି !

ଭୁବନେଶ୍ୱର : ସି-ଭୋଟର ସର୍ଭେରେ ଚମକାଇଲା ଭଳି ରିପୋର୍ଟ। ବିଜେଡି ପାଇଁ ପୁଣି ବଜାଇଛି ସତର୍କ ଘଣ୍ଟି। ରାଜ୍ୟରେ ବିଜେଡି ପ୍ରତି ସମର୍ଥନ ଆଶାତୀତ କମୁଥିବା ରିପୋର୍ଟରେ ଦର୍ଶାଯାଇଛି। ଆଜି ନିର୍ବାଚନ ହେଲେ ସାଂଘାତିକ ଘାଟାରେ ପଡିପାରେ ବିଜେଡି। ଗତ ସେପ୍ଟେମ୍ବରରେ ଏବିପି ନ୍ୟୁଜ୍-ସି ଭୋଟର ପକ୍ଷରୁ କରାଯାଇଥିବା...

ga
ଦିଲ୍ଲୀ ଛାଡ଼ି ନିଜ ଗାଁକୁ ଫେରି ପାରନ୍ତି ଜଗା କାଳିଅା

ନୂଆଦିଲ୍ଲୀ : ଦିଲ୍ଲୀ ଛାଡ଼ି ନିଜ ଗାଁକୁ ଫେରି ପାରନ୍ତି ଜଗା କାଳିଅା। ଗାଁକୁ ଫେରିବାକୁ ମନ ବଳାଇଛନ୍ତି ଜଗା କାଳିଅାଙ୍କ ବାପାମାଅା।  ଅପରେସନ୍ ପରେ ଅଲଗା ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି ଜଗା କାଳିଅା । ଘରକୁ ଫେରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଜଗା...

central team
ତିତ୍‌ଲି ବାତ୍ୟା କ୍ଷୟକ୍ଷତିର ଅାକଳନ ପାଇଁ ଅାସିଲା କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର : ତିତ୍‌ଲି ବାତ୍ୟା କ୍ଷୟକ୍ଷତିର ଅାକଳନ ପାଇଁ ଅାସିଲା କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ଏସ୍. କେ. ସାହିଙ୍କ ନେତୃତ୍ୱରେ ଅାସିଥିବା ୭ଜଣିଅା ଟିମ୍ ଅାଜି ଗଂଜାମ ଜିଲ୍ଲାରେ କ୍ଷୟକ୍ଷତିର ଅାକଳନ କରିଛନ୍ତି। ଅାସନ୍ତା କାଲ ଟିମ୍ ଗଜପତି ଜିଲ୍ଲାର କ୍ଷତିଗ୍ରସ୍ତ ଅଞ୍ଚଳ...

baijayanta
ଖାରବେଳଙ୍କୁ ଅାକ୍ରମଣ ଘଟଣାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟ୍

ଭୁବନେଶ୍ୱର : ଅାଳି ପରେ ବାଲେଶ୍ୱରରେ ଖାରବେଳଙ୍କୁ ଅାକ୍ରମଣ ଘଟଣାରେ ଟ୍ୱିଟ୍ କରିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ରାଜ୍ୟରେ ସ୍ଥିତି ଦିନକୁ ଦିନ ଖରାପରୁ ଦୟନୀୟ ଅାଡ଼କୁ ଗତି କରୁଛି। ଖାରବେଳ ନିର୍ବାଚନ କମିଶନଙ୍କ ପାଖରେ ଏନେଇ ଅଭିଯୋଗ କରିବା ଦରକାର ବୋଲି ବୈଜୟନ୍ତ ଚ୍ୱିଟରରେ ଲେଖିଛନ୍ତି...

blast
ବାଣ ଭିଡ଼ିବା ବେଳେ ବିସ୍ଫୋରଣ

ବାଲିପାଟଣା : ଦୀପାବଳି ପୂର୍ବରୁ ଭୁବନେଶ୍ୱର ଉପକଣ୍ଠରେ ଅଘଟଣ। ବାଲିପାଟଣା ନୂଅାସାହିରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଦୁଇଜଣ ସ୍ୱାମୀ-ସ୍ତ୍ରୀ ବୋଲି ଜଣାପଡ଼ିଛି। ସେମାନେ ହେଲେ ଜ୍ଞାନେନ୍ଦ୍ର ମିଶ୍ର ଓ ଲକ୍ଷ୍ମୀପ୍ରିୟା ମିଶ୍ର। ଏହାଛଡ଼ା ବିସ୍ଫୋରଣରେ...

drought
୯ ଜିଲ୍ଲାରେ ମରୁଡ଼ି ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟର ୯ଟି ଜିଲ୍ଲା ମରୁଡ଼ି ଦ୍ୱାରା ପ୍ରଭାବିତ। ଅାଜି ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି । ୯ଟି ଜିଲ୍ଲାର ୬୬ ଟି ବ୍ଲକ୍‌ ଏବଂ ୧୬ଟି ପୌରାଞ୍ଚଳରେ ମରୁଡ଼ି ହୋଇଛି। ମରୁଡ଼ି ଘୋଷିତ ୯ଟି ଜିଲ୍ଲା ହେଉଛି ବରଗଡ଼, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି,...

puri
ଇଚ୍ଛାମୃତ୍ୟୁ ପାଇଁ ସେବାୟତ କଲେ ଆବେଦନ

ପୁରୀ : ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ପୁରୀ ଶ୍ରୀମନ୍ଦିରରେ ସେବକମାନେ ଭକ୍ତଙ୍କ ଠାରୁ ଦାନ ଓ ଦକ୍ଷିଣା ପାଇ ପାରୁନାହାନ୍ତି । ଏଭଳି ସ୍ଥିତିରେ ଅାର୍ଥିକ ଅନଟନ ମଧ୍ୟରେ ଜୀବନଯାପନ କରୁଥିବା ଅଭିଯୋଗ କରିଛନ୍ତି ସେବାୟତ। ଏହାକୁ ନେଇ ଇଚ୍ଛାମୃତ୍ୟୁର ନିଷ୍ପତ୍ତି ନେଇଛନ୍ତି ସେବାୟତ ନରସିଂହ ମିଶ୍ର ପୂଜାପଣ୍ଡା।...

lightman
ଦନ୍ତେଓ୍ୱାଡା ନକ୍ସଲ ଅାକ୍ରମଣ ବେଳର ସ୍ଥିତି ବୟାନ କଲେ ଡିଡି ନ୍ୟୁଜ୍ ଲାଇଟ୍‌ମ୍ୟାନ୍‌

ଦନ୍ତେଓ୍ୱାଡା : ଦନ୍ତେଓ୍ୱାଡା ନକ୍ସଲ ଅାକ୍ରମଣ ବେଳର ଭୟାନକ ଦୃଶ୍ୟ। ନକ୍ସଲଙ୍କ ଅାଖି ବୁଜା ଗୁଳି ଚାଳନା ପରେ ସେଠାରୁ ଜୀବନ ନେଇ ଫେରିଥିବା ଡିଡି ନ୍ୟୁଜ୍ ଟିମ୍‌ର ଲାଇଟ୍ ମ୍ୟାନ୍ ମୋରମୁକୁଟ୍ ଘଟଣା ବେଳର ସ୍ଥିତିକୁ ନିଜ ମୋବାଇଲରେ କଏଦ କରିଥିଲେ। ଅାକ୍ରମଣ ବେଳେ ଏକ ଖାଲରେ...

sc-up
ରାଫେଲ୍ ଡିଲ୍ ନେଇ କେନ୍ଦ୍ରକୁ ତଥ୍ୟ ମାଗିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ  : ରାଫେଲ ଡିଲ ସମ୍ପର୍କିତ ସମସ୍ତ ତଥ୍ୟ ୧୦ଦିନ ଭିତରେ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଫେଲର ମୂଲ୍ୟ ଓ ଏହା ଦ୍ୱାରା କଣ ଫାଇଦା ମିଳିବ ,ସେ ସମ୍ପର୍କରେ ଜଉମୁଦ ଲଫାଫାରେ ଦାଖଲ କରିବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ...

sri mandira
ଘୁଞ୍ଚିଲା ଶ୍ରୀମନ୍ଦିର ଶୁଣାଣି

ଭୁବନେଶ୍ୱର : ଧାଡ଼ି ଦର୍ଶନକୁ ନେଇ ପୁରୀରେ ବନ୍ଦ ପାଳନ ବେଳେ ଗଣ୍ଡଗୋଳ ଓ ପୁଲିସ ବନ୍ଧୁକ ଧରି ଓ ଜୋତା ପିନ୍ଧି ମନ୍ଦିର ଭିତରେ ପଶିବା ମାମଲାରେ ଘୁଞ୍ଚିଲା ଶୁଣାଣି। ଅାସନ୍ତା ନଭେମ୍ବର ୩୦ରେ ଶୁଣାଣି କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ। ଅାମିକସ୍‌କ୍ୟୁରୀ ଅସୁସ୍ଥ ଥିବାରୁ...