ଖୋର୍ଦ୍ଧା: ଖୋର୍ଦ୍ଧା ବେଗୁନିଅା ଗେଡ଼ିଅାପଲ୍ଲୀରୁ ୬୦ ଲକ୍ଷ ଲୁଟ୍ ମାମଲାରେ ଗିରଫ ହେଲେ ଅଭିଯୁକ୍ତ। ବେଗୁନିଅା ବୈଦେଶ୍ୱର ଅଞ୍ଚଳରୁ ପୁଲିସ୍ ଅଭିଯୁକ୍ତଙ୍କୁ କାବୁ କରିଛି। ଏହାସହ ଟଙ୍କା ବ୍ୟାଗ୍କୁ ଜବତ କରାଯାଇଛି। ତେବେ ବ୍ୟାଗରେ କେତେ ଟଙ୍କା ରହିଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।...
ଭୁବନେଶ୍ୱର : ଅାଜିଠାରୁ ଭୁବନେଶ୍ୱର ରେଳବାଇ ଅଡିଟୋରିଅମରେ ଅାରମ୍ଭ ହେବ ୧୭ତମ ଅଞ୍ଜଳି ଶିଶୁ ଓ ଯୁବ ମହୋତ୍ସବ। ସାମାଜିକ ଅନୁଷ୍ଠାନ ସ୍ୱାଭିମାନ ପକ୍ଷରୁ ଅାୟୋଜିତ ଏହି ମହୋତ୍ସବରେ ଓଡିଶା ସହିତ ୯ଟି ରାଜ୍ୟର ପ୍ରାୟ ୩୫୦୦ ପିଲା ଯୋଗଦେବେ। ଏହି ଉତ୍ସବର ଥିମ୍ ‘ସଶକ୍ତ’ ରହିଥିବାବେଳେ ଭିନ୍ନକ୍ଷମ...
ନୀଳଗିରି : ବାଲେଶ୍ୱର ନୀଳଗିରିରେ ପୁଣି ଥରେ ହାତୀ ପଳଙ୍କ ଅାତଙ୍କ । ଝାଡ଼ଖଣ୍ଡରୁ ୪୦ରୁ ଅଧିକ ହାତୀ ନୀଳଗିରି ଅଞ୍ଚଳରେ ପଶି ଅାସିଛନ୍ତି । ଗୋପାଳପୁର ଅଞ୍ଚଳର ବହୁ ସଂଖ୍ୟାରେ ଫସଲ ନଷ୍ଟ କରିଛନ୍ତି ହାତୀ। ଚାଷ ଜମି ଦେଇ ହାତୀ ଚଳ ପ୍ରଚଳ କରିବା ଯୋଗୁଁ...
ଖୋର୍ଦ୍ଧା: ଖୋର୍ଦ୍ଧା ଟାଙ୍ଗୀ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ୍କୁ ପଛପଟୁ ମିନି ଟ୍ରକ୍ ପିଟିଛି। ଏହା ଫଳରେ ଘଟଣାସ୍ଥଳରେ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଅାହତ ହୋଇଛନ୍ତି। ଅାଜି ଭୋର୍ ସମୟରେ ୧୬ ନମ୍ବର ଜାତୀୟ ରାଜପଥର...
ଭବନେଶ୍ୱର: ଅାଜି ନଭେମ୍ବର ୧୪ ତାରିଖ, ଶିଶୁ ଦିବସ। ଅାମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଆଜି ଜନ୍ମଦିନ। ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଜନ୍ମଦିନକୁ ଶିଶୁ ଦିବସ ଭାବେ ପାଳନ କରାଯାଉଛି। ଏହି ଦିନ ସମସ୍ତ ସ୍କୁଲରେ ପିଲାଙ୍କୁ ମିଷ୍ଟାନ୍ନ ବଣ୍ଟନ...
ପାରାଦୀପ : ବିଧାୟକ ଦେବାଶିଷ ସାମନ୍ତରାୟଙ୍କର ପାରାଦୀପ ନିର୍ବାଚନମଣ୍ଡଳୀ ପ୍ରତି ଲୋଭ। ଗତକାଲି ପାରାଦୀପ ବିଜେଡି ସମାବେଶରେ ଦେବାଶିଷ କହୁ କହୁ ପାରାଦୀପ ପ୍ରତି ତାଙ୍କ ଲୋଭ ଥିବା କଥା ଜଣାଇଥିଲେ। ୨୦୦୯ରେ ପୁନର୍ଗଠନ ବେଳେ ଏ ନିର୍ବାଚନ ମଣ୍ଡଳୀକୁ ମୁଁ ଗଢ଼ିଥିଲି। ପାରାଦୀପରୁ ପ୍ରାର୍ଥୀ ହେବାକୁ ମୋର...
କଟକ : ବାସୁଦେବପୁର କୁଅାମରା ଛକରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା। ଏଥିରେ ୨୫ଜଣ ଯାତ୍ରୀ ଅାହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଅାହତ ମାନଙ୍କୁ ବାସୁଦେବପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅାଜି ସକାଳେ କୁଅାମରା ଛକରେ...
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଅାଇନଜୀବୀଙ୍କୁ ପୁଲିସର ମାଡ଼ ଘଟଣାରେ ଅାଜି ବସିବ ଓକିଲ ସଂଘର ବୈଠକ। ଅାଜି ଅପରାହ୍ନରେ ଗଞ୍ଜାମ ଜିଲ୍ଲା ଓକିଲ ସଂଘର ବୈଠକ ବସି ପରବର୍ତ୍ତୀ କାର୍ଯ୍ୟପନ୍ଥା କଣ ରହିବ, ସେନେଇ ନିଷ୍ପତ୍ତି ନିଅାଯିବ ଗତକାଲି ଗଂଜାମ ବୁଗୁଡା ଥାନାରେ ଜଣେ ଅାଇନଜୀବୀ...
କଟକ : କଟକରେ ପୁଲିସ-ଓକିଲ ବିବାଦ ମାମଲାରେ ଅାଜି ହାଇକୋର୍ଟ ବାର ଅାସୋସିଏସନର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଅାନ୍ଦୋଳନର ପରବର୍ତ୍ତୀ ରୂପରେଖ ଏହି ବୈଠକରେ ସ୍ଥିର ହେବ। ସେପଟେ ଜଷ୍ଟିସ ସି.ଅାର ଦାସଙ୍କ ଖଣ୍ଡପୀଠରେ ଓକିଲ-ପୁଲିସ ବିବାଦ ସମ୍ପର୍କିତ ମାମଲାର ଶୁଣାଣି ଅାଜି ହେବାକୁ ଧାର୍ଯ୍ୟ ହୋଇଛି। ଓକିଲଙ୍କୁ...
ପୁରୀ : ଶ୍ରୀମନ୍ଦିର ବ୍ରହ୍ମ ବିଭ୍ରାଟ ଘଟଣାରେ ୧୧ ଜଣଙ୍କୁ ନୋଟିସ୍। ତତ୍କାଳୀନ ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଅାଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରଶାସନ। ରିପୋର୍ଟକୁ ଗଠିତ ସବ୍ କମିଟି ତର୍ଜମା କରିବା ପରେ ୧୦ ଦଇତାପତି ଓ ଜଣେ ମହାରଣା ସେବାୟତଙ୍କ ସମେତ ମୋଟ ୧୧...
ଭୁବନେଶ୍ୱର : ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରରୁ ASI ପକ୍ଷରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଓ ମୂର୍ତ୍ତି ହଟାଯିବା ଅଭିଯୋଗର ସମୀକ୍ଷା କରିଛନ୍ତି ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା । କହିଛନ୍ତି, ପ୍ରତ୍ନତତ୍ତ୍ୱ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ଅାଲୋଚନା ପରେ ରିପୋର୍ଟ ମଗାଯାଇଛି। କୋଣାର୍କ ମନ୍ଦିରରୁ କୌଣସି ପଥର ବଦଳାଯାଇନି...
ଭୁବନେଶ୍ୱର : ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ରେ ରାଜ୍ୟକୁ ୪ ଲକ୍ଷ ୧୯ ହଜାର ୫୭୪ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ଅାସିଛି। ୧୫ଟି ସେକ୍ଟରରେ ପୁଞ୍ଜି ନିବେଶ ଲାଗି ବିଭିନ୍ନ କମ୍ପାନୀ ପକ୍ଷରୁ ପ୍ରସ୍ତାବ ମିଳିଥିବା ବେଳେ ଏହାଦ୍ୱାରା ରାଜ୍ୟରେ ୫ ଲକ୍ଷ ୯୧ ହଜାର ଅତିରିକ୍ତ...
ପୁରୀ : ଦୀର୍ଘ ୧୧୫ ବର୍ଷର ପ୍ରତୀକ୍ଷାର ହେବ ଅବସାନ। ଶ୍ରୀମନ୍ଦିର ରତ୍ନବେଦୀରେ ବିରଳ ରଘୁନାଥ ବେଶରେ ଶ୍ରୀଜୀଉଙ୍କୁ ଦର୍ଶନ କରି ଅାହ୍ଲାଦିତ ହେବେ ଭକ୍ତ। ୨୦୨୦ ମସିହାରେ ଶ୍ରୀମନ୍ଦିରରେ ହୋଇପାରେ ଦୁର୍ଲଭ ରଘୁନାଥ ବେଶ। ପୁଣି ରତ୍ନ ସିଂହାସନରେ ମହଣ ମହଣ ସୁନାରେ ବିଭୂଷିତ ହୋଇ ତ୍ରେତୟା...
ଭୁବନେଶ୍ୱର : ଅାଉ ନାହାନ୍ତି ଓଡ଼ିଆ ସଙ୍ଗୀତର ଏ ଅଲ ଟାଇମ୍ ହିଟ୍ ଗୀତର ସାରସ୍ୱତ ସାଧକ ଚିତ୍ତ ଜେନା। ଶେଷ ହୋଇଛି ତାଙ୍କ ସଙ୍ଗୀତ ସାଧାନା , ଅାଉ ନୀରବି ଯାଇଛି ତାଙ୍କ ସ୍ୱର। କୋଟି କୋଟି ବିଦଗ୍ଧ ଶ୍ରୋତାଙ୍କୁ ଶୋକ ସାଗରରେ ଭସାଇ ସେ ଅାର...
ଭୁବନେଶ୍ୱର : ବିଜେପି ଫୋକସ୍ରେ ଥିବା ପୂର୍ବାଞ୍ଚଳର ଦୁଇ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗର ଦଳୀୟ ସଭାପତିଙ୍କ ମନ୍ତବ୍ୟକୁ ନେଇ ରାଜ୍ୟ ରାଜନୀତିରେ ପୁଣି ହଲଚଲ୍। ପୁରୀ ଜଗନ୍ନାଥ ଧାମରୁ ମୋଦି ଓ ପଶ୍ଚିମବଙ୍ଗରୁ ଅମିତ ଶାହ ଯଦି ସତରେ ଲଢ଼ିବେ ତାହେଲେ ପୂର୍ବାଞ୍ଚଳରେ ଦଳକୁ ବଳ ଯୋଗାଇବ...