• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

bsf
ସୀମାରେ ଦୀପାବଳି ପାଳିଲେ ବିଏସ୍ଏଫ୍ ଯବାନ

ଜାମ୍ମୁ-କାଶ୍ମୀର : ଜୀବନକୁ ବାଜି ଲଗାଇ ଦେଶକୁ ସୁରକ୍ଷା ଦେଉଥିବା ଭାରତୀୟ ସୀମା ସୁରକ୍ଷା ବଳ ଯବାନ ଦୀପାବଳି ପାଳନ କରିଛନ୍ତି। ଜାମ୍ମୁ ଓ କାଶ୍ମୀରର ଅାର. ଏସ୍. ପୁରା ସେକ୍ଟରରେ ଯବାନମାନେ ସୀମାରେ ଥିବା ତାର ବାଡ଼ରେ ଦୀପ ଜାଳିବା ସହ ବାଣ ଫୁଟାଇଥିଲେ। ପରସ୍ପରକୁ ମିଠା...

sabarimala ---
ଦୁଇ ଦିନ ପାଇଁ ଖୋଲିଲା ସବରିମାଳା ମନ୍ଦିର

ସବରିମାଳା: ଅାଜି ପୁଣି ଖୋଲାଯାଇଛି କେରଳ ସବରିମାଳାର ସ୍ୱାମୀ ଅାୟାପ୍ପା ମନ୍ଦିର। ପାରମ୍ପରିକ ରୀତିନୀତି ପରେ ସନ୍ଧ୍ୟା ୫ଟାରେ ଦ୍ୱାର ଫିଟାଯାଇଥିଲା। କାଲି ରାତି ୧୦ଟାରେ ଶେଷ ପୂଜା ସହ ମନ୍ଦିର ପୁଣି ବନ୍ଦ ହେବ।  ଅଳ୍ପ ସମୟର ଯୋଗ ଥିବାରୁ ସ୍ୱାମୀ ଅାୟାପ୍ପାଙ୍କ ଦର୍ଶନ ଓ ପୂଜା...

police-up
ଚାଷୀଙ୍କୁ ରାଜଧାନୀ ମନା ତ, ନେତାଙ୍କୁ ଗାଁ ମନା

ଭୁବନେଶ୍ୱର : ଚାଷୀଙ୍କୁ ରାଜଧାନୀ ମନା ତ, ନେତାଙ୍କୁ ଗାଁ ମନା ହକ୍ ପାଇଁ ଲଢେଇ କରୁଥିବା ହଜାର ହଜାର ଚାଷୀଙ୍କୁ ପୋଲିସ୍ ଅାଜି ଅଧାରାସ୍ତାରେ ଅଟକାଇବା ପରେ ସରକାରଙ୍କୁ ଏଭଳି ଚରମ ଚେତାବନୀ ଦେଇଛି ନବ ନିର୍ମାଣ କୃଷକ ସଂଗଠନ। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବିରେ...

ticket2
ଟିକେଟ୍‌ ବିକ୍ରିକୁ ନେଇ ଅସନ୍ତୋଷ ଦର୍ଶକ

ଭୁବନେଶ୍ୱର : ବିଶ୍ୱକପ୍‌ ହକି ଟିକେଟ୍‌ ବିକ୍ରିକୁ ନେଇ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। କାରଣ ବିକ୍ରି ଅାରମ୍ଭ ନ ହେଉଣୁ ଟିକେଟ୍‌ ଶେଷ ହୋଇ ଯାଇଛି। ହଜାର ହଜାର ଦର୍ଶକ ଟିକେଟ ନ ନେଇ ନିରାଶ ହୋଇ ଫେରିଛନ୍ତି। ପ୍ରତିଦିନ ୧୬ ହଜାର ଦର୍ଶକ ଦେଖିବା ବ୍ୟବସ୍ଥା...

wi
ସମ୍ପୂର୍ଣ୍ଣ ଓ୍ୱାଇଫାଇ ହେଲା ଭୁବନେଶ୍ୱର

ଭୁବନେଶ୍ୱର : ସମ୍ପୂର୍ଣ୍ଣ ଓ୍ୱାଇଫାଇ ହେଲା ରାଜଧାନୀ ଭୁବନେଶ୍ୱର। ଭୁବନେଶ୍ୱର ଡଟ୍ ମି ଓ୍ୱାଇଫାଇ ଯୋଜନାକୁ ଅାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହିତ ରାଜଧାନୀରେ ଅାରମ୍ଭ ହୋଇଛି ଫ୍ରି ଓ୍ୱାଇଫାଇ ବ୍ୟବସ୍ଥା। ଭୁବନେଶ୍ୱରର ସବୁ ପ୍ରମୁଖ ସ୍ଥାନରେ ଏହି ଫ୍ରି ଓ୍ୱାଇଫାଇ ବ୍ୟବସ୍ଥା ଉପଲବ୍ଧ ହେବ।...

birat
ବିରାଟ@30

ନୂଆଦିଲ୍ଲୀ : ୩୦ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟ୍‌ ଟିମର ଅଧିନାୟକ ବିରାଟ କୋହଲି। କ୍ରିକେଟ୍‌ର ସବୁ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଥିବା ବିରାଟଙ୍କ ପାଇଁ ସୋଶାଲ ମିଡିଅାରେ ପ୍ରଶଂସାର ସୁଅ ଛୁଟୁଛି। ମଇଦାନରେ ପ୍ରତିପକ୍ଷଙ୍କୁ ଚକମା ଦେଖାଉଥିବା ବିରାଟ ଯୁବପିଢିଙ୍କ ପାଇଁ ଏବେ ଅାଇକନ ପାଲଟିଛନ୍ତି। On...

Patanjali-2
ଗାର୍ମେଣ୍ଟ ବଜାରରେ ପାତଞ୍ଜଳୀ

ନୂଆଦିଲ୍ଲୀ : ପାତଞ୍ଜଳୀ ପକ୍ଷରୁ ଗାର୍ମେଣ୍ଟ କାରବାର ଅାରମ୍ଭ ହୋଇଛି। ଧନ୍‌ତେରସ ଉପଲକ୍ଷେ ନୂଅାଦିଲ୍ଲୀର ନେତାଜୀ ସୁଭାଷ ପାଲେସରେ ପାତଞ୍ଜଳୀ ଷ୍ଟୋରରେ ବାବା ରାମଦେବ ବିଭିନ୍ନ ବ୍ରାଣ୍ଡର ପୋଷାକ ଲଞ୍ଚ କରିଛନ୍ତି। ପାତଞ୍ଜଳୀ ପକ୍ଷରୁ ପୁରୁଷ, ମହିଳା ଏବଂ ଶିଶୁଙ୍କ ପାଇଁ ବଜାରକୁ ଛଡ଼ା ଯାଇଛି ବିଭିନ୍ନ ପ୍ରକାରର...

bjd-up
ସୁନାବେଡା ହାଲ୍ ଫାଟକ ଅାଗରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ଛତ୍ରପୁର  : କେନ୍ଦ୍ର ସରକାର ବର୍ଷକୁ ଦୁଇ କୋଟି ବେକାରୀଙ୍କୁ ଚାକିରୀ ଦେବା ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ଏହାକୁ ଭୁଲି ଯାଇଥିବା ପ୍ରତିବାଦ କରି ଅାଜି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ଛତ୍ରପୁର ନିକଟସ୍ଥ ଅାଇଅାରଇ କାର୍ଯ୍ୟାଳୟ ଅାଗରେ ଧାରଣା ଦିଅାଯାଇଥିଲା। କେନ୍ଦ୍ର ସରକାର ଲୋକଙ୍କୁ...

bjp
ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟାର ପ୍ରତିବାଦରେ ବିଜେପିର ଧାରଣା

ଭୁବନେଶ୍ୱର : ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟାକୁ ନେଇ ଅାଜି ସବୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅାଗରେ ଧାରଣା ଦେଇଛି ବିଜେପି। ଭୁବନେଶ୍ୱରରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଏକ ରାଲି ଦଳୀୟ କାର୍ଯ୍ୟାଳୟରୁ ବାହାରି ସତ୍ୟନଗରସ୍ଥିତ ତୋଷାଳୀ ଭବନରେ ଥିବା ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଅଫିସ୍ ଅଭିମୁଖେ ଯାଇଥିଲା। ତେବେ...

sabarimala-up
ଅାଜି ଖୋଲିବ କେରଳ ସବରିମାଳା ମନ୍ଦିର

ସବରିମାଳା : ଅାଜି ପୁଣି ଖୋଲିବ କେରଳ ସବରିମାଳା ମନ୍ଦିର। ସଂଧ୍ୟା ୫ଟା ପରେ ମନ୍ଦିରରେ ରୀତି ନୀତି ଅନୁସାରେ ପୂଜାର୍ଚ୍ଚନା ଅାରମ୍ଭ ହେବ। ସେପଟେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ପରେ ଅାଜି ଦ୍ୱିତୀୟ ଥର ପାଇଁ ଖୋଲିବ ମନ୍ଦିର। ସବୁ ବୟସର ମହିଳାଙ୍କ ପ୍ରବେଶ ଉପରେ ରହିତାଦେଶ ହଟିବା...

sashi bhushan
ଚାଷୀଙ୍କ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ କଲେ ସରକାର

ଭୁବନେଶ୍ୱର : ଚାଷୀଙ୍କ ପାଇଁ ମନ୍ତ୍ରିସ୍ତରୀୟ କମିଟି ଗଠନ କଲେ ସରକାର। ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । କମିଟିରେ କୃଷି, ପଞ୍ଚାୟତିରାଜ ଓ ସମବାୟ ମନ୍ତ୍ରୀ ସଦସ୍ୟ ରହିଛନ୍ତି। ଏହି କମିଟିରେ ଟର୍ମ ଅଫ୍‌ ରେଫରେନ୍ସ ପ୍ରସ୍ତୁତ କରାଯିବ। ଟର୍ମ ଅଫ୍...

cricket-up
ଭାରତର ଚିତ୍ତାକର୍ଷକ ବିଜୟ

କୋଲକାତା : ପ୍ରଥମ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ । ୱେଷ୍ଟଇଣ୍ଡିଜ୍‌କୁ ୫ ୱିକେଟ୍‌ରେ ହରାଇଲା ଭାରତ । ଇଡେନ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୦୯ ରନ୍‌ ସଂଗ୍ରହ କରିଥିଲା। ଏହାର ଜବାବରେ ୧୧୦...

hockey
ବିଶ୍ୱକପ୍‌ ହକି ପାଇଁ କାଲିଠୁ ଟିକେଟ୍ ବିକ୍ରି

ଭୁବନେଶ୍ୱର : ବିଶ୍ୱକପ୍‌ ହକି ପାଇଁ ଅାସନ୍ତା କାଲିଠୁ ବିକ୍ରି ହେବ ଟିକେଟ୍ । ହକି ପ୍ରେମୀମାନେ କାଲିଠୁ କାଉଁଣ୍ଟର ନିକଟରୁ ଟିକେଟ୍ ସଂଗ୍ରହ କରିପାରିବେ। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍ ନିକଟ କାଉଣ୍ଟରରେ ଟିକେଟ୍ ବିକ୍ରି ଅାରମ୍ଭ ହେବ। ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ...

jaga-1-up
ଦିଲ୍ଲୀର ହଜଖାସ୍‌ ଜଗନ୍ନାଥ ମନ୍ଦିର ବୁଲିଲା ଜଗା

ନୂଆଦିଲ୍ଲୀ : ଦୁଃସାଧ୍ୟ ଅପରେସନ୍ ପରେ ଏବେ ସମ୍ପୂର୍ଣ୍ଣ ଫିଟ୍ ହୋଇଛି ଜଗା। ଯୋଡ଼ାମୁଣ୍ଡ ଶିଶୁ ଜଗାକାଳିଅାଙ୍କ ଅସ୍ତ୍ରୋପଚାର ପରେ ଜଗା ଅାଜି ଏମସ୍ ପରିସରରୁ ବାହାରକୁ ଯାଇ ଦିଲ୍ଲୀର ହଜଖାସ୍‌ରେ ଜଗନ୍ନାଥ ମନ୍ଦିର ବୁଲିଛି। ଜଗା ବାପା-ମାଅାଙ୍କ ସହ ମନ୍ଦିର ଯାଇ ବୁଲାବୁଲି କରିଛି। ଅପରେସନ ପରେ...

lilima 3
ହକି ଖେଳାଳି ଲିଲିମା ମିଞ୍ଜ ପାଇଲେ ସମ୍ମାନଜନକ ଏକଲବ୍ୟ କ୍ରୀଡ଼ା ସମ୍ମାନ

ଭୁବନେଶ୍ୱର : ପ୍ରଦାନ କରାଯାଇଛି ସମ୍ମାନଜନକ ଏକଲବ୍ୟ କ୍ରୀଡା ପୁରସ୍କାର। ଚଳିତବର୍ଷ ଅନ୍ତର୍ଜାତୀୟ ମହିଳା ହକି ଖେଳାଳି ଲିଲିମା ମିଞ୍ଜଙ୍କୁ ଏହି ପୁରସ୍କାର ମିଳିଛି। ତାଙ୍କୁ  ପାଞ୍ଚଲକ୍ଷ ଟଙ୍କାର ପୁରସ୍କାର ରାଶି ସହ ମାନପତ୍ର ପ୍ରଦାନ କରାଯାଇଛି। ଅାଜି ଭୁବନେଶ୍ୱରରେ ଅାୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତାଙ୍କୁ ଏହି...

badrinath-up
ଉତ୍ତରାଖଣ୍ଡ ବଦ୍ରିନାଥରେ ଫସିଥିବା ଓଡ଼ିଆଙ୍କୁ ନେଇ ଚିନ୍ତା

ଉତ୍ତରାଖଣ୍ଡ  : ପ୍ରବଳ ତୁଷାରପାତ। ଯୁଅାଡ଼େ ଚାହିଁବ ବରଫର ବହଳ ବହଳ ଅାସ୍ତରଣ। ରାସ୍ତାଘାଟ, ଘରଦ୍ୱାର, ଗାଡ଼ିମୋଟର ସବୁଠି ବରଫ। ଗଲା ଦୁଇ ଦିନ ଧରି ଉତ୍ତରାଖଣ୍ଡର ଅଧିକାଂଶ ଅଞ୍ଚଳରେ ଏଇ ସ୍ଥିତି। ଅାଉ ଏଭଳି ବିଷମ ପରିସ୍ଥିତିରେ ଫସି ରହିଥିଲେ ଓଡ଼ିଶାରୁ ତୀର୍ଥ କରି ଯାଇଥିବା ବହୁ...

dhan-teras-up
ଅାସନ୍ତାକାଲି ଧନ୍‌ତେରସ୍‌ : ସୁନା କିଣିବାକୁ ଦୋକାନରେ ଗ୍ରାହକଙ୍କ ଭିଡ଼

ଭୁବନେଶ୍ୱର : ରାତି ପାହିଲେ ଧନ୍‌ତେରସ। ସେଥିଲାଗି ରାଜଧାନୀର ଗହଣା ଦୋକାନୀ ମାନେ ନୂଅା ନୂଅା ଡିଜାଇନର ଅଳଙ୍କାର ଅାଣିବା ସହ ଅାକର୍ଷଣୀୟ ଅଫର ଘୋଷଣା କରିଛନ୍ତି। ସୁନା ଦର ଉଚ୍ଚା ସତ୍ତ୍ୱେ ସୁନା ଦୋକାନରେ ଜମିଲାଣି ଗ୍ରାହକଙ୍କ ଭିଡ଼। ବିଶ୍ୱାସ ରହିଛି ଧନ୍‌ତେରସ୍‌ରେ ସୁନା କିଣିଲେ ମାଅା...

ganjam rape
ପୋଲସରା ନାବାଳିକା ଦୁଷ୍କର୍ମ ଘଟଣା : ପୀଡିତାଙ୍କୁ ଭେଟିଲେ ରାଜ୍ୟ ଶିଶୁ ଓ ସୁରକ୍ଷା ଅାୟୋଗ ଅଧ୍ୟକ୍ଷା

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ରେ ଘଟିଯାଇଥିବା ନାବାଳିକା ଦୁଷ୍କର୍ମ ଘଟଣାକୁ ଚାରି ଦିନ ବିତିଲାଣି । କିନ୍ତୁ ଏଯାଏଁ ଗିରଫ ହୋଇପାରି ନାହାନ୍ତି ଅଭିଯୁକ୍ତ। ଅାଜି ରାଜ୍ୟ ଶିଶୁ ଓ ସୁରକ୍ଷା ଅାୟୋଗ ଅଧ୍ୟକ୍ଷା ପୀଡିତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ବର୍ତ୍ତମାନ ପୀଡିତାଙ୍କ...

icu-up
ଘରୋଇ ହସ୍ପିଟାଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବରେଲିରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଘରୋଇ ହସ୍ପିଟାଲରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଛି। ହସ୍ପିଟାଲର କର୍ମଚାରୀଙ୍କ ସହ  ଅନ୍ୟ ୪ ଜଣ ମିଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ପାଞ୍ଚ ଦିନ ତଳେ ସାପ କାମୁଡ଼ାରେ ଅାହତ...