କେରଳ : ଅାସନ୍ତାକାଲି ଖୋଲିବ କେରଳ ସାବରିମାଳା ମନ୍ଦିର। ଏନେଇ ମନ୍ଦିର ପରିସର ଏବଂ ନିକଟସ୍ଥ ସମସ୍ତ କ୍ୟାମ୍ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ ହୋଇଛି। ପାନ୍ଥନାତିଥମ୍ ଏସ୍ପିଙ୍କ ସୂଚନା ମୁତାବକ ପ୍ରାୟ ୧୫ ଶହ ପୁଲିସ କର୍ମଚାରୀଙ୍କୁ ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ କରାଯାଇଛି। ଖାଲି ଏତିକି...
ଜଗତସିଂହପୁର : ପୁରୁଷ ବିଶ୍ୱକପ୍ ହକି-୨୦୧୮ର ମାସ୍କଟ୍ ଓଲିକୁ ଜଗତସିଂହପୁରରେ ବିପୁଳ ସମ୍ବର୍ଦ୍ଧନା ଦିଅାଯାଇଛି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ୱଜିତ୍ ଦାସ ଗାନ୍ଧୀଛକ ନିକଟରେ ପୁଷ୍ପଗୁଚ୍ଛ ଦେଇ ମାସ୍କଟ ଓଲିକୁ ସ୍ୱାଗତ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ମାସ୍କଟ ଓଲିକୁ...
ଖୋର୍ଦ୍ଧା : ରାଜ୍ୟରେ ଥମୁନି ମହିଳାଙ୍କ ଉପରେ ବର୍ବରତା। ଅାଜି ପୁଣି ଥରେ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଯୁବତୀ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଅା ଥାନା ଅଞ୍ଚଳରେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ମାରଣାସ୍ତ୍ର ଦେଖାଇ ଗାଁ ପାଖରୁ ଉଠାଇ ନେଇ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଛନ୍ତି। ୩ ଜଣ...
ଭୁବନେଶ୍ୱର : ବଦ୍ରିନାଥରେ ଫସିଥିବା ଓଡ଼ିଆ ତୀର୍ଥଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ୱତଙ୍କ ସହ କଥା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସମସ୍ତ ତୀର୍ଥଯାତ୍ରୀ ଯେମିତି ସୁରକ୍ଷିତ ଘରକୁ ଫେରିବେ ସେ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ ସେ ଅାଲୋଚନା କରିଛନ୍ତି। ଏ...
ବରଗଡ଼ : ବରଗଡ଼ ଜିଲ୍ଲା ଡେବ୍ରିଗଡ଼ ଅଭୟାରଣ୍ୟରେ ମିଳିଥିବା ଗଳିତ ମୃତଦେହ ମହାବଳ ବାଘର ହୋଇଥିବା ସଂଦେହ କରାଯାଉଛି ବୋଲି ସୂଚନା ଦେଇଛନ୍ତି ବରଗଡ଼ ଡିଏଫଓ। ଅଭିଯୁକ୍ତଙ୍କ ବୟାନ ଓ ଜବତ ହୋଇଥିବା ପଞ୍ଝା ଓ ନିଶରୁ ଏହା ମହାବଳର ହୋଇଥିବା ସୂଚନା ମିଳୁଛି ବୋଲି ସେ କହିଛନ୍ତି।...
ଭୁବନେଶ୍ୱର : ବୟସର ଅପରାହ୍ନରେ ଡକ୍ଟରେଟ୍ ନିଶା। ୮୦ ବର୍ଷ ବୟସରେ ବାଣୀବିହାର ହଷ୍ଟେଲରେ ରହି ପିଏଚ୍ଡି କରୁଥିବା ଦେବଗ଼ଡ଼ର ପୂର୍ବତନ ସାଂସଦ ନାରାୟଣ ସାହୁ ଏବେ ଚର୍ଚ୍ଚାରେ। ଦିନେ ରାଜନୀତିର ପଶାପାଲିରେ ଗୋଟି ଚାଳନା କରୁଥିବା ନାରାୟଣ ଆଜି ଜଣେ ଛାତ୍ର ପାଲଟି ଯାଇଛନ୍ତି। ପାଲଲହଡାରୁ ଦୁଇ...
ଭୁବନେଶ୍ୱର : ଦାନ୍ତେଓ୍ୱାଡା ନକ୍ସଲ ଅାକ୍ରମଣରେ ସହିଦ, ଓଡ଼ିଆ କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁଙ୍କ ପ୍ରତି ରାଜ୍ୟ ସରକାରଙ୍କ ଦରଦ କେତେ? ତାକୁ ନେଇ ଏବେ ପ୍ରଶ୍ନ। ଅଚ୍ୟୁତାନନ୍ଦଙ୍କ ଗାଁକୁ ନେତାଙ୍କ ସୁଅ ତ ଛୁଟୁଛି, ହେଲେ ତାଙ୍କ ରୋଗୀଣା ମାଅାଙ୍କ ଚିକିତ୍ସା ଓ ବିଧବା ପତ୍ନୀଙ୍କ ଥଇଥାନ ପାଇଁ...
ଚେନ୍ନାଇ : ରିଲିଜ୍ ହୋଇଛି ବହୁ ପ୍ରତୀକ୍ଷିତ ହାଇବଜେଟ୍ ହିନ୍ଦୀ ଫିଲ୍ମ ‘2.0’ର ଟ୍ରେଲର । ସୁପରଷ୍ଟାର ରଜନୀକାନ୍ତଙ୍କ ଅଭିନୀତ ଏହି ଫିଲ୍ମରେ ପ୍ରଥମ ଥର ପାଇଁ ଏକାଠି ନଜର ଅାସିବେ ଅକ୍ଷୟ କୁମାର୍ ଓ ରଜନୀକାନ୍ତ । ଅାଜି ଚେନ୍ନାଇରେ ଫିଲ୍ମର ସମସ୍ତ କ୍ରିଉଙ୍କ ଉପସ୍ଥିତିରେ ରିଲିଜ୍...
କର୍ଣ୍ଣାଟକ : କର୍ଣ୍ଣାଟକର ୩ଟି ଲୋକସଭା ଓ ୨ଟି ବିଧାନସଭା ଅାସନରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସକାଳୁ ସଂଧ୍ୟା ୫ଟା ଯାଏ ଭୋଟ ନିଅାଯାଇଥିଲା । ତେବେ କେତେକ ବୁଥ୍ରେ ଭୋଟରମାନେ ଥିବାରୁ ମତଦାନ ଜାରି ରହିଛି। ଅପରାହ୍ଣ ୪ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି।...
ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଲାଗି ଦାବି ଜୋର ଧରିବାରେ ଲାଗିଛି। ଅଦାଲତ ରାସ୍ତାରେ ରାମ ମନ୍ଦିର ନିର୍ମାଣ ବିଳମ୍ବ ହେଉଥିବାରୁ, କେନ୍ଦ୍ର ସରକାର ଅଧ୍ୟାଦେଶ ହେଉ କି ସଂସଦରେ ନୂଅା ଅାଇନ ଅାଣି ରାମ ମନ୍ଦିର ନିର୍ମାଣ କରିବାକୁ ବିଭିନ୍ନ ସଂଗଠନ ଦାବି କରିଛନ୍ତି।...
ଭୁବନେଶ୍ୱର : ରାଜଧାନୀର ଏକ ଘରୋଇ ସ୍କୁଲରେ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ ସ୍କୁଲରେ ଘଟିଛି ଏହି ଘଟଣା। ସ୍କୁଲର ଜଣେ ଶିକ୍ଷକଙ୍କ ବିରୁଦ୍ଧରେ ଛାତ୍ରୀଙ୍କ ଅଭିଭାବକ ମାନେ ଅାଣିଛନ୍ତି ସଙ୍ଗୀନ ଅଭିଯୋଗ। ସ୍କୁଲର ଶିକ୍ଷକ ବିଭିନ୍ନ ସମୟରେ ଦୁଇଜଣ ଛାତ୍ରୀଙ୍କୁ ଅସଦାରଣ କରୁଥିବା...
ଗଞ୍ଜାମ : ଗଞ୍ଜାମ ପୋଲସରାରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଜାରି ହେବ ଅଭିଯୁକ୍ତଙ୍କ ସ୍କେଚ୍। ଗଞ୍ଜାମ ଏସ୍ପି ବ୍ରିଜେଶ୍ ରାୟ ଏହି ସୂଚନା ଦେଇଛନ୍ତି। ଏହି ମାମଲାରେ ୮ ଜଣଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି। ଦିନକ ତଳେ ପୋଲସରାର ବାଲିଛାଇ ଫାଣ୍ଡି ଅଞ୍ଚଳରେ ଏହି ଘଟଣା...
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବନମାଳିପୁରରେ ଭୟଙ୍କର ବାଣ ବିସ୍ଫରଣ ଘଟଣାକୁ ଦିନଟିଏ ପୂରିବାକୁ ବସିଛି ହେଲେ ଏବେ ବି ନିଖୋଜ ବାଣ ବ୍ୟବସାୟୀ ଜ୍ଞାନେନ୍ଦ୍ର ମିଶ୍ର। ସେ ଜୀବିତ କି ମୃତ ତାକୁ ନେଇ ସନ୍ଦିହାନ ଗାଁ ଲୋକେ ଓ ପୁଲିସ। ତେଣେ ଆଜି ଘଟଣାସ୍ଥଳରୁ ବିପୁଳ ପରିମାଣର...
ଭୁବନେଶ୍ୱର: ଅନୂସୂଚିତ ଜାତି ସମବାୟ ନିଗମ ବା ଟିଡିସିସିର ୩୬ କୋଟି ଋଣ ପରିଶୋଧ କରିବେ ରାଜ୍ୟ ସରକାର। ଆଜି ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ସରକାରଙ୍କ ସହାୟତାରେ ଅନୂସୂଚିତ ଜାତି ଓ ଜନଜାତି ପାଇଁ କାର୍ଯ୍ୟ କରୁଥିବା ଏହି ସଂସ୍ଥା ଋଣମୁକ୍ତ...
ଗଜପତି: କେନ୍ଦ୍ରୀୟ ଟିମ୍ ତିତ୍ଲି କ୍ଷୟକ୍ଷତି ଆକଳନ କରିଛନ୍ତି। ଗତକାଲି ଗଞ୍ଜାମ ପରେ ଆଜି ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ କେନ୍ଦ୍ରୀୟ ଟିମ୍। କେନ୍ଦ୍ର ଗୃହ ବିଭାଗ ଯୁଗ୍ମ ସଚିବ ଏସ୍. କେ. ସାହିଙ୍କ ନେତୃତ୍ୱରେ ୭ ଜଣିଆ ଟିମ୍ ଆଜି ପ୍ରଭାବିତ...
ଭୁବନେଶ୍ୱର; ଭୁବନେଶ୍ୱରରେ ଆରମ୍ଭ ହୋଇଛି ଏକାମ୍ର ସ୍ପୋଟର୍ସ ଲିଟେରାରୀ ଫେଷ୍ଟିଭାଲ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦ୍ଘାଟନ କରିଛନ୍ତି। ଏସିଆର ପ୍ରଥମ କୁହାଯାଉଥିବା ଏହି ଅନ୍ତର୍ଜାତୀୟ ସ୍ପୋଟର୍ସ ଲିଟେରାରୀ ଫେଷ୍ଟିଭାଲ ୨ ଦିନ ଧରି ଚାଲିବ। ଫେଷ୍ଟିଭାଲରେ ବିଶ୍ୱର ବହୁ ଜଣାଶୁଣା କ୍ରୀଡାବିତ ଓ କ୍ରୀଡା ସାମ୍ବାଦିକ,...