• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

titli-up
ତିତ୍‌ଲି ତାଣ୍ଡବର ମାସକ ପରେ ଅସଜଡ଼ା ଦୁର୍ଦ୍ଦଶାର ଚିତ୍ର

ଭୁବନେଶ୍ୱର : ପରିଚିତ ପାହାଡ଼ ଉପରୁ ଅପରିଚିତ ବନ୍ୟାକୁ ସାମ୍ନା କରି ସତେ ଯେମିତି ସର୍ବହରା ହୋଇଯାଇଛି ଗଜପତିର ଗାଁ ବାରଘର ଓ ତିତ୍‌ଲି। ବାତ୍ୟା ଓ ବନ୍ୟାର ମାସକ ପରେ ବି ଏଠି ତାଜା ପ୍ରଳୟର ଚିତ୍ର ଓ ବିପନ୍ନଙ୍କ ଦୁର୍ଦ୍ଦଶା। ଅାଖି ଅାଗରେ ୧୬ ଜଣ...

punji-up
ଆସନ୍ତାକାଲି ଠାରୁ ମେକ୍-ଇନ୍-ଓଡ଼ିଶା ; ପୁଞ୍ଜି ନିବେଶ ପାଇଁ ଖାଲି ପ୍ରତିଶ୍ରୁତି ନା ରହିଛି କିଛି ବାସ୍ତବତା?

ଭୁବନେଶ୍ୱର : ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ପାଇଁ ଭୁବନେଶ୍ୱର ଜନତା ମୈଦାନରେ ବ୍ୟାପକ ବନ୍ଦୋବସ୍ତ। ଅାସନ୍ତାକାଲି ଠାରୁ ଅାରମ୍ଭ ହେଉଥିବା ରାଜ୍ୟ ସରକାରଙ୍କ ଏହି ମେଗା ଇନଭେଷ୍ଟର୍ସ ମିଟ୍ ପାଇଁ ଜୋରଦାର ପ୍ରସ୍ତୁତି। ରାଜ୍ୟ ସରକାରଙ୍କ ୧୫ଟି ବିଭାଗ ଏଥିରେ ଅଂଶ ଗ୍ରହଣ କରୁଥିବା ବେଳେ ଏହାକୁ...

dama
ନୂଅା ଦଳର ନାଁ ଘୋଷଣା କଲେ ବିଧାୟକ ଦାମ ରାଉତ

ଭୁବନେଶ୍ୱର :  ନିଜ ନୂଅା ଦଳର ନାଁ ନେଇ ସୂଚନା ଦେଲେ ଡାକ୍ତର ଦାମ ରାଉତ। ନୂଅା ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’ ରହିବ ବୋଲି ଅାଜି ପାରାଦୀପରେ ଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦାମ। କହିଛନ୍ତି ତାଙ୍କ ଦଳର ନାଁ ‘ବିଜୁ ସମତାକ୍ରାନ୍ତି ଦଳ’...

daitari panda
ମୁହଁ ଖୋଲିଲେ ଯାତ୍ରା ଅଭିନେତା ଦୈତାରୀ ପଣ୍ଡା

ଭୁବନେଶ୍ୱର : ଯାତ୍ରା କଳାକାର ଦୈତାରୀ ପଣ୍ଡାଙ୍କ ପତ୍ନୀ ବୋଲି ଦାବି କରୁଥିବା ମହିଳାଙ୍କ ସମ୍ପର୍କରେ ମୁହଁ ଖୋଲିଲେ ନିଜେ ଦୈତାରୀ ପଣ୍ଡା । କହିଛନ୍ତି ସଂପୃକ୍ତ ମହିଳାଙ୍କ ସହ ତାଙ୍କର କୌଣସି ସଂପର୍କ ନାହିଁ। ଏଭଳି ଅଭିଯୋଗ ତାଙ୍କ ବିରୋଧରେ କିଛି ହୀନ ଲୋକଙ୍କର ଏକ ଚକ୍ରାନ୍ତ।...

paininting
ହକି ବିଶ୍ୱକପ୍‌କୁ ନେଇ ବିଏମ୍‌ସିର ତତ୍ପରତା ; ରାସ୍ତାକଡ଼ କାନ୍ଥର ହେଉଛି ସୌନ୍ଦର୍ଯ୍ୟକରଣ

ଭୁବନେଶ୍ୱର : ପାଖେଇ ଅାସିଲାଣି ହକି ବିଶ୍ୱକପ୍। ହାତରେ ଅାଉ ମାତ୍ର ଅଳ୍ପ ଦିନ ଥିବାରୁ ରାଜଧାନୀ ଭୁବନେଶ୍ୱରକୁ ନୂଅା ରୂପ ଦେବାକୁ ଚାଲିଛି ଯୋରଦାର ପ୍ରୟାସ। ସ୍ମାର୍ଟ ସିଟିର କାନ୍ଥରେ ଓଡିଶାର କଳା ଓ ସଂସ୍କୃତିର କଥା। ମାଣବସା ଗୁରୁବାରର ଝୋଟିଚିତା ହେଉ କି ପୁରୀର ନାଗା...

tipu-jayanti-up
କର୍ଣ୍ଣାଟକରେ ଟିପୁ ଜୟନ୍ତୀ ପାଳନ

କର୍ଣ୍ଣାଟକ : କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ କର୍ଣ୍ଣାଟକରେ ଟିପୁ ସୁଲତାନଙ୍କ ଜନ୍ମଦିନ ପାଳନ ହେଉଛି। ବେଙ୍ଗାଲୁରୁ ସମର ପାଲେସରେ ରାଜ୍ୟସ୍ତରୀୟ ଉତ୍ସବର ଉଦ୍‌ଘାଟନ କରିଛନ୍ତି ମନ୍ତ୍ରୀ ଡି. ଶିବକୁମାର। ତେବେ ପୂର୍ବରୁ ଯୋଗଦେବା ଲାଗି ସମ୍ମତି ଜଣାଇଥିଲେ ବି ମୁଖ୍ୟମନ୍ତ୍ରୀ ଏଚ୍. ଡି. କୁମାରସ୍ୱାମୀ ବ୍ୟସ୍ତତା ଦର୍ଶାଇ...

kidney affected
ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି କିଶୋର ସୁନା

ସୁବର୍ଣ୍ଣପୁର  : ଦିନେ ଦିନ ମଜୁରିଅା ଭାବେ ପରିଶ୍ରମ କରି ପରିବାରକୁ ଦାନା ଯୋଗାଉଥିଲେ। ଏବେ ସେ କରୁଛନ୍ତି ମୃତ୍ୟୁ ସହ ସଂଗ୍ରାମ। ଅସହ୍ୟ ଯନ୍ତ୍ରଣାରେ ବିତୁଛି ଜୀବନ। ଦୁଇଟି ଯାକ କିଡ୍‌ନୀ ଖରାପ ହେବାପରେ ଏବେ ଦିନକୁ ଦିନ ସାରା ଶରୀର ଫୁଲିବାରେ ଲାଗିଛି। ସୁବର୍ଣ୍ଣପୁର ଜିଲ୍ଲା...

raining
ମଧ୍ୟ ଆଣ୍ଡାମାନ ସାଗରରେ ଲଘୁଚାପ ଯୋଗୁଁ ବର୍ଷା ସମ୍ଭାବନା

ଭୁବନେଶ୍ୱର : ମଧ୍ୟ ଆଣ୍ଡାମାନ୍ ସାଗର ଏବଂ ଏହାର ସଂଲଗ୍ନ ଅଂଚଳରେ ଏକ ଲଘୁଚାପ ଘନୀଭୂତ ହେବା ସହ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ଏବଂ ଏହା ମିଡ ଟ୍ରପୋସ୍ପେରିକ୍ ସ୍ତର ପର୍ଯ୍ୟନ୍ତ ବ୍ୟାପ୍ତ ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ...

make in odisha
ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭକୁ ବିଜେପିର ସମାଲୋଚନା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭକୁ ବିଜେପିର ସମାଲୋଚନା। ମେକ୍ ଇନ୍ ଓଡ଼ିଶାକୁ ରାଜ୍ୟ କେବଳ ଇଭେଣ୍ଟ ମ୍ୟାନେଜମେଣ୍ଟ ଭଳି କରୁଛି। ୨୦୧୬ମସିହାରେ କନ୍‌କ୍ଲେଭ ଅାୟୋଜନ ପାଇଁ ୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେବେ ସେତେବେଳେ MOU କରିଥିବା ସଂସ୍ଥା ମଧ୍ୟରୁ ମାତ୍ର...

advocate-up
ଭଞ୍ଜନଗର କବାଡ଼ିବାଲା ହତ୍ୟାକାଣ୍ଡ ମାମଲାରେ ବନ୍ଧା ହେଲେ ଅାଇନଜୀବୀ

ଗଞ୍ଜାମ  : ଗଞ୍ଜାମ ଜିଲ୍ଲା ଭଂଜନଗର କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ହତ୍ୟା ମାମଲାରେ ଜଣେ ଓକିଲ ଗିରଫ। ଓକିଲ ଗୋଲକ ବେହେରାଙ୍କୁ ଗିରଫ କରିଛି ଜଗନ୍ନାଥପ୍ରସାଦ ପୁଲିସ। ସେ ନୟାଗଡ଼ରେ ଓକିଲାତି କରନ୍ତି। ଗତ ୫ ତାରିଖରେ କବାଡ଼ିବାଲା ବାଳକୃଷ୍ଣ ସାହୁଙ୍କୁ ୨ ଦୁର୍ବୁତ୍ତ ତାଙ୍କ ମାଲ ଦେବାକୁ...

diwali incident
ଦୀପାବଳିରେ ଅଘଟଣ

ଭୁବନେଶ୍ୱର : ଦୀପାବଳି ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଅଘଟଣ ଘଟିଥିବା ସୂଚନା ଅାସୁଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବାଣ ଫୁଟି ୩ ଜଣ ଅାହତ ହୋଇଛନ୍ତି । ଅାହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ରାଉରକେଲା ବନ୍ଧମୁଣ୍ଡା ଡିଜେଲ କଲୋନୀରେ ମଧ୍ୟ ଅଘଟଣ...

make-up
ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜିନିବେଶ ଲାଗି ମେକ୍ ଇନ୍ ଓଡ଼ିଶାର ପ୍ଲାନ୍

ଭୁବନେଶ୍ୱର : ତିନି ଦିନ ପରେ ଭୁବନେଶ୍ୱର ଜନତା ମଇଦାନରେ ହେବ ମେକ୍ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣ। ୫ ଦିନ ଧରି ହେବାକୁ ଥିବା ଏହି କନ୍‌କ୍ଲେଭ ପାଇଁ ଚାଲିଛି ବିରାଟ ଅାୟୋଜନ। ପ୍ରଥମ ସଂସ୍କରଣ ତୁଳନାରେ ଅଧିକ ପୁଞ୍ଜିନିବେଶ ଟାଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ୬...

road
ଲାଇଫ୍ ଲାଇନ୍ ପାଲଟିଛି ଡେଥ୍ ଲାଇନ୍

ଖୋର୍ଦ୍ଧା  : ଲାଇଫ୍ ଲାଇନ୍ ପାଲଟିଛି ଡେଥ୍ ଲାଇନ୍। ରାଜପଥ ଏବେ ମୃତ୍ୟୁର ପଥ। ହାରାହାରି ପ୍ରତି ସପ୍ତାହରେ ଯାଉଛି ୩ ରୁ ୪ ଜୀବନ।  ଏ ହେଉଛି ଖୋର୍ଦ୍ଧା ଜିଲ୍ଲା ଦେଇ ଯାଇଥିବା ଏନ୍ଏଚ୍ ୧୬ ଓ ଏନ୍ଏଚ୍ ୫୭ର କଥା । ଖୋର୍ଦ୍ଧା-ବାଲୁଗାଁ ଓ ଖୋର୍ଦ୍ଧା-ନୟାଗଡ଼କୁ...

harichhandra
ବାଟମାରଣା ହେଉଛି ହରିଶ୍ଚନ୍ଦ୍ର ଯୋଜନା

ନିଶ୍ଚିନ୍ତକୋଇଲି  : ବାଟମାରଣା ହେଉଛି ହରିଶ୍ଚନ୍ଦ୍ର ଯୋଜନା। ନକଲି ସାକ୍ଷୀ ପକାଇ ଟଙ୍କା ହଡ଼ପ କରାଯାଉଛି।  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରୁ ଅାସିଛି ଏଭଳି ସଙ୍ଗୀନ ଅଭିଯୋଗ। ବର୍ଷେ ତଳେ ନିଶ୍ଚିନ୍ତକୋଇଲି ବ୍ଲକ୍‌ ଗୋପପୁର ଗାଁର ଖଗେଶ୍ୱର ସାହୁଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିଲା। କାଗଜପତ୍ରରେ ଲେଖା ଅଛି, ସେହି ଦିନ...

modi
ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ଉତ୍ତରାଖଣ୍ଡ : ଭାରତୀୟ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବ ଥର ଭଳି ଚଳିତ ଥର ମଧ୍ୟ ସେନା କ୍ୟାମ୍ପକୁ ଯାଇ ଦୀପାବଳି ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ । ଉତ୍ତରାଖଣ୍ଡ ହରସୀଲ ଅାଇଟିବିପି କ୍ୟାମ୍ପରେ ମୋଦି ପହଞ୍ଚି ସେନା ଓ ITBPର...

baijayant panda
ଅଭିଜିତ ଅାୟର ମିତ୍ର ପ୍ରସଙ୍ଗକୁ ନେଇ ଷଡ଼ଯନ୍ତ୍ରର ବାସ୍ନା ବାରିଲେ ବୈଜୟନ୍ତ

ଭୁବନେଶ୍ୱର : ଅଭିଜିତ ଅାୟର ମିତ୍ର ପ୍ରସଙ୍ଗକୁ ନେଇ ନିଜ ବିରୋଧରେ ଷଡଯନ୍ତ୍ରର ବାସ୍ନା ବାରିଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଏ ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ଏକ ଟୁଇଟର ଜବାବରେ ବୈଜୟନ୍ତ ଟୁଇଟ୍ କରି କହିଛନ୍ତି, ତାଙ୍କ ବିରୋଧରେ ନୂଅା ଷଡଯନ୍ତ୍ର କରାଯାଉଛି। ନିଜ...

crickert
ଟି-୨୦ ସିରିଜ୍‌ ଜିତିଲା ଭାରତ

ଲକ୍ଷ୍ନୌ : ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ୨ୟ ଟି-୨୦କୁ ସହଜରେ ଜିତିନେଲା ଭାରତ । ୭୧ ରନ୍‌ରେ ୱେଷ୍ଟ ଇଣ୍ଡିଜ୍‌କୁ ହରାଇ ୨-୦ରେ ଅଗ୍ରଣୀ ସହ ସିରିଜ୍‌ ହାତେଇଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ...

lata-up 12
ନିଜକୁ ଦୈତାରୀଙ୍କ ସ୍ତ୍ରୀ ଦାବି କରି ଥାନାରେ ଏତଲା ଦେଲେ ଲତାରାଣୀ ପଣ୍ଡା

ବାଲେଶ୍ୱର  : ଯାତ୍ରା ଅଭିନେତା ଦୈତାରୀ ପଣ୍ଡାଙ୍କ ନାଁରେ ଥାନାରେ ଅଭିଯୋଗ। ନିଜକୁ ଦୈତାରୀଙ୍କ ପତ୍ନୀ ଦାବି କରୁଥିବା ଲତାରାଣୀ ପଣ୍ଡା ନ୍ୟାୟ ଲାଗି ବାଲେଶ୍ୱର ଜିଲ୍ଲା ସିମୁଳିଅା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ, ଯାତ୍ରା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିବା...

diwali-up
ଆସନ୍ତାକାଲି ଅାଲୋକର ପର୍ବ ଦୀପାବଳି ; ବାଣ ଓ ମିଠା ଦୋକାନରେ ଭିଡ଼

ଭୁବନେଶ୍ୱର : ରାତି ପାହିଲେ ଦୀପାବଳି। ଅାଲୋକର ପର୍ବକୁ ଅଧିକ ରଙ୍ଗୀନ କରିବାକୁ ବାଣ, ଦୀପ ଓ ମିଠା ଦୋକାନରେ ଲାଗିଛି ଭିଡ଼। ଏଥର ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟଙ୍କ କଟକଣା ଜାରି ହୋଇଛି। ଏହାକୁ କଡ଼ାକଡି ପାଳନ କରିବ ବୋଲି କହିଛି ପୁଲିସ୍।...

swasthya-up
ପଦାରେ ପଡିଲା ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବାହାସ୍ଫୋଟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ସବୁଠୁ ବଡ଼ କଲ୍ୟାଣକାରୀ ସ୍କିମ୍ ବୋଲି ଦାବି ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ। ପାଖରେ ବିଜୁ କୃଷକ କଲ୍ୟାଣ କାର୍ଡ ଥାଇ ବି ଗୁରୁତର ରୋଗୀଙ୍କୁ ଫେରାଇ ଦେଉଛନ୍ତି ଘରୋଇ ମେଡିକାଲ୍। ଯାହାର ପ୍ରମାଣ ଲାଗିଛି ଓଟିଭି...