ଭୁବନେଶ୍ୱର (ଆଲୋକ ମହାନ୍ତି) : ଅଷ୍ଟଧାତୁ ମୂର୍ତ୍ତିର ନେପାଳ ଲିଙ୍କ୍। ଚୋରି ରାକେଟର ଚେର ଖୋଜୁଛି କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍। ଏନ୍ଆଇଏ ଓ ସିବିଆଇର ସ୍ୱତନ୍ତ୍ର ୱିଙ୍ଗ୍କୁ ତଥ୍ୟ ମାଗିଛି ଏସ୍ଟିଏଫ୍। ରାକେଟ୍ ପଛରେ ରହିଛି ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ଲିଙ୍କ୍। ମୋବାଇଲ ଯାଞ୍ଚରୁ ୪ଟି ରାଜ୍ୟର ମୂର୍ତ୍ତି ଚୋରଙ୍କ...
ଲସ୍ ଏଞ୍ଜେଲ୍ସ : ଫିଲ୍ମ ଦୁନିଆର ସର୍ବଶ୍ରେଷ୍ଠ ପୁରସ୍କାର କୁହାଯାଉଥିବା ଓସ୍କାର ପୁରସ୍କାର ଘୋଷଣା ହୋଇଛି। ୯୧ତମ ଏକାଡେମୀ ପୁରସ୍କାର ସମାରୋହରେ ରାମି ମାଲେକ୍ ଶ୍ରେଷ୍ଠ ଅଭିନେତା ବିବେଚିତ ହୋଇଥିବା ବେଳେ ଦି ଫେଭରେଟ ପାଇଁ ଓଲିଭିଆ କୋଲମ୍ୟାନ୍ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି। ଶ୍ରେଷ୍ଠ ଫିଲ୍ମ ଭାବେ...
ସୁବର୍ଣ୍ଣପୁର ( ରବୀନ୍ଦ୍ର ହୋତା) : ଗାଁ ଭାଗବତ ଟୁଙ୍ଗୀ ପାଲଟିଛି ସ୍କୁଲ ଘର। ଟୁଙ୍ଗୀର ଛୋଟିଆ କୋଠରୀରେ ପାଠ ପଢୁଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀର ଛାତ୍ରଛାତ୍ରୀ। ଶିକ୍ଷକ କେଉଁ ଶ୍ରେଣୀ ପିଲାଙ୍କୁ କଣ ବୁଝାଉଛନ୍ତି କିଛି ଜଣାପଡୁ ନାହିଁ। ଆମେ କୌଣସି ସ୍କୁଲର କଥା କହୁନୁ, ସୁବର୍ଣ୍ଣପୁର...
ଭୁବନେଶ୍ୱର : ଖଣ୍ଡଗିରି ମେଳା ଅବସରରରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଅଭିଯୋଗ ପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ୍ ପୁଲିସ୍। ଅଶ୍ଳୀଳ ନୃତ୍ୟ ପରିବେଷଣ ନ କରିବାକୁ ଯାତ୍ରା ମାଲିକଙ୍କୁ ପୁଲିସ୍ କମିଶନର ତାଗିଦ୍ କରିଛନ୍ତି। ନହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆସନ୍ତା ବର୍ଷରୁ ଏହାକୁ କଡ଼ାକଡ଼ି...
ନୂଆଦିଲ୍ଲୀ : ପୁଲଓ୍ୱାମା ଆକ୍ରମଣରେ ପାକିସ୍ତାନର ହାତ ଥିବା ସ୍ପଷ୍ଟ ହେବାରେ ଲାଗିଛି। ଆକ୍ରମଣର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା-ଏନ୍ଆଇଏ ଏନେଇ ସୂଚନା ଦେଇଛି। ତଦନ୍ତ ସହ ସଂପୃକ୍ତ ଥିବା ଜଣେ ବ୍ୟକ୍ତିଙ୍କ ସୂଚନା ଅନୁସାରେ ଆକ୍ରମଣରେ ପାକିସ୍ତାନର ହାତ ଥିବା ସଂପର୍କିତ ଅନେକ ପ୍ରମାଣ ପାଇଛି...
ବିଶାଖାପାଟଣା : ବିଶାଖାପାଟଣା ଟି-୨୦ରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ। ପ୍ରଥମ ଟି-୨୦ ମ୍ୟାଚ୍ରେ ଭାରତକୁ ୭ ୱିକେଟ୍ରେ ପରାସ୍ତ କରି ଦୁଇମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ୧-୦ରେ ଆଗୁଆ ହୋଇଛି ଅଷ୍ଟ୍ରେଲିଆ । ୱାଇଏସ୍ ରାଜଶେଖର ରେଡ୍ଡି ଏସିଏ-ଭିଡିସିଏ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ଲୋ’ ସ୍କୋରିଂ ମ୍ୟାଚ୍ରେ...
ଚେନ୍ନାଇ : ଚାହୁଁ ଚାହୁଁ ଜଳିଗଲା ୨ଶହରୁ ଅଧିକ କାର୍। ଚେନ୍ନାଇ ନିକଟ ରାମଚନ୍ଦ୍ର ମେଡିକାଲ୍ କଲେଜ ପଡ଼ିଆ ପାର୍କିଂରେ ଜଳିଯାଇଛି ଏହି ସବୁ କାର୍। ଆଜି ଅପରାହ୍ନରେ ହଠାତ୍ ଏହି ପାର୍କିଂ ପଡ଼ିଆରେ ନିଆଁ ଲାଗି ଯାଇଥିଲା। ପଡ଼ିଆରେ ଶୁଖିଲା ଘାସ ଥିବାରୁ ନିଆଁ ଅଳ୍ପ ସମୟ...
ପ୍ରୟାଗରାଜ୍ : ପ୍ରୟାଗରାଜ୍ରେ ବୁଡ଼ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଥମେ ମୋଦି ତ୍ରିବେଣୀ ସଂଗମରେ ସ୍ନାନ କରିବା ସହ ଗଙ୍ଗା ମାଆଙ୍କୁ ପୂଜାର୍ଚ୍ଚନା କରିଥିଲେ। ମହା ଆଳତି କାର୍ଯ୍ୟକ୍ରମରେ ଯୋଗଦେଇ ଆଶିଷ ଲାଭ କରିଥିଲେ। ଏହାପରେ କୁମ୍ଭମେଳାରେ କାର୍ଯ୍ୟରତ ସଫେଇ କର୍ମଚାରୀଙ୍କ ସେବା କରିଛନ୍ତି ପ୍ରଧାନମନ୍ତ୍ରୀ। ସଫେଇ...
କଟକ /ଜଗତସିଂହପୁର/ନୀଳଗିରି : ଏକାଦଶାହ ଅବସରରେ ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଦୁଇ ଓଡ଼ିଆ ଯବାନ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କୁ ଶ୍ରଦ୍ଧାଞ୍ଜଳି। ଏହି ଉପଲକ୍ଷେ ଦୁଇ ସହିଦ୍ଙ୍କ ଗାଁରେ ଆଜି ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବୀର ବାପ ଭଳି ଶତ୍ରୁ ବିରୋଧରେ ଯୁଦ୍ଧକୁ ଓହ୍ଲାଇବ...
ବାଲେଶ୍ୱର : ଆସନ୍ତାକାଲି ମାଟ୍ରିକ୍ ପରୀକ୍ଷାର ଇଂରାଜୀ ବିଷୟ ଅଛି। ଏଥିପାଇଁ ସବୁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ପ୍ରଥମ ଦିନରେ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବାରୁ ବାକି ସମସ୍ତ ବିଷୟର ପରୀକ୍ଷା କେମିତି ଭଲରେ ହେବ ,ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଉଛି ବୋର୍ଡ। ସୁରୁଖୁରୁରେ ପରୀକ୍ଷା ପରିଚାଳନା କରିବା...
କନ୍ଧମାଳ: ସାତ ବର୍ଷର ପ୍ରେମ ସମ୍ପର୍କ ବିବାହରେ ପରିଣତ ହୋଇଛି। ଏଥିପାଇଁ ସାତ ଦରିଆ ପାରି ହୋଇ ବୋହୂ ସାଜି କନ୍ଧମାଳ ଆସିଛନ୍ତି ସ୍ୱିଡେନ୍ର ଯୁବତୀ ଇମା ଲୋରେ। ଆଉ ଫୁଲବାଣୀ ଆମଲାପଡ଼ାର ମହମ୍ମଦ ଆଜାରୁଦ୍ଦିନଙ୍କୁ ବିବାହ କରିଛନ୍ତି ସେ। ଇସଲାମ୍ ଧର୍ମର ରୀତିନୀତି ଅନୁଯାୟୀ ଉଭୟଙ୍କ ନିକାହ...
ଭଞ୍ଜନଗର : ଗଂଜାମ ଜିଲ୍ଲା ସୋରଡ଼ା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍। ରାଜ୍ୟରେ ନବୀନ ସରକାର ନୁହେଁ, ପାଣ୍ଡିଆନ୍ ସରକାର ଚାଲିଛି; ତେବେ ଆମେ ନବୀନ ବାବୁଙ୍କୁ କାହିଁକି ଭୋଟ୍ ଦେବା ବୋଲି ଉପସ୍ଥିତ...
ଭୁବନେଶ୍ୱର : କ୍ୟାନ୍ସର ଲକ୍ଷଣ, ନିରାକରଣ ଏବଂ ଚିକିତ୍ସାର ବ୍ୟବସ୍ଥା ଏବେ ମୋବାଇଲରେ ଉପଲବ୍ଧ ହେବ। ଏନେଇ ଲୋକଙ୍କୁ ଅବଗତ କରାଇବାକୁ ଭୁବନେଶ୍ୱରର ଏକ ସ୍ୱେଚ୍ଛାସେବୀ ସଂଗଠନ ‘ଉମିଦେଁ’ ଏକ କ୍ୟାନ୍ସର ଆପ୍ ଲୋକାର୍ପଣ କରିଛି। ଏହି ଆପ୍ ମୋବାଇଲରେ ଡାଉନ୍ଲୋଡ୍ ହେବା ପରେ ବିନା ଇଣ୍ଟରନେଟ୍ରେ ପରବର୍ତ୍ତୀ...
ଭୁବନେଶ୍ୱର : ଭୁବନେଶ୍ୱର ବାଙ୍କୁଆଳ ନିକଟରେ କୁଆଖାଇରେ ବୁଡ଼ି ଜଣେ ଇଂଜିନିୟରିଂ ଛାତ୍ର ପ୍ରାଣ ହରାଇଛନ୍ତି। ମୃତକ ଛାତ୍ର ହେଲେ ମହେନ୍ଦ୍ର ଖଟୁଆ। ଘର କେନ୍ଦ୍ରାପଡ଼ାରେ। ସେ ରାଜଧାନୀର ଏକ ଘରୋଇ ଇଂଜିନିୟରିଂ କଲେଜର ଛାତ୍ର। ସେ ୬ ସାଙ୍ଗଙ୍କ ସହ ଅପରାହ୍ନରେ ଗାଧୋଇବାକୁ ଯାଇଥିବା ବେଳେ ଏଭଳି...
ପାରଳାଖେମୁଣ୍ଡି : ସକ୍ରିୟ ରାଜନୀତିର ମଇଦାନକୁ ଓହ୍ଲାଇପାରନ୍ତି ପାରଳା ରାଜକୁମାରୀ କଲ୍ୟାଣୀ ଦେବୀ। ସେ ନିଜେ ଏ ସଂପର୍କରେ ସଂକେତ ଦେଇଛନ୍ତି। ଲୋକେ ଚାହିଁଲେ ରାଜନୀତିକୁ ଆସିବେ ବୋଲି କହିଛନ୍ତି କଲ୍ୟାଣୀ ଦେବୀ। ଚର୍ଚ୍ଚା ହେଉଛି ସେ ବିଜେଡିରେ ଯୋଗ ଦେବେ। ପ୍ରାଥମିକ ସ୍ତରରେ ଆଲୋଚନା ସରିଥିବା ବେଳେ...
ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ା ବ୍ଲକ୍ ଉଲସୁରେଇ କନ୍ୟା ଆଶ୍ରମର ଛାତ୍ରୀ ଅସୁସ୍ଥ। ୧୫ ଜଣ ଛାତ୍ରୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଲହୁଣୀପଡ଼ା ଓ ବଣାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶୁକ୍ରବାର ମାଟ୍ରିକ୍ ପରୀକ୍ଷା ଦେଇ ଆସିବାପରେ ପେଟ କାଟିଥିଲା। ଏକ ଟିମ୍ ସ୍କୁଲ ଯାଇ...
କେନ୍ଦୁଝର : ବେଆଇନ ଖଣି ଖନନ ମାମଲା। କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ହାଜର ହୋଇଛନ୍ତି ୮ ଖଣି ଲିଜ୍ଧାରୀ। କୋର୍ଟରେ ହାଜର ହେବାକୁ ୯ ଜଣ ଖଣି ମାଲିକଙ୍କୁ ନୋଟିସ୍ ହୋଇଥିବା ବେଳେ ଖଣି ଲିଜ୍ଧାରୀ ଅର୍ଜୁନ ଲୋଧା ଅନୁପସ୍ଥିତ ଥିଲେ। ସମସ୍ତ ଲିଜ୍ଧାରୀ ୭ ଦିନ ମଧ୍ୟରେ...
ପୁରୀ : ପୁଲୱାମାରେ ସହିଦ୍ ହୋଇଥିବା ୨ଓଡ଼ିଆ ଯବାନଙ୍କ ଏକାଦଶାହ ପାଳନ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ପୁରୀରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ, ମୁଣ୍ଡନ ହେବା ସହ ତିଳତର୍ପଣ କରାଯାଇଛି। ଏହି ଅବସରରେ ମୁକ୍ତିମଣ୍ଡପ ବ୍ରାହ୍ମଣଙ୍କୁ ମହାପ୍ରସାଦ, ଅନ୍ନ ବସ୍ତ୍ର ଦାନ କରାଯାଇଥିଲା। ଶ୍ରୀଜଗନ୍ନାଥ ସେନାର ଆବାହକ ସହିଦ୍ଙ୍କ...
ବ୍ରହ୍ମପୁର : ପୁଲିସ୍ ପରିଚୟ ଦେଇ ମହିଳାଙ୍କଠୁ ଲୁଟ୍। ବ୍ରହ୍ମପୁର ବଡ଼ବଜାର ଥାନା ଖାସ୍ପା ସାହିରେ ଜଣେ ମହିଳାଙ୍କଠୁ ୭ ଭରି ସୁନା ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ। ମିଳିଥିବା ସୂଚନା ଅନୁସାରେ , ବଡ଼ବଜାର ଥାନା ଗୌଡ଼ ସାହିର ପାର୍ବତୀ ବେହେରା, ନିକଟରେ ଥିବା ଏକ ମନ୍ଦିରକୁ...