• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ration
୫ ମାସ ହେଲା ହିତାଧିକାରୀଙ୍କୁ ମିଳିନି ରାସନ ସାମଗ୍ରୀ

ଢେଙ୍କାନାଳ : ଢେଙ୍କାନାଳ କଙ୍କାଡ଼ାହାଡ଼ ବ୍ଲକ୍‌ ଖନ୍ଦା ପଦ୍ମପୁରରେ ୫ ମାସ ହେଲା ହିତାଧିକାରୀଙ୍କୁ ମିଳିନି ରାସନ ସାମଗ୍ରୀ। ଡିଲର ହଇରାଣ କରିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛନ୍ତି। ଗତ ବର୍ଷ ଅକ୍ଟୋବରରୁ...

baijayanta.JPG 8
ଢେଙ୍କାନାଳ ଗସ୍ତରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ତାଳବରକୋଟରେ ଆୟୋଜିତ ଜନ ସମାବେଶରେ ଯୋଗ ଦେଲେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ସ୍ୱାଭିମାନ ସୁରକ୍ଷା ମଞ୍ଚ ପକ୍ଷରୁ ଗୋଡ଼ିପଡିଆ ଠାରେ ଥିବା କଳିଙ୍ଗ ସୂତାକଳ ପୁନଃରୁଦ୍ଧାର ଦାବିରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇ ଭଜନ,...

wi
ସ୍ତ୍ରୀକୁ ପିଟି ପିଟି ମାରି ଦେଲା ସ୍ୱାମୀ

ରାଇରଙ୍ଗପୁର : ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ସ୍ତ୍ରୀକୁ ପିଟି ପିଟି ମାରି ଦେଲା ସ୍ୱାମୀ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର କାଙ୍କି ଗାଁରେ ଘଟିଛି ହତ୍ୟାକାଣ୍ଡ। ଅଭିଯୁକ୍ତ ସ୍ୱାମୀ ଭାନେ ମାର୍ଡି ବହଳଦା ଥାନାରେ ଆତ୍ମସମର୍ପଣ କରିବା ପରେ ପୁଲିସ୍‌ କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁସାରେ,ଗତକାଲି ରାତିରେ...

jogi aditya
ନାଚୁଣୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଯୋଗୀ

ଖୋର୍ଦ୍ଧା : ବିଜେପି ଓଡ଼ିଶାରେ ୨୦ ମିଶନ ପୁରା କରି ସୁଶାସନ ଦେବ। ଓଡ଼ିଶା ଗସ୍ତରେ ଆସିଥିବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଏହି ଦୃଢୋକ୍ତି କରିଛନ୍ତି। ଏହାସହ ପାଇକ ବିଦ୍ରୋହର ୨ ଶହ ବର୍ଷ ସ୍ମାରକୀ ନିର୍ମାଣ ପାଇଁ କେନ୍ଦ୍ର ପ୍ରସ୍ତୁତ ଥିବାବେଳେ ଓଡ଼ିଶା...

cm
ଦିନିକିଆ ପୁରୀ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ

ପୁରୀ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବ୍ରହ୍ମଗିରି ବ୍ଲକ୍‌ କୃଷ୍ଣପ୍ରସାଦରେ ପହଞ୍ଚି କୃଷ୍ଣପ୍ରସାଦ-ଜହ୍ନିକୁଦ ରାସ୍ତା, ଆଇଟିଆଇ ଛାତ୍ରାବାସ ଓ ଛାତ୍ରୀନିବାସ, ଦକ୍ଷତା ବିକାଶ କେନ୍ଦ୍ରର ଉଦ୍‌ଘାଟନ କରିବା ସହ...

upsc
ୟୁପିଏସ୍‌ସି ପରୀକ୍ଷା ଲାଗି ଆଜିଠୁ ଅନ୍‌ଲାଇନ ଆବେଦନ ଆରମ୍ଭ

ନୂଆଦିଲ୍ଲୀ : ସିଭିଲ୍‌ ସର୍ଭିସ୍‌ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଭଲ ଖବର। ଆଜିଠୁ ଆରମ୍ଭ ହେଉଛି ୟୁପିଏସ୍‌ସି ପରୀକ୍ଷା ପାଇଁ ଆବେଦନ। ପ୍ରଶାସନିକ ସେବା  ଲାଗି  ପ୍ରସ୍ତୁତ ହେଉଥିବା ଛାତ୍ରୀଛାତ୍ରଙ୍କ ପାଇଁ  ଆଜିଠାରୁ ଅନ୍‌ଲାଇନ୍‌ରେ ଫର୍ମ ଉପଲବ୍ଧ ହୋଇଛି। ୟୁପିଏସ୍‌ସିର ଅଫିସିଆଲ୍‌  ୱେବ୍‌ସାଇଟ upsc.gov.in. ରେ ଏହି ଫର୍ମ...

imran
ଆକ୍ରମଣ ହେଲେ ଏହାର ଜବାବ ଦେବୁ : ଇମ୍ରାନ ଖାନ୍

ନୂଆଦିଲ୍ଲୀ : ଚିରାଚରିତ ଢଙ୍ଗରେ ଭାରତ ଉପରେ ପୁଣି ଦୋଷ ଲଦିଲା ପାକିସ୍ତାନ। ପୁଲୱାମା ହମ୍‌ଲାରେ ବିନା କୌଣସି କାରଣରେ ଭାରତ ପାକିସ୍ତାନକୁ ଦାୟୀ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍। ପୁଲୱାମା ଘଟଣାର ୬ ଦିନ ପରେ ମୁହଁ ଖୋଲିଛନ୍ତି ଇମ୍ରାନ୍। ଆଉ ପୁରୁଣା ଢଙ୍ଗରେ...

child burn
ମାଆ ସହ ଜଳିଗଲେ ଦୁଇ ଶିଶୁ କନ୍ୟା

କନ୍ଧମାଳ : କନ୍ଧମାଳରେ ଅଘଟଣ। ଜି.ଉଦୟଗିରି ଥାନା ମଗରଗୁଡ଼ାରେ ମାଆ ସହ ଜଳିଗଲେ ଦୁଇ ଜଣ ଶିଶୁ କନ୍ୟା। ନିଆଁ ଲାଗି ମଗରଗୁଡ଼ା ଗାଁର ବିମଳ ପ୍ରଧାନଙ୍କ ସ୍ତ୍ରୀ ଓ ଦୁଇ ଶିଶୁ କନ୍ୟାଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଝୁଲିମା ପ୍ରଧାନ, ୯ ମାସର ଝିଅ ରୂପାଲି...

rape--2
ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳର ଛଡ଼ା ଗାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ। ଦୁଷ୍କର୍ମ ଅଭିଯୁକ୍ତ ତମ୍ପଡ଼ା ଗୋଚ୍ଛାୟତକୁ ଧରି ପୁଲିସ୍‌ର ଜିମା ଦେଇଛନ୍ତି ସ୍ଥାନୀୟ ଲୋକେ। ମିଳିଥିବା ସୂଚନା ମୁତାବକ ,ବାଲିକୋଟି ଗାଁର ତମ୍ପଡ଼ା ଯୁବତୀଙ୍କ ଘରକୁ ଅଟୋ ନେବା ଲାଗି ଆସିଥିଲା।...

plane crash
ଏରୋ ଇଣ୍ଡିଆ ସୋ’ ପାଇଁ ଅଭ୍ୟାସ ବେଳେ ଦୁର୍ଘଟଣା

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏୟାର ସୋ’ ପାଇଁ ଅଭ୍ୟାସ ବେଳେ ଅଘଟଣ ଘଟିଛି। ଭାରତୀୟ ବାୟୁସେନାର ଦୁଇଟି ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ୨ଟି ସୂର୍ଯ୍ୟକିରଣ ଜେଟ୍ ଏୟାରକ୍ରାଫ୍ଟ ମଧ୍ୟରେ ଧକ୍କା ହୋଇଛି। ସୌଭାଗ୍ୟବଶତଃ ଏୟାରକ୍ରାଫ୍ଟର ଦୁଇ ପାଇଲଟ୍ ସୁରକ୍ଷିତ ଥିବା ସୂଚନା ମିଳିଛି। ୟେଲେଙ୍କା ଏୟାରବେସ୍‌ରୁ ବିମାନ ଦୁଇଟି...

sahid
ସହିଦ୍‌ ମେଜର ବି.ଏସ୍. ଡୌଣ୍ଡିଆଲଙ୍କୁ ଜନ୍ମମାଟିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଡ଼େରାଡ଼ୁନ : ପୁଲୱାମା ପିଙ୍ଗଲାନ୍‌ରେ ସହିଦ୍‌ ମେଜର ବି.ଏସ୍. ଡୌଣ୍ଡିଆଲ୍‌ଙ୍କୁ ଜନ୍ମମାଟିରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି। ଆଜି ସହିଦ୍‌ଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ବହୁ ସେନା ଅଫିସର ଓ ବିଶିଷ୍ଟ ବ୍ୟକ୍ତି ପହଞ୍ଚିଥିଲେ। ତେବେ ତା ଭିତରେ ସ୍ପଷ୍ଟ ବାରି ହୋଇ ପଡିଥିଲା ସହିଦ୍‌...

tiger
ବାଘକୁ ଧରିବାକୁ ବଡ଼ ଅପରେସନ ଆରମ୍ଭ

ଭୁବନେଶ୍ୱର : ଆରମ୍ଭ ହେଲା ଅପରେସନ୍ ବାଘ। ରାଜଧାନୀରେ ଆତଙ୍କ ଖେଳାଇଥିବା କଳରାପତରିଆ ବାଘକୁ କାବୁ ପାଇଁ ଆରମ୍ଭ ହୋଇଛି ଅପରେସନ୍। ଭୁବନେଶ୍ୱର ବିମାନ ବନ୍ଦର ଅଞ୍ଚଳରେ ବନ ବିଭାଗ, CISF ପକ୍ଷରୁ ମିଳିତ ଭାବେ ଚାଲିଛି ଅପରେସନ୍। ସିଟି ଡିଏଫ୍ଓଙ୍କ ଅଧିନରେ ୪ଟି ରେଞ୍ଜ ଅଧିକାରୀ ଏଥିରେ...

international
ଦୁଇ ଦିନିଆ ଆନ୍ତର୍ଜାତିକ ଆଦିବାସୀ ଚଳଚିତ୍ର ଉତ୍ସବ ଆୟୋଜିତ

ଭୁବନେଶ୍ୱର : ଭୁବନେଶ୍ୱରରେ ଦୁଇ ଦିନିଆ ଆନ୍ତର୍ଜାତିକ ଆଦିବାସୀ ଚଳଚିତ୍ର ଉତ୍ସବ ଆୟୋଜିତ ହେଉଛି। ଦୁଇ ଦିନ ଧରି ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ଲୋହିୟା ଏକାଡେମୀ ଠାରେ ଏହି ଉତ୍ସବ ଆୟୋଜିତ ହେଉଛି। ପ୍ରାୟ ୭ଟି ଦେଶର ୫୦ଟି ଆଦିବାସୀଙ୍କୁ ଆଧାରିତ କରି ନିର୍ମାଣ ହୋଇଥିବା ପ୍ରାମାଣିକ ଚଳଚିତ୍ର...

mahatma
'ମହାତ୍ମା ଗାନ୍ଧି ଏ ଜର୍ଣ୍ଣାଲିଷ୍ଟ ଆଣ୍ଡ ଏଡିଟର' ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ମହାତ୍ମା ଗାନ୍ଧିଙ୍କ ଉପରେ ଲିଖିତ ପୁସ୍ତକ “ମହାତ୍ମା ଗାନ୍ଧି ଏ ଜର୍ଣ୍ଣାଲିଷ୍ଟ ଆଣ୍ଡ ଏଡିଟର” ନାମକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ଆଇଆଇଏମ୍‌ସି ଢେଙ୍କାନାଳର ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟ୍ଟାର୍ଜୀ ଏବଂ କୋଲକାତା ପ୍ରେସ୍‌ କ୍ଲବ୍‌ ସଭାପତି ସ୍ନେହାଶିଷ ସୁରଙ୍କ ଦ୍ୱାରା ସଂପାଦିତ ଏହି ପୁସ୍ତକକୁ ଭୁବନେଶ୍ୱର ପ୍ରେସ୍‌...

joranda mela
ଢେଙ୍କାନାଳର ପ୍ରସିଦ୍ଧ ଜୋରନ୍ଦା ମେଳାର ଆଜି ଦ୍ୱିତୀୟ ଦିନ

ଢେଙ୍କାନାଳ : ଢେଙ୍କାନାଳରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଯୋରନ୍ଦା ମେଳାର ଆଜି ଦ୍ୱିତୀୟ ଦିନ। ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ମହିମା ସମାଜ ପକ୍ଷରୁ ଏନେଇ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଘ ଚତୁର୍ଦ୍ଦଶୀ, ଗୁରୁ ପୂର୍ଣ୍ଣିମା ଓ ବାବା ପୂର୍ଣ୍ଣିମା ଭାବେ ପାଳିତ ହେବ...

death-2
ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଶିଶୁ

ରାୟଗଡ଼ା : ରାୟଗଡ଼ା ମାଟିକଣାରେ ଅଭାବନୀୟ ଘଟଣା। ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଜଣ ଶିଶୁ। ମୃତକ ଦୁଇ ଶିଶୁ ହେଲେ ତୃତୀୟ ଶ୍ରେଣୀର ଛାତ୍ର ସୁନୀଲ ହିମିରିକା ଓ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଆରେଶ ହିମିରିକା। ମାଟିକଣା ଗାଁର ଏହି ଦୁଇ ଜଣ ଶିଶୁ ଗତକାଲି...

police
ମଦନମୋହନପଡ଼ାରେ ଚୋରକୁ ନିସ୍ତୁକ ମାଡ଼

ଅନୁଗୁଳ : ଅନୁଗୁଳ ସହରର ମଦନମୋହନପଡ଼ାରେ ଚୋରି କରୁଥିବାବେଳେ ଧରାପଡ଼ିଲା ଚୋର। ଚୋରକୁ ଧରିବା ପରେ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିବା ସହ ପୁଲିସ୍‌ ଜିମା ଦେଇଛନ୍ତି ଲୋକେ। ଉଲ୍ଲେଖନୀୟ ଯେ, ଗତ କିଛିଦିନ ହେଲା ଏଠାରେ ଘର ଆଉ ଦୋକାନରୁ ଚୋରି ହେଉଥିଲା। ଏନେଇ କଲୋନି ଲୋକେ...

mao poster
ପୁଣି ଥରେ ଦାରିଙ୍ଗବାଡ଼ିରେ ମାଓ ପୋଷ୍ଟର୍

କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ପୁଣି ଥରେ ଲାଲ୍‌ ବାହିନୀ ଜାହିର କରିଛି ନିଜ ସ୍ଥିତି। ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ନିକଟ ବୁଡ଼ାଗୁଡ଼ାରେ ଲାଗିଛି ମାଓବାଦୀଙ୍କ ଏକାଧିକ ପୋଷ୍ଟର୍। ସିପିଆଇ ମାଓବାଦୀ ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏହି ପୋଷ୍ଟର୍ ଲଗାଯାଇଛ। ପୁଲଓ୍ୱାମା ଆକ୍ରମଣ ପାଇଁ ମୋଦି ସରକାରଙ୍କୁ...

baijayanta
କେନ୍ଦ୍ରାପଡ଼ାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ବୈଜୟନ୍ତ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମହାକାଳପଡ଼ା ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ପ୍ରଥମେ ଗଗୁଆ ଓ ବାବରରେ ହେଉଥିବା ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରେ ସୁନିତି ପଞ୍ଚାୟତର ମିଲନ ମୋର୍‌ ଠାରେ ଅର୍ଧ ନିର୍ମିତ ପୋଲ ବୁଲି ଦେଖିଥିଲେ।...