ଢେଙ୍କାନାଳ : ଢେଙ୍କାନାଳ ମହାବୀର୍ ରୋଡ୍ ରେଞ୍ଜରୁ ମିଳିଲା ଦନ୍ତାହାତୀର ମୃତଦେହ। ଜଙ୍ଗଲରେ ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ପ୍ରାଣ ହରାଇଛି ଦନ୍ତାହାତୀ। କେନ୍ଦୁଝର ଜିଲ୍ଲାରୁ ଗତ କିଛି ମାସ ତଳେ ହାତୀଟି ଏହି ଅଞ୍ଚଳକୁ ଆସିଥିଲା। ତେବେ ସେ ଅସୁସ୍ଥ ଥିବାରୁ ତାଙ୍କୁ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା...
ଯାଜପୁର : ଯାଜପୁର ବଡ଼ଚଣା ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ପ୍ରଥମେ ବଡ଼ଚଣା ବ୍ଲକ୍ର ଚଣ୍ଡିଖୋଲ ଠାରେ ପ୍ରାୟ ୫ଶହ କୋଟିରୁ ଅଧିକ ଟଙ୍କା ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ଆୟୋଜିତ ସାଧାରଣ...
ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ମୁଖ୍ୟ ଓ ନୌସେନା ମୁଖ୍ୟଙ୍କ ସୁରକ୍ଷା ବଢ଼ାଯାଇଛି। ପାକିସ୍ତାନ ସହ ଉତ୍ତେଜନାକୁ ନଜରରେ ରଖି ବାୟୁସେନା ମୁଖ୍ୟ ଏୟାର ମାର୍ଶଲ ବିଏସ୍ ଧାନଓ୍ୱା ଏବଂ ନୌସେନା ମୁଖ୍ୟ ନାଭାଲ ଷ୍ଟାଫ୍ ଆଡମିରାଲ୍ ସୁନିଲ ଲାନ୍ବାଙ୍କ ସୁରକ୍ଷା ବ୍ୟବସ୍ଥାକୁ Z+ (ଜେଡ୍ ପ୍ଲସ)କୁ ବଢ଼ାଇ...
ନୂଆଦିଲ୍ଲୀ : ଭାରତ ମାଟିରେ ପାଦ ଦେଇଛନ୍ତି ବାୟୁସେନାର ବୀର ଯବାନ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ। ବର୍ତ୍ତମାନ ଜେନେଭା ଚୁକ୍ତି ଅନୁସାରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଦସ୍ତାବିଜ୍ ପ୍ରସ୍ତୁତିରେ ବିଳମ୍ଭ ଯୋଗୁଁ ଅଭିନନ୍ଦନଙ୍କ ଭାରତ ଫେରିବାରେ ଅହେତୁକ ବିଳମ୍ବ ହୋଇଥିଲା। ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧୨ଟା ବେଳେ...
ବାଲେଶ୍ୱର : ବିଜୁ ଯୁବବାହିନୀ ସଦସ୍ୟଙ୍କୁ ମାଗଣା ମୋବାଇଲ ବଣ୍ଟାକୁ ନେଇ ବଢୁଛି ବିବାଦ। ଖଣି ଦୁର୍ନୀତିରେ ସଂପୃକ୍ତ ତ୍ରିବେଣୀ ଆର୍ଥମୁଭର୍ସ ଓ ସିରାଜଉଦ୍ଦିନ ଭଳି ଖଣି କମ୍ପାନୀ ସବୁ ବ୍ଲକ୍ରେ ବିଜୁଯୁବବାହିନୀକୁ ମୋବାଇଲ ଦେଉଥିବା ଅଭିଯୋଗ ନେଇ ବିଜେପି ରାଜ୍ୟପାଳଙ୍କଠୁ ଆରମ୍ଭ କରି ଭିଜିଲାନ୍ସ ପର୍ଯ୍ୟନ୍ତ ଅଭିଯୋଗ...
ପାକିସ୍ତାନରେ ୮ ଦିନର ଯୁଦ୍ଧବନ୍ଦୀ ଭାବେ ନିଜର ଭୟଙ୍କର ଅନୁଭୂତି ବଖାଣିଛନ୍ତି ୧୯୯୯ କାର୍ଗିଲ ଯୁଦ୍ଧର ହିରୋ ଗ୍ରୁପ୍ କ୍ୟାପ୍ଟେନ କେ. ନଚିକେତା। କାର୍ଗିଲ ଯୁଦ୍ଧ ବେଳେ ସେ ଉଡାଉଥିବା ମିଗ୍-୨୭ ଜେଟ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ତାଙ୍କୁ ପାକ୍ ଅଧିକୃତ କାଶ୍ମୀରରେ ଓହ୍ଲାଇବାକୁ ପଡିଥିଲା। ପାକିସ୍ତାନ ସୈନ୍ୟ ତାଙ୍କୁ...
ଭୁବନେଶ୍ୱର : ଅପରାଧ ରୋକିବାରେ ଅନେକ ସମୟରେ କମିଶନରେଟ୍ ପୁଲିସର ପିସିଆର ଭ୍ୟାନ୍ ସହାୟକ ହେଉଛି। ଏଭଳି ଏକ ଲୁଟ୍ ଗ୍ୟାଙ୍ଗ୍କୁ ଗୁରୁବାର ରାତିରେ ଧରି ପୁରସ୍କୃତ ହୋଇଛନ୍ତି ପିସିଆର ଷ୍ଟାଫ୍। ତେବେ ପୁଲିସ ବ୍ୟବହାର କରୁଥିବା ଏହି ପିସିଆର୍ର ସିସିଟିଭି ଅଚଳ। କେବଳ ଏହି ଗୋଟିକ ନୁହଁ,...
ଅସ୍ତରଙ୍ଗ : ମହଙ୍ଗା ପଡ଼ିଲା ନାବାଳିକାଙ୍କୁ ପ୍ରତାରଣା। ବିବାହର ପ୍ରତିଶ୍ରୁତି ଦେଇ ଅନ୍ୟତ୍ର ବିବାହ କରିବାକୁ ଯିବା ବେଳେ ବରକୁ ଗିରଫ କଲା ପୁଲିସ୍। ପୁରୀ ଅସ୍ତରଙ୍ଗରୁ ଆସିଛି ଏହି ଅଭିଯୋଗ। ବିବାହର ପ୍ରତିଶ୍ରୁତି ଦେଇ ନାନକେରା ଗାଁର ହାପି କାଣ୍ଡି ଜଣେ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ...
ଭୁବନେଶ୍ୱର : ଆୟୋଜିତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ମହା ସମାବେଶ। ଓଲିଉଡର ପ୍ରଖ୍ୟାତ କଳାକାରଙ୍କ ସମେତ ପ୍ରଯୋଜକ, ନିର୍ଦ୍ଦେଶକ ମାନେ ଏହି ମହାସମାବେଶରେ ଯୋଗ ଦେଇଥିଲେ। ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଅବହେଳା କରିଥିବା ନେଇ ଏହି ଅବସରରେ ସମାଲୋଚନା...
କୋରାପୁଟ : ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଗିରଫ ହୋଇଛନ୍ତି ଆଉ ୪ ଜଣ। କୋରାପୁଟ ଜିଲ୍ଲାର ଜଣେ ଜେରକ୍ସ ଦୋକାନୀ ଓ ୩ ଅଭିଭାବକକୁ ଗିରଫ କରିଛି ପୁଲିସ୍। ବନ୍ଧୁଗାଁ ସରକାରୀ ସ୍କୁଲରେ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ...
ବେଙ୍ଗାଲୁରୁ: ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଳରେ ଅଷ୍ଟ୍ରେଲିଆ ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତକୁ ୭ ୱିକେଟରେ ହରାଇ ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୦ରେ କ୍ଲିନସ୍ୱିପ୍ କରିନେଇଛି। ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ଏହା ପ୍ରଥମ ଟି-୨୦ ସିରିଜ୍ ବିଜୟ। ଉକ୍ତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ...
ଭୁବନେଶ୍ୱର: ରାଜ୍ୟରେ ଫାୟାର ସେଫ୍ଟି ସାର୍ଟିଫିକେଟ୍ ହାସଲ ସମସ୍ତଙ୍କ ପାଇଁ ଜରୁରୀ, ଏବଂ ଏହି ନିୟମକୁ ଆହୁରି କଡ଼ା କଡ଼ି ଭାବେ ପାଳନ କରାଯିବ ବୋଲି ଅଗ୍ନିଶମ ଡିଜି ବିଜୟ କୁମାର ଶର୍ମା କହିଛନ୍ତି। ଡେଡ୍ଲାଇନ ଭିତରେ ସଂସ୍ଥାମାନେ ଅଗ୍ନି ନିର୍ବାପକ ବ୍ୟବସ୍ଥା ପୂରଣ କରୁଛନ୍ତି ନା ନାହିଁ...
ନୂଆଦିଲ୍ଲୀ: ଭାରତ-ପାକ୍ ମଧ୍ୟରେ ଉତ୍ତେଜନା ତୀବ୍ର ହେଉଥିବା ବେଳେ ଏ ପ୍ରସଙ୍ଗ ନେଇ ଆଜି ସଂସଦରେ ଏକାଠି ହୋଇଛନ୍ତି ୨୧ଟି ବିରୋଧୀ ରାଜନୈତିକ ଦଳର ନେତା। ଏଭଳି ସ୍ଥିତିରେ ସମସ୍ତ ବିରୋଧୀ ଦଳ ଦେଶବାସୀଙ୍କ ସାଙ୍ଗରେ ଥିବା ନେଇ ଏକ ପ୍ରସ୍ତାବ ପାରିତ ହୋଇଛି। ସେହିଭଳି ଭାରତୀୟ ବାୟୁସେନା...
ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ନିଖୋଜ ହୋଇଯାଇଛନ୍ତି। ସେ ଆଜି ମିଗ୍-୨୧ ବିମାନରୁ ଉଡ଼ାଣ ଭରିଥିଲେ ହେଁ ଏଯାଏ ଏୟାରବେସ୍କୁ ଫେରି ନାହାନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା ଦାବି କରିଛି। ଏଥିସହ ଏକ ଭିଡିଓ ମଧ୍ୟ ଜାରି କରିଛି।...
ନୂଆଦିଲ୍ଲୀ: ଗଠନ ହେବ ରେଳବାଇର ନୂଆ ଜୋନ୍। ଆନ୍ଧ୍ରପ୍ରଦେଶ ପୁର୍ନଗଠନ ଆଇନ ୨୦୧୪ ଅନୁସାରେ ଏହି ଜୋନ୍ ଗଠନ କରାଯିବା ସହ ଏହାକୁ ସାଉଥ୍ କୋଷ୍ଟ ରେଲେଓ୍ୱ ନାଁରେ ନାମିତ କରାଯାଇଛି। ସବୁ ପକ୍ଷଙ୍କ ସହ ବଚାରବିମର୍ଶ ପରେ ନୂଆ ଜୋନ୍ ଗଠନ ଲାଗି ନିଷ୍ପତ୍ତି ହୋଇଥିବା ରେଳମନ୍ତ୍ରୀ...
ଝାରସୁଗୁଡ଼ା: ଉଡାନ୍-୩ ଯୋଜନା ଅନ୍ତର୍ଗତ ଝାରସୁଗୁଡ଼ା ବିମାନ ବନ୍ଦରରୁ ୩ଟି ସ୍ଥାନକୁ ଯିବା ଆସିବା କରିବ ସ୍ପାଇସ ଜେଟ୍। ମାର୍ଚ୍ଚ ୩୧ରୁ ଏହି ବିମାନ ସେବା ଆରମ୍ଭ ହେବ। ଏହି ୬ଟି ଉଡ଼ାଣ ପାଇଁ ଆଜିଠାରୁ ଟିକେଟ୍ ବିକ୍ରି ଅନ୍ଲାଇନରେ ଆରମ୍ଭ ହୋଇଛି। ଝାରସୁଗୁଡ଼ାରୁ ଦିଲ୍ଲୀ, ହାଇଦ୍ରାବାଦ ଏବଂ...
ନବରଙ୍ଗପୁର(ନବଘନ ବିଷୋୟୀ): ରାଜ୍ୟରେ ବ୍ୟାପୁଛି ଚାରା ଦୁର୍ନୀତିର ଚେର। ପୂର୍ବରୁ ମୟୁରଭଞ୍ଜ ଜିଲ୍ଲାରେ ଚାରା ଘୋଟାଲାକୁ ନେଇ ସାରା ରାଜ୍ୟରେ ତମ୍ବି ତୋଫାନ ପରେ ଏବେ ନବରଙ୍ଗପୁରରେ ବି ସମାନ ଢଙ୍ଗରେ ଲକ୍ଷ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ ହୋଇଛି। କାଜୁ ଜଙ୍ଗଲ ସୃଷ୍ଟି ନାଁରେ ଚାଷୀଙ୍କୁ ମୋହରା...
ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ଭୋଟରଙ୍କ ମନ କିଣିବା ପାଇଁ ମାଳ ମାଳ ଯୋଜନା ହେଉଛି। ସବୁ ବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଯୋଜନାର ବର୍ଷା କରୁଥିବା ବେଳେ କେନ୍ଦ୍ରର ବିଜେପି ସରକାର ବି ନୂଆ ନୂଆ ଯୋଜନା ଆଣୁଛନ୍ତି। ତେବେ ଉଭୟଙ୍କ ଫୋକସରେ ଅଛନ୍ତି...
ଭୁବନେଶ୍ୱର: ନିର୍ବାଚନ ଘୋଷଣା ପାଖେଇ ଆସୁଥିବା ବେଳେ ସବୁ ଦଳ ଏବେ ପ୍ରାର୍ଥୀ ଚୟନ କସରତକୁ ଜୋରଦାର୍ କରିଛନ୍ତି। କଂଗ୍ରେସ୍, ଏହାର ସ୍କ୍ରିନିଂ କମିଟିରେ ରାଜ୍ୟର ସମସ୍ତ ଲୋକସଭା ଓ ବିଧାନସଭା ସିଟ୍ ଲାଗି କର୍ମୀ ଓ ନେତାଙ୍କ ସହ ଆଲୋଚନା ସାରି ଆଶାୟୀ ପ୍ରାର୍ଥୀଙ୍କ ତାଲିକା ନେଇଛି।...