ଭୁବନେଶ୍ୱର : ନିର୍ବାଚନ ଯେତିକି ପାଖେଇ ଆସୁଛି, ବିଜେଡିରେ ବିବାଦ ସେତିକି ବଢୁଛି। ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ବିଧାୟକ ଓ ଟିକଟ୍ ଆଶାୟୀଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା, ଖୋଲାଖୋଲି ଗଣ୍ଡଗୋଳର ରୂପ ନେଲାଣି। ମୋବାଇଲ୍ ବଣ୍ଟନକୁ ନେଇ ମଧ୍ୟ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ମଧ୍ୟରେ...
ନୂଆଦିଲ୍ଲୀ: ବାଲାକୋଟ୍ ଏୟାର ଷ୍ଟ୍ରାଇକ୍ରେ ମରିଛି କି ଜୈଶ୍-ଏ- ମହମ୍ମଦ ମୁଖ୍ୟ ମାସୁଦ୍ ଆଝାର ? ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ପରେ ଚର୍ଚ୍ଚା ଜୋର। ତେବେ ଏନେଇ ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସୂଚନା ଦିଆଯାଇନାହିଁ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଗତ ୨୬ ତାରିଖରେ ଭାରତୀୟ...
ନୂଆଦିଲ୍ଲୀ : ପାକିସ୍ତାନ କବଳରୁ ମୁକୁଳିବା ପରେ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ କରାଯାଇଥିବା ସ୍ୱାସ୍ଥ୍ୟ ପରୀକ୍ଷାର ରିପୋର୍ଟ ଆସିଛି। ଅଭିନନ୍ଦନଙ୍କ ଶରୀରରେ କୌଣସି ପ୍ରକାର ବାହ୍ୟ ପଦାର୍ଥ ନାହିଁ ବୋଲି ଏମ୍ଆରଆଇ ରିପୋର୍ଟରୁ ଜଣାଯାଇଛି। ତେବେ ତାଙ୍କ ମେରୁଦଣ୍ଡର ତଳ ଭାଗରେ ଆଘାତ ଲାଗିଥିବା ଜଣାପଡ଼ିଛି। ମିଗ୍-୨୧ରୁ...
କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା ) : ଚାଷ ଜମିକୁ ପାଣି ମାଡ଼ିବ। ଭଲ ଫସଲ ହେବ। ଋଣ ଶୁଝି ହସଖୁସିରେ ପରିବାର ପ୍ରତିପୋଷଣ କରିବେ। ଏ ଆଶା ନେଇ ରାଜ୍ୟ ସରକାର ବିଜୁ କୃଷକ ବିକାଶ ଯୋଜନା ଅନ୍ତର୍ଗତ ଗଭୀର ନଳକୂପ ସେଚନ ଯୋଜନାରେ, କୋରାପୁଟ ମହାଦେଇପୁଟ ପଞ୍ଚାୟତର...
ମୋହନା : ପରକୀୟା ପ୍ରୀତିରୁ ଜଣେ ମହିଳାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କଲେ ଅନ୍ୟ ଜଣେ ମହିଳା। ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ଘଟିଛି ଏଭଳି ଘଟଣା। ଗୁରୁତର ଅବସ୍ଥାରେ ମହିଳାଙ୍କୁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ମହିଳା ଓ ଅନ୍ୟ ଜଣେ ସହଯୋଗୀଙ୍କୁ ଧରି ପୁଲିସର ଜିମା...
ଭୁବନେଶ୍ୱର : ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବଢ଼ିବ ଯାତ୍ରୀ ପରିବହନ କ୍ଷମତା। ଆଗକୁ ଏହି ବିମାନବନ୍ଦରରେ ସମସ୍ତ ଆଧୁନିକୀକରଣ ସହ ଏହାର ଯାତ୍ରୀ ପରିବହନ କ୍ଷମତାକୁ ୩ ଗୁଣା ବୃଦ୍ଧି କରାଯିବ ବୋଲି କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା। ସିହ୍ନା...
ଭୁବନେଶ୍ୱର : ଡବଲ ଇଞ୍ଜିନର ସରକାର ହେଲେ ଦେଶ ଓ ରାଜ୍ୟର ଦ୍ରୁତ ବିକାଶ ହେବ। ସାଧାରଣ ଜନତାଙ୍କୁ ଶାସନ ବ୍ୟବସ୍ଥାରୁ ଅଧିକ ଫାଇଦା ମିଳିବ। ଓଡିଶା ଗସ୍ତରେ ଆସିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା। ଆଗକୁ ସାଧାରଣ ନିର୍ବାଚନ...
ଭୁବନେଶ୍ୱର : ଜଷ୍ଟିସ ଅଜିତ୍ ସିଂହ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି। ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୫ କାର୍ଯ୍ୟକ୍ଷମ ହେବାପରେ ପ୍ରଥମ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିଂହଙ୍କୁ ନିଯୁକ୍ତି ମିଳିଛି। ଲୋକାୟୁକ୍ତ ଚୟନ କମିଟିର ସୁପାରିସ୍ ଆଧାରରେ ରାଜ୍ୟପାଳ ପ୍ରଫେସର ଗଣେଣୀ ଲାଲ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ...
ରାଉରକେଲା : ବଣାଇ ଲେବର ଅଫିସ୍ରେ କାର୍ଯ୍ୟରତ ଅଶୋକ ଡୁଙ୍ଗଡୁଙ୍ଗ ଭିଜିଲାନ୍ସ ଦ୍ୱାରା ଗିରଫ। ଲେବର କାର୍ଡ କରାଇ ଦେବା ପାଇଁ ସେ ୬୫ ଜଣଙ୍କ ଠାରୁ ୫୦ ଟଙ୍କା ଲେଖାଏ ନେଉଥିବା ବେଳେ ଭିଜିଲାନ୍ସ ଗିରଫ କରିଛି। ଅଶୋକ ଡୁଙ୍ଗଡୁଙ୍ଗ ଏବେ ରୁରାଲ ଲେବର ଇନ୍ସପେକ୍ଟର ଭାବେ...
ନୂଆଦିଲ୍ଲୀ : ପାକିସ୍ତାନରେ ଶାରୀରିକ ନୁହେଁ ବରଂ ପ୍ରବଳ ମାନସିକ ନିର୍ଯାତନାର ଶିକାର ହୋଇଥିଲେ ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଗତକାଲି ପାକିସ୍ତାନରୁ ଫେରିବା ପରେ ଆଜି ଅଭିନନ୍ଦନ ଏ ସମ୍ପର୍କରେ ପ୍ରକାଶ କରିଥିବା ସୂଚନା ମିଳିଛି। ସେପଟେ ଅଭିନନ୍ଦନଙ୍କୁ ଆଜି ସାକ୍ଷାତ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା...
ଭୁବନେଶ୍ୱର : ଓଡ଼ିଶାରେ ଏକ ନୂଆ ଆଞ୍ଚଳିକ ଦଳର ସମୟ ଆସିଛି କି ? ଅପରାହ୍ନ ସେସନରେ ଏ ପ୍ରସଙ୍ଗରେ ଆଲୋଚନାରେ ମତ ରଖି ବରିଷ୍ଠ ବିଧାୟକ ଡାକ୍ତର ଦାମୋଦର ରାଉତ କହିଥିଲେ ସବୁ ଛୋଟ ଦଳମାନେ ମିଶି ଗୋଟିଏ ଦଳ କରନ୍ତୁ। ସମସ୍ତେ ଏକାଠି ହେଲେ ଓଡ଼ିଶାରେ...
ଭୁବନେଶ୍ୱର : ସମସ୍ତ ନାଗରିକଙ୍କୁ ନିଜ ନିଜର ପ୍ରତିନିଧି ବାଛିବାର ଅଧିକାର ରହିଛି। ଏଥିସହ ସେମାନଙ୍କୁ ପ୍ରତ୍ୟାଖାନର ବି ଅଧିକାର ଦିଆଯାଇଛି। ଆଉ ନୋଟା ହେଉଛି ଏହାର ଆଇନ୍ଗତ ବ୍ୟବସ୍ଥା। ଓଟିଭି ଫୋରସାଇଟ୍-୨୦୧୯ରେ ଯୋଗ ଦେଇ ଏହା କହିଛନ୍ତି ସୁପ୍ରିମ୍କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର।...
ପୁରୀ : ଶ୍ରୀକ୍ଷେତ୍ରରେ ବାବା ଲୋକନାଥ ଦେବଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ସମ୍ପନ୍ନ ହୋଇଛି। ଏକ ବର୍ଷ ଧରି ଗମ୍ଭୀରା ଭିତରେ ପଡିରହିଥିବା ବେଲପତ୍ର, କୋରା, କଦଳୀ ଆଦି ପାଦୁକ କାଳକ୍ରମେ ପଙ୍କରେ ପରିଣତ ହୋଇଥିବାରୁ ଆଜିର ପବିତ୍ର ତିଥିରେ ସେବାୟତ ଓ ଭକ୍ତ ଏକାକାର ହୋଇ ଏହି...
ଭୁବନେଶ୍ୱର : ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ପରେ ପଶିଲା ଚେତା। ଯୁକ୍ତ ଦୁଇ ପରୀକ୍ଷାରେ ଯେମିତି କିଛି ବି ଅବହେଳା ରହିବ ନାହିଁ ସେନେଇ ତତ୍ପର ହୋଇଛି ପରିଷଦ। ଯୁକ୍ତ ଦୁଇ ପରୀକ୍ଷା ନେଇ ପରିଷଦ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା...
ନୂଆଦିଲ୍ଲୀ : ପାକିସ୍ତାନର ପ୍ରୋପାଗାଣ୍ଡା। ଓ୍ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ମୁହଁରେ ନିଜର ପ୍ରଶଂସା କରାଇବାକୁ ଇସଲାମାବାଦର ଅପଚେଷ୍ଟା। କୁହାଯାଉଛି ସେଥିପାଇଁ ଲାହୋରରେ ISI ତରଫରୁ ପ୍ରସ୍ତୁତ କରାଯାଇଥିଲା। ଏହି ଭିଡ଼ିଓ ଯେଉଁଥିରେ ପାକିସ୍ତାନ ସେନା ତାଙ୍କ ପ୍ରତି ଭଲ ବ୍ୟବହାର କରିଥିବା ଅଭିନନ୍ଦନ କହୁଥିବା ଦେଖିବାକୁ ମିଳିଥିଲା। କିନ୍ତୁ...
ଭଦ୍ରକ : ଅଘୋଷିତ ବିଦ୍ୟୁତ୍ କାଟ ଓ କମ୍ ଭୋଲଟେଜ୍ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ର ୭ଟି ପଞ୍ଚାୟତବାସୀ। ବାରମ୍ବାର ଅଭିଯୋଗ ପରେ ବି କାର୍ଯ୍ୟକ୍ଷମ ହେଉନି ଷ୍ଟ୍ରକ୍ଚର। ଯାହାକୁ ନେଇ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି। ବାରମ୍ବାର ବିଦ୍ୟୁତ୍ କାଟ ଓ କମ୍...
ସମ୍ବଲପୁର : ସାମାନ୍ୟ କଳହରୁ ହତ୍ୟାକାଣ୍ଡ। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଲେଦିମଦୁଲି ଗାଁରେ ଏହି ଘଟଣା ଘଟିଛି। ସାମାନ୍ୟ ବଚସା ଯୋଗୁ ସ୍ୱାମୀ ନିଜ ସ୍ତ୍ରୀଙ୍କୁ ଠେଙ୍ଗାରେ ମାଡ଼ ମାରିଥିଲେ। ସେଥିରେ ତାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାଟି ଗତକାଲି ରାତିରେ ଘଟିଥିବା...
ଜୟପୁର : କଂଗ୍ରେସର ଫୋକ୍ସରେ ଓଡ଼ିଶା। ସାଧାରଣ ନିର୍ବାଚନ ପୂର୍ବରୁ ଜୋରଦାର କସରତ କରୁଛି କଂଗ୍ରେସ। ଉପକୂଳ, ପଶ୍ଚିମ ଓଡ଼ିଶା ଗସ୍ତ ପରେ ଏବେ କଂଗ୍ରେସ ସଭାପତିଙ୍କ ଟାଗେର୍ଟରେ ଦକ୍ଷିଣ ଓଡ଼ିଶା। ଏହି ଧାରାରେ ଆସନ୍ତା ୮ ତାରିଖରେ ପୁଣି ଥରେ ଓଡ଼ିଶା ଆସିବେ ରାହୁଲ। ଏନେଇ ବିଧିବଦ୍ଧ...
ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ ସମଭାବାପନ୍ନ ଦଳ ସହ ଆସନ ବୁଝାମଣା କରିବାକୁ କଂଗ୍ରେସର କସରତ। ଆସନ ଭାଗବଣ୍ଟ ନେଇ କଂଗ୍ରେସ ସହ ବାମଦଳଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଘରେ ହୋଇଥିବା ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠ ନେତା...