• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

prayer
ସହିଦ୍‌ ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ବିଭିନ୍ନ ସ୍ଥାନରେ କ୍ୟାଣ୍ଡେଲ୍‌ ରାଲି ଓ ପ୍ରାର୍ଥନା ସଭା

ଭୁବନେଶ୍ୱର : ଅନୁଗୁଳ ଜିଲ୍ଲା ମହିଳା କଂଗ୍ରେସ ତରଫରୁ ପୁଲୱାମାରେ ସହିଦ୍‌ ଯବାନଙ୍କ ଆତ୍ମାର ସଦ୍‌ଗତି ପାଇଁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଛି। ଅନୁଗୁଳ କଂଗ୍ରେସ ଭବନ ଠାରୁ ବଜାର ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରି ବୀର ଯବାନ ଅମର ରହେ ଧ୍ୱନି ଦେବା ସହ ପାକିସ୍ତାନ ମୁର୍ଦାବାଦ୍‌...

wine-protest
ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ମଦ ବିରୋଧୀ ଆନ୍ଦୋଳନ

ଜଗତସିଂହପୁର : ପୁଣି ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଜଗତସିଂହପୁର ଜିଲ୍ଲା ରଘୁନାଥପୁରରେ ଚୋରା ମଦ କାରବାର ବନ୍ଦ ତଥା ଓଡ଼ିଶାକୁ ମଦମୁକ୍ତ ରାଜ୍ୟ ଘୋଷଣା ଦାବି ନେଇ ଆନ୍ଦୋଳନ। ଓଡ଼ିଶା ନିଶା ନିବାରଣ ଅଭିଯାନ ଓ ନବନିର୍ମାଣ ସମିତି ତରଫରୁ ଆୟୋଜିତ ଏହି ଆନ୍ଦୋଳନରେ ଶତାଧିକ ମହିଳା...

mandi
ଫେବ୍ରୁଆରୀ ୨୮ ପରେ ବି ଖୋଲା ରହିବ ଧାନ ମଣ୍ଡି

ଭୁବନେଶ୍ୱର : ଫେବ୍ରୁଆରୀ ୨୮ ତାରିଖ ପରେ ବି ଖୋଲା ରହିବ ଧାନ ମଣ୍ଡି। ଏନେଇ ୧୯ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଯୋଗାଣ ସଚିବ ଲେଖିଛନ୍ତି କଡ଼ା ଚିଠି। ଯେଉଁ ୧୯ଟି ଜିଲ୍ଲାରେ ଧାନ ସଂଗ୍ରହ ଲାଗି ଚିଠି କରାଯାଇଛି ସେଗୁଡ଼ିକ ହେଲା,  ଅନୁଗୁଳ, ବାଲେଶ୍ୱର, ଭଦ୍ରକ, କଟକ, ଢେଙ୍କାନାଳ,...

accident
କଟକ-ପାରାଦ୍ୱୀପ NHରେ ସିରିଜ୍‌ ଦୁର୍ଘଟଣା

କଟକ : କଟକ-ପାରାଦ୍ୱୀପ ଜାତୀୟ ରାଜପଥ ରାମ କୁମାର ପୁରରେ ସିରିଜ୍ ଦୁର୍ଘଟଣା। ଯେଉଁଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଏସ୍‌ସିବି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। କଟକରୁ ପାରାଦ୍ୱୀପ ଯାଉଥିବା ବେଳେ ସ୍କୁଟିକୁ ଅଟୋ, କାର୍ ଧକ୍କା ଦେଇଛି। ଘଟଣା ପରେ ଫେରାର୍ ହୋଇ ଯାଇଛନ୍ତି...

bjp
ବିଜେପି ପକ୍ଷରୁ ଜନ ଅଦାଲତ କାର୍ଯ୍ୟକ୍ରମ

ଭୁବନେଶ୍ୱର : ବିଜେପି ପକ୍ଷରୁ ଭୁବନେଶ୍ୱର ସ୍ଥିତ ସହିଦନଗର ପଡ଼ିଆରେ ଜନ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସରକାର ବିରୋଧରେ ବିଭିନ୍ନ ଅଭିଯୋଗ ଉଠାଇଥିଲା ବିଜେପି। ବିଶେଷ କରି ଭୁବନେଶ୍ୱର ଲୋକସଭା ଅଞ୍ଚଳରେ ମୌଳିକ ସମସ୍ୟା ସମାଧାନ ହେଉନଥିବା ଅଭିଯୋଗ ହୋଇଥିଲା। ଏହାଛଡ଼ା ଖୋର୍ଦ୍ଧା...

strike
ଆସନ୍ତାକାଲି ବନ୍ଦ ରହିବ ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ

ଭୁବନେଶ୍ୱର : ଆସନ୍ତାକାଲି ବନ୍ଦ ରହିବ ଦେଶର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ। ପୁଲଓ୍ୱାମା ଆକ୍ରମଣ ଘଟଣାକୁ ନିନ୍ଦା କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଏହି ଡ଼ାକରା ଦେଇଛି। ସହିଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏହି ବନ୍ଦ ପାଳନ କରାଯାଉଥିବାରୁ ଏହାକୁ ସମର୍ଥନ ଜଣାଇଛନ୍ତି ରାଜ୍ୟର ବିଭିନ୍ନ ବ୍ୟବସାୟୀ ସଂଘ। ଦୁଇ...

joranda
ଆସନ୍ତାକାଲି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଯୋରନ୍ଦା ମେଳା

ଢେଙ୍କାନାଳ : ଢେଙ୍କାନାଳରେ ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ପ୍ରସିଦ୍ଧ ଯୋରନ୍ଦା ମେଳା। ୩ଦିନ ଧରି ପାଳିତ ହେବାକୁ ଥିବା ଏହି ମେଳାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ମହିମା ସମାଜ ପକ୍ଷରୁ ଏନେଇ ଶ୍ରଦ୍ଧାଳୁଙ୍କ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମାଘ...

naveen
ସିବିଆଇ ଭୟରେ ମହାମେଣ୍ଟକୁ ନା କହୁଛନ୍ତି କି ନବୀନ?

ଭୁବନେଶ୍ୱର :  ସିବିଆଇ ଭୟରେ ବିଜେପି ବିରୋଧୀ ମହାମେଣ୍ଟକୁ ନା କହୁଛନ୍ତି କି ନବୀନ ? ମମତା, ପ୍ରେସ୍‌ କ୍ଲବ୍ ଅଫ୍ ଇଣ୍ଡିଆରେ ଦେଇଥିବା ମନ୍ତବ୍ୟକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। କଂଗ୍ରେସ୍ ଦିଦିଙ୍କୁ ସମର୍ଥନ କରିବା ସହ ନବୀନ ସମଦୂରତା କଥା କହି ସୁବିଧାବାଦୀ ରାଜନୀତି କରୁଥିବା...

rajnath6
ଭଦ୍ରକ ସଭାରେ ନବୀନଙ୍କୁ ରାଜନାଥଙ୍କ ପ୍ରଶ୍ନ ; ସ୍ଥାୟୀ ସରକାର ସତ୍ତ୍ୱେ କାହିଁକି ପଛୁଆ ଓଡ଼ିଶା

ଭଦ୍ରକ  : ବିକାଶ କାର୍ଡ ଖେଳି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ଭଦ୍ରକ ରାଣୀତାଲ୍‌ରେ ଆୟୋଜିତ ଦଳର ଶକ୍ତିକେନ୍ଦ୍ର ପ୍ରମୁଖ କାର୍ଯ୍ୟକର୍ତ୍ତା ସମ୍ମିଳନୀକୁ ସମ୍ବୋଧିତ କରି ଓଡ଼ିଶାରେ କାହିଁକି ବିକାଶ ହେଉନାହିଁ ବୋଲି ପ୍ରଶ୍ନ କରିଥିଲେ ରାଜନାଥ। ସ୍ଥାୟୀ ସରକାର ସତ୍ତ୍ୱେ ଓଡ଼ିଶା...

mass-2
ଭୁବନେଶ୍ୱର ରାମ ମନ୍ଦିରରେ ଗଣ ବିବାହ

ଭୁବନେଶ୍ୱର : ବାଜା, ବାଣ ଓ ରୋଷଣୀ ସାଙ୍ଗକୁ ପୁରୋହିତଙ୍କ ମନ୍ତ୍ର ପାଠ। ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ଗୋଟିଏ ସ୍ଥାନରେ ଜଣେ କି ଦୁଇଜଣ ନୁହେଁ ୨୫ ଯୋଡ଼ା ବରକନ୍ୟା ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଭୁବନେଶ୍ୱର ରାମ ମନ୍ଦିର ପରିସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ଆୟୋଜିତ...

modi 4
ଜନତାଙ୍କ ଭଳି ମୋ ନିକଟରେ ଅଛି ଆକ୍ରୋଶର ନିଆଁ : ମୋଦି

ପାଟଣା : ଦକ୍ଷିଣ କଶ୍ମୀର ପୁଲଓ୍ୱାମାର ଆତଙ୍କବାଦୀ ଆକ୍ରମଣକୁ ଏହା ମଧ୍ୟରେ ଚାରି ଦିନ ବିତିଗଲାଣି। ସହିଦ୍‌ଙ୍କ ବଳିଦାନକୁ ବ୍ୟର୍ଥ ଦିବାକୁ ଦିଆନଯାଉ ବୋଲି ସାରା ଦେଶରେ ସ୍ୱର ଉଠୁଛି। ଆଉ ଏଭଳି ସମୟରେ ଦେଶବାସୀଙ୍କ ମନରେ ରାଗ, ରୁଷା ଓ ଆକ୍ରୋଶ ଚରମ ସୀମାରେ ପହଞ୍ଚିଛି। ଦେଶର...

koraput
କୋରାପୁଟ ଜିଲ୍ଲା ଲାଗି ଗୌରବ ସ୍ୱାଗତିକା ଓ ସସ୍ମିତା

କୋରାପୁଟ :  କଥାରେ ଅଛି ଦୃଢ଼ ଇଚ୍ଛା ଶକ୍ତି ଥିଲେ ହାର୍‌ ମାନେ ସବୁ ପ୍ରତିବନ୍ଧକ। ଏହାକୁ ସତ କରି ଦେଖାଇଛନ୍ତି କୋରାପୁଟ ଜିଲ୍ଲାର ଦୁଇ ଦିବ୍ୟାଙ୍ଗ ଛାତ୍ରୀ। ଦୃଷ୍ଟି ଶକ୍ତି ହରାଇଥିବା ଏହି ଦୁଇ ଛାତ୍ରୀ ସାଧାରଣ ପିଲାଙ୍କ ଭଳି କ୍ଲାସ୍‌ ରୁମ୍‌ରେ ପାଠ ପଢୁଛନ୍ତି। ଜନ୍ମରୁ...

4
ଜମିପଟ୍ଟା ନଥିବାରୁ ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ

ଉଦଳା : ଖଜଣା ଦେଉଛନ୍ତି ଗ୍ରାମବାସୀ। ହେଲେ ନାଁରେ ନାହିଁ ଜମିପଟ୍ଟା। ଜମିପଟ୍ଟା ନଥିବାରୁ କୌଣସି ସରକାରୀ ସୁବିଧା ମିଳୁନଥିବା ଅଭିଯୋଗ ହୋଇଛି। ଅତି ଗରିବ ଶ୍ରେଣୀର ହୋଇଥିଲେ ମଧ୍ୟ ପ୍ରମାଣ ନଥିବାରୁ ସରକାରୀ ଆବାସ ଯୋଜନାରେ ଘର ବି ମିଳୁନି। ବାରମ୍ବାର ଅଭିଯୋଗ ପରେ ବି ସମସ୍ୟା...

2
ପଥୋତ୍ସବରେ ଓଡ଼ିଆ ଫିଲ୍ମ ‘ଚାମ୍ପିଆନ୍‌’ର ଅଡ଼ିଓ ରିଲିଜ୍

ଭୁବନେଶ୍ୱର : ରାଜଧାନୀରେ ଆଜି ପଥୋତ୍ସବ ଅବସରରେ ଓଡ଼ିଆ ଫିଲ୍ମ ‘ଚାମ୍ପିଆନ୍‌’ର ଅଡ଼ିଓ ରିଲିଜ୍‌ ହୋଇଛି। ଏହି ଅବସରରେ ଉପସ୍ଥିତ ଥିଲେ ନାୟିକା ଅର୍ଚ୍ଚିତାଙ୍କ ସମେତ ଫିଲ୍ମର ଅନ୍ୟ ଅଭିନେତା, ସଙ୍ଗୀତକାର ଓ ଗାୟକ। ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡା ବି ଉପସ୍ଥିତ ଥିଲେ। ପୁଲୱାମା...

puri
ଶ୍ରୀମନ୍ଦିର ସଂସ୍କାରକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ : ଶ୍ରୀମନ୍ଦିର ସଂସ୍କାର ନେଇ ଗୋବର୍ଦ୍ଧନ ପୀଠରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ। ଶ୍ରୀମନ୍ଦିରରେ ସଂସ୍କାର ଓ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଏହି ବୈଠକ ଡକାଇଥିଲେ ଶଙ୍କରାଚାର୍ଯ୍ୟ। ଶ୍ରୀମନ୍ଦିରର ବିଭିନ୍ନ ସମସ୍ୟାର ସମାଧାନ, ଶୃଙ୍ଖଳିତ ନୀତିକାନ୍ତିକୁ ନେଇ ଏହି...

community party
ଆସନ୍ତା ନିର୍ବାଚନରେ ଓଡ଼ିଶାରେ ହେବ ମହାମେଣ୍ଟ

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନରେ ରାଜ୍ୟରେ ବାମ ଦଳ କରିବ ମହାମେଣ୍ଟ। ବିଜେଡି, ବିଜେପି ବିରୋଧରେ ହେବ ମହାମେଣ୍ଟ। ଆଜି ଏନେଇ ସୂଚନା ଦେଇଛନ୍ତି ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା। ଏଥିରେ ଯୋଗ ଦେବେ କଂଗ୍ରେସ, ସିପିଆଇ, ସିପିଏମ୍ ଓ ଜେଏମ୍ଏମ୍। ନିର୍ବାଚନରେ ଏହି ମହାମେଣ୍ଟ...

rajnath3
ଭଦ୍ରକ ରାଣୀତାଲରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ

ଭଦ୍ରକ : ଭଦ୍ରକରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ରାଣୀତାଲରେ ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ସଭା ଆରମ୍ଭରୁ ପୁଲଓ୍ୱାମା ସହିଦ୍‌ଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ। ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ଓଡ଼ିଶାର ଅବଦାନକୁ ମଧ୍ୟ ସ୍ମରଣ...

gg
ଗାଁରେ ପହଞ୍ଚିଲା ସହିଦ୍‌ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର

ଭୁବନେଶ୍ୱର : ଜନ୍ମ ମାଟିରେ ସହିଦ୍‌ଙ୍କୁ ଦିଆଯାଇଛି ଶେଷ ବିଦାୟ। ପୁଲଓ୍ୱାମା ଆତଙ୍କୀ ଆକ୍ରମଣରେ ସହିଦ୍‌ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରାରେ ଗାଁକୁ ନିଆଯାଇଛି। ଶୋକାକୂଳ ପରିବେଶ ଭିତରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଗାଁ ଲୋକେ। କାନ୍ଦ ବୋବାଳି ଭିତରେ ଘରର ପୁଅକୁ ବିଦାୟ...

nitish
ଅଡ଼ୁଆରେ ନୀତିଶ

ପାଟନା : ବିହାର ମୁଜାଫରନଗର ସେଲଟର ହୋମ୍‌ ଯୌନ ନିର୍ଯାତନା ଘଟଣାକୁ ନେଇ ଅଡୁଆରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ତାଙ୍କ ବିରୋଧରେ ତଦନ୍ତ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ। ନୀତିଶଙ୍କ ସହିତ ଦୁଇ ଜଣ ବରିଷ୍ଠ ଆଇଏଏସ୍‌ଙ୍କ ବିରୋଧରେ ମଧ୍ୟ ତଦନ୍ତ କରିବାକୁ...

cm
ଭବାନୀପାଟଣା ମହାବିଦ୍ୟାଳୟକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା

କଳାହାଣ୍ଡି  : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ମିଳିବ ବିଶ୍ୱବିଦ୍ୟାଳୟ ମାନ୍ୟତା। ଭବାନୀପାଟଣାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଭବାନୀପାଟଣା ମହିଳା ମହାବିଦ୍ୟାଳୟର ବିଜ୍ଞାନ ପରୀକ୍ଷାଗାରର ଭିତ୍ତିଭୂମି ବିକାଶ ପାଇଁ ୫କୋଟିର ସହାୟତା ଘୋଷଣା କରାଯାଇଛି। ଏହି ଅବସରରେ...