ପୁରୀ(ସଞ୍ଜୟ ପତିଙ୍କ): ଯେଉଁମାନେ ବ୍ରିଟିଶ କବଳରୁ ଦେଶକୁ ମୁକ୍ତ କରିବାକୁ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ, ସେମାନଙ୍କ ପରିବାର ଏବେ ବଞ୍ଚିବାକୁ ଜୀବନ ସଂଗ୍ରାମ ଜାରି ରଖିଛନ୍ତି। ଦୁର୍ଦ୍ଦିନରେ କାଳ କାଟୁଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ବ୍ରାହ୍ମଣଖଣ୍ଡି ଗାଁର ସ୍ୱାଧୀନତା ସଂଗ୍ରାମୀ ତଥା ଭୁବନେଶ୍ୱର-ବାଲିପାଟଣାର ପ୍ରଥମ ବିଧାୟକ କାହ୍ନୁଚରଣ...
ଢେଙ୍କାନାଳ: ସ୍ୱାଧୀନତାର ୭୦ ବର୍ଷ ପରେ ବି ଅନ୍ଧାରରେ ଲୋକେ। ପରଜଙ୍ଗ ବ୍ଲକ୍ ପାଣିଗେଙ୍ଗୁଟିଆ ଗାଁରେ ଆଜିଯାଏ ପହଞ୍ଚିପାରିନି ବିଜୁଳି ଆଲୁଅ। ଡିବିରି ଭରସାରେ ରାତି କାଟୁଛନ୍ତି ଗ୍ରାମବାସୀ। ଲାଇନ୍ ନଥିବାରୁ ଛାତ୍ରଛାତ୍ରୀମାନେ ପାଠପଢ଼ାରେ ବି ଅସୁବିଧା ଭୋଗୁଛନ୍ତି। ଗାଁକୁ ଲାଗି ଜଙ୍ଗଲ ଥିବାରୁ ବନ୍ୟଜନ୍ତୁଙ୍କ ଭୟ ମଧ୍ୟ...
ନୟାଗଡ଼: ଖରା ଦିନ ଆରମ୍ଭ ନ ହେଉଣୁ ପାଣି ପାଇଁ ସଂଘର୍ଷ ଆରମ୍ଭ ହୋଇଗଲାଣି। ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବୋରଗାଁର ଲୋକେ ପିଇବା ପାଣି ମୁନ୍ଦାଏ ପାଇଁ ଗରା, ବାଲଟି ରଖି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛନ୍ତି। ତୁରନ୍ତ ପାଣି ସମସ୍ୟା ଦୂର କରିବାକୁ ଦାବି...
କାଠମାଣ୍ଡୁ: ନେପାଳର ତେହରାଥୁମ୍ ଜିଲ୍ଲାରେ ଏକ ହେଲିକପ୍ଟର୍ ଦୁର୍ଘଟଣାଗ୍ରସ୍ତ ହେବାରୁ ନେପାଳ ପର୍ଯ୍ୟଟନ ମନ୍ତ୍ରୀ ରବିନ୍ଦ୍ର ଅଧିକାରୀଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ମନ୍ତ୍ରୀ ୫ ଜଣ ଅନ୍ୟ ସଦସ୍ୟଙ୍କ ସହିତ ପଶ୍ଚିମ ଭାଗରେ ଥିବା ଜିଲ୍ଲା ତାପ୍ଲେଜୁଙ୍ଗରୁ ତେହରାଥୁମ୍ ଯାଉଥିବା ବେଳେ ହଠାତ୍ ହେଲିକପ୍ଟର୍ ଟି...
ଜୟପୁର : ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଅବତରଣ ନେଇ ସିଏମ୍ଓ ପକ୍ଷରୁ କୁହାଯାଇଛି ଯେ, ଖରାପ ପାଗ ଯୋଗୁଁ ବିମାନଟି ଜୟପୁରରେ ଅବତରଣ କରିଥିଲା। ଜରୁରୀ ଅବତରଣ କରିଥିବା ଖବର ଠିକ୍ ନୁହେଁ, ଖରାପ ପାଗ ଯୋଗୁଁ ଲାଂଜିଗଡ଼ରେ ବିମାନଟି ଅବତରଣ କରିପାରିନଥିଲା। ତେଣୁ ଏହାକୁ ଜୟପୁର ଡାଇଭର୍ଟ...
ନୂଆଦିଲ୍ଲୀ: ପାକିସ୍ତାନୀ ଜେଟ୍ର ଭାରତର ଏୟାର ସ୍ପେସ୍ ଉଲ୍ଲଂଘନ ଓ IAF ଦ୍ୱାରା F-16 ବିମାନକୁ ଖସାଇ ଦେବା ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଅନ୍ୟପଟେ ଭାରତର ବିମାନକୁ ମଧ୍ୟ ଖସାଇ ଦେଇଥିବା ପାକିସ୍ତାନ ଦାବି କରୁଛି। ଏହି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘରେ...
ଜୟପୁର : ଜୟପୁରରେ ମୁଖ୍ୟମନ୍ତ୍ରୀଙ୍କ ବିମାନର ଜରୁରୀ ଅବତରଣ। ଜୟପୁର ଏୟାର ଷ୍ଟ୍ରୀପ୍ରେ ଜରୁରୀ ଅବତରଣ କଲା ବିମାନ। ଲାଞ୍ଜିଗଡ଼ରେ ଓହ୍ଲାଇବା ପରିବର୍ତ୍ତେ ଜୟପୁରରେ ଓହ୍ଲାଇଲା ବିମାନ। ଆଜି ରାୟଗଡ଼ା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲାଞ୍ଜିଗଡ଼ରେ ଓହ୍ଲାଇ ହେଲିକପ୍ଟରରେ ରାୟଗଡ଼ା ଯାଇଥାନ୍ତେ। ଏବେ ଜୟପୁରରେ ହେଲିକପ୍ଟରକୁ...
ଜମ୍ମୁ-କଶ୍ମୀର : ଭାରତୀୟ ବାୟୁସେନାର MIG ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ। ଆଜି ଜମ୍ମୁ ଓ କଶ୍ମୀରର ବଡ଼ଗାମ୍ ଅଂଚଳରେ ଉଡାଣ କରୁଥିବା ବେଳେ ସେଥିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା। ଏହାପରେ ହେଲିକପ୍ଟରଟି ଖସି ପଡ଼ିଛି। ସେଥିରେ ନିଆଁ ଲାଗି ଯିବାରୁ ପୂରା ଜଳି ଯାଇଛି। ହେଲିକପ୍ଟରରେ ଥିବା ଦୁଇ ପାଇଲଟଙ୍କ...
ତେଲକୋଇ : ପୂର୍ବ ଶତ୍ରୁତାକୁ ନେଇ ସଂଘବଦ୍ଧ ଭାବେ ଘର ଜାଳି ଦେଲେ। ଅଳ୍ପକେ ବର୍ତ୍ତିଲେ ବୃଦ୍ଧ ଦମ୍ପତ୍ତିଙ୍କ ସହ ୨ଜଣ ଶିଶୁ। କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସାରୁଆଳୀ ଗାଁରୁ ଏଭଳି ଅଭିଯୋଗ ଆସିଛି । ଅଭିଯୋଗ ଅନୁସାରେ, ସାରୁଆଳୀ ଗାଁର ଅର୍ଜୁନା ପାତ୍ରଙ୍କ ପୁଅ ପ୍ରସନ୍ନ...
ସଇଁତଳା : ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍। ଆଜି ପରୀକ୍ଷା ହେଉଥିବା ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍ ହେବାର ଅଭିଯୋଗ ଆସିଛି। ବଲାଙ୍ଗିର ସଇଁତଳାରେ ମୋବାଇଲ୍ରେ ବୁଲୁଛି ପ୍ରଶ୍ନପତ୍ର। ଏନେଇ କୌଣସି ସଠିକ୍ତା ଏଯାଏ ଜଣାପଡ଼ିନାହିଁ। ଏପଟେ ହିନ୍ଦୀ ପ୍ରଶ୍ନପତ୍ର ଭାଇରାଲ୍କୁ ଭିତ୍ତିହୀନ କହିଲେ ବଲାଙ୍ଗିର DEO । କିଛି...
ଭୁବନେଶ୍ୱର : ଭୁବନେଶ୍ୱରରେ ବରିଷ୍ଠ ଅଗ୍ନି ନିର୍ବାପକ ଅଧିକାରୀଙ୍କ ବୈଠକ। କିପରି ଅଗ୍ନି ନିର୍ବାପନ ସଂପର୍କିତ ନିୟମ ପାଳନ ହେବ, ତାକୁ ଏହି ବୈଠକରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ଏହା ସହିତ ବିଷାକ୍ତ ଗ୍ୟାସ୍ ଦୁର୍ଘଟଣା, ଡାକ୍ତରଖାନାରେ ବିଷାକ୍ତ ଗ୍ୟାସ୍ ଅଘଟଣ ହେଲେ କିପରି ତାର ମୁକାବିଲା...
କେନ୍ଦୁଝର : କେନ୍ଦୁଝରରେ ଅଘଟଣ। ବିଷାକ୍ତ ଖାଦ୍ୟ ଖାଇ ଜଣେ ମୃତ, ୧୧ ଅସୁସ୍ଥ। ସୂଚନା ଅନୁସାରେ, କେନ୍ଦୁଝରର ଜଣେ ବ୍ୟକ୍ତିଙ୍କ ବାହାଘର ପାଇଁ ଗତକାଲି ରାତିରେ ଟେଣ୍ଟ ବନ୍ଧା ଯାଇଥିଲା। ଏଥିରେ ପ୍ରାୟ ୮ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ। ଖାଇବା ପାଇଁ ଘରେ ରୋଷେଇ ହୋଇଥିବାବେଳେ, ଗତାକାଲି...
କୋରାପୁଟ : ତେଜୁଛି ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି। ପ୍ରତିବାଦରେ ଅବିଭକ୍ତ କୋରାପୁଟ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜୟପୁରରେ ଦୁଇଦିନିଆ ଅର୍ଥନୈତିକ ଅବରୋଧ କରାଯାଇଛି। ସହରରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସମସ୍ତ କାର୍ଯ୍ୟାଳୟକୁ କମିଟି ପକ୍ଷରୁ ବନ୍ଦ...
ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା। ଗତକାଲି ବରଗଡ଼ ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ସହିତ କୁଆପଥର ମାଡ଼ ହୋଇଛି। ଏତେ କୁଆପଥର ପଡ଼ିଥିଲା ଯେ, ମାଟି ଉପରେ ଏହାର ଏକ ଆସ୍ତରଣ ଜମି ଯାଇଥିଲା। ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟର ବହୁ ସ୍ଥାନରେ ଝଡ଼ବର୍ଷା...
ଜମ୍ମୁ-କଶ୍ମୀର : ଜମ୍ମୁ-କଶ୍ମୀର ସୋଫିଆନ୍ରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ଏଥିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା କୁହାଯାଉଛି। ଭାରତର ଅପରେସନ ବାଲାକୋଟ୍ ପରେ ୩ଜଣ ଆତଙ୍କବାଦୀ ସୀମା ପାର୍ କରି ପଶିଆସିଥିଲେ। ଏନେଇ ସୁରକ୍ଷାକର୍ମୀ ସୂଚନା ପାଇବା ପରେ ଭୋର ପ୍ରାୟ ୪ଟାରୁ ସେନା ପକ୍ଷରୁ...
ଚୀନ୍ : ବାଲାକୋଟ୍ ଉପରେ ଏୟାର ଷ୍ଟ୍ରାଇକ୍ ପରେ ଏବେ କୂଟନୈତିକ ସ୍ତରରେ ବି ପାକିସ୍ତାନକୁ ଘେରିବାକୁ ଭାରତର ଉଦ୍ୟମ। ଚୀନ୍ର ଉଜେନ୍ରେ ଆଜିଠାରୁ ଆରମ୍ଭ ହୋଇଥିବା ଷୋଡ଼ଶ RIC ବା ରୁଷିଆ-ଇଣ୍ଡିଆ-ଚୀନ୍ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଭାରତର କାର୍ଯ୍ୟାନୁଷ୍ଠାନ ନେଇ ଅବଗତ କରାଇଛନ୍ତି ବିଦେଶ ମନ୍ତ୍ରୀ ସୁଷମା...
ବିନିକା : ପୁଣି ଥରେ ଚାଷୀ ଆତ୍ମହତ୍ୟା ଅଭିଯୋଗ। ଚକଡ଼ା ପୋକ ଓ ଋଣ ବୋଝ ସୁଝି ନପାରି ବିଷପିଇ ଯୁବଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ଭଣ୍ଡାର ପଞ୍ଚାୟତ ଚୁଲୀମାଲ ଗାଁର ଯୁବଚାଷୀ ମୋହନ କଲତା ଆତ୍ମହତ୍ୟା କରିଛନ୍ତି। ଗତ ଖରିଫ ଋତୁରେ ପାଞ୍ଚ...
ବେଙ୍ଗାଲୁରୁ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଦ୍ୱିତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଖେଳାଯିବ। ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିଅମ୍ରେ ଏହି ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତି ସିରିଜ୍କୁ ବରାବର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ୨ଟିକିଆ ଟି-୨୦ ସିରିଜ୍ର ପ୍ରଥମ...