• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

scjhool
OMR ହଜିବା ଘଟଣାରେ ୨ ନିଲମ୍ବିତ

ମାଲକାନଗିରି  : ମାଲକାନଗିରି ଜିଲ୍ଲା ପଡ଼ିଆ SSD ହଇସ୍କୁଲରୁ ମାଟ୍ରିକ୍‌ ଗଣିତ OMR ସିଟ୍ ଗାଏବ ଘଟଣାରେ କାର୍ଯ୍ୟାନୁଷ୍ଠାନ। କେନ୍ଦ୍ରର ଅଧୀକ୍ଷକ ବିଦ୍ୟୁତ କୁମାର ପାତ୍ର ଓ ଉପଅଧୀକ୍ଷକ ଶତ୍ରୁଘ୍ନ ସ୍ୱାଇଁଙ୍କୁ  ଜିଲ୍ଲାପାଳ ନିଲମ୍ବନ କରିଛନ୍ତି। ଆଜି ଏହି ଦୁଇ ଜଣଙ୍କ ନାଁରେ ଏତଲା ମଧ୍ୟ ଦିଆଯାଇଥିଲା ।...

madipa
ମହାଦୀପ ଦର୍ଶନ କଲେ ହଜାର ହଜାର ଭକ୍ତ

ଭୁବନେଶ୍ୱର : ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ। ରାତି ୧୦ଟାରେ ମହାଦୀପ ଉଠିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ଆଗରୁ ଉଠିଥିଲା ମହାଦୀପ। ଆଜି ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳିଥିଲେ ଅଗଣିତ ଭକ୍ତ। ମନରେ ଅତୁଟ...

bjd--11
ବିଜେଡି ଆପଣାଇଲା କଂଗ୍ରେସ ଓ ବିଜେପି ଫଣ୍ଡା

ଭୁବନେଶ୍ୱର: ନିର୍ବାଚନୀ ଇସ୍ତାହାରରେ କେଉଁ ସବୁ ପ୍ରତିଶ୍ରୁତି ରଖିବ ବିଜେଡି ? ୧୯ ବର୍ଷ କ୍ଷମତାରେ ରହିବା ପରେ ସରକାର ବିରୋଧୀ ହାଓ୍ୱାର ସମ୍ମୁଖୀନ ହେଉଥିବା ବିଜେଡି ଏହାକୁ କିଭଳି କାଉଣ୍ଟର କରିବ ? ଏହା ଉପରେ କସରତ ଆରମ୍ଭ କରିଛି ବିଜେଡି। ଆସନ୍ତାକାଲି ବିଜୁ ଜୟନ୍ତୀରେ ଦଳ...

misir
ଆମର ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରେ ମିଶ୍ରି : ଜାଣନ୍ତୁ ଏହାର ଉପକାରିତା ବିଷୟରେ

ଖାଇ ସାରିବା ପରେ ଆମେ ପ୍ରାୟତଃ ମିଶ୍ରି ଓ ପାନମଧୁରୀ ଖାଇଥାଉ। ଏହି ଦୁଇଟି ସାମଗ୍ରୀ ସାଧାରଣତଃ ମାଉଥ୍‌ ଫ୍ରେଶ୍‌ନର୍‌ ଭାବେ କାମ କରେ। ତେବେ କେବଳ ମାଉଥ୍‌ ଫ୍ରେଶ୍‌ନର୍‌ ନୁହେଁ, ମିଶ୍ରି ଆମ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖୁବ୍‌ ଉପକାରୀ। ଆସନ୍ତୁ ଜାଣିବା, ନିୟମିତ ମିଶ୍ରି ଖାଇବା...

baijayanta
ପଢ଼ନ୍ତୁ, ବୈଜୟନ୍ତଙ୍କୁ ବିରୋଧ ଏବଂ ବିଜେଡିରୁ ଇସ୍ତଫାର ପୂରା ଘଟଣାକ୍ରମ

ଭୁବନେଶ୍ୱର : ଦିନ ଥିଲା, ଜାତୀୟ ସ୍ତରରେ ବୈଜୟନ୍ତ ଥିଲେ ବିଜେଡିର ଫେସ୍। ହେଲେ ୨୦୧୪ ମସିହା ନିର୍ବାଚନ ପରଠୁ ଉଦ୍ଦେଶ୍ୟମୂଳକ ଭାବେ ବୈଜୟନ୍ତଙ୍କୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିବାକୁ ଆରମ୍ଭ ହେଲା ଷଡ଼ଯନ୍ତ୍ର। ତାଙ୍କୁ ଅଣ୍ଡାମାଡ଼, ଢେଲାମାଡ଼ ଓ ବିରୋଧ ଭଳି ଘଟଣା ବଢ଼ିଲା। ବୈଜୟନ୍ତଙ୍କ ବିରୋଧରେ...

massod
ମାସୁଦର ମୃତ୍ୟୁ ଖବରକୁ ପାକିସ୍ତାନ ମିଡିଆରେ ଖଣ୍ଡନ

ଇସ୍‌ଲାମାବାଦ୍‌ : ଆତଙ୍କବାଦୀ ସଂଗଠନ ଜୈଶ୍- ଇ- ମହମ୍ମଦର ମୁଖ୍ୟ ମସୁଦ ଆଝରର ମୃତ୍ୟୁ ହୋଇନି। ଏହି ଖବରକୁ ଖଣ୍ଡନ କରିଛି ପାକିସ୍ତାନୀ ଗଣମାଧ୍ୟମ। ପାକ୍ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅଜହରର ମୃତ୍ୟୁ ହୋଇନାହିଁ। ପାକ୍ ମିଡିଆ ଜିଓ ଟିଭି ପକ୍ଷରୁ କୁହାଯାଇଛି ଯେ, ମସୁଦ ଏବେ ବି...

jay7
ଓଡ଼ିଶାର ନେତୃତ୍ୱ ପରିବର୍ତ୍ତନ ଜରୁରୀ, ବିଜେପି ହିଁ ଏହା କରିପାରିବ : ବୈଜୟନ୍ତ

ଭୁବନେଶ୍ୱର: ସବୁ ରାଜନୈତିକ ଚର୍ଚ୍ଚାର ଅବସାନ ଘଟାଇ ଆଜି ବିଜେପିରେ ସାମିଲ୍ ହୋଇଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ନୂଆଦିଲ୍ଲୀରେ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିବା ପରେ କ’ଣ କହିଲେ ବୈଜୟନ୍ତ ପଢ଼ନ୍ତୁ। ବୈଜୟନ୍ତ କହିଲେ, ପବିତ୍ର ମହାଶିବରାତ୍ରୀରେ ସମସ୍ତଙ୍କୁ ନମସ୍କାର ଓ ଶୁଭେଚ୍ଛା। ୨୨ ବର୍ଷ...

jay
ବିଜେପିରେ ଯୋଗଦେଲେ ବୈଜୟନ୍ତ ପଣ୍ଡା

ନୂଆଦିଲ୍ଲୀ : ବିଜେପିରେ ଯୋଗ ଦେଲେ ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା। ଆଜି ସଂଧ୍ୟାରେ ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସେ ପଦ୍ମ ଧରିଛନ୍ତି। ବୈଜୟନ୍ତଙ୍କୁ ବିଜେପିର ପ୍ରାଥମିକ ସଦସ୍ୟତା ପତ୍ର ଦେଇ ବରିଷ୍ଠ ନେତା ସ୍ୱାଗତ କରିଥିଲେ। ଏହି ଯୋଗଦାନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର...

7
ହାଇୱା ତଳେ ଚାପି ହୋଇ ବାଇକ୍ ଆରୋହୀଙ୍କ ମୃତ୍ୟୁ

କୋଣାର୍କ ( ସଂଜୟ ପତି) : ପୁରୀ ଜିଲ୍ଲା କାକଟପୁର ରାସ୍ତା କଲରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱା ତଳେ ଚାପି ହୋଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ମୃତକ ହେଲେ ଜଗନ୍ନାଥପୁରର ବାବୁଲି ବେହେରା।...

hhhuhhhhh
ଆସନ୍ତାକାଲି ଆରମ୍ଭ ହେବ PMSYM ଯୋଜନା

ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟର ଅହମଦାବାଦରେ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନ-ଧନ, PMSYM ଯୋଜନାର ଶୁଭାରମ୍ଭ କରିବେ। ଏହି ଯୋଜନରେ ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ପେନସନ ଦିଆଯିବ। ଏପରିକି ଉଠା ଦୋକାନୀ, ରିକ୍ସା ଚାଳକ, ମଧ୍ୟାହ୍ନ ଭୋଜନ ଶ୍ରମିକ, ମୁଣ୍ଡରେ ବୋଝ ବୋହୁଥିବା ଶ୍ରମିକ,...

school
ମାଟ୍ରିକ୍‌ ଗଣିତ OMR ସିଟ୍ ଗାଏବ ମାମଲାରେ ଏତଲା ଦେଲେ ବିଇଓ

ମାଲକାନଗିରି : ମାଲକାନଗିରି ପଡ଼ିଆ SSD ହଇସ୍କୁଲରୁ ମାଟ୍ରିକ୍‌ ଗଣିତ OMR ସିଟ୍ ଗାଏବ ହେବା ଘଟଣାରେ ଆରମ୍ଭ ହୋଇଛି ବୋର୍ଡର କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା। ବୋର୍ଡର ନିର୍ଦ୍ଦେଶ କ୍ରମେ ପଡ଼ିଆ ଥାନାରେ ଏତଲା ଦିଆଯାଇଛି। ଏଥିରେ ବିଇଓ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ, ଉପ-ଅଧୀକ୍ଷକ, ଅବଜରଭର ଓ ଜଣେ ପିଅନଙ୍କ...

bjd
ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ କରିବ ବିଜେଡି

ଭୁବନେଶ୍ୱର :  ଆସନ୍ତାକାଲିଠୁ ନିର୍ବାଚନ ଇସ୍ତାହାର ପାଇଁ ମତାମତ ସଂଗ୍ରହ କରିବ ବିଜେଡି।  ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଏକ ଅଭିଯାନ ଆରମ୍ଭ କରିବ ବିଜୁ ଜନତା ଦଳ।  ଅଭିଯାନର ନାଁ ରହିଛି ‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’। ନିର୍ବାଚନ ଇସ୍ତାହାର ପାଇଁ...

deadbody
ଅଚିହ୍ନା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ

କାମାକ୍ଷାନଗର ( ରାକେଶ ଦେହୁରୀ) : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଅଚିହ୍ନା ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ। କଙ୍କଡ଼ାହାଡ଼ ଥାନା ଆମ୍ବତଇଲା ଗାଁ ପାଖ ବିଲରେ ମହିଳାଙ୍କ ମୃତଦେହ ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡିରହିଛି। ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି। ତେବେ ମୃତ ମହିଳାଙ୍କ...

ccs
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାତୀୟ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଜାରି ରହିଥିବା ତିକ୍ତତା ଭିତରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ଜାତୀୟ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜାତୀୟ ସୁରକ୍ଷା ପରିଷଦ ବୈଠକରେ ସୁରକ୍ଷା କ୍ୟାବିନେଟ କମିଟିର ମନ୍ତ୍ରୀମାନେ ଉପସ୍ଥିତ ଥିଲେ।   ପ୍ରତିରକ୍ଷା ମନ୍ତ୍ରୀ...

blast
ରୋଷେଇ ସମୟରେ ଫାଟିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର

ଧର୍ମଗଡ଼ : ହାଣ୍ଡିଶାଳରେ ବିସ୍ଫୋରଣ। ରୋଷେଇ କରୁଥିବାବେଳେ ରନ୍ଧନଗ୍ୟାସ୍ ସିଲିଣ୍ଡର ଫାଟି ପୁଅର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ଟେମରୀ ଗାଁରେ। ଗାଁର ସୁକାନ୍ତି ପୁଟେଲ ନାମକ ଜଣେ ମହିଳା ଗ୍ୟାସ୍ ଲଗାଇ ରୋଷେଇ କରୁଥିଲେ।...

jail puri
ଜେଲ୍‌ରେ କଏଦୀଙ୍କ ଆତ୍ମହତ୍ୟା !

ପୁରୀ : ପୁରୀ-କୋଣାର୍କ ବେଳାମାର୍ଗର ଟିକନା ସ୍ଥିତ ପୁରୀ ଜିଲ୍ଲା କାରାଗାରରେ ବିଚାରାଧିନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ କଏଦୀଙ୍କ ନାଁ ଶେଖ୍ ଆକବର ମେହେମୁଦ୍। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ସରଧାପୁରରେ। ପୁଲିସର କହିବା କଥା, ଜଣେ ନାବାଳିକାଙ୍କ ସହ ଅନୈତିକ ସମ୍ପର୍କ ଅଭିଯୋଗରେ ତାଙ୍କୁ...

cm
ପୌର କର୍ମଚାରୀଙ୍କ ଲାଗି ୭ମ ବେତନ କମିଶନ ଘୋଷଣା

ଭୁବନେଶ୍ୱର : ପୌର କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନ ହାରରେ ଦରମା।  ରାଜ୍ୟର ପୌର କର୍ମଚାରୀଙ୍କ ଲାଗି ଏହା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  ଏହି ଘୋଷଣା ରାଜ୍ୟର ସବୁ ପୌରସଂସ୍ଥାରେ ଲାଗୁ ହେବ। ୨୦୧୬ମସିହା ଏପ୍ରିଲ ପହିଲାରୁ ପିଛିଲା ଭାବେ ସପ୍ତମ ବେତନ କମିଶନ ହାରରେ ଦରମା...

12
ଓ୍ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ କ୍ଷେପଣାସ୍ତ୍ର ମାଡ଼ରେ ହିଁ ଖସିଥିଲା ପାକିସ୍ତାନର F-16 ଜେଟ୍

ନୂଆଦିଲ୍ଲୀ  : ଭାରତୀୟ ବାୟୁସେନାର ପ୍ରଚଣ୍ଡ ଆକ୍ରମଣରେ ଦୋହଲି ଯାଇଛି ଆତଙ୍କବାଦୀ ସଂଗଠନ ଜୈଶ୍‌-ଏ-ମହମ୍ମଦର ଗଡ଼ ବାଲାକୋଟ୍। IAF ଏୟାର ଷ୍ଟ୍ରାଇକ୍‌ରେ କୌଣସି କ୍ଷତି ହୋଇନଥିବା ପାକିସ୍ତାନ ଦାବି କରୁଥିଲେ ମଧ୍ୟ ଜୈଶ୍‌-ମୁଖ୍ୟ ମାସୁଦ୍ ଆଝାରର ଭାଇ ମୌଲାନା ଅମାରର ଅଡିଓ ମେସେଜ୍ ଅସଲ ଗୁମର ଖୋଲିଛି। ଭାରତର...