• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

exam
ମାଟ୍ରିକ୍‌ରେ ଆଜି ହିନ୍ଦୀ ଭାଷା ପରୀକ୍ଷା

କଟକ : ମାଟ୍ରିକ୍‌ରେ ଆଜି ହିନ୍ଦୀ ପରୀକ୍ଷା। ପ୍ରଥମ ଦୁଇଟି ପରୀକ୍ଷା ମାତୃଭାଷା ଓଡ଼ିଆ ଓ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଥିଲା। ତେଣୁ ଆଜି କିଭଳି ସୁରୁଖୁରୁରେ ପରୀକ୍ଷା ପରିଚାଳନା ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ପରୀକ୍ଷା ପୂର୍ବରୁ କିଭଳି ପ୍ରଶ୍ନପତ୍ର ଭାଇରାଲ...

cease fire
ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ଜମ୍ମୁ -କଶ୍ମୀର : ବାଲାକୋଟ୍‌ରେ ପାକିସ୍ତାନ ଉପରେ ଭାରତର ଏୟାର ଷ୍ଟ୍ରାଇକ୍ ପରେ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ। ଗତକାଲି ରାତିରୁ LOCରେ ପାକିସ୍ତାନ ପକ୍ଷରୁ ଗୁଳି ବର୍ଷା ଜାରି ରହିଛି। ଜମ୍ମୁ ଓ କଶ୍ମୀରର ନୌସେରା ଓ ଅଖନୁର୍ ସେକ୍ଟରରେ ପାକିସ୍ତାନ ପଟୁ ବ୍ୟାପକ ଗୁଳିଗୋଳା...

rain
ଆଜି ରାତିରେ ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ରାତିରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ଏଥିପାଇଁ ୯ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର। ସୂଚନା ମୁତାବକ,ଆଜି ରାତି ୧.୩୦ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, କେନ୍ଦୁଝର, କେନ୍ଦ୍ରାପଡ଼ା, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼ ଓ କନ୍ଧମାଳ ଜିଲ୍ଲାରେ ବର୍ଷା...

uron-man2
ଓଡ଼ିଶାର ସୌଭାଗ୍ୟ କୁମାର ରଥ ବନିଲେ 'ଆଇରନ୍ ମ୍ୟାନ୍'

ଭୁବନେଶ୍ୱର : ଶ୍ରୀଲଙ୍କାରେ ଆୟୋଜିତ ଅନ୍ତର୍ଜାତୀୟ ଆଇରନ ମ୍ୟାନ କାର୍ଯ୍ୟକ୍ରମରେ ଓଡିଆ ଯୁବକଙ୍କ ସଫଳତା। ନୟାଗଡ଼ର ସୌଭାଗ୍ୟ କୁମାର ରଥଙ୍କୁ ମିଳିଛି ଏହି ସଫଳତା। ‘ଆଇରନ୍‌ ମ୍ୟାନ୍‌ ୭୦.୩’ କୁ ସଫଳ ଭାବରେ ସମ୍ପୂର୍ଣ୍ଣ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ସୌଭାଗ୍ୟ। ପ୍ରଥମ ଥର ଲାଗି ଓଡ଼ିଶାରେ ହିଁ...

film
ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାରର ଘୋଷଣା

ଭୁବନେଶ୍ୱର : ୨୦୧୭ ମସିହା ପାଇଁ ଘୋଷଣା ହୋଇଛି ୨୯ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାର। ତା ସହିତ ସର୍ବୋଚ୍ଚ ସମ୍ମାନ ଜୟଦେବ ସମ୍ମାନ ବି ଘୋଷଣା ହୋଇଛି। ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ରବିଶଙ୍କର ପଟ୍ଟନାୟକଙ୍କୁ ମିଳିଛି ଜୟଦେବ...

indian
ଭାରତୀୟ ସିନେମା ଉପରେ ପାକିସ୍ତାନର କଟକଣା

ଇସ୍‌ଲାମାବାଦ୍‌ : ଭାରତୀୟ ବାୟୁସେନା ଆକ୍ରମଣ ପରେ ରାଗରେ ପାକିସ୍ତାନ। ବଲିଉଡ ସିନେମା ରିଲିଜ୍ ଉପରେ ଜାରି କରିଛି କଟକଣା। ପାକିସ୍ତାନରେ ଭାରତୀୟ ସିନେମା ରିଲିଜ୍ କରିବାକୁ ଦିଆଯିବ ନାହିଁ ବୋଲି ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି ପାକ୍ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଚୌଧୁରୀ ଫଓ୍ୱାଦ୍ ହୁସେନ।...

naveen
ଆଦିବାସୀ ଭୋଟ୍ ବ୍ୟାଙ୍କ ଉପରେ ନବୀନଙ୍କ ଆଖି

ଭୁବନେଶ୍ୱର : ସାଧାରଣ ନିର୍ବାଚନ ପୂର୍ବରୁ ଫୋକସରେ ଜନଜାତି ଭୋଟ୍। ଟାର୍ଗେଟ୍‌ରେ ୩୩ ବିଧାନସଭା ସିଟ୍। ମହିଳା, ଚାଷୀ ଓ ଯୁବକ ପରେ ଆଦିବାସୀ ଭୋଟ୍ ହାତେଇବାକୁ ଜୋରଦାର କସରତ। ଖାସ୍ ସେଥିପାଇଁ ୯ଟି ଜିଲ୍ଲାରେ ଗଠିତ ସ୍ୱତନ୍ତ୍ର ବିକାଶ ପରିଷଦର କାର୍ଯ୍ୟକର୍ତ୍ତା ଓ ଅନ୍ୟମାନଙ୍କ ସହ ଆଲୋଚନ...

meeting
ବାଲାକୋଟ୍ ଆକ୍ରମଣ ନେଇ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ପାକିସ୍ତାନରେ ବାୟୁସେନାର ଆକ୍ରମଣ ପରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ। ଦିଲ୍ଲୀ ଜବାହରଲାଲ୍ ନେହେରୁ ଭବନରେ ଆୟୋଜିତ ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇ ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ସମର୍ଥନ ଜଣାଇଥିଲେ। କିଭଳି ପରିସ୍ଥିତିରେ ଭାରତ ପକ୍ଷରୁ...

mirage
ପାକ୍ ସେନାକୁ ଚକମା ଦେଇ ପରାକ୍ରମ ଦେଖାଇଲା ଫାଇଟର

ନୂଆଦିଲ୍ଲୀ :  କାର୍ଗିଲ ଯୁଦ୍ଧ ପରେ ପୁଣି ଥରେ ଭାରତୀୟ ବାୟୁସେନାର ବିଶ୍ୱାସ ଜିତିଛି ମିରାଜ୍-୨୦୦୦। ପାକିସ୍ତାନ ସେନାକୁ ଚକ୍‌ମା ଦେଇ ଏହି ଫାଇଟର ଜେଟ୍ ଯେଭଳି ପରାକ୍ରମ ଦେଖାଇଲା ପ୍ରତିରକ୍ଷା ବିଶେଷଜ୍ଞଙ୍କଠୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଶଂସାରେ ଶତମୁଖ। ଅଶୀଦଶକରେ ଆମେରିକା ଠାରୁ...

copy
ମାଟ୍ରିକ୍‌ ପରୀକ୍ଷାରେ କପି ଅଭିଯୋଗରେ ବୋର୍ଡର କାର୍ଯ୍ୟାନୁଷ୍ଠାନ

କଟକ :  ମାଟ୍ରିକ୍‌ ପରୀକ୍ଷାରେ କପି ଅଭିଯୋଗରେ ବୋର୍ଡର କାର୍ଯ୍ୟାନୁଷ୍ଠାନ ୩ଟି ହାଇସ୍କୁଲର ଇଂରାଜୀ ପରୀକ୍ଷା ବାତିଲ ପାଇଁ ନିଷ୍ପତ୍ତି ନେଇଛି ବୋର୍ଡ। ଏହି ୩ଟି ପରୀକ୍ଷା କେନ୍ଦ୍ର ହେଉଛି ବଲାଙ୍ଗିର ଜିଲ୍ଲାର ଘୁନସର ସରକାରୀ ହାଇସ୍କୁଲ, ଢେଙ୍କାନାଳ ଜିଲ୍ଲା ପଳାସପିଠାର ପି.ଆର୍ ହାଇସ୍କୁଲ ଏବଂ କଟକ ଗୋପୀନାଥପୁରର...

celebration-1
ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ ; ସବୁଠି ଚାଲିଛି ସେଲିବ୍ରେସନ୍

ଭୁବନେଶ୍ୱର :  ପୁଲଓ୍ୱାମା ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ଭାରତୀୟ ସେନାର ବଡ଼ଧରଣର ଏୟାର ଷ୍ଟ୍ରାଇକ୍ ପରେ ଏବେ ସାରା ଦେଶରେ ସେଲିବ୍ରେସନ୍ ମୁଡ୍। ସବୁଠି ଚାଲିଛି ବିଜୟ ଉତ୍ସବ। ସମ୍ବଲପୁରରେ ଗଙ୍ଗାଧର ମେହେର ୟୁନିଭର୍ସିଟିର ଛାତ୍ରଛାତ୍ରୀ ହାତରେ ଜାତୀୟ ପତାକା ଧରି ବନ୍ଦେ ମାତରମ୍ ନାରା ଦେଇଛନ୍ତି।...

diable
ପ୍ରମାଣପତ୍ର ପାଇଁ ନାକେଦମ ହେଉଛନ୍ତି ଦିବ୍ୟାଙ୍ଗ

ରାୟଗଡ଼ା : ରାୟଗଡ଼ାରେ ପ୍ରମାଣପତ୍ର ପାଇଁ ନାକେଦମ ହେଉଛନ୍ତି ଦିବ୍ୟାଙ୍ଗ। ସ୍ୱାସ୍ଥ୍ୟ ପରୀକ୍ଷାବେଳେ ସେମାନଙ୍କୁ ଅଣଦେଖା ବି କରାଯାଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଡାକ୍ତରଙ୍କ ଦେଖାନମିଳିବାରୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ନିରାଶ ହୋଇ ଫେରୁଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଠାରେ ଏମାନଙ୍କ...

modi
ଭାରତ ମାତାକୁ କାହାରି ଆଗରେ ନଇଁବାକୁ ଦେବିନି : ମୋଦି

ରାଜସ୍ଥାନ : ଏଲଓସିରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣ। ରାଜସ୍ଥାନ ଚୁରୁରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଲେ, ଦେଶବାସୀଙ୍କୁ ବିଶ୍ୱାସ ଦେଉଛି ଯେ ଦେଶ ସୁରକ୍ଷିତ ରହିଛି। ମୋତେ ଏ ମାଟିର ରାଣ। ଭାରତ ମାତାକୁ କାହାରି ଆଗରେ ନଇଁବାକୁ ଦେବିନି।...

pak
ଭାରତର ବିମାନ ଆକ୍ରମଣକୁ ଦୃଢ଼ ଖଣ୍ଡନ କଲା ପାକିସ୍ତାନ

ଇସ୍‌ଲାମାବାଦ : ଭାରତର ବିମାନ ଆକ୍ରମଣକୁ ଦୃଢ଼ ଭାବରେ ଖଣ୍ଡନ କଲା ପାକିସ୍ତାନ। ଭାରତ କହୁଥିବା ଆକ୍ରମଣ କଥା ମନଗଢ଼ା ବୋଲି କହିଲା ପାକିସ୍ତାନ। ତେବେ ଭାରତ ଉପରେ ପ୍ରତି ଆକ୍ରମଣ ବି କରାଯିବ ବୋଲି କହିଲା ପାକିସ୍ତାନ। ଉଲ୍ଲେଖନୀୟ ଯେ, ଆଜି ଭୋର ୩ଟା ୩୦ରେ ଭାରତୀୟ...

koraput5
କୋରାପୁଟକୁ ମିଳିବ ଜାତୀୟ ଜଳ ପୁରସ୍କାର

କୋରାପୁଟ : କୋରାପୁଟକୁ ମିଳିବ ଜାତୀୟ ଜଳ ପୁରସ୍କାର। ପ୍ରତି ଇଞ୍ଚ ମାଟି ଓ ପ୍ରତି ବିନ୍ଦୁ ଜଳର ସଦୁପଯୋଗ କରି କୋରାପୁଟ ଜିଲ୍ଲା ୨୦୧୮ମସିହା ବର୍ଷ ପାଇଁ ଜାତୀୟ ଜଳ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଛି। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରଣାଳୟ ଠାରୁ ଏ...

adivasi
୪ ମାସ ଭିତରେ ଜଙ୍ଗଲ ଜମିରୁ ଉଚ୍ଛେଦ ହେବେ ଦେଢ ଲକ୍ଷ ଅଧିବାସୀ

ଭୁବନେଶ୍ୱର : ବେଆଇନ ଭାବେ ଜଙ୍ଗଲ ଜମିରେ ରହୁଥିବା ଆଦିବାସୀଙ୍କୁ ଉଚ୍ଛେଦ ପାଇଁ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ଚିନ୍ତାରେ ରାଜ୍ୟ ସରକାର। ୪ ମାସ ଭିତରେ ପ୍ରାୟ ଦେଢ଼ଲକ୍ଷ ଆଦିବାସୀଙ୍କୁ ଉଚ୍ଛେଦ କରିବା ସହଜ ହେବନି ଜାଣି ସରକାର ଆଉ ଥରେ ପ୍ରକୃତ ହିତାଧିକାରୀଙ୍କୁ ବାଛି ପଟ୍ଟା ଦେବେ...

jolywood
ଜଲିଉଡ୍‌ରେ ଅଶ୍ଳୀଳ ଝଡ଼ : ଖଣ୍ଡଗିରି ଯାତ୍ରାରେ ଆପତ୍ତିଜନକ ରେକର୍ଡ ଡ୍ୟାନ୍ସ ଅଭିଯୋଗ

ଭୁବନେଶ୍ୱର : ଯାତ୍ରା ପେଣ୍ଡାଲ୍‌ରେ ଜଲ୍ୱା। ଆଖି ଝଲସା ଲାଇଟ୍‌ରେ ଆଖି ବନ୍ଦ ହୋଇଗଲା ଭଳି ନୃତ୍ୟ। କେତେବେଳେ ବିଦେଶୀ ଅଭିନେତ୍ରୀଙ୍କ ରୋମାଞ୍ଚିତ ନାଚଗୀତ ତ ଆଉ କେତେବେଳେ ଅଣଓଡ଼ିଆ ଆଇଟମ୍ ଗର୍ଲଙ୍କ ଅଙ୍ଗ ପ୍ରଦର୍ଶନ। ଆଉ ଏପଟେ ଯାତ୍ରାର ଏହି ଖାସ୍‌ ଦୃଶ୍ୟ ଦେଖିବା ପାଇଁ ଖଚାଖଚ୍...