• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

2 arrest
ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ଘଟଣାରେ ଆଉ ୨ ଜଣ ଗିରଫ

ନୂଆପଡ଼ା : ମାଟ୍ରିକ୍‌ ପ୍ରଶ୍ନପତ୍ର ଭାଇରାଲ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କରିଛି ନୂଆପଡ଼ା ଜିଲ୍ଲା ବୋଡେନ ପୁଲିସ୍‌। ଫଳରେ ଗିରଫଦାରୀ ସଂଖ୍ୟା ୭ରେ ପହଞ୍ଚିଛି। ଗତ ୨୨ ତାରିଖ ଦିନ କେରାପଦର ଦ୍ୱାରଶନୀ ହାଇସ୍କୁଲର ସହକାରୀ ଶିକ୍ଷକ ସର୍ବଜ୍ଞ ସୁପକାର ନିଜ ପୁତୁରା ଜ୍ଞାନଦତ୍ତ ସୁପକାରଙ୍କ...

mahanadi
ଆସନ୍ତାକାଲି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିବ ବୈଠକ

ଭୁବନେଶ୍ୱର : ମହାନଦୀ ଜଳବିବାଦ ମାମଲାରେ ଆସନ୍ତାକାଲି ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବସିବ ବୈଠକ। ସୁପ୍ରିମ୍‌କୋର୍ଟ ପରିସରରେ ଏହି ବୈଠକ ବସିବ। ଅଣମୌସୁମୀ ସମୟରେ ଓଡ଼ିଶାକୁ କେତେ ପରିମାଣରେ ମହାନଦୀ ଜଳ ଛାଡିବାକୁ ହେବ, ସେ ସମ୍ପର୍କରେ ଉଭୟ ରାଜ୍ୟ ଆଲୋଚନା କରିବେ। ଦୁଇ ରାଜ୍ୟର ଜଳସମ୍ପଦ...

dharmendra
ରାଜ୍ୟ ସରକାରଙ୍କ କାଳିଆ ଛାତ୍ରବୃତ୍ତି ଯୋଜନା ଏକ ବାହାନା : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଣ୍ଟାମାଳରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାଜ୍ୟ ସରକାରଙ୍କ କାଳିଆ ଛାତ୍ରବୃତ୍ତି ଯୋଜନା ଏକ ବାହାନା ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କାଳିଆ ଛାତ୍ରବୃତ୍ତି ଯୋଜନାର ଶୁଭାରମ୍ଭ କରି ରାଜ୍ୟର ଓବିସି ଓ ଚାଷୀ ପରିବାରର ପିଲାମାନଙ୍କୁ ଭଣ୍ଡାଇବା ପାଇଁ ବଡ...

rain
ଆଜି ରାତିରୁ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଆଜି ରାତି ସାଢ଼େ ୧୧ଟାରୁ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ମାରିବାର ସମ୍ଭାବନା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨ ରୁ...

naveen
ମୋଦିଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଅର୍ଥ ବାର୍ଷିକ ୧୦ ହଜାରକୁ ବୃଦ୍ଧି ପାଇଁ କଲେ ଦାବି। ଭୂମିହୀନ ଓ ଭାଗଚାଷୀଙ୍କୁ ମଧ୍ୟ ଏହି ଯୋଜନାରେ ସାମିଲ ପାଇଁ ପ୍ରସ୍ତାବ ଦେଲେ ନବୀନ। ଆଉ ମଧ୍ୟ କାଳିଆ ଯୋଜନା...

exam
ପରୀକ୍ଷା କେନ୍ଦ୍ରରେ ମୋବାଇଲ୍ ସଂପୂର୍ଣ୍ଣ ବ୍ୟାନ୍

କଟକ : ମାଟ୍ରିକ୍‌ ପରୀକ୍ଷାର ପ୍ରଥମ ଦିନର ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ଏହାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପାଇଁ ସତର୍କ ହୋଇଛି ବୋର୍ଡ। ଭାଇରାଲ୍ ରୋକିବା ପାଇଁ କେତେକ ପଦକ୍ଷେପ ନିଆଯାଇଥିବା କହିଛନ୍ତି ପରୀକ୍ଷା ନିୟନ୍ତ୍ରକ ନିହାର ରଂଜନ ମହାନ୍ତି। ଆଗରୁ ଜାରି ହୋଇଥିବା ନିୟମର...

ts singdeo
ଛତିଶଗଡ଼ ମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କୁ ଓଡ଼ିଶା କଂଗ୍ରେସ ଦାୟିତ୍ୱ

ଭୁବନେଶ୍ୱର : ଛତିଶଗଡ଼ ମନ୍ତ୍ରୀ ଟି.ଏସ୍ ସିଂଦେଓଙ୍କୁ ମିଳିଲା ଓଡ଼ିଶା କଂଗ୍ରେସ ଦାୟିତ୍ୱ। ସିଂଦେଓଙ୍କୁ ସାମୟିକ ଭାବେ ଓଡ଼ିଶାର ଇନ୍‌ଚାର୍ଜ ଭାବେ ଦାୟିତ୍ୱ ଦେଇଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ତେବେ ଜିତେନ୍ଦ୍ର ସିଂହ ପୂର୍ବପରି ପ୍ରଭାରୀ ଦାୟିତ୍ୱରେ ରହିବେ। ଏଆଇସିସି ପକ୍ଷରୁ ପ୍ରେସ୍‌ ରିଲିଜ୍‌ ଜରିଆରେ ଏହି...

temple
ଆଗେଇଲା ଶ୍ରୀମନ୍ଦିର ସଂସ୍କାର ପ୍ରକ୍ରିୟା

ପୁରୀ : ଧର୍ମ, ଭକ୍ତ, ସେବକ ଓ ପ୍ରଶାସନ ଶ୍ରୀମନ୍ଦିରର ଏହା ଚାରିଟି ସ୍ତମ୍ଭ। ତେଣୁ ସଂସ୍କାର ପ୍ରକ୍ରିୟାରେ ଯେମିତି ଏଥିରୁ କୌଣସି ଗୋଟିଏ ବି ପ୍ରଭାବିତ ନହୁଏ, ତା ଉପରେ ଗୁରୁତ୍ୱ ଦେଇଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରୀ ରଞ୍ଜିତ୍ କୁମାର। ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି...

girl suicide
ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଅଭିଯୋଗ

ବାଙ୍କୀ : ମହାନଦୀକୁ ଡେଇଁ ଜୀବନ ହାରିଲେ ଯୁବତୀ। କଟକ ବାରଙ୍ଗ ଥାନା ମୁଣ୍ଡଳୀ ବ୍ରିଜ୍‌ରୁ ମହାନଦୀକୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ରିଜ୍ ଉପରୁ ତାଙ୍କର ସ୍କୁଟି ଏବଂ ଭ୍ୟାନିଟି ମିଳିଛି। ଭ୍ୟାନିଟିରେ ଥିବା ପରିଚୟପତ୍ରରେ ତାଙ୍କ ନାଁ ପୁଷ୍ପା ବେହେରା ବୋଲି...

debasish --
ବଢୁଛି ଦେବାଶିଷ ସାମନ୍ତରାୟଙ୍କ ଅଡୁଆ

କଟକ : ସହିଦ୍‌ଙ୍କ ସଂପର୍କୀୟଙ୍କୁ ତଣ୍ଟିଆ ମାରିବା ଘଟଣାରେ ବିଧାୟକ ଦେବାଶିଷ ସାମନ୍ତରାୟ ଯେତେ ସଫେଇ ଦେଉଛନ୍ତି, ସେତେ ଅଡୁଆରେ ପଡୁଛନ୍ତି। ଏହି ଘଟଣା ପାଇଁ କ୍ଷମା ମାଗିବା ସହ ଦେବାଶିଷ ସ୍ପଷ୍ଟୀକରଣ ଦେଇଥିଲେ ଯେ, କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମଙ୍କୁ ଠେଲି ସହିଦ୍‌ଙ୍କ ସଂପର୍କୀୟ ଭିତରକୁ ପ୍ରବେଶ କରିବାକୁ...

bhai--
ପରଦାକୁ ଆସିବ ପ୍ରଥମ ଓଡ଼ିଆ ବାୟୋପିକ୍ ସିନେମା

ବାଲେଶ୍ୱର : ନିର୍ମାଣ ହେବାକୁ ଯାଉଛି ଓଡ଼ିଆ ସିନେ ଜଗତର ପ୍ରଥମ ବାୟୋପିକ୍। ଜଣେ ସଫଳ ଯୁବ ବ୍ୟବସାୟୀଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହେବାକୁ ଯାଉଛି ଫିଲ୍ମ ‘ଭାଇ’ । ବାଲେଶ୍ୱର ଲକ୍ଷ୍ମଣଖୁଣ୍ଟା ଗାଁର ଜଣେ ଯୁବ ସଫଳ ବ୍ୟବସାୟୀ ଅବଦୁଲ ଆମାନି ଖାନଙ୍କ ସଂଘର୍ଷମୟ ଜୀବନ...

ujjala didi
ଆରମ୍ଭ ହେଲା ଉଜ୍ଜ୍ୱଳା ଦିଦି ଅଭିଯାନ

ଭୁବନେଶ୍ୱର : ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ନେଇ ଆରମ୍ଭ ହେଲା ଉଜ୍ଜ୍ୱଳା ଦିଦି ଅଭିଯାନ। କେନ୍ଦ୍ର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ନେଇ ମହିଳାଙ୍କୁ ସଚେତନ କରିବେ ଏହି ଉଜ୍ଜ୍ୱଳା ଦିଦି। ବିଶେଷ ଭାବେ ମହିଳା ସଶକ୍ତି କରଣ, ସ୍ୱଚ୍ଛତା, ସୁରକ୍ଷା ସହ ଉଜ୍ଜ୍ୱଳା ଯୋଜନା ସମ୍ପର୍କରେ ମହିଳାଙ୍କୁ ସଚେତନ...

student missing
ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ଅଭିଯୋଗ

ରାଉରକେଲା : ରାଉରକେଲା କୁଆରମୁଣ୍ଡା ଡ଼ନ୍ ବାସ୍କୋ ସ୍କୁଲ ହଷ୍ଟେଲରୁ ସପ୍ତମ ଶ୍ରେଣୀ ଛାତ୍ର ନିଖୋଜ। ଛାତ୍ର ଜଣକ ହେଲେ ସୁନ୍ଦରଗଡ଼ ଜିଲ୍ଲା କାଲଟା ଅଞ୍ଚଳର ପଦୁ ଗୋପଙ୍କ ପୁଅ ଅରୁଣ କୁମାର ଗୋପ। ଅରୁଣ ଗତ ୫ ଫେବ୍ରୁଆରୀରୁ ନିଖୋଜ ହୋଇଥିବା ଜଣାପଡିଛି। କିନ୍ତୁ ସ୍କୁଲ କର୍ତ୍ତୃପକ୍ଷ...

matric
ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ପଛର ମାଷ୍ଟରମାଇଣ୍ଡ କିଏ ?

ଭୁବନେଶ୍ୱର :  ନୂଆପଡ଼ା, ଢେଙ୍କାନାଳ, କୋରାପୁଟ ଓ ଜଗତସିଂହପୁର ଜିଲ୍ଲାରେ ମାଟ୍ରିକ୍‌ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଜାରି ରହିଛି ତନାଘନା। ଏହି ଘଟଣାରେ ମୋଟ ୧୧ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ୮ ଜଣଙ୍କ ନାଁରେ ଏତଲା ଦାୟର ହୋଇଛି। ସେହିପରି ଭାଇରାଲ ଘଟଣାରେ ସଂପୃକ୍ତ...

blast
କାର୍ପେଟ କାରଖାନାରେ ବିସ୍ଫୋରଣ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଭଦୋହୀ ଜିଲ୍ଲାରେ ଅଘଟଣ। ଏକ କାର୍ପେଟ କାରଖାନାରେ ବିସ୍ଫୋରଣ ହୋଇ ୧୧ ଜଣଙ୍କ ମୃତ୍ୟୁ ହୋଇଛି। କାରଖାନା ପରିସରରେ ଥିବା ଖୋଲା ସ୍ଥାନକୁ ବେଆଇନ୍‌ ଭାବେ ବାଣ ତିଆରି ପାଇଁ ବ୍ୟବହାର କରାଯାଉଥିଲା। ତେଣୁ ବାଣରୁ ଏହି ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।...

12
ସ୍ୱତନ୍ତ୍ର ପରମ୍ପରା ; ଏଠାରେ ଅନୁଷ୍ଠିତ ହୁଏ ଦେବୀ-ମାନବ ବିବାହ

ଆଳି : ଆଧୁନିକ ଯୁଗରେ ବି ବଞ୍ଚି ରହିଛି ଏମିତି ପରମ୍ପରା। କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ବଜରପୁର ଗାଁରେ ଅନୁଷ୍ଠିତ ହୋଇଛି ଦେବୀ-ମାନବ ବିବାହ। ଗାଁର ଆରାଧ୍ୟ ଦେବୀ ମାଆ ବାସୁଳାଇଙ୍କ ସହ କୁମ୍ଭାର ରାଜା ବଳୀଙ୍କ ବିବାହ ହୋଇଛି। ଏହି ଗାଁରେ ବହୁ ପୂର୍ବରୁ ଏପରି ଏକ...

labourer
ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ନିର୍ଯାତନା

ରାୟଗଡ଼ା : ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କୁ ପୁଣି ନିର୍ଯାତନା ଅଭିଯୋଗ। କଲ୍ୟାଣସିଂପୁର ବ୍ଲକ୍‌ ଚେରାପାଇ ଗ୍ରାମର ୩୬ ଜଣ ଶ୍ରମିକଙ୍କୁ ଗତ କିଛି ମାସ ତଳେ ରାୟଗଡ଼ାର ଜଣେ ଠିକାଦାର ହାଇଦ୍ରାବାଦରେ ବ୍ରିଜ୍‌ କାମରେ ନିୟୋଜିତ କରିଥିଲେ। ଶ୍ରମିକମାନେ ସେଠାରେ ୩ ମାସ କାମ କରିଥିଲେ ବି ତାଙ୍କୁ...

ind
ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି-ଟ୍ୱେଣ୍ଟି

ବିଶାଖାପଟନମ୍‌ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦୁଇ ଟିକିଆ ଟି-ଟ୍ୱେଣ୍ଟି ସିରିଜ୍‌ର ପ୍ରଥମ ମ୍ୟାଚ୍‌। ଆନ୍ଧ୍ର ପ୍ରଦେଶର ଭାଇଜାଗ୍‌ରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍ ଭାଇଜାଗ୍‌ରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିସାରିଛି। ଦ୍ୱିତୀୟ ଟି-ଟ୍ୱେଣ୍ଟି ବେଙ୍ଗାଲୁରରେ ଆୟୋଜିତ ହେବ। ଟି-ଟ୍ୱେଣ୍ଟି ସିରିଜ୍‌ ପରେ...

naveen-1
କଟକ ନରସିଂହପୁର ଗସ୍ତରେ ମୁଖ୍ୟମନ୍ତ୍ରୀ

କଟକ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଟକ ଜିଲ୍ଲା ନରସିଂହପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ୭୫ଟି ପଞ୍ଚାୟତରେ ୯୨୦ କୋଟି ଟଙ୍କା ବ୍ୟୟରେ ୩୦ଟି ପ୍ରକଳ୍ପ ଲାଗି ଉଦ୍‌ଘାଟନ ସହ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଚ୍ଚନାୟକ। ଏହି ଅବସରରେ...