• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

matric
ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

କଟକ : ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ। ସକାଳ ୯ଟାରେ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ଦିନ ୧୧ଟାରୁ ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। www.bseodisha.ac.in, www.bseodisha.nic.in  ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ। SMS ଜରିଆରେ ମଧ୍ୟ...

heatwave
ତାତିରେ ଫୁଟୁଛି ସାରା ଓଡ଼ିଶା

ଭୁବନେଶ୍ୱର : ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ। ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି । ତାତି ସାଙ୍ଗକୁ ଝାଂଜିମାଡ଼ କଲବଲ କରିପକାଉଛି। ଗତକିଛି ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି । ପାଣିପାଗ ବିଭାଗ କହୁଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ...

ଆଂଗୂ
ସଂକ୍ଷେପରେ ଟପ୍‌ ସଂସ୍ଥା ମାନଙ୍କର ଏକଜିଟ୍‌ ପୋଲ୍‌ ଫଳାଫଳ

ନୂଆଦିଲ୍ଲୀ: ଆଜି ଦେଶର ଏକାଧିକ ସଂସ୍ଥା ଓ ସର୍ଭେ ସଂସ୍ଥା ପକ୍ଷରୁ ଏକଜିଟ୍‌ ପୋଲ୍‌ ପ୍ରକାଶ ପାଇଛି। ସବୁ ସର୍ଭେ ରିପୋର୍ଟରେ ଏନ୍‌ଡିଏ ୩୦୦ରୁ ଅଧିକ ଆସନ ସହ ବାଜିମାତ କରିବ, ବୋଲି କୁହାଯାଇଛି। ଆସନ୍ତୁ ଜାଣିବା ଟପ୍‌ ସର୍ଭେ ସଂସ୍ଥାଙ୍କ ଏକଜିଟ୍‌ ପୋଲ୍‌ ରିପୋର୍ଟ- ଲୋକସଭା ନିର୍ବାଚନ(ଏକଜିଟ୍‌...

nm
ପାଖେଇ ଆସୁଛି କାଉଣ୍ଟିଂ ଡେ ; ଜାତୀୟ ରାଜନୀତିରେ ନବୀନଙ୍କ ଭୂମିକା ଉପରେ ନଜର

ଭୁବନେଶ୍ୱର : ୩ ଦିନ ପରେ ଆସିବ ନିର୍ବାଚନ ଫଳ। ଦିଲ୍ଲୀ ଗାଦି କିଏ ଅକ୍ତିଆର କରିବ ? ରାଜ୍ୟରେ କାହାକୁ ମିଳିବ ବହୁମତ ? ଏହାକୁ ନେଇ ବିଭିନ୍ନ ଏକ୍‌ଜିଟ୍ ପୋଲ୍ ଆକଳନ ଭିତରେ ଦିଲ୍ଲୀ ସିଂହାସନ ଅକ୍ତିଆର କରିବାକୁ ଆରମ୍ଭ ହୋଇଗଲାଣି ଗୋଟି ଚାଳନା। ତେବେ...

ghadei
ଓଡ଼ିଶାରେ ବିଜେଡି ପୁଣି ସରକାର ଗଢ଼ିବ : ପ୍ରଫୁଲ୍ଲ ଘଡେଇ

ଭୁବନେଶ୍ୱର : ଏଥର ଜାତୀୟ ରାଜନୀତିରେ ଦୃଶ୍ୟପଟ ବଦଳିବ। କୌଣସି ଜାତୀୟ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି ପାରିବେ ନାହିଁ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଫୁଲ୍ଲ ଘଡେଇ। ଘଡେଇ କହିଛନ୍ତି, ଗତଥର ଅପେକ୍ଷା ଏଥର ଲୋକସଭାରେ ବିଜେପିକୁ କମ୍ ଆସନ ମିଳିବ। ଫଳରେ ସରକାର...

marriage
ଶେଷ ହେଲା ସାଧାରଣ ନିର୍ବାଚନ ୨୦୧୯ ପାଇଁ ମତଦାନ ପ୍ରକ୍ରିୟା

ନୂଆଦିଲ୍ଲୀ : ଅନ୍ତିମ ପର୍ଯ୍ୟାୟ ସହ ଶେଷ ହୋଇଛି ସାଧାରଣ ନିର୍ବାଚନ ୨୦୧୯ ପାଇଁ ମତଦାନ ପ୍ରକ୍ରିୟା। ଆଜି ଶେଷ ପର୍ଯ୍ୟାୟରେ ୭ଟି ରାଜ୍ୟ ଓ ପୁଡୁଚେରୀକୁ ମିଶାଇ ୫୯ଟି ଆସନ ପାଇଁ ମତଦାନ ହୋଇଛି। ଶେଷ ଖବର ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଛି। ଆଜି ୯୧୮...

jj
କିଏ ଗଢ଼ିବ ସରକାର : ଏକଜିଟ୍‌ ପୋଲ୍‌ ଫଳାଫଳ

ନୂଆଦିଲ୍ଲୀ: ଶେଷ ହୋଇଛି ୭ଟି ଯାକ ପର୍ଯ୍ୟାୟର ନିର୍ବାଚନ। ଏବେ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି ଦେଶର ସବୁ ରାଜନେତାଙ୍କ ଭାଗ୍ୟ। ଆସନ୍ତା ୨୩ ତାରିଖରେ ଇଭିଏମ ଖୋଲିବା ସହ ଫଳାଫଳ ପ୍ରକାଶ ପାଇବ। ବିଜେପି ନେତୃତ୍ୱରେ ଏନ୍‌ଡିଏ ପୁଣି କ୍ଷମତାକୁ ଫେରିବ ନା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସମସ୍ତଙ୍କୁ...

modi--
ରିପବ୍ଲିକ୍ ଟିଭି-ସି ଭୋଟର ଏକ୍‌ଜିଟ୍ ପୋଲର ପୂର୍ବାନୁମାନ ; ପୁଣି କ୍ଷମତାକୁ ଫେରିବ ମୋଦି ସରକାର

ନୂଆଦିଲ୍ଲୀ : ପୁଣି କ୍ଷମତାକୁ ଫେରିବ ମୋଦି ସରକାର। ରିପବ୍ଲିକ୍ ଟିଭି-ସି ଭୋଟର-ଜନ୍‌କି ବାତ୍ ଏକ୍‌ଜିଟ୍ ପୋଲରେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୨୭୨ ମ୍ୟାଜିକ୍ ନମ୍ବର ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରାଯାଇଛି। ମେଣ୍ଟକୁ ୨୮୭ରୁ ୩୦୫ ପର୍ଯ୍ୟାୟ ଆସନ ମିଳିବା ଆକଳନ କରାଯାଇଛି। ସେପଟେ କଂଗ୍ରେସ ନେତୃତ୍ୱାଧୀନ...

nn
ରିପବ୍ଲିକ୍ ଟିଭି- ସି-ଭୋଟର ଏକ୍‌ଜିଟ୍ ପୋଲ ; ଓଡ଼ିଶାରେ ବିଜେଡିକୁ ଶକ୍ତ ଧକ୍କା

ଭୁବନେଶ୍ୱର : ଓଡ଼ିଶାରେ ବିଜେଡିକୁ ବଡ଼ ଧକ୍କା। ରିପବ୍ଲିକ୍ ସି-ଭୋଟର ଏକ୍‌ଜିଟ୍ ପୋଲ ସର୍ଭେ ଅନୁସାରେ ବିଜେଡି ଗତଥର ୨୦ଟି ଆସନରେ ବିଜୟୀ ହୋଇଥିବା ବେଳେ ଏଥର ସର୍ବାଧିକ ୧୧ଟି ଆସନରେ ଜିତିବା ସମ୍ଭାବନା ରହିଛି। ତେବେ ବିଜେପି ବୃହତ ସଫଳତା ହାସଲ କରିବ। ଦଳ ୧୦ଟି ଲୋକସଭା...

weather
କାଳବୈଶାଖୀ ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା

ଭୁବନେଶ୍ୱର : ରାଜ୍ୟର ତିନିଟି ଜିଲ୍ଲା ପାଇଁ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ଏହି ସବୁ ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇପାରେ। ତା’ସହିତ ଧୂଳିଝଡ଼ ଓ ବଜ୍ରପାତ ମଧ୍ୟ ହେବାର ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲାଗୁଡ଼ିକ ହେଉଛି- ନୟାଗଡ଼, ଯାଜପୁର...