ନୂଆଦିଲ୍ଲୀ: କ୍ରିକେଟରେ ଅମ୍ପାୟାରଙ୍କ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ତାଙ୍କର ଗୋଟିଏ ଭୁଲ୍ ନିଷ୍ପତ୍ତି ମ୍ୟାଚର ଗତିପଥ ବଦଳାଇ ଦେଇଥାଏ। ଏଭଳି ସ୍ଥିତିରେ ଅମ୍ପାୟାର ଚୟନ କରିବା ସମୟରେ ଆଇସିସିକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ। କ୍ରିକେଟ୍ ବିଶ୍ୱକପ୍ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଅଛି, ତେଣୁ...
ମୁମ୍ବାଇ : ଅଭିନେତା ବିବେକ ଓବରୟ ପୂର୍ବତନ ପ୍ରେମିକା ନୀଳ ନୟନା ଐଶ୍ୱର୍ଯ୍ୟା ରାୟଙ୍କୁ ନେଇ କରିଥିବା ଏକ ଟ୍ୱିଟ୍ ପାଇଁ ଅଡ଼ୁଆରେ ପଡ଼ିଛନ୍ତି। ସେ ଏକଜିଟ୍ ପୋଲ୍ ଏବଂ ତାଙ୍କର ପୂର୍ବତନ ପ୍ରେମିକା ଐଶ୍ୱର୍ଯ୍ୟାଙ୍କୁ ତୁଳନା କରି ଏହି ଟ୍ୱିଟ୍ କରିଥିଲେ। ଯାହାକୁ ନେଇ ସୋଶାଲ ମିଡିଆରେ...
ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ମୋଦି ସରକାର ସପକ୍ଷରେ ଥିବା ଅଣ୍ଡର କରେଣ୍ଟ ଭୋଟରେ ପରିଣତ ହେବ କି? ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକ୍ଜିଟ୍ ପୋଲ୍ରୁ ଏନେଇ ସକାରାତ୍ମକ ସଂକେତ ମିଳିଛି। ଟାଇମ୍ସ ନାଓ ଭିଏମଆର ଏନଡିଏକୁ ୩୦୬ ଆସନ ଦେଇଥିବା ବେଳେ ୟୁପିଏକୁ ୧୩୨ ଓ...
ଭୁବନେଶ୍ୱର : ଅସମ୍ଭାଳ ତାତିରେ ଅଥୟ ସାରା ରାଜ୍ୟ। ପଶ୍ଚିମରୁ ଦକ୍ଷିଣ, ଉପକୂଳରୁ ଆଭ୍ୟନ୍ତରୀଣ ଅଞ୍ଚଳ, ସବୁଠି ପ୍ରଚଣ୍ଡ ଖରାରେ କଲବଲ ହେଉଛନ୍ତି ଲୋକେ। ଗତ କିଛିଦିନ ଧରି ଏଭଳି ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଏହାର ପ୍ରଭାବ ଆହୁରି ଦୁଇ ଦିନ ରହିବ ବୋଲି ପାଣିପାଗ...
ଭୁବନେଶ୍ୱର : ଚର୍ଚ୍ଚାରେ ଦୌଡ଼ ରାଣୀ ଦୂତି ଚାନ୍ଦ। ନିଜର ଜଣେ ବାଲ୍ୟ ବାନ୍ଧବୀଙ୍କ ସହ ସମଲିଙ୍ଗୀ ସଂପର୍କକୁ ନେଇ ନିଜେ ଦୂତି ସ୍ୱୀକାର କରିଥିବା ବେଳେ ଏହି ସମ୍ପର୍କକୁ ତାଙ୍କ ପରିବାର ବିରୋଧ କରିଛନ୍ତି। ତେବେ ଏହାକୁ ନେଇ ବିଭିନ୍ନ ମହଲରେ ଜୋରଦାର ଆଲୋଚିତ ହେଉଥିବା ବେଳେ...
ଭୁବନେଶ୍ୱର : ଆଥଲେଟ ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସଂପର୍କ ପ୍ରସଙ୍ଗକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା ବେଳେ ଗଣମାଧ୍ୟମରେ ଦୂତିଙ୍କ ମା’ ଦେଇଥିବା ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ଦୂତି। ଗଣମାଧ୍ୟମରେ ମା’ ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ମିଛ ବୋଲି କହିଛନ୍ତି ଦୂତି। ଘର ପ୍ରତି କୌଣସି କର୍ତ୍ତବ୍ୟ କରୁନାହିଁ...
ଭୁବନେଶ୍ୱର : କମିଶନରେଟ୍ ପୁଲିସ କବଜାରେ ନକଲି ପରୀକ୍ଷାର୍ଥୀ ରାକେଟ୍। ୫ଲକ୍ଷ ଟଙ୍କାରେ ହୋଇଥିଲା ଓୟୁଏଟି ପ୍ରବେଶିକା ପରୀକ୍ଷା ଡିଲ। ଅସଲି ପରୀକ୍ଷାର୍ଥୀ ବଦଳରେ ନିଟ୍ ଓ ଆୟୁର୍ବେଦିକ କ୍ୱାଲିଫାଏ କରିଥିବା ରାଜ୍ୟ ବାହାରର ଛାତ୍ର ଦେଉଥିଲେ ପରୀକ୍ଷା। ସେହି ରାକେଟକୁ ଧରିବାରେ ସଫଳ ହୋଇଛି କମିଶନରେଟ ପୁଲିସ।...
ଚାନ୍ଦବାଲି (ବାସୁଦେବ ଦାସ) : ଗାଁରେ ଅଛି ନଳକୂପ, ହେଲେ ବାହାରୁଛି ପଙ୍କୁଆ ପାଣି । ବାଧ୍ୟ ହୋଇ ସେହି ପାଣିକୁ ପିଉଛନ୍ତି ଗାଁ ଲୋକେ। ଏମିତି ଅଭିଯୋଗ ଆଣିଛନ୍ତି ଚାନ୍ଦବାଲି ବ୍ଲକ ବିଜୟ ନଗର ପଞ୍ଚାୟତ ଇଚ୍ଛାପୁର ଗାଁର ଲୋକେ। ଇଚ୍ଛାପୁର ଗାଁରେ ରୁହନ୍ତି ୧୦୦ରୁ ଊର୍ଦ୍ଧ୍ୱ...
ଢେଙ୍କାନାଳ (ରାଜଶ୍ରୀ ଶତପଥୀ) : ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହେମନ୍ତ କୁମାର ନାୟକଙ୍କ ଦୁର୍ବ୍ୟବହାର ଓ ମନୋମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ସ୍ୱର ଉଠାଇଛନ୍ତି ସ୍ଥାନୀୟ ସାମ୍ବାଦିକ। ପ୍ରତିବାଦରେ ଆଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସାମ୍ବାଦିକମାନେ...
ବାଙ୍କୀ ( ସଂଜୀବ ନାୟକ) : ବାତ୍ୟା ପାଇଁ ଆସିଥିବା ରିଲିଫ ଚାଉଳ ହଡ଼ପ ଅଭିଯୋଗ ଘଟଣାର ୭୨ ଘଣ୍ଟା ପରେ ବି ହୋଇନି କାର୍ଯ୍ୟାନୁଷ୍ଠାନ। ଡ୍ରାଇଭର ଧରା ପଡିନଥିବାରୁ ତଦନ୍ତରେ ବିଳମ୍ବ ହେଉଥିବା କହିଲେ ବାଙ୍କୀ ଡ଼ମପଡ଼ା ଯୋଗାଣ ନିରୀକ୍ଷକ। ଗତ ୧୮ ତାରିଖରେ କଟକ ଜିଲ୍ଲା...
କୁଚିଣ୍ଡା( ଦେବେନ୍ଦ୍ର ବେହେରା) : ବଗି ଛାଡ଼ି ପଳାଇଲା ମାଲବାହୀ ଟ୍ରେନ୍। ବ୍ରଜରାଜ ନଗରରୁ କୋଲାଘାଟ ଯାଉଥିବା କୋଇଲା ବୋଝେଇ ଟ୍ରେନ୍ ଧାରୁଆଡିହି-ବାମରା ମଝି କୁଅଁରମାଲ ରେଲୱେ ଫାଟକ ନିକଟରେ ୫ଟି ବଗି ଛାଡ଼ି ପଳାଇଥିଲା। ବଗି ଛାଡ଼ି ଇଂଜିନ ପଳାଉଥିବା ଟ୍ରେନ୍ର ଡ୍ରାଇଭର ଜାଣିପାରିବା ପରେ ପୁଣି...
ରାଉରକେଲା : ଏସି ଦିଅ ନହେଲେ ଟ୍ରେନ୍ ଗଡ଼ିବ ନାହିଁ। ଏସି ସଜାଡ଼ିବା ଦାବିରେ ୪ ଘଣ୍ଟା ହେଲା ରାଉରକେଲା ଷ୍ଟେସନ୍ରେ ଇସ୍ପାତ୍ ଏକ୍ସପ୍ରେସ୍ ଟ୍ରେନ୍କୁ ଅଟକାଇ ରଖିଛନ୍ତି ଯାତ୍ରୀ। ଟ୍ରେନ୍ର ୪ଟି ବଗିର ଏସି କାମ କରୁନଥିବାରୁ ଯାତ୍ରୀ ଏଭଳି ହଙ୍ଗାମା କରିଛନ୍ତି। ଟିଟିଲାଗଡ଼ରୁ ହାଓଡ଼ା ଯାଉଥିବା...
ଭୁବନେଶ୍ୱର : ନିଜ ସମଲିଙ୍ଗୀ ସଂପର୍କକୁ ଦୌଡ଼ରାଣୀ ଦୂତି ଚାନ୍ଦ ସ୍ୱୀକାର କରିବା ପ୍ରସଙ୍ଗରେ ଦୂତିଙ୍କୁ ଅନ୍ତର୍ଜାତୀୟ କରାଟେ ଖେଳାଳି ଭାଲିନା ଭାଲେଣ୍ଟିନା ସମର୍ଥନ ଜଣାଇଛନ୍ତି। ଭାଲିନା ଭାଲେଣ୍ଟିନା କହିଛନ୍ତି ଯେ, ସମଲିଙ୍ଗୀ ସମ୍ପର୍କକୁ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସ୍ୱୀକୃତୀ ଦେଇଛନ୍ତି। ଏହା ଦୂତିଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ତାଙ୍କ...