ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତୀୟ ପୁରୁଷ ହକି ଟିମ୍ ବିଜୟଧାରା ଅବ୍ୟାହତ ରଖି ଫାଇନାଲରେ ପ୍ରବେଶ କରି ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସ୍ଥାନ ପକ୍କା କରିଛି। ଶୁକ୍ରବାର ଭାରତ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ଜାପାନକୁ ଏକତରଫା ଭାବେ ୭-୨ ଗୋଲରେ...
ସାଉଥାମ୍ପଟନ୍ : ଜୋ ରୁଟଙ୍କ ଆକର୍ଷଣୀୟ ଶତକ ଏବଂ ଦମଦାର ବୋଲିଂ ବଳରେ ଇଂଲଣ୍ଡ ଚଳିତ ବିଶ୍ୱକପର ଆଜି ଖେଳାଯାଇଥିବା ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୮ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉଠିଛି। ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା...
ଅୱନ୍ତିପୁରା : ଜମ୍ମୁ-କଶ୍ମୀରର ଅୱନ୍ତିପୁରାରେ ଆଜି ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାର ୨ ଜଣ ସଦସ୍ୟ ନିହତ ହୋଇଛନ୍ତି। ପୁଲୱାମାର ଅୱନ୍ତିପୁରାରେ ଆତଙ୍କବାଦୀ ଲୁଚି ଥିବା ଖବର ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗତକାଲି ରାତିରୁ ହିଁ ସର୍ଚ୍ଚ...
ଭୁବନେଶ୍ୱର : ଓଡ଼ିଶାର ବିକାଶ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିମିଶି କିପରି କାମ କରିବେ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ସବିଶେଷ ଆଲୋଚନା ହୋଇଛି ଏବଂ ଇସ୍ପାତ କ୍ଷେତ୍ରରେ ଓଡିଶାର ବିକାଶକୁ ପ୍ରାଥମିକତା ଦିଆଯିବ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ...
ନୂଆଦିଲ୍ଲୀ: ଭୟଙ୍କର ସାମୁଦ୍ରିକ ଝଡ଼ ‘ବାୟୁ’ ପୁଣିଥରେ ଗୁଜରାଟ ଆଡ଼କୁ ମୁହାଁଇଛି। ଗତକାଲି ଏହା ଗୁଜରାଟ ଉପକୂଳ ବଦଳରେ ଓମାନ ଆଡ଼େ ମୁହାଁଇଥିଲା। କିନ୍ତୁ ସମୁଦ୍ର ମଧ୍ୟରେ ହଠାତ୍ ଏହା ଦିଗ ବଦଳାଇ ଗୁଜରାଟ୍ର ପୋରବନ୍ଦର ଓ ଦ୍ୱାରକା ଆଡ଼େ ମୁହାଁଇଛି। ‘ବାୟୁ’ ପୁଣି ଗୁଜରାଟ୍ ମୁହାଁ ହୋଇଥିବାରୁ...
ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୧୯ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀର ବାଲ ପୁରସ୍କାର ଏବଂ ଯୁବ ପୁରସ୍କାର ପାଇଁ ଲେଖକଙ୍କ ନାମ ଘୋଷଣା କରାଯାଇଛି। ଶିଶୁ ସାହିତ୍ୟ କ୍ଷେତ୍ରରେ ସାମଗ୍ରୀକ ଯୋଗଦାନ ନିମନ୍ତେ ଓଡ଼ିଆ ଲେଖକ ବୀରେନ୍ଦ୍ର କୁମାର ସାମନ୍ତରାୟଙ୍କୁ ବାଲ ସାହିତ୍ୟ ପୁରସ୍କାର...
କଟକ : ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ଜଣେ ମହିଳା ସାମ୍ବାଦିକା ପୁରୀଘାଟ ଥାନାରେ କରିଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ନିଜେ ଅନୁଭବ। ତାଙ୍କ ନାଁରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ଅନୁଭବ କହିଛନ୍ତି। କେହି ଆମକୁ ବଦନାମ କରିବା...
କୋଲକାତା : ଚତୁର୍ଥ ଦିନରେ ପହଁଞ୍ଚିଛି ପଶ୍ଚିମବଂଗରେ ଜୁନିୟର ଡାକ୍ତରଙ୍କ ଆନ୍ଦୋଳନ। ଦିଦିଙ୍କ ଚେତାବନୀ ପରେ ଡାକ୍ତର ଆନ୍ଦୋଳନକୁ ଅଧିକ ତୀବ୍ର କରିଛନ୍ତି। ଗତକାଲି ଦିନ ୨ଟା ସୁଦ୍ଧା କାମକୁ ନଫେରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ଲାଗି ଚରମବାଣୀ ଶୁଣାଇ ଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତେବେ ଡାକ୍ତର ଏହି...
ଜାମସେଦପୁର: ଝାରଖଣ୍ଡର ସରେଇକେଲା ଠାରେ ଆଜି ପୁଲିସ୍ କର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଭୟଙ୍କର ହମ୍ଲା କରିଛନ୍ତି। ନକ୍ସଲଙ୍କ ଏହି ହମ୍ଲାରେ ୫ ଜଣ ପୁଲିସ୍ କର୍ମଚାରୀ ସହିଦ ହୋଇଛନ୍ତି। ଆଜି ସନ୍ଧ୍ୟା ବେଳେ ପୁଲିସ୍ ପକ୍ଷରୁ ସରେଇକେଲା ଠାରେ ଥିବା ଏକ ମାର୍କେଟ ନିକଟରେ ପ୍ୟାଟ୍ରୋଲିଂ କରାଯାଉଥିଲା।...
ଭୁବନେଶ୍ୱର : ଓଡ଼ିଆଙ୍କ ଅନ୍ୟତମ ବଡ଼ ଗଣପର୍ବ ହେଉଛି ରଜ। ଆଜି ଥିଲା ପହିଲି ରଜ। ଏଥିପାଇଁ ଘରେ ଘରେ ପିଠା, ମିଠା ଓ ପାନର ବାସ୍ନା। ତା’ ସହ ଦୋଳି ଓ ବାଗୁଡ଼ି ଖେଳ। ତିନିଦିନିଆ ରଜ ଉତ୍ସବ ପାଳନ ପାଇଁ ଉପକୂଳ ଓଡ଼ିଶା ଉତ୍ସବମୁଖର ହୋଇ...
ଭୁବନେଶ୍ୱର : ଏଥର ମାଟ୍ରିକ ପରୀକ୍ଷାରେ ଇଂରାଜୀ ବିଷୟରେ ଫେଲ୍ ହୋଇଛନ୍ତି ପ୍ରାୟ ୬୦ ହଜାରରୁ ଅଧିକ ପିଲା। ୪୦ ହଜାର ଛାତ୍ରଛାତ୍ରୀ ୩୦ରୁ ୩୫ ମାର୍କ ରଖି ଫେଲ୍ ହେଉ ହେଉ ବଞ୍ଚି ଯାଇଛନ୍ତି। ଇଂରାଜୀରେ ୭୩ ପ୍ରତିଶତ ପିଲାଙ୍କ ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ଚିନ୍ତା ବଢିଥିବାବେଳେ...
ପାଟକୁରା ( ମନୋଜ ସ୍ୱାଇଁ) : କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ନିର୍ବାଚନମଣ୍ଡଳୀରେ ବିଜେପିର ନିର୍ବାଚନୀ ପ୍ରଚାର। ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର, ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସହ ଆଜି ଶୋଭାଯାତ୍ରା କରିଛନ୍ତି। ଶୋଭାଯାତ୍ରାଟି ପାଟକୁରା ଚାନ୍ଦିଳ ପଞ୍ଚାୟତ ଫାଣ୍ଡି ଛକରୁ ବାହାରି ଦାନପୁର, ବାରିମୂଳ, ଭୋଳାହାଟ ଦେଇ...
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ନବୀନ-ଧର୍ମେନ୍ଦ୍ର ଆଲୋଚନା। ଆଜି ଓଡ଼ିଶା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ବିଶେଷକରି ଓଡ଼ିଶାରେ ବାତ୍ୟା ଫୋନି ଜନିତ କ୍ଷୟକ୍ଷତିକୁ କିଭଳି ଭରଣା କରାଯିବ ଏବଂ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର କିଭଳି ସହାୟତା ଯୋଗାଇ...
କଟକ : କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମାମଲା। ଜଣେ ମହିଳା ସାମ୍ବାଦିକାଙ୍କୁ ଦୁର୍ବ୍ୟବହାର ଭଳି ସାଂଘାତିକ ଅଭିଯୋଗରେ ଅନୁଭବଙ୍କ ନାଁରେ ମାମଲା ହୋଇଛି। କଟକ ପୁରୀଘାଟ ଥାନାରେ ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ନାଁରେ ମାମଲା ହୋଇଛି। ଅଭିଯୋଗକାରିଣୀ ସସ୍ମିତା ଆଚାର୍ଯ୍ୟଙ୍କ ଅଭିଯୋଗ...
ଭୁବନେଶ୍ୱର : ଭୁବନେଶ୍ୱର ରେଳ ଷ୍ଟେସନରେ ବଢୁଛି ଚେନ୍ ପୁଲିଂ ଅଭିଯୋଗ। ଏହାକୁ ରୋକିବାକୁ ଯାତ୍ରୀଙ୍କୁ ସଚେତନ କରିଛନ୍ତି ଆରପିଏଫ୍ ଓ ଷ୍ଟେସନ୍ ମ୍ୟାନେଜର। ଚେନ୍ ପୁଲିଂ କରି ଅଯଥା ବିଳମ୍ବ ସୃଷ୍ଟି ନକରିବାକୁ କୁହାଯାଇଛି। ନିୟମ ନମାନିଲେ ଉଲ୍ଲଂଘନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି କରାଯିବ ବୋଲି ପଦକ୍ଷେପ...