• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

BAIJAYANTA1
ସବୁ ଟିଭି ଚ୍ୟାନେଲକୁ ରଥଯାତ୍ରାର ପ୍ରସାରଣ ଅଧିକାର ମିଳିଥିବାରୁ ଖୁସି ଲାଗୁଛି : ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର : ମହାପ୍ରଭୁଙ୍କ ରଥଯାତ୍ରାର ସିଧାପ୍ରସାରଣ ପାଇଁ ସପ୍ତାହେ ତଳେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପରେ ଚ୍ୟାନେଲମାନେ ବିଡିଂ ଦାଖଲ କରିଥିଲେ। ଗତକାଲି ଖୋଲିଥିବା ବିଡିଂରେ ଓଡ଼ିଶାର ନମ୍ୱର ୱାନ୍‌ ନ୍ୟୁଜ୍‌ ଚ୍ୟାନେଲ୍‌ ‘ଓଟିଭି’ ସବୁଠୁ ଆଗରେ ରହିଥିଲା। କିନ୍ତୁ ନିଲାମ ନିଷ୍ପତ୍ତି ପ୍ରତ୍ୟାହାର କରାଯିବା ପରେ...

match
ବର୍ଷା ଯୋଗୁ ବିଶ୍ୱକପ୍‌ର ଆଉ ଏକ ମ୍ୟାଚ୍‌ ବାତିଲ

ବ୍ରିଷ୍ଟଲ୍‌: ଆଇସିସି ବିଶ୍ୱକପ୍‌ରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁ ବଳି ପଡ଼ିବାରେ ଲାଗିଛି। ଆଜି ବ୍ରିଷ୍ଟଲ୍‌ରେ ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ କରିଦିଆଯାଇଛି। ଫଳରେ ଉଭୟ ଦଳକୁ ଗୋଟିଏ ଲେଖାଏ ପଏଣ୍ଟ ମିଳିଛି। ଏହାପୂର୍ବରୁ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ୍‌...

amresh
କଥାଶିଳ୍ପୀ ଅମରେଶ ବିଶ୍ଵାଳ ପାଇବେ ସମ୍ମାନଜନକ ‘କନହେଇ କଥା ପୁରସ୍କାର’

ଭୁବନେଶ୍ୱର : ଓଡ଼ିଆ କଥାସାହିତ୍ୟର ପ୍ରଚଣ୍ଡ ପ୍ରତିଭାଧର ଗାଳ୍ପିକ ସ୍ଵର୍ଗତ କନହେଇ ଦାସଙ୍କ ସ୍ମୃତିରେ ଦିଆଯାଉଥିବା ସମ୍ମାନଜନକ ‘କନହେଇ କଥା ପୁରସ୍କାର- ୨୦୧୯’ ପାଇବେ ପ୍ରତିଭାଦୀପ୍ତ ଗାଳ୍ପିକ ଅମରେଶ ବିଶ୍ୱାଳ। ଗତକାଲି ସଂଧ୍ୟାରେ କବି ଚନ୍ଦ୍ର କୁମାର ମହାନ୍ତିଙ୍କ ବାସଭବନ ‘ସଂକେତ’ରେ କନହେଇଲାଲ୍ ଦାସ ସ୍ମୃତି ସଂସଦ ପକ୍ଷରୁ...

t
ବାତ୍ୟା ପ୍ରଭାବିତ ଅଞ୍ଚଳରେ NDMAର ତିନିଜଣିଆ ଟିମ୍

ଭୁବନେଶ୍ୱର :  ବାତ୍ୟା ପ୍ରଭାବିତ ଅଞ୍ଚଳରେ NDMAର ତିନିଜଣିଆ ଟିମ୍। ପ୍ରଥମ ଦିନରେ ଓସ୍‌ଡମା କନ୍‌ଫରେନ୍ସ ହଲ୍‌ରେ ସ୍ୱତନ୍ତ୍ର ରିଲିଫ କମିଶନର, ଓଡିଶା ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶକଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଭେଟି ଫୋନି କ୍ଷୟକ୍ଷତି ସମ୍ପର୍କରେ ସମୀକ୍ଷା କରିଛି ଟିମ୍। ଆଜି ଖୋର୍ଦ୍ଧା ଜିଲ୍ଲାର ପ୍ରଭାବିତ...

u turn
ରଥଯାତ୍ରା ସିଧାପ୍ରସାରଣ ପ୍ରସଙ୍ଗରେ ଦୂର ହେଲା ଦ୍ୱନ୍ଦ୍ୱ

ପୁରୀ : କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁଙ୍କ ଘୋଷଯାତ୍ରାର ସିଧାପ୍ରସାରଣ ପାଇଁ ସପ୍ତାହେ ତଳେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଖବର କାଗଜରେ ଏହି ବିଜ୍ଞାପନ ବାହାର କରିଥିଲେ। ଯାହାକୁ ନେଇ ବିଭିନ୍ନ ମହଲରେ ଉଭୟ ଉଦ୍‌ବେଗ ଓ ସନ୍ଦେହ ପ୍ରକାଶ ପାଇଥିଲା। ଏହା...

electricity
ଏ ବର୍ଷ ବଢ଼ିବନି ବିଜୁଳି ଦର

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ଲାଗି ବଢ଼ିବନି ବିଦ୍ୟୁତ୍‌ ଦର। ଏ ନେଇ ଆଜି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ଓଇଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ଏହା ଅନୁଯାୟୀ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ପୂର୍ବ ବର୍ଷର ପ୍ରଚଳିତ ଦର ଲାଗୁ ହେବ। ସେହିଭଳି ଡିଜିଟାଲ...

budget
ପୂର୍ଣ୍ଣାଙ୍ଗ ବଜେଟ୍ ପାଇଁ କସରତ ଆରମ୍ଭ

ଭୁବନେଶ୍ୱର : ନିର୍ବାଚନ ପୂର୍ବରୁ କାମଚଳା ବଜେଟ୍‌ରେ ଲୋକଙ୍କୁ ନାନା ଲୋଭନୀୟ ଅଫର ଦେଇଥିଲେ ରାଜ୍ୟ ସରକାର। ନିର୍ବାଚନ ପରେ ପୂର୍ଣ୍ଣାଙ୍ଗ ବଜେଟ ଆଣିବା ପାଇଁ ଏବେ କସରତ ଆରମ୍ଭ କରିଛି ଅର୍ଥ ବିଭାଗ। ଜୁନ ୧୫ ତାରିଖ ଯାଏ ଯେ କୌଣସି ଲୋକ ଇମେଲ୍, ହ୍ୱାଟ୍ସଆପ ଓ...

heatwave
ଅସହ୍ୟ ଗ୍ରୀଷ୍ମ ପ୍ରବାହ : ଭୁବନେଶ୍ୱର ସମେତ ୧୩ଟି ସହର ୪୦ ଡ଼ିଗ୍ରୀ ଉପରେ

ଭୁବନେଶ୍ୱର : ତାତିରୁ ତ୍ରାହି ନାହିଁ। ଆଜି ରାଜ୍ୟର ୧୩ଟି ସହର ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି। ୪୫ ଡ଼ିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର ରହିଛି। ତା’ ପଛକୁ ରହିଛି ହୀରାକୁଦ। ଏଠାରେ ତାପମାତ୍ରା ୪୪.୪ ଡ଼ିଗ୍ରୀ ରହିଛି। ସେହିପରି ଝାରସୁଗୁଡ଼ାରେ ୪୪.୨ ଡ଼ିଗ୍ରୀ ,...

rajya
ଖାଲି ହେଉଥିବା ରାଜ୍ୟସଭା ଆସନକୁ ନେଇ ଅଙ୍କକଷା

ଭୁବନେଶ୍ୱର : ଖାଲି ହେଲା ରାଜ୍ୟର ୪ ରାଜ୍ୟସଭା ଆସନ। ପ୍ରତାପ ଦେବ, ସୌମ୍ୟରଂଜନ ପଟ୍ଟନାୟକ, ଅନୁଭବ ମହାନ୍ତି ଓ ଅଚ୍ୟୁତ ସାମନ୍ତ ଗତ ନିର୍ବାଚନରେ ବିଜୟ ହେବା ପରେ ଏମାନେ ରାଜ୍ୟସଭାରୁ ଦେଇଛନ୍ତି ଇସ୍ତଫା। ତେବେ ଅନୁଭବ ମହାନ୍ତିଙ୍କ ରାଜ୍ୟସଭା କାର୍ଯ୍ୟକାଳ ୧ ବର୍ଷରୁ କମ୍ ଥିବାରୁ...

srikanta jena
ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟାକୁ ଶ୍ରୀକାନ୍ତ ଜେନାଙ୍କ ଟାର୍ଗେଟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଖଣି ନିଲାମ ପ୍ରକ୍ରିୟାକୁ ଶ୍ରୀକାନ୍ତ ଜେନାଙ୍କ ଟାର୍ଗେଟ। ଖଣି ଗୁଡ଼ିକୁ ନିଲାମ ନକରି ରାଜ୍ୟ ସରକାର ନିଜ ନିୟନ୍ତ୍ରଣରେ ରଖିବାକୁ ଦାବି କରିଛନ୍ତି ଶ୍ରୀକାନ୍ତ। ଏହାଦ୍ୱାରା ରାଜ୍ୟକୁ ୧୦ ଗୁଣ ଅଧିକ ରାଜସ୍ୱ ଆସିବ ବୋଲି ସେ କହିଛନ୍ତି। କେବଳ ସେତିକି ନୁହେଁ,...

ratha
ବାରିପଦା ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା

ବାରିପଦା (ମାଣିକଲାଲ୍‌ ପାଣି) : ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥ ଖଳା। ବଢ଼େଇ ସେବାୟତ ଠାରୁ ଆରମ୍ଭ କରି ଚିତ୍ରକାର ସେବାୟତ ସମସ୍ତେ ନିଜ ନିଜ କାର୍ଯ୍ୟ ସମ୍ପନ୍ନ କରିବାରେ ଲାଗିପଡିଛନ୍ତି। ଚଳିତ ବର୍ଷ ନୂଆ ଦାଣ୍ଡକନା ଓ ନୂଆ ରଥ ଦଉଡ଼ିରେ ଚମକିବ...

liqur
ବାଲେଶ୍ୱର ବାଉଁଶଗଡ଼ିଆ ଜଙ୍ଗଲରୁ ଦେଶୀ ମଦ ଜବତ

ସୋରୋ ( ଶକ୍ତିକାନ୍ତ ବେହେରା) : ବାଲେଶ୍ୱର ବାଉଁଶଗଡ଼ିଆ ଜଙ୍ଗଲରୁ ବହୁ ପରିମାଣରେ ଦେଶୀ ମଦ, ମହୁଲ ପୋଚ ଜବତ କରିଛି ଅବକାରୀ ବିଭାଗ। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି। ଗିରଫ ବ୍ୟକ୍ତିମାନେ ହେଲେ ପ୍ରଫୁଲ୍ଲ ସେଠୀ, ବାବୁଲାଲ ସାମଲ ଏବଂ ଭେଲା ମାଝୀ। ସୂଚନା ମୁତାବକ,...

BAG
କଟା ମୁଣ୍ଡ ସହ ଅଭିଯୁକ୍ତ ସଂପର୍କୀୟ ଭାଇ ଗିରଫ

ସମ୍ୱଲପୁର(ସଞ୍ଜୟ ଜେନା) : କଟାମୁଣ୍ଡ ସହ ସମ୍ପର୍କୀୟ ଭାଇ ଗିରଫ। କଟା ମୁଣ୍ଡ ସହ ଅଭିଯୁକ୍ତ ସମ୍ପର୍କୀୟ ଭାଇକୁ ଗିରଫ କରିଛି ସମ୍ବଲପୁର ଅଇଁଠାପାଲି ପୁଲିସ୍‌। ହତ୍ୟାକାଣ୍ଡ ସ୍ଥଳର ଅଳ୍ପ ଦୂରରୁ ଅଭିଯୁକ୍ତକୁ ଗିରଫ କରାଯାଇଛି। ତା ଠାରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ଜବତ ହୋଇଛି। ସମ୍ବଲପୁର ଭାଲୁପାଲି...

elephant--
ସୋଶାଲ ମିଡ଼ିଆରେ ଭାଇରାଲ ହାତୀଙ୍କ ଶବ ଶୋଭାଯାତ୍ରା ଦୃଶ୍ୟ

ଭୁବନେଶ୍ୱର : ପଶୁ ହେଲେ ବି ବିବେକ ଅଛି। ସମ୍ବେଦନ ଅଛି। ମଣିଷ ମାନଙ୍କ ଭଳି ସେମାନେ ବି ସଂପର୍କର ମୂଲ୍ୟ ବୁଝି ପାରନ୍ତି। ଆଉ ଭାବର ଆଦାନ ପ୍ରଦାନ କରନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି, ଯାହାକି ସମସ୍ତଙ୍କୁ ଚକିତ କରିବ। ଆପଣ ବିଶ୍ୱାସ କରିପାରିବେନି...

ବବ
ବିଦାୟୀ ଭାଷଣରେ ଭାବପ୍ରବଣ ଯୁବି

ନୂଆଦିଲ୍ଲୀ : ଦୁଇଟି ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ଯୁବରାଜ ସିଂହଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରରେ ବ୍ରେକ୍ ଲାଗିଛି। ଯୁବି ଆଜି ନିଜର ସନ୍ନ୍ୟାସ ନେଇ ଆନୁଷ୍ଠାନିକ ଘୋଷଣା କରିଛନ୍ତି। ଯୁବରାଜ କେବଳ ଭାରତୀୟ କ୍ରିକେଟର ଯୁବରାଜ ନୁହନ୍ତି, ବରଂ ପୂରା କ୍ରିକେଟ୍ ଦୁନିଆର ଯୁବରାଜ। ଯେତେବେଳେ ଏହି...