• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

heat wave sambalpur
ଆଜି ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର : ରାଜ୍ୟରେ ପ୍ରଚଣ୍ଡ ତାତି ପ୍ରବାହିତ ହେଉଛି। ୪୫ ଡିଗ୍ରୀ ଉପରେ ୬ ସହର ରହିଛି। ୪୫.୬ ଡିଗ୍ରୀ ସହ ସମ୍ବଲପୁର ସବୁଠାରୁ ଉତ୍ତପ୍ତ ସହର। ତାଳଚେରରେ ୪୫.୩ ଡିଗ୍ରୀ, ହୀରାକୁଦରେ ୪୫.୨ ଡିଗ୍ରୀ, ସୋନପୁରରେ ୪୫.୨ ଡିଗ୍ରୀ, ଝାରସୁଗୁଡ଼ାରେ ୪୫ ଡିଗ୍ରୀ, ଟିଟିଲାଗଡ଼ରେ ତାପମାତ୍ରା ରହିଛି...

pratap jena
ପୁରୀ ରଥଯାତ୍ରା ଲାଇଭ ଟେଲିକାଷ୍ଟ ପ୍ରସଙ୍ଗରେ ମୁହଁ ଖୋଲିଲେ ଆଇନ ମନ୍ତ୍ରୀ

ଭୁବନେଶ୍ୱର : ପୁରୀ ରଥଯାତ୍ରା ଲାଇଭ ଟେଲିକାଷ୍ଟ ନେଇ ଟେଲିଭିଜିନ ଚ୍ୟାନେଲ ଗୁଡ଼ିକ ଠାରୁ ଟଙ୍କା ନେବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା। କହିଛନ୍ତି ଏ ନେଇ ଟେଲିଭିଜନ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା। ତେବେ ବର୍ତ୍ତମାନ ପରିସ୍ଥିତିରେ ଏ...

khatia
ପୁଣି କଙ୍ଗାରୁକୋର୍ଟର କଳଙ୍କ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ) : ନୟାଗଡ଼ ଜିଲ୍ଲାରେ ପୁଣି କଙ୍ଗାରୁକୋର୍ଟର କଳଙ୍କ। ଚୋର ଧରିବା ପାଇଁ ଖଟବିଦ୍ୟାର ସାହାରା ନେବା ଏବଂ କଙ୍ଗାରୁକୋର୍ଟରେ ଚୋର ଆଖ୍ୟା ଦେଇ ଗୋଟିଏ ପରିବାରକୁ ଲହୁଲୁହାଣ କରିଛନ୍ତି ଲୋକେ। ଫଳରେ ଭୟ ଆଉ ଆତଙ୍କରେ ଥିବା ପରିବାର ସଦସ୍ୟ ଗାଁ ଛାଡ଼ି ମେଡ଼ିକାଲ୍‌ରେ ଆଶ୍ରୟ...

crpf
ପୁଣି ମାତିଲେ ଆତଙ୍କବାଦୀ

କାଶ୍ମୀର : କିଛି ଦିନର ବ୍ୟବଧାନ ପରେ କାଶ୍ମୀରରେ ପୁଣି ଥରେ ମାତିଛନ୍ତି ଆତଙ୍କବାଦୀ। ଆଜି ଅପରାହ୍ନରେ ଅନନ୍ତନାଗର କେପି ରୋଡ୍‌ରେ ସିଆର୍‌ପିଏଫ୍ ପକ୍ଷରୁ ପାଟ୍ରୋଲିଂ ବେଳେ ହଠାତ୍ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଯେଉଁଥିରେ ୫ ଜଣ ସିଆରପିଏଫ୍ ଯବାନ ସହିଦ୍‌ ହୋଇଥିବା ବେଳେ ଜଣେ ପୁଲିସ ଇନ୍ସପେକ୍ଟର...

kashmir
କାଶ୍ମୀରରେ ରାଷ୍ଟ୍ରପତି ଶାସନ ବଢ଼ିଲା

ଜମ୍ମୁ-କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ଆଉ ୬ ମାସ ଯାଏଁ ବଢ଼ିଲା ରାଷ୍ଟ୍ରପତି ଶାସନ କାର୍ଯ୍ୟକାଳ। ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜମ୍ମୁ ଓ କାଶ୍ମୀରରେ ବିଜେପି ଓ ପିଡିପି ସରକାର ଭାଙ୍ଗିବା ପରେ ଗତବର୍ଷ ଜୁନ୍‌ ୧୯ରେ ରାଜ୍ୟପାଳ...

rajyasabha
ନବୀନ ନା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ : କାହା ଉପରେ କେନ୍ଦ୍ରର ଅଧିକ ଭରସା

ଭୁବନେଶ୍ୱର :  ଲୋକସଭା ଉପବାଚସ୍ପତି ପଦକୁ ନେଇ ବଢୁଛି ସସ୍‌ପେନସ୍। କାହାକୁ ମିଳିବ ଏହି ପଦ ? ବିଜେଡି ନା ଓ୍ୱାଇଏସ୍ଆର୍ କଂଗ୍ରେସ୍ ? ଉଭୟ ଜଗନ ଓ ନବୀନଙ୍କୁ ଉପବାଚସ୍ପତି ପଦ ପାଇଁ ଅଫର୍ ମିଳିଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ପୂର୍ବରୁ ବିଜେଡିକୁ...

allegation
SOG କମାଣ୍ଡାଣ୍ଟ ଅନିରୁଦ୍ଧ ସିଂଙ୍କ ବିରୋଧରେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର : ଏସ୍‌ଓଜି କମାଣ୍ଡାଣ୍ଟ ଆଇପିଏସ୍ ଅନିରୁଦ୍ଧ ସିଂହଙ୍କ ବିରୋଧରେ ସାଂଘାତିକ ଅଭିଯୋଗ। କାର୍ଯ୍ୟକ୍ଷେତ୍ରରେ ଅନିରୁଦ୍ଧ ସିଂ ଦୁର୍ବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରୁଥିବା ଅଭିଯୋଗ ଆଣିଛନ୍ତି ଜଣେ ସବ୍ଇନ୍ସପେକ୍ଟର। ଏସଓଜି କ୍ୟାମ୍ଫରେ ଟ୍ରେନିଂ ନେଉଥିବା ଘଟଗାଁ ଥାନା ସବଇନ୍ସପେକ୍ଟର ବିଶ୍ୱଜିତ ବେହେରା ଆଣିଛନ୍ତି ଏଭଳି...

PURI
ରଥଯାତ୍ରା ବେଳେ ହେବ ଶ୍ରୀମନ୍ଦିର ଭିତର ମରାମତି

ଭୁବନେଶ୍ୱର : ଶ୍ରୀମନ୍ଦିର ସୁରକ୍ଷା ନେଇ  ଭୁବନେଶ୍ୱରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ, ଘୋଷଯାତ୍ରା ସମୟରେ ଶ୍ରୀମନ୍ଦିର ଭିତର ମରାମତି କାର୍ଯ୍ୟ ହେବ। ଆସନ୍ତା ୫ ଓ ୬ ତାରିଖରେ ASI ଟିମ୍ ଗର୍ଭଗୃହ ଅନୁଧ୍ୟାନ...

arrest
ନିଜେ କୋରିୟର୍ ସଂସ୍ଥାର କର୍ମଚାରୀ ଲୁଟ୍‌ କରିଥିଲା ଟଙ୍କା ; ତଦନ୍ତରୁ ସ୍ପଷ୍ଟ

କେନ୍ଦ୍ରାପଡ଼ା : କୋରିୟର୍ ସଂସ୍ଥାରୁ ୭ ଲକ୍ଷ ୬୬ ହଜାର ଟଙ୍କା ଲୁଟି ନେଇଥିବା କର୍ମଚାରୀକୁ ଗିରଫ କଲା କେନ୍ଦ୍ରାପଡ଼ା ନିକିରାଇ ପୁଲିସ୍‌। ଗିରଫ ବ୍ୟକ୍ତି ଜଣକ ହେଲେ ଡେରାବିଶ ସବଳଙ୍ଗ ଗାଁର ପ୍ରକାଶ ଦାସ। ବ୍ୟାଙ୍କରେ ସମ୍ପୃକ୍ତ ସଂସ୍ଥାର ଟଙ୍କା ଜମା କରିବାକୁ ଯାଉଥିବାବେଳେ ଦୁର୍ବୃତ୍ତ ଟଙ୍କା...

heatwave
ଆଜିଠୁ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ତାତି ଜାରି ରହିବ

ଭୁବନେଶ୍ୱର : ଆଜି ସାରା ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହୋଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଆକାଶରୁ ଅଗ୍ନି ବର୍ଷା ହୋଇଥିଲା। ଏମିତି କିଛି ଦିନ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ସତର୍କ ସୂଚନା ଜାରି କରାଯାଇଛି। ତେବେ ୧୭ଟି ଜିଲ୍ଲାରେ ଆଜିଠୁ ୩ ଦିନ ଯାଏଁ ହିଟ୍‌ୱେଭ୍ କଣ୍ଡିସନ୍ ଜାରି ରହିବ ବୋଲି...

suresh pujari
ଗଠନ ହେଲା ବିଜେପି ସଂସଦୀୟ ଦଳର କାର୍ଯ୍ୟନିର୍ବାହୀ କମିଟି

ନୂଆଦିଲ୍ଲୀ :  ଗଠନ ହୋଇଛି ବିଜେପି ସଂସଦୀୟ ଦଳର କାର୍ଯ୍ୟ ନିର୍ବାହୀ କମିଟି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କମିଟିରେ ଅଧ୍ୟକ୍ଷ ରହିଛନ୍ତି। କାର୍ଯ୍ୟ ନିର୍ବାହୀ କମିଟିରେ ଲୋକସଭାରେ ରାଜନାଥ ସିଂ ଦଳର ଉପନେତା ନିଯୁକ୍ତ। ସେହିପରି ରାଜ୍ୟସଭାରେ ଥାୱରଚାନ୍ଦ ଗେହଲଟ୍ ଦଳର ନେତା ନିଯୁକ୍ତ। ପୀୟୂଷ ଗୋଏଲ...

chandrayana
ଜୁଲାଇ ୧୫ରେ ଛଡ଼ାଯିବ ଚନ୍ଦ୍ରାୟନ-୨ ; ଇସ୍ରୋ ଅଧ୍ୟକ୍ଷଙ୍କ ସୂଚନା

ବେଙ୍ଗାଲୁରୁ  : ଜୁଲାଇ ୧୫ତାରିଖରେ ଛଡ଼ାଯିବ ଚନ୍ଦ୍ରଯାନ-୨। ରାତି ୨ଟା ୫୧ ମିନିଟରେ ଚନ୍ଦ୍ରଯାନକୁ ଉତ୍‌କ୍ଷେପଣ କରାଯିବ। ଏହି ସୂଚନା ଦେଇଛନ୍ତି ଇସ୍ରୋର ଅଧ୍ୟକ୍ଷ। ଏହା ଆଗରୁ ପ୍ରଥମ ଥର ପାଇଁ ଇସ୍ରୋ ପକ୍ଷରୁ ଜାରି ହୋଇଛି ଚନ୍ଦ୍ରଯାନ-ଟୁ ର ଭିଡିଓ। ବେଙ୍ଗାଲୁରୁ ସ୍ଥିତ ଇସ୍ରୋ କାର୍ଯ୍ୟାଳୟରେ ଚନ୍ଦ୍ରଯାନ୍...

naveen-modi
ଓଡ଼ିଶାକୁ ମିଳୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ; ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ବାରମ୍ବାର ପ୍ରାକୃତିକ ଦୁର୍ବିପାକର ସାମ୍ନା କରୁଛି। ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମିଳିବା ଉଚିତ। ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଏହି ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାହା ସହ କେନ୍ଦ୍ରୀୟ ଯୋଜନାରେ ଭାଗିଦାରୀ ଅନୁପାତକୁ ୯୦-୧୦ କରିବା,...