ଆନନ୍ଦପୁର (ମୁନ୍ନା ସିଂ): ପହିଲି ରଜରେ ଆଜି ଏକ ଜଘନ୍ୟ ହତ୍ୟାକାଣ୍ଡ କେନ୍ଦୁଝର ଜିଲ୍ଲାରେ ଘଟିଛି। ମାନସିକ ଭାରସାମ୍ୟ ହରାଇ ଜଣେ ବାପା ତାଙ୍କର ୩ ନାବାଳିକା ଝିଅଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହା ପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି।...
ଭୁବନେଶ୍ୱର : ଆଜି ପହିଲି ରଜ । ଓଡ଼ିଶାର ଏହି ଗଣପର୍ବ ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଘରେ ଘରେ ପିଠା ଓ ମିଠାର ଆସର। ଝିଅ ବୋହୂ ରଜ ଦୋଳି ଖେଳ ସାଙ୍ଗକୁ ମିଠା ପାନର ମଜା ନେଉଛନ୍ତି। ରଜ ଅବସରରେ ଦୋଳି, ପାନ, ଝୋଟି ଓ...
ବାରିପଦା (ମାଣିକ ଲାଲ୍ ପାଣି) : ଗର୍ଭବତୀଙ୍କ ମୃତଦେହ କାନ୍ଧରେ ବୋହିଲେ ସଂପର୍କୀୟ। ଚିକିତ୍ସା ଅବହେଳାରେ ମୃତ୍ୟୁ ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦାରେ। ଖୁଣ୍ଟା ଥାନା ଘଟଶିଳା ଗାଁର ଜଣେ ଗର୍ଭବତୀଙ୍କୁ ମେଡିକାଲ ଆଣିଥିଲେ ସଂପର୍କୀୟ।...
ଭୁବନେଶ୍ୱର : ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…। ଗୁରୁବାର ଠାରୁ ଶୁଭିଲାଣି ଏହି ଗୀତ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଶୁକ୍ରବାର ପହିଲି ରଜ ହୋଇଥିଲେ ମଧ୍ୟ ଆଜି ସବୁଠି ଦେଖିବାକୁ ମିଳିଥିଲା ନିଆରା ପରିବେଶ। ରାଜଧାନୀରେ ଥିବା...
ଭୁବନେଶ୍ୱର : ହୃଦୟରେ ଘର କରିବସିଥିବା ପ୍ରେମିକାଙ୍କୁ ପ୍ରପୋଜ କରିବାକୁ ହେଲିକପ୍ଟର ଦରକାର। ଆକାଶରେ ଉଡ଼ି ଉଡ଼ି ଯିବେ ଆଉ ପ୍ରେୟସୀଙ୍କୁ କହିଦେବେ ମନର କଥା। ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କୁ କିଛି ଏଭଳି ଅନୁରୋଧ କରିଛନ୍ତି ଜଣେ ପ୍ରେମିକ ପ୍ରବର। ବୈଜୟନ୍ତ...
ଭୁବନେଶ୍ୱର : ପ୍ରଳୟଙ୍କରୀ ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇଥିବା ପରିବାରଙ୍କ ପାଇଁ ରାଜ୍ୟ ସରକାର ଆଜି ସହାୟତା ଘୋଷଣା କରିଛନ୍ତି। ୮ହଜାର କ୍ଷତିଗ୍ରସ୍ତ ପରିବାରକୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୭କୋଟି ୫୮ହଜାର ଟଙ୍କା ମଞ୍ଜୁର କରାଯାଇଛି। ଏହି କ୍ଷତିଗ୍ରସ୍ତ ପରିବାରଗୁଡ଼ିକ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ...
ଭୁବନେଶ୍ୱର : ୧୦ ଦିନ ତଳେ ନିଖୋଜ ବାୟୁସେନା ବିମାନ ଏଏନ୍-୩୨ ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାମଧ୍ୟରେ ଥିବା ସମସ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଓଡ଼ିଆ ପୁଅ ତଥା ବାୟୁସେନାର ଫ୍ଲାଇଟ୍ ଲ୍ୟୁଟନାଣ୍ଟ ସୁନୀତ ମହାନ୍ତି ମଧ୍ୟ ଥିଲେ। ଦୁର୍ଘଟଣାରେ ସୁନୀତଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା...
ନୂଆଦିଲ୍ଲୀ:ଗୁରୁବାର ଇଏସ୍ଆଇ ବୀମାରେ ଯୋଗଦାନ ବା କଣ୍ଟ୍ରିବ୍ୟୁସନ୍ ହାର ୬.୫%ରୁ ୪%କୁ କମ୍ କରି ଦିଆଯାଇଛି। ଏହି କ୍ରମରେ ନିଯୁକ୍ତିଦାତାଙ୍କ ଯୋଗଦାନ ମଧ୍ୟ ୪.୭୫%ରୁ ୩.୨୫%କୁ ଖସିଆସିଛି। ସେହିଭଳି କର୍ମଚାରୀଙ୍କ ଯୋଗଦାନ ୧.୭୫%ରୁ ୦.୭୫%କୁ ଖସିଆସିଛି। ଆସନ୍ତା ଜୁଲାଇ ମାସ ୧ ତାରିଖରୁ ଏହା ଲାଗୁ ହେବ। ଅନ୍ୟପକ୍ଷରେ...
ଭୁବନେଶ୍ୱର : ଓଡ଼ିଶାରେ ଯେତେ ପ୍ରକାରର ଟେଲିକମ୍ ଉପଭୋକ୍ତା ଅଛନ୍ତି ସେମାନଙ୍କ ମଧ୍ୟରୁ ମାତ୍ରାଧିକ ଜିଓକୁ ପସନ୍ଦ କରୁଛନ୍ତି। ସେହିପରି ଜିଓ ହିଁ ଅନ୍ୟ ପ୍ରତିଯୋଗୀଙ୍କ ତୁଳନାରେ ଅଧିକ ଆୟ କରୁଛି। ୨୦୧୯ ମାର୍ଚ୍ଚରେ ଶେଷ ହୋଇଥିବା ତ୍ରୈମାସର ରିପୋର୍ଟ ଆଧାରରେ ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ...
ଭୁବନେଶ୍ୱର : ତାତିରୁ ମିଳିବ ତ୍ରାହି। ଗତ ୪-୫ ଦିନ ଧରି ରାଜ୍ୟର ବହୁ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ଗତକାଲିର କାଳବୈଶାଖୀ ବର୍ଷା ଯୋଗୁଁ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଆଜି ରାଜ୍ୟର ୬ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା।...
ଭୁବନେଶ୍ୱର : ଗତ କିଛି ମାସ ହେଲା ରାଜ୍ୟରେ କ୍ରମାଗତ ଭାବେ ବଢ଼ିଚାଲିଛି ଜଘନ୍ୟ ହତ୍ୟାକାଣ୍ଡ ଘଟଣା। ମଣିଷ ରକ୍ତରେ ମଣିଷ ଖେଳୁଛି ହୋଲି। କେଉଁଠି ଭାଇର ମୁଣ୍ଡ ଭାଇ ଗଡ଼ାଇଲାଣି, ତ ଆଉ କେଉଁଠି ଅକଥନୀୟ ନିର୍ଯାତନାରେ ଗଲାଣି ବୋହୂର ଜୀବନ। ଏଭଳି ବର୍ବରକାଣ୍ଡ ବିଶେଷ କରି...
ଭୁବନେଶ୍ୱର : ପଞ୍ଚମ ଥର ପାଇଁ କ୍ଷମତାକୁ ଆସିବାପରେ ବିଜେଡି ଫୋକସ୍ରେ ପୁଣି ବିଧାନ ପରିଷଦ। ଏହା ଭିତରେ ମୋଦି-ନବୀନ ସଂପର୍କ ଘନିଷ୍ଠ ହୋଇଥିବାରୁ ଏହାର ଫାଇଦା ଉଠାଇ ପାର୍ଲାମେଣ୍ଟରେ ଏ ସଂପର୍କିତ ବିଲ୍ ପାରିତ କରିବା ଚକ୍କରେ ରହିଛି ବିଜେଡି। ଏନେଇ ଦଳ ଭିତରେ ଆଲୋଚନା ଆରମ୍ଭ...
ଭୁବନେଶ୍ୱର : ଏଥର ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇଦୁଇଟି ଫିଲ୍ମ ଭେଟିଦେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। କାଲି ପରଦାକୁ ଆସୁଛି ଗୋଲ୍ମାଲ୍ ଲଭ୍ ଓ ତୁ ମୋ ଲଭ୍ ଷ୍ଟୋରି-ଟୁ। ଗୋଲ୍ମାଲ୍ ଲଭ୍ରେ ନୂଆଯୋଡ଼ି ବାବୁଶାନ ଓ ତମନ୍ନା ଥିବା ବେଳେ ତୁ ମୋ ଲଭ୍...
ନଟ୍ଟିଂହାମ୍: ଚଳିତ ବିଶ୍ୱକପରେ ଆଉ ଏକ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଛି। ଗୁରୁବାର ଟ୍ରେଣ୍ଟ ବ୍ରିଜରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱକପ୍ ମ୍ୟାଚକୁ ମଧ୍ୟ ବର୍ଷା ଧୋଇ ନେଇଛି। ଏଥିସହ ମ୍ୟାଚ୍ ଦେଖିବାକୁ ଆସିଥିବା ହଜାର ହଜାର ଭାରତୀୟ ପ୍ରଶଂସକଙ୍କୁ ନିରାଶ ହେବାକୁ...
ପୁରୀ : ଆଗାମୀ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଚାଲିବ ୧୯୨ଟି ଟ୍ରେନ୍। ଏହା ଭିତରେ ରେଗୁଲାର ଓ ସ୍ୱତନ୍ତ୍ର ଟ୍ରେନ୍ ରହିଛି। ଏମର୍ଜେନ୍ସି ଟ୍ରେନ୍ର ଆବଶ୍ୟକତା ଉପୁଜିଲେ, ସେଥିପାଇଁ ବ୍ୟବସ୍ଥା କରାଯିବ ବୋଲି ରେଳବାଇ ଏଡିଆର୍ଏମ୍ ରାଜ କୁମାର କହିଛନ୍ତି। ଆଜି ତୃତୀୟ ରଥଯାତ୍ରା ସମନ୍ୱୟ ସମିତି ବୈଠକ...