• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

tdp
ବିଜେପିରେ ମିଶିଲେ ଟିଡିପିର ୪ ରାଜ୍ୟସଭା ସାଂସଦ

ହାଇଦ୍ରାବାଦ୍‌ : ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି (ଟିଡପି) ମୁଖ୍ୟ ଏନ୍‌ ଚନ୍ଦ୍ରବାବୁ ନାଇଡୁଙ୍କ ଶକ୍ତ ଝଟ୍‌କା ଲାଗିଛି। ଚନ୍ଦ୍ରବାବୁ ବର୍ତ୍ତମାନ ବିଦେଶ ଗସ୍ତରେ ଥିବାବେଳେ ଆଜି ଟିଡିପିର ୪ ଜଣ ରାଜ୍ୟସଭା ସାଂସଦ ଦଳ ଛାଡ଼ି ବିଜେପିରେ ମିଶିଛନ୍ତି। ଏହି ୪...

plus 2
ଯୁକ୍ତ ଦୁଇ ନାମଲେଖା ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର : ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇବା ପାଇଁ ଆବେଦନ ଅବଧି ଘୁଞ୍ଚିଲା। ଜୁନ୍‌ ୨୬ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପୂର୍ବ ବିଜ୍ଞପ୍ତି ଅନୁଯାୟୀ, ଆସନ୍ତାକାଲି ଯୁକ୍ତ ୨ ନାମଲେଖା ଆବେଦନ ଅବଧି ପୂରିବାର ଥିଲା। ନୂଆ ବିଜ୍ଞପ୍ତି ଅନୁସାରେ, ଜୁଲାଇ ୨...

tito
ଗ୍ୟାଙ୍ଗଷ୍ଟର ଟିଟୋର ବାଂଲାଦେଶ ଲିଙ୍କ୍

ଭୁବନେଶ୍ୱର : ଗ୍ୟାଙ୍ଗଷ୍ଟର ଟିଟୋର ଖୋଲୁଛି କ୍ରାଇମ୍‌ ସିଣ୍ଡିକେଟ ଗୁମର। କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ ଦ୍ୱାରା ଦୁଇ ଭାଇ ଓ ସଢୁ ଗିରଫ ପରେ ଆଜି କେନ୍ଦ୍ରାପଡ଼ା ଏସଡିଜେ୍ଏମ୍ କୋର୍ଟକୁ ଚାଲାଣ କରାଯାଇଥିଲା। ଶ୍ୟାମ ଗୁଡ଼ିଆ ଜମି ହଡ଼ପ ମାମଲାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଜେଲକୁ ପଠାଇ...

loot-2
SBI ଶାଖାରୁ ଟଙ୍କା ଉଠାଇ ଘରକୁ ଫେରିବା ବେଳେ ଲୁଟ୍

କଣ୍ଟାବାଞ୍ଜି (ସୁରଦାସ ବାଗ): ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ବେଳେ ଦୁଇ ଦୁର୍ବୃତ୍ତ ଝାମ୍ପିନେଲେ ୪ ଲକ୍ଷ ୮୪ ହଜାର ଟଙ୍କା। ଏପରି ଘଟଣା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିରେ ଘଟିଛି। କଣ୍ଟାବାଞ୍ଜି ସହର ପ୍ରତିଷ୍ଠିତ ବ୍ୟବସାୟୀ କିଶୋର ଅଗ୍ରୱାଲଙ୍କ ମ୍ୟାନେଜର ସୁନିଲ ଶର୍ମା ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ...

karanjia
ଜେଲ୍‌ରୁ ଚମ୍ପଟ ମାରିଲା ଆଜୀବନ କଏଦୀ

କରଞ୍ଜିଆ(ସତ୍ୟବ୍ରତ ବେହେରା):ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଉପ-କାରାଗାରରୁ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ କଏଦୀ ଗତ ୧୬ ତାରିଖରୁ ଚମ୍ପଟ ମାରିଥିବା ଜଣାପଡ଼ିଛି। ଏନେଇ ଗତକାଲି କରଞ୍ଜିଆ ଥାନାରେ ଅଭିଯୋଗ ହେବା ସହ ମାମଲା ରୁଜୁ ହୋଇଛି। ଫେରାର୍ ହୋଇଯାଇଥିବା କଏଦୀଙ୍କ ନାଁ ଭଗବାନ ଟୁଡୁ (୫୦)। ତାଙ୍କ ଘର...

deals
ଲୋନ୍‌ କରାଇଦେବା ନାଁରେ ଲୁଟ୍ ଅଭିଯୋଗ

ନୀଳଗିରି ( ବିଶ୍ୱମ୍ବର ଦାସ) : ଲୋନ୍‌ କରାଇଦେବା ନାଁରେ ଲୁଟ୍ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ନୀଳଗିରି ଦାସରଥୀପୁର ଠାରେ  deals loan ନାମକ ଏକ ସଂସ୍ଥା ଏହି ଲୋନ୍‌ କରାଉଥିଲା। ଯାହାଫଳରେ ଗାଁର ମହିଳାଙ୍କ ଠାରୁ ବହୁ ଟଙ୍କା ନେଇଯାଇଥିବା ଅଭିଯୋଗ କରିଛନ୍ତି।  ତେବେ ଟଙ୍କା ନେବା...

lightening death
କାକଟପୁର ବ୍ଲକ ଲତାହାରଣ ଗାଁରେ ବଜ୍ରାଘାତ

କୋଣାର୍କ(ସଞ୍ଜୟ ପତି) : ପୁରୀ ଜିଲ୍ଲା କାକଟପୁର ବ୍ଲକ ଲତାହାରଣ ଗାଁରେ ବଜ୍ରାଘାତ। ଏଥିରେ ବାବାଜୀ ସାହୁ ଜଣକ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ସକାଳେ  ବିଲକୁ ଯାଇଥିବାବେଳେ ହଠାତ୍ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଫଳରେ ବାବାଜୀ ବିଲରେ ପଡିଯାଇଥିଲେ। ପରେ ତାଙ୍କୁ କାକାଟପୁର ସ୍ୱାସ୍ଥ୍ୟ...

+3
ଯୁକ୍ତ ୩ ନାମଲେଖା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର : ଚଳିତବର୍ଷ ଯୁକ୍ତ ୩ରେ ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିପାଇଁ ଆସନ୍ତା ୨୪ ତାରିଖରୁ ଅନଲାଇନ୍‌ରେ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଆବେଦନର ଶେଷ ତାରିଖ ଜୁଲାଇ ୮ତାରିଖ ରହିଛି। ସେହିପରି ଜୁଲାଇ ୧୮ରେ ପ୍ରଥମ ମେରିଟ୍ ଲିଷ୍ଟ ଏବଂ ଅଗଷ୍ଟ ୫ତାରିଖରେ ଦ୍ୱିତୀୟ ମେରିଟ୍‌...

sikhar
ଇମୋସନାଲ୍‌ ମେସେଜ୍‌ ପୋଷ୍ଟ୍‌ କଲେ ଧୱନ

ଲଣ୍ଡନ୍‌ : ଆହତ ଯୋଗୁ ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନଙ୍କ ୨୦୧୯ ବିଶ୍ୱକପ୍‌ ଅଭିଯାନ  ଶେଷ ହୋଇଯାଇଛି। ଆଜି ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ଧୱନଙ୍କୁ ବାଦ୍‌ ଦେଇ ରିଷଭ ପନ୍ତଙ୍କୁ ସ୍କ୍ୱାଡ୍‌ରେ ସାମିଲ କରିଛି। ଏହି ଖବର ସାମ୍ନାକୁ ଆସିବା ପରେ ଧୱନ ଏକ ଇମୋସନାଲ ବାର୍ତ୍ତା...

assembly
ଆସନ୍ତାକାଲି ରାଜ୍ୟ ମନ୍ତ୍ରିପରିଷଦ ବୈଠକ

ଭୁବନେଶ୍ୱର : ରାଜ୍ୟ ମନ୍ତ୍ରିପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଅପରାହ୍ନ ୫ଟା ୪୫ମିନିଟରେ ଏହି ବୈଠକ ଅନୁଷ୍ଠିତ ହେବ। ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ଚିଠା ବଜେଟକୁ ଅନୁମୋଦନ ମିଳିବାର ସମ୍ଭାବନା ରହିଛି। ଜୁନ୍ ୨୮ତାରିଖରେ...

tito
ଗ୍ୟାଙ୍ଗଷ୍ଟର ଟିଟୋର ୨ ଭାଇଙ୍କୁ ଗିରଫ କଲା କ୍ରାଇମ୍‌ ବ୍ରାଞ୍ଚ

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋର ୨ ଭାଇଙ୍କୁ କ୍ରାଇମ୍‌ ବ୍ରାଞ୍ଚର ସ୍ପେଶାଲ୍‌ ଟାସ୍କ ଫୋର୍ସ (STF) ଗିରଫ କରିଛି। ଟିଟୋର ଭାଇ ସୟଦ ଆସ୍‌ଫାକ ଅଲ୍ଲୀ ଓରଫ ଜି ବାବୁ ଓ ସୟଦ ଇଫ୍‌ତେକାର ଅଲ୍ଲୀ ଓରଫ ଚିତୁ ସହ ଜଣେ ସଂପର୍କୀୟ ମୁନ୍ନାଙ୍କୁ ମଧ୍ୟ ପୁଲିସ ଗିରଫ...

lichi
ଓଡ଼ିଶା ମାର୍କେଟରୁ ଲିଚୁ ଗାଏବ୍

ଭୁବନେଶ୍ୱର : ମାର୍କେଟରୁ ଲୁଚି ଯାଇଛି ଲିଚୁ। ବିହାରରେ ବ୍ୟାପିଥିବା ମସ୍ତିଷ୍କ ଜ୍ୱର ପଛରେ ଲିଚୁ ଏକ କାରଣ ହୋଇପାରେ ବୋଲି ସଂଦେହ କରାଯିବା ପରେ ଏବେ ଓଡ଼ିଶା ମାର୍କେଟରୁ ଲିଚୁ ଗାଏବ୍। ଗତକାଲି ଯାଏଁ ଫଳ ବଜାରରେ ବିକ୍ରି ହେଉଥିଲା ପେନ୍ଥା ପେନ୍ଥା ଲିଚୁ  ଚାହିଦା ଦେଖି...

chandrababu -
ସୁରମ୍ୟ ବଙ୍ଗଳାରୁ ବିଦା ହୋଇପାରନ୍ତି ଚନ୍ଦ୍ରବାବୁ

ବିଜୟୱାଡ଼ା: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ ପୁଣିଥରେ ହଟହଟା ହେବାକୁ ଯାଉଛନ୍ତି। ପୂର୍ବରୁ ବିମାନ ବନ୍ଦରରେ ଯାଞ୍ଚର ସମ୍ମୁଖୀନ ହୋଇଥିବା ଚନ୍ଦ୍ରବାବୁ ଏବଂ ଉଡାଭାଲ୍ଲି ଠାରେ ନିର୍ମିତ ଘରୁ ବିଦାହେବେ ବୋଲି ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟ ରାଜଧାନୀ ବିକାଶ କର୍ତ୍ତୃପକ୍ଷ (ଏପିସିଆରଡିଏ)ର ଅଧ୍ୟକ୍ଷ...

t
ଆର୍ଥିକ ଅନଟନ ସତ୍ତ୍ୱେ OJEEରେ ଟପ୍ପର ହେଲେ ଭବାନୀ, ଶାଶ୍ୱତୀ

କେନ୍ଦୁଝର/ଜଗତସିଂହପୁର(ପ୍ରଣୟ ପାଣି/ଶଶାଙ୍କ ଶେଖର ପଣ୍ଡା): ଆର୍ଥିକ ଅନଟନ ହେଉ କି ଯେକୌଣସି ପରିସ୍ଥିତିର ଚାପ। ଇଚ୍ଛାଶକ୍ତି ଆଗରେ ସବୁ କିଛି ପଛରେ ପଡ଼ିଯାଏ। ଆଜିର ଓଜେଇଇ ରେଜଲ୍ଟରୁ ଏକଥା ପୁଣି ଥରେ ପ୍ରମାଣିତ ହୋଇଛି। ଅସମ୍ଭବ ବୋଲି କିଛି ନାହିଁ, ଏକଥାକୁ ପ୍ରମାଣ କରି ଦେଖାଇଛନ୍ତି ଓଜେଇଇରେ ଟପ୍ପର...