ଭୁବନେଶ୍ୱର : ଓଡ଼ିଶାରେ ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ ବିଜେଡି ନିଜର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ବିଜେଡି ଆଇଟି ୱିଙ୍ଗ ମୁଖ୍ୟ ଅମର ପଟ୍ଟନାୟକ, ମୁଖପାତ୍ର ସସ୍ମିତ ପାତ୍ର ଓ ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ ବିଜେଡି ପ୍ରାର୍ଥୀ ହେବେ। ଆଜି ବିଜେଡି ସୁପ୍ରିମୋ...
ଭୁବନେଶ୍ୱର : ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଳାର ୨ଟି କଲେଜରେ ଜଣେ ବି ଛାତ୍ରଛାତ୍ରୀ ପାସ୍ କରି ନଥିବା ବେଳେ ବାଣଜ୍ୟର ୪ଟି କଲେଜରେ କେହି ପାସ୍ କରି ପାରି ନାହାନ୍ତି। ଯାଜପୁରର ଆଞ୍ଚଳିକ ମହିଳା...
ନବରଙ୍ଗପୁର : ସାପ କାମୁଡ଼ାରେ ମାଆ ଓ ଝିଅ ମୃତ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ୍ କାନାରିଚୁଆ ଗାଁରେ ସାପ କାମୁଡ଼ାରେ ମାଆ ଓ ଝିଅର ମୃତ୍ୟୁ ହୋଇଛି। ମୃତକ ହେଲେ ମାଆ ବୁଦାଇ ଜାନି ଓ ଝିଅ ଅସ୍ତି ଜାନି। ସୂଚନା ଅନୁସାରେ ,ଗତ ରାତିରେ ମାଆ...
ନୟାଗଡ଼ : ଦୋଳି ସାଜିଲା କାଳ। ଦୋଳି ଦଉଡ଼ି ବେକରେ ଗୁଡେଇ ହୋଇଯିବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଟାଉନ ଥାନା ହାଟପଦା ନିକଟସ୍ଥ ବସ୍ତିରେ। ମିଳିଥିବା ସୂଚନା ମୁତାବକ , ମହେଶ୍ୱର ସାହୁଙ୍କ ୧୧ବର୍ଷର ଝିଅ ଲକ୍ଷ୍ମୀ ପ୍ରିୟା...
ମନାଲୀ: ହିମାଳଚଳ ପ୍ରଦେଶର କୁଲୁରେ ଆଜି ଏକ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଘାଟିରୁ ୨୦୦ ମିଟର ତଳକୁ ଖସିପଡ଼ିବାରୁ ୪୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି ଓ ୩୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ...
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ସର୍ବୋଚ୍ଚ ସ୍କୋରର ରେକର୍ଡ ଏବେ ଉଗାଣ୍ଡା ମହିଳା ଟିମ୍ ନାମରେ ହୋଇଛି। ଉଗାଣ୍ଡା ୨୦ ଓଭରରେ ୨ ୱିକେଟ୍ ହରାଇ ୩୧୪ ରନ୍ କରିଛି। ମାଲି ମହିଳା ଟିମ୍ ଟିମ୍ ବିପକ୍ଷରେ ଉଗାଣ୍ଡା ଏହି କାରନାମା କରିଛି। ତେବେ ଉଭୟ ମହିଳା...
ଭୁବନେଶ୍ୱର : ବର୍ଷ ତମାମ ମୁଣ୍ଡ ଟେକିଥିବା ମଣ୍ଡି ସମସ୍ୟା ସୁଧୁରିବାର ନାଁ ଧରୁନି। କେଉଁଠି ମିଲର୍ସଙ୍କ ମନମାନି ଚାଲିଛି ତ ଆଉ କେଉଁଠି ମଣ୍ଡିରେ ପଡ଼ିରହିଛି ଧାନ। କାଳବୈଶାଖୀ ଓ ପ୍ରାକ୍ ମୌସୁମୀ ବର୍ଷା ମାଡ଼ରେ ନଷ୍ଟ ହେଉଛି ବର୍ଷକର ଅମଳ। ତଥାପି ଚାଷୀଙ୍କ ଧାନ କିଣିବା...
ଭୁବନେଶ୍ୱର : ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ୧.୩୯ ଲକ୍ଷ କୋଟି ଟଙ୍କାର ଚିଠା ବଜେଟକୁ ଆଜି ରାଜ୍ୟ ମନ୍ତ୍ରିପରିଷଦ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରିପରିଷଦ ବୈଠକରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବଜେଟରେ କୃଷି, ସ୍ୱାସ୍ଥ୍ୟ,...
ରାଞ୍ଚି : ଆସନ୍ତାକାଲି ପଞ୍ଚମ ଆର୍ନ୍ତଜାତିକ ଯୋଗ ଦିବସ। ଯୋଗରେ ଯୋଡ଼ି ହେବ ସାରା ଜଗତ। ଏଥିପାଇଁ ସାରା ଦେଶରେ ଚୁଡାନ୍ତ ହୋଇଛି ପ୍ରସ୍ତୁତି। ଦେଶର ବିଭିନ୍ନ ଅଞ୍ଚଳରେ ଯୋଗ ଦିବସକୁ ପାଳନ କରିବା ପାଇଁ ସ୍ୱତନ୍ତ୍ର ଆୟୋଜନ କରାଯାଇଛି। ଆସନ୍ତାକାଲି ରାଞ୍ଚିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି...
ନୂଆଦିଲ୍ଲୀ : ଲୋକସଭାରେ ସ୍ଳୋଗାନ୍ ପ୍ରତିଦ୍ୱନ୍ଦ୍ୱିତା। ନିଜ ନିଜ ଈଶ୍ୱରଙ୍କ ନାଁକୁ ନେଇ ଜପ, ନାରାବାଜି। ସପ୍ତଦଶ ଲୋକସଭା ଆରମ୍ଭରେ ସଦସ୍ୟଙ୍କ ଶପଥପାଠ ବେଳେ ଏଥର ଗୃହରେ ଦେଖିବାକୁ ମିଳିଥିଲା ଏମିତି ବିଚିତ୍ର ଦୃଶ୍ୟ। ଏପରିକି ଶପଥ ପାଠ ଶେଷରେ କେହି କେହି ସଦସ୍ୟ ନିଜ ଦଳର ସୁପ୍ରିମୋଙ୍କ...
ନଟ୍ଟିଂହାମ୍: ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣରଙ୍କ ଧୂଆଁଧାର ଶତକ ଓ ଉସମାନ୍ ଖୱାଜାଙ୍କ ବିସ୍ଫୋରକ ବ୍ୟାଟିଂକୁ ଆଧାର କରି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଚଳିତ ଆଇସିସି ବିଶ୍ୱକପର ବାଂଲାଦେଶ ବିପକ୍ଷ ମ୍ୟାଚରେ ୫୦ ଓଭରରେ ୫ ୱିକେଟ୍ ହରାଇ ୩୮୧ ରନ୍ କରିଛି। ଫଳରେ ବାଂଲାଦେଶକୁ ଏହି ମ୍ୟାଚ୍...