ନୀଳଗିରି : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳର ସେ ନୂଆ ସହଯୋଗୀ। ପଦ, କ୍ଷମତା ଓ ପତିଆରା କେଉଁଥିରେ ବି ଉଣା ନୁହଁନ୍ତି। ହେଲେ ଗାଁ ମାଟିରେ ପାଦ ରଖିଲେ ଏସବୁ ଯେମିତି ତୁଛ। ସେ ହେଉଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସଂସଦରେ ପାଦ ଦେବା ପରଠୁ...
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସରେ ଆୟୋଜକ ଭାରତ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଆଜି ଭାରତ ତା’ର ଦ୍ୱିତୀୟ ମ୍ୟାଚରେ ପୋଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ମ୍ୟାଚଟି ଏକ ସମୟରେ ୧-୧ ଗୋଲରେ ବରାବର ଥିଲା। କିନ୍ତୁ ଏହା...
ଭୁବନେଶ୍ୱର : ନିର୍ବାଚନ ଫଳ ଆସିବାର ମାସେ ନ ପୂରୁଣୁ ସବୁ ଦଳକୁ ପୁଣି ସଂଗଠନ ଚିନ୍ତା । ଦ୍ୱିତୀୟ ସ୍ଥାନକୁ ଉଠିଥିବା ବିଜେପି ନୂଆ ରାଜ୍ୟ ସଭାପତି ଓ ବିରୋଧୀ ଦଳ ନେତା ଚୟନ ସହିତ ମଜଭୁତ୍ ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ତୟାର ହେଉଛି...
କଟକ : କାହାର ହେବ ଯୋବ୍ରା ବ୍ୟାରେଜ? କିଏ କରିବ ଏକାକୀ ବ୍ୟବସାୟ ? କଟକରେ ମାଛ ବ୍ୟବସାୟକୁ ନେଇ ଦୀର୍ଘଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ଚାଲିଥିବା ଛକାପଞ୍ଝା ଶେଷରେ ନେଇଛି ହତ୍ୟାକାଣ୍ଡର ରୂପ। ଘରୁ ଡାକି ଆଣି ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା...
ଢେଙ୍କାନାଳ/ଭୁବନେଶ୍ୱର/ ଖୋର୍ଦ୍ଧା : ଢେଙ୍କାନାଳ ଅଳସୁଆ ହାଟରେ ପରିତ୍ୟକ୍ତ କାନ୍ଥ ଭୁଶୁଡ଼ି ୪ ଜଣଙ୍କ ମୃତ୍ୟୁ ଘଟଣାର ୩୦ ଘଣ୍ଟାରୁ ଅଧିକ ସମୟ ବିତିଲାଣି। ତଥାପି ନା କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ନା ଆରମ୍ଭ ହୋଇଛି ଅଘଟଣର କାରଣ ଖୋଜା। ସ୍ଥାନୀୟ ପୌରସଂସ୍ଥା କେବଳ କିଛି...
ପୁରୀ : ପୁରୀ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟିଭି ଚ୍ୟାନେଲ ଗୁଡ଼ିକ ଠାରୁ ଶ୍ରୀମନ୍ଦିର ପ୍ରଶାସନ ମଗାଇଥିବା ବିଡିଂକୁ ଆଜି ଅପରାହ୍ନରେ ଖୋଲାଯାଇଛି। ବିଡିଂ ପ୍ରକ୍ରିୟାରେ ଓଡ଼ିଆ ଓ ହିନ୍ଦୀ ସମେତ ମୋଟ ୭ଟି ଚ୍ୟାନେଲ ଅଂଶ ଗ୍ରହଣ କରିଥିଲେ। ସେଥିରେ ଓଡ଼ିଶାର ନମ୍ୱର ୱାନ୍ ନେଟ୍ୱାର୍କ ଓଟିଭିର...
ଭୁବନେଶ୍ୱର : ପୁଲିସ କବଜାରେ ଜ୍ୟୋତିଷ ୪୨୦। ବିଶ୍ୱାସ ଜନ୍ମାଇ ଜଣେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ସହ କାର ଠକି ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଜ୍ୟୋତିଷ ବିଶ୍ୱଜ୍ୟୋତି ଅରବିନ୍ଦ ମହାନ୍ତି। ଜଣେ ବ୍ୟବସାୟୀଙ୍କ ପାରିବାରିକ ସମ୍ପର୍କରେ ସୁଧାର ଆଣିବାକୁ ପ୍ରତିଶ୍ରୁତି ଦେଇ ତାଙ୍କ ପତ୍ନୀଙ୍କୁ...
ଭୁବନେଶ୍ୱର : ପ୍ରଶାସନିକ ସେବା କୋଚିଂ ଲାଗି ଏଣିକି ବାହାର ରାଜ୍ୟକୁ ଯିବାକୁ ପଡ଼ିବନି। ପ୍ରତିଭାବାନ ଆଶାୟୀଙ୍କୁ ଭୁବନେଶ୍ୱରରେ ଦିଆଯିବ ଉନ୍ନତମାନର କୋଚିଂ। ପ୍ରଶାସନିକ ସେବାରେ ଓଡ଼ିଆଙ୍କ ସଫଳତା ହାର କମୁଥିବାରୁ ଏଥିରେ ସୁଧାର ଆଣିବାକୁ ଅଣ୍ଟା ଭିଡ଼ିଛି ଉଚ୍ଚ ଶିକ୍ଷା ବିଭାଗ। ଜୁନ୍ ୨୪ରୁ ଆରମ୍ଭ ହେବ...
କଟକ : ଜୁଲାଇ ୪ ତାରିଖରେ ପଡ଼ୁଛି ମହାପ୍ରଭୁଙ୍କ ଘୋଷଯାତ୍ରା। ଏଥିପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଗମନାଗମନକୁ ଦୃଷ୍ଟିରେ ରଖି ପୁରୀକୁ ଅଧିକ ୨୦୦ ବସ୍ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଆଜି କେନ୍ଦ୍ରାଞ୍ଚଳ ଆର୍ଡିସି ଅନୀଲ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି...
ଇସ୍ଲାମାବାଦ : ନକଲି ବ୍ୟାଙ୍କ ଆକାଉଣ୍ଟ ଘଟଣାରେ ଆଜି ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲୀ ଜର୍ଦାରି ଗିରଫ ହୋଇଛନ୍ତି। ତାଙ୍କୁ ପାକିସ୍ତାନର ସବୁଠାରୁ ବଡ଼ ଦୁର୍ନୀତି ନିରୋଧ ସଂସ୍ଥା ଗିରଫ କରିଛି। ଜର୍ଦ୍ଦାରି ନକଲି ବ୍ୟାଙ୍କ ଆଉଣ୍ଟ ଖୋଲି ପାକିସ୍ତାନରୁ ବିଦେଶକୁ ଟଙ୍କା ପଠାଉଥିବା ଜଣାପଡ଼ିଛି। ଏକଥା...
ପଠାନକୋଟ : ବହୁଚର୍ଚ୍ଚିତ ଜମ୍ମୁ କଶ୍ମୀର କଠୁଆ ଗଣଦୁଷ୍କର୍ମ ମାମଲାର ପଠାନକୋଟର ସ୍ୱତନ୍ତ୍ର ଅଦାଲତା ଦଣ୍ଡାଦେଶ ଶୁଣାଣି କରିଛନ୍ତି। ତିନି ମୁଖ୍ୟ ଅଭିଯୁକ୍ତଙ୍କୁ ଆଜୀବନ କାରା ଦଣ୍ଡାଦେଶେ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ବିଶାଲ...
ବାରିପଦା (ମାଣିକଲାଲ ପାଣି) : ଭିଣୋଇ ପାଇଁ ମହଙ୍ଗା ପଡ଼ିଲା ଶାଳୀକୁ ଜବରଦସ୍ତ ଭଲ ପାଇବା। ଆଉ ତା’ପରେ ପ୍ରେମିକ ସହ ମିଶି ଭିଣୋଇଙ୍କୁ ମର୍ଡ଼ର କଲା ଶାଳୀ! ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି। ଅଭିଯୋଗ ପରେ ପୁଲିସ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ...
ବଲାଙ୍ଗିର( ମନୋରଞ୍ଜନ ଯୋଶୀ) : ପାଟଣାଗଡ଼ ବିଜେଡି ବିଧାୟକଙ୍କ ଦବଙ୍ଗଗିରିର ପ୍ରମାଣ ଲାଗିଛି ଜିଲ୍ଲାପାଳଙ୍କ ହାତରେ। ବିଧାୟକ ସରୋଜ ମେହେର ପିଡବ୍ଲୁଡିର କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଯେଭଳି ଭାବେ କାନ ଧରି ଉଠ୍ବସ୍ କରାଇଛନ୍ତି, ତାହାର ସବିଶେଷ ରିପୋର୍ଟ ପାଇଛନ୍ତି ଜିଲ୍ଲାପାଳ। ନିର୍ମାଣାଧିନ ରାସ୍ତାରେ ନିମ୍ନମାନର କାମ...
ରାୟଗଡ଼ା(ମନୋଜ ପାତ୍ର) : ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମାଆ ମଝିଘରିଆଣି ମନ୍ଦିରର ହୁଣ୍ଡି ଖୋଲାଯାଇଛି। ହୁଣ୍ଡିରୁ ଲକ୍ଷାଧିକ ଟଙ୍କା ଓ ବହୁ ସୁନା ରୂପା ଅଳଙ୍କାର ମିଳିଛି। ଟଙ୍କା ଗଣତି କାର୍ଯ୍ୟରେ ଲାଗିଛନ୍ତି ମନ୍ଦିର କର୍ମଚାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମନ୍ଦିର ଟ୍ରଷ୍ଟି, ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ କଡ଼ା...
ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୫ ତାରିଖରୁ ଆରମ୍ଭ ହେବ। ୩୦ଟି କାର୍ଯ୍ୟ ଦିବସ ଥିବା ଏହି ଅଧିବେଶନରେ ୨୦୧୯-୨୦୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରାଯିବ। ୨୫ ତାରିଖରେ ଅଧିବେଶନ ଆରମ୍ଭରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗୃହକୁ ସମ୍ବୋଧନ କରିବେ। ଏହାପରେ...