ଭୁବନେଶ୍ୱର : ଭିଜିଲାନ୍ସ ସ୍କାନରରେ ଶିକ୍ଷୟିତ୍ରୀ। ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ସରକାରୀ ଶିକ୍ଷୟିତ୍ରୀ ଗାୟତ୍ରୀ ତ୍ରିପାଠୀଙ୍କ ଘରେ ଚଢ଼ଉ କରିଛି ଭିଜିଲାନସ। ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଉଚ୍ଚଶିକ୍ଷା ବିଭାଗର ଅଡିଟର ଥିବା ତାଙ୍କ ସ୍ୱାମୀ ସୁଧୀର ଚନ୍ଦ୍ର ତ୍ରିପାଠୀ ମଧ୍ୟ ଆସିଛନ୍ତି...
ଭୁବନେଶ୍ୱର : ଭୁବନେଶ୍ୱରରେ ଖୋଲିଲା ଟୋୟୋ ବ୍ରାଣ୍ଡ ସାନିଟାରିର ଏକ୍ସକ୍ଲୁସିଭ ସୋରୁମ୍। ଭୁବନେଶ୍ୱରରେ ଏହା କମ୍ପାନୀର ଦ୍ୱିତୀୟ ସୋରୁମ ହୋଇଥିବା ବେଳେ ସାରା ରାଜ୍ୟରେ ୫୦ରୁ ଅଧିକ ଡିଲର ଅଛନ୍ତି। ଅତ୍ୟାଧୁନିକ ତଥା ଷ୍ଟାଇଲିସ ବାଥରୁମ ଫିଟିଙ୍ଗସ ପ୍ରସ୍ତୁତ କରୁଥିବା କମ୍ପାନୀ ଚଳିତ ବର୍ଷ ଓଡିଶାରେ ୧୨ କୋଟି...
ପୁରୀ : ଆଜି ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ରୁକ୍ମଣୀ ହରଣ ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ନୀତି ପରେ ମହାପ୍ରଭୁଙ୍କ ବିବାହ ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ବିବାହ ନୀତି ପାଇଁ ଶ୍ରୀମନ୍ଦିର ଉତ୍ସବ ମୁଖର ହେବ। ସିଂହଦ୍ଵାରରେ ବାଜିବ ତେଲେଙ୍ଗୀ ବାଇଦ...
ଅନୁଗୋଳ(ବିରଜା ଦାସ) : ଅନୁଗୋଳ ଜିଲ୍ଲା ସମଲ ବ୍ୟାରେଜ୍ ତଳମୁଣ୍ଡ ବ୍ରାହ୍ମଣୀ ନଦୀରେ ବୁଡ଼ି ଆଜି ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ କାହ୍ନୁ ମହାରଣା ଓ ଲଲା ନାଏକ। ସ୍ଥାନୀୟ ଲୋକ ଓ ଅଗ୍ନିଶମ କର୍ମଚାରୀ ନଦୀରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରି...
ନୟାଗଡ଼: ନୟାଗଡ଼ରେ ବୋମା ମାଡ଼। ଶରଣକୁଳ ଥାନା ଗୋଡ଼ିପଡ଼ାର ଏକ ଢାବା ଉପରେ ଗତକାଲି ରାତିରେ ବୋମାମାଡ଼ ହୋଇଛି। କିଛି ଦୁର୍ବୃତ୍ତ ଢାବା ଉପରେ ବୋମା ଫୋପାଡ଼ିବା ପରେ ୭ ହଜାର ଟଙ୍କା ଲୁଟ୍ କରି ନେଇଛନ୍ତି। ବୋମା ମାଡ଼ରେ ଢାବା ଭିତରେ ଥିବା ବାଇକ୍ ଜଳି ଯାଇଛି।...
ମୁମ୍ବାଇ: ଅଭିନେତ୍ରୀ ତନୁଶ୍ରୀ ଦତ୍ତ ବଲିଉଡ୍ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଆଣିଥିବା ଯୌନ ନିର୍ଯାତନା ମାମଲା ଏକ ପ୍ରକାରର ବନ୍ଦ ହୋଇଯାଇଛି। ଆଜି ମୁମ୍ବାଇ ପୁଲିସ୍ ତନୁଶ୍ରୀ ଆଣିଥିବା ଅଭିଯୋଗର ତଦନ୍ତ କରିସାରିବା ପରେ କୋର୍ଟଙ୍କୁ ଅବଗତ କରାଇଛି। ତଦନ୍ତ ବେଳେ ନାନାଙ୍କ ବିରୋଧରେ ଆସିଥିବା...
ଲଣ୍ଡନ : ଯାହା ଆଶଙ୍କା କରାଯାଉଥିଲା ସେୟା ହେଲା। ଭାରତ-ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ରେ ବର୍ଷା ବାଧକ ସାଜିଲା। ବର୍ଷା ଯୋଗୁ ଆଜି ଇଂଲଣ୍ଡର ନଟିଂହ୍ୟାମରେରେ ଖେଳାଯିବାକୁ ଥିବା ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମ୍ୟାଚ୍ରେ ବିଳମ୍ବ ହୋଇଛି। ବର୍ଷା ହେଉଥିବାରୁ ଖବର ଲେଖାଯିବା ସୁଦ୍ଧା ଟସ୍ ମଧ୍ୟ ପଡ଼ିପାରିନି। ନଟିଂହ୍ୟାମରେ ଗତକାଲି ରାତିରେ...
ପୁରୀ( ମଧୁସୂଦନ ମିଶ୍ର) : ଦୁଇଦିନ ଧରି ବାତ୍ୟା ଫୋନି ଜନିତ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଆଜି ରାଜ୍ୟ ସରକାରଙ୍କ ସହ ବୈଠକରେ ଆଲୋଚନା କରିଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା NDMAର ପ୍ରତିନିଧି ଦଳ। ବୈଠକ ପରେ NDMA ଟିମ୍ ସଦସ୍ୟ କମଲ କିଶୋର...
ସମ୍ବଲପୁର(ସଞ୍ଜୟ ଜେନା) : ନାବାଳକର ଚର୍ଚ୍ଚିତ କଳା କାରନାମା । ପ୍ରତିଷ୍ଠିତ ଲୋକଙ୍କ ନାଁ ରେ ନକଲି ଫେସବୁକ ଆକାଉଣ୍ଟ ଖୋଲି ବିଭିନ୍ନ ଆଳରେ ଟଙ୍କା ଓ ମୂଲ୍ୟବାନ ଜିନିଷ ହଡ଼ପ। ନିଜକୁ ଭିଆଇପି ଓ ମନ୍ତ୍ରୀ ପରିଚୟ ଦେଇ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ସମ୍ବଲପୁରରୁ...
ଭୁବନେଶ୍ୱର : ଚଳିତ ଶିକ୍ଷା ବର୍ଷରୁ ସବୁ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଏକକ ସିଲାବସ୍। ଅଣ୍ଡର ଗ୍ରାଜୁଏଟ ପାଠ୍ୟକ୍ରମରେ ଏହି ବ୍ୟବସ୍ଥା ଲାଗୁ ହେବ। ଆଜି ଏନେଇ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ଏକକ ସିଲାବସ୍ ଦ୍ୱାରା ଛାତ୍ର ଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଏହା ଫଳପ୍ରଦ...
ଟଣ୍ଟନ: ଚଳିତ ବିଶ୍ୱକପର ୧୭ତମ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ପାକିସ୍ତାନ। ଏହି ମ୍ୟାଚରେ ଡେଭିଡ୍ ୱାର୍ଣ୍ଣରଙ୍କ ଶତକ ଓ ବୋଲରଙ୍କ ସଫଳ ପ୍ରଦର୍ଶନ ବଳରେ ଅଷ୍ଟ୍ରେଲିଆ ୪୧ ରନରେ ପାକିସ୍ତାନକୁ ପରାସ୍ତ କରି ବିଜୟଧାରାକୁ ଫେରିଛି। ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ନିର୍ଦ୍ଧାରିତ...
ନୂଆଦିଲ୍ଲୀ : ଆଧାର କାର୍ଡ ପ୍ରଚଳନକୁ ଲୋକାଭିମୁଖି କରିବା ପାଇଁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଛି। ଆଧାର ସମ୍ପର୍କିତ ଆଇନକୁ କ୍ୟାବିନେଟ୍ର ଅନୁମୋଦନ ମିଳିଛି। ୨୦୧୯ ମାର୍ଚ୍ଚରେ ଲାଗୁ ଅଧ୍ୟାଦେଶ ବଦଳରେ ଆସିବ ଆଧାର ବିଲ୍। ଅଧ୍ୟାଦେଶରେ ଥିବା ବ୍ୟବସ୍ଥା ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ହୋଇଥିବାବେଳେ ଆଧାର ବିଲ୍ ଲୋକଙ୍କ...
ଭୁବନେଶ୍ୱର : ପୁସ୍ତକ ଓ ଉପନ୍ୟାସ ପଢ଼ିବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରିବା ସହ ଲେଖକ ଓ ଗାଳ୍ପିକଙ୍କ ସହ ସିଧାସଳଖ ଯୋଡ଼ି ହେବାର ଉଦ୍ଦେଶ୍ୟ ନେଇ ପ୍ରଭାକେତନ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ...
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ବୁଧବାର ତତ୍କାଳ ଟ୍ରିପଲ୍ ତଲାକ୍ ବିଲ୍କୁ ଆଜି ଅନୁମୋଦନ ମିଳିଛି। ଏହି ବିଲ୍ କ୍ୟାବିନେଟ୍ର ଅନୁମୋଦନ ପାଇଥିବା ବିଷୟରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି। ଗତ ଫେବୃଆରୀ ମାସରେ...