ବାଲେଶ୍ୱର : ପୋଖରୀରେ ବୁଡ଼ି ୨ ଝିଅଙ୍କ ସଲିଳ ସମାଧି। ବାଲେଶ୍ୱର ବସ୍ତା ଥାନା ଅନ୍ତର୍ଗତ ବଗଚରା ଗାଁରେ ପୋଖରୀରେ ବୁଡି ଦୁଇ ଝିଅଙ୍କ ମୃତ୍ୟୁ ଘଟିଛି। ବଗଚରା ଗାଁର ଅନୁଗୁଳ ପ୍ରମାଣିକଙ୍କ ୬ ବର୍ଷୀୟ ଝିଅ ବର୍ଷା ଏବଂ ତାଙ୍କ ସମ୍ପର୍କୀୟ ୬ ବର୍ଷୀୟା ମାମା ଜେନାର...
ଲଣ୍ଡନ : ଚଳିତ ବିଶ୍ୱକପରେ ଶୁକ୍ରବାର ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ଶ୍ରୀଲଙ୍କା ଆୟୋଜକ ଇଂଲଣ୍ଡକୁ ପରାସ୍ତ କରିଛି। ଶ୍ରୀଲଙ୍କା ଏହା ପୂର୍ବରୁ ୨୦୧୧ ଓ ୨୦୧୫ ବିଶ୍ୱକପରେ ମଧ୍ୟ ଇଂଲଣ୍ଡକୁ ହରାଇଥିଲା। ତେବେ ୧୯୮୩ ବିଶ୍ୱକପରେ ଶ୍ରୀଲଙ୍କା ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଥିଲା। କିନ୍ତୁ ଶୁକ୍ରବାର ଶ୍ରୀଲଙ୍କା...
କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଗ୍ରାମାଞ୍ଚଳ ବିକାଶ ନାଁରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ, ଦୁର୍ଗମ ଅଂଚଳରେ ଅପହଞ୍ଚ ସୁବିଧା ସୁଯୋଗ ଲୋକଙ୍କ ନିକଟକୁ ପହଞ୍ଚି ପାରୁନାହିଁ। ସରକାରୀ ଯୋଜନା ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ପଡିଛି। ଗାଁରେ...
ବାଙ୍କୀ (ସଂଜୀବ କୁମାର ନାୟକ) : ଚାଷୀ ଓ ବ୍ୟବସାୟୀଙ୍କୁ ବଜାର ବ୍ୟବସ୍ଥା ଯୋଗାଇଦେବାକୁ ସରକାରଙ୍କ ତରଫରୁ ଅନେକ ପ୍ରୟାସ କରାଯାଉଛି। ହେଲେ ବାଙ୍କୀରେ ରାସ୍ତା ଉପରେ ପରିବା ବିକ୍ରି କରୁଛନ୍ତି ବ୍ୟବସାୟୀ। ପରିବା ହାଟ ରାସ୍ତାରେ ଗୋଟେ ପଟେ ଗାଡ଼ି ମୋଟର ଯାଆସ କରୁଛି। ଆଉ ଅନ୍ୟପଟେ...
ଭୁବନେଶ୍ୱର : ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀ, ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ଏବଂ ମୁଖ୍ୟ ସଚିବଙ୍କ ସହ ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ। ସେପଟେ ପ୍ରାକୃତିକ...
ଭୁବନେଶ୍ୱର : ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେପି ପ୍ରାର୍ଥୀ କରିବା ଓ ବିଜେଡିର ସମର୍ଥନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ବରିଷ୍ଠ ବିଜେପି ନେତା ଦାମୋଦର ରାଉତ କହିଛନ୍ତି ନିର୍ବାଚନ ସରିବା ପରେ ରାଜ୍ୟରେ ଡବଲ ଇଂଜିନ ସରକାର ହୋଇଗଲା। ଏହା ସହ ସେ କହିଛନ୍ତି, ଦିଲ୍ଲୀରେ ବୈଷ୍ଣବଙ୍କ ବେଶ୍ ଭଲ...
ସାଉଥାମ୍ପଟନ୍: ଏଠାରେ ଚାଲିଥିବା ଭାରତ ଓ ଆଫଗାନିସ୍ତାନ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପ୍ରାରମ୍ଭିକ ଝଟକା ଲାଗିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ଫର୍ମରେ ଥିବା ରୋହିତ୍ ଶର୍ମା ମାତ୍ର ୧ ରନ୍ କରି ଆଉଟ୍ ହୋଇଛନ୍ତି । ତାଙ୍କୁ ଆଫଗାନିସ୍ତାନ ସ୍ପିନର ମୁଜୀବ-ଉର୍-ରେହମାନ୍ କ୍ଲିନ୍ ବୋଲ୍ଡ କରିଛନ୍ତି...
ଲିଡ୍ସ: ଲସିଥ୍ ମାଲିଙ୍ଗାଙ୍କ ଘାତକ ବୋଲିଂକୁ ଆଧାର କରି ଶ୍ରୀଲଙ୍କା ଚଳିତ ବିଶ୍ୱକପର ୨୭ତମ ମ୍ୟାଚରେ ଆୟୋଜକ ତଥା ଟାଇଟଲ୍ ଫେଭରିଟ୍ ଇଂଲଣ୍ଡକୁ ୨୦ ରନରେ ହରାଇ ବିପର୍ଯ୍ୟୟ ଘଟାଇଛି। ହେଡିଂଲେରେ ଅନୁଷ୍ଠିତ ଏହି ମ୍ୟାଚରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍...
ଭୁବନେଶ୍ୱର: “ଗଙ୍ଗା ନଦୀ ଭଳି କାବେରୀ, ପେରିଆର୍, ନର୍ମଦା, ଯମୁନା, ମହାନଦୀ, ଗୋଦାବରୀ ନଦୀଗୁଡ଼ିକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ସରକାର ଉଦ୍ୟମ କରନ୍ତୁ।” ଗତକାଲି ସଂସଦରେ ମିଳିତ ଅଧିବେଶନକୁ ସମ୍ବୋଧନ ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି। ଏହା ପରେ ଚର୍ଚ୍ଚାକୁ ଆସିଛି ମହାନଦୀରେ ପ୍ରଦୂଷଣ...
ଭୁବନେଶ୍ୱର : ରାଜ୍ୟରେ ୧୦୦ଟି ମେଡିକାଲ ସିଟ୍ ବୃଦ୍ଧି ପାଇଁ ମେଡିକାଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ (MCI) ଅନୁମତି ଦେଇଛି। ଅର୍ଥନୈତିକ ଦୁର୍ବଳ ଶ୍ରେଣୀ କୋଟାରେ ନାମଲେଖା ପାଇଁ ଏହି ସିଟ୍ ବୃଦ୍ଧି କରାଯାଇଛି। ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସବୁ...
ଭୁବନେଶ୍ୱର : କଂଗ୍ରେସକୁ ପଛରେ ପକାଇ ପ୍ରଥମଥର ପାଇଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ପାଲଟିଥିବା ବିଜେପିର ବିଧାୟକ ଦଳର ବୈଠକ ଆସନ୍ତା ୨୩ତାରିଖରେ ଅନୁଷ୍ଠିତ ହେବ। ସମ୍ବଲପୁର ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ବିଜେପି ନିଜର ବିଧାୟକ ଦଳ ନେତା ତଥା ବିରୋଧୀ ଦଳ ନେତା ଭାବେ...
ସାଉଥାମ୍ପଟନ୍ : ପାକିସ୍ତାନ ବିପକ୍ଷ ବିଜୟ ଏବଂ ପାଞ୍ଚଦିନର ଲମ୍ବା ବ୍ରେକ୍ ପରେ ଟିମ୍ ଇଣ୍ଡିଆ ପୁଣିଥରେ କ୍ରିକେଟ୍ ମଇଦାନକୁ ଫେରିଛି। ଚଳିତ ବିଶ୍ୱକପରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଶନିବାର ତା’ର ପଞ୍ଚମ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ଆହତ ସମସ୍ୟା ସତ୍ତ୍ୱେ ଟିମ୍ ଇଣ୍ଡିଆ ଏହି...
ଭୁବନେଶ୍ୱର : ୧୯୯୪ ବ୍ୟାଚ୍ ଓଡ଼ିଶା କ୍ୟାଡରର ପୂର୍ବତନ ଆଇଏଏସ ଅଶ୍ୱିନୀ ବୈଷ୍ଣବ କେଉଁ ଦଳର ପ୍ରାର୍ଥୀ ତାକୁ ନେଇ ସଂଶୟ ଲାଗି ରହିଥିବାବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ପଷ୍ଟୀକରଣ ଦେଇଛନ୍ତି। ଶ୍ରୀ ବୈଷ୍ଣବ ବିଜେଡିର ରାଜ୍ୟସଭା ପ୍ରାର୍ଥୀ ବୋଲି ନବୀନ ଘୋଷଣା...
ବ୍ରହ୍ମଗିରି/ ପୁରୀ /ଖୋର୍ଦ୍ଧା : ସରିଲା ଲମ୍ବା ଛୁଟିର ମଉଜ। ବାଜିଲା ସ୍କୁଲ ବେଲ୍। ପୁଣି ଥରେ ପିଲାଙ୍କ କଳରବରେ ମୁଖରିତ ବିଦ୍ୟାଳୟର ଚତୁର୍ଦ୍ଦିଗ। ହେଲେ ନା ଥିଲା ପୂର୍ଣ୍ଣ ଉପସ୍ଥାନ ନା ଥିଲା ଶିକ୍ଷା ଉପଯୋଗୀ ପରିବେଶ। ଚାରିଆଡ଼େ କେବଳ ଧ୍ୱଂସସ୍ତୁପର ପାହାଡ଼। ଦେଢ଼ମାସ ତଳର ଫୋନି...
ଭୁବନେଶ୍ୱର : ରାଜ୍ୟ ସରକାର ଆଜି ପ୍ରଶାସନିକସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ୯ ଜଣ ଜିଲ୍ଲାପାଳଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ଓ ବିଧାନସଭା ସଚିବ ପଦରେ ନୂଆ ଅଫିସରଙ୍କୁ ଅବସ୍ଥାପିତ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିରଞ୍ଜନ ସାହୁଙ୍କୁ...
ଭୁବନେଶ୍ୱର : ଜମ୍ମୁ-କଶ୍ମୀରରେ ସହିଦ ଯବାନ ଅଜିତ୍ ସାହୁଙ୍କ ମରଶରୀରରେ ବିଜେଡି ପତାକା ଘଟଣାରେ ବିଜେଡିର କାର୍ଯ୍ୟାନୁଷ୍ଠାନ। ଏହି ଘଟଣାରେ ୩ ଦଳୀୟ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେଡି। କଟକ ଜିଲ୍ଲାର ବିନୋଦ କୁମାର ମାଝୀ, ସନ୍ତୋଷ କୁମାର ସାହୁ ଏବଂ ଗୋବର୍ଦ୍ଧନ ଦାସଙ୍କୁ ଦଳରୁ ନିଲମ୍ବିତ...