• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ajit
ଆଜି ଆସିବନି ସହିଦ୍‌ ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କ ମରଶରୀର

ଭୁବନେଶ୍ୱର : ପୁଲଓ୍ୱାମାରେ ଆଇଇଡି ବ୍ଲାଷ୍ଟରେ ସହିଦ୍‌ ଓଡ଼ିଆ ଯବାନ ଅଜିତ୍‌ ସାହୁଙ୍କ ମରଶରୀର ଆସନ୍ତାକାଲି ଓଡ଼ିଶା ଆସିବ। ଆଜି ଆସିବାର ଥିଲା। କିନ୍ତୁ ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଆଜି ଆସିପାରିବନି ବୋଲି ସୂଚନା ଦେଇଛନ୍ତି ଢେଙ୍କାନାଳ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଶଶାଙ୍କ ମିଶ୍ର। ଏବେ ପାଟନାରେ...

dama
କିଛି ଦିନର ନିରବତା ପରେ ନବୀନଙ୍କୁ ଦାମ ବାଣ

ଭୁବନେଶ୍ୱର : କିଛି ଦିନ ତଳେ କେନ୍ଦ୍ରାପଡ଼ାର ଅଧିଷ୍ଠାତା ଦେବତା ଶ୍ରୀ ବଳଦେବଜୀଉଙ୍କୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦର୍ଶନ କରିଥିଲେ। ନବୀନଙ୍କ ଏହି ଦର୍ଶନ ପଛର ଗୁମର ଖୋଲିଛନ୍ତି ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ। ଡା. ରାଉତ କହିଛନ୍ତି, “ବୈଜୟନ୍ତ ପଣ୍ଡା,...

house
ରାଜ୍ୟରେ କଚ୍ଛପ ଗତିରେ ଚାଲିଛି PMAY ଗୃହ ନିର୍ମାଣ

ଭୁବନେଶ୍ୱର : କଚ୍ଛପ ଗତିରେ ଚାଲିଛି ସହରୀ ଗରିବଙ୍କୁ ପକ୍କାଘର ଦେବାପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ଯୋଜନାର ୪ ବର୍ଷ ପରେ ମଂଜୁର ହୋଇଥିବାର ଘରରୁ ମାତ୍ର ୨୦ ପ୍ରତିଶତ ଘର ନିର୍ମାଣ ହୋଇପାରିଛି। ଏମିତିକି କାର୍ଯ୍ୟାଦେଶ ମିଳିବା ପରେ ବି ପ୍ରଶାସନିକ ଅବହେଳା ଯୋଗୁଁ...

naveen
ଏକକ ନିର୍ବାଚନ ପ୍ରସ୍ତାବକୁ ନବୀନଙ୍କ ସମର୍ଥନ

ନୂଆଦିଲ୍ଲୀ : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ। ଏ ପ୍ରସଙ୍ଗ ସହ ଆଉ ୪ଟି ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକାଇଥିବା ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି। ଏଥିରେ ସଂସଦର କାର୍ଯ୍ୟ ଧାରାକୁ ଫଳପ୍ରଦ କରିବା, ସ୍ୱାଧୀନତାର ୭୫ ବର୍ଷ ଅବସରରେ ନୂତନ ଭାରତ ଗଠନ, ମହାତ୍ମା ଗାନ୍ଧୀଙ୍କ...

earthwake
ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର କିଛି ଜାଗାରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସମ୍ବଲପୁର, ଝାରସୁଗୁଡ଼ା, କୁଚିଣ୍ଡା ଓ ବଣାଇରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିଲା। ସେହିପରି ରାଉରକେଲା ଓ ଦେବଗଡ଼ରେ ମଧ୍ୟ ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ...

bag
ଦିନେ ଦାଦନ ଖଟି ନ ଗଲେ ଘରେ ଚୁଳି ଜଳୁନଥିଲା, ଏବେ ମିଳିଯାଇଛି ରୋଜଗାରର ପନ୍ଥା

କୋରାପୁଟ( ସୂର୍ଯ୍ୟ ନାରାୟଣ ପଣ୍ଡା) : ଦିନେ ଦାଦନ ଖଟି ନ ଗଲେ ଘରେ ଚୁଳି ଜଳିବା ମୁସ୍କିଲ ହୋଇପଡୁଥିଲା। କିନ୍ତୁ ଏବେ ସମୟ ସହ ତାଳ ଦେଇ ନିଜ ଅଞ୍ଚଳରେ ରୋଜଗାରର ପନ୍ଥା ଖୋଜିଛନ୍ତି ଲୋକେ। ବଜାରରୁ ସିମେଣ୍ଟ ଓ ଚିଙ୍ଗୁଡ଼ି ପାଇଁ ଆସୁଥିବା ଖାଦ୍ୟ ବସ୍ତା...

hotel
ମଦ କାରବାରକୁ ବିରୋଧ କରି ତାତିଲେ ମହିଳା

ସୋର (ଶଶିକାନ୍ତ ବେହେରା): ତାତିଲେ ମହିଳା। ହୋଟେଲ ଭିତରେ ମଦ ବୋତଲ ଭାଙ୍ଗିବା ସହିତ ନିଆଁ ଲଗାଇ ଦେଇଛନ୍ତି। ଆଜି ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଅନ୍ୟ ଏକ ଘଟଣାରେ ଅବକାରୀ ବିଭାଗ ଆଜି ୧୪,୦୦ ଲିଟର ସ୍ପିରିଟ୍ ଜବତ କରିଛି। ମାତ୍ର ସ୍ପିରିଟ୍ ରଖିବା ଘର...

dhawan
ବିଶ୍ୱକପ୍‌ରୁ ଧୱନ ଆଉଟ୍‌

ଲଣ୍ଡନ : ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆକୁ ଜବରଦସ୍ତ ଝଟ୍‌କା ଲାଗିଛି। ଆହତ ସମସ୍ୟା ଯୋଗୁ ବିଶ୍ୱକପ୍‌ ୨୦୧୯ରୁ ସଂପୂର୍ଣ୍ଣ ରୂପେ ବାଦ ପଡ଼ିଛନ୍ତି ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ। ଆଜି ବିସିସିଆଇ ଓ ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଧୱନ ବିଶ୍ୱକପ୍‌ ସ୍କ୍ୱାଡ୍‌ରୁ...

ojee
ଜଳଖିଆ ଦୋକାନରୁ OJEE ଟପ୍ପର

କେନ୍ଦୁଝର : ଜଳଖିଆ ଦୋକାନରୁ OJEE ଟପ୍ପର। ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ଭବପର। ଏହି କଥାକୁ ଆଜି ପ୍ରମାଣିତ କରିଛନ୍ତି କେନ୍ଦୁଝର ଘଟଗାଁ ବ୍ଲକ୍‌ ପିପିଳିଆ ଗାଁର ଭବାନୀ ଶଙ୍କର ବେହେରା। ବାପା ଗୁରୁ ଚରଣ ବେହେରାଙ୍କ ବରା ଦୋକାନରେ ସାହାଯ୍ୟ କରନ୍ତି ଭବାନୀ। ତେବେ...

rain
୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ୧୩ଟି ଜିଲ୍ଲାରେ ଧୂଳିଝଡ଼, ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ତେଣୁ ଅପରାହ୍ନ ୫ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି। ଏହି ଜିଲ୍ଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସମ୍ବଲପୁର,...

MAMATA
ମୁଣ୍ଡ ନୁଆଁଇଲେ ମମତା! ଆହତ ଡାକ୍ତରଙ୍କୁ ଭେଟିବେ

କୋଲକାତା : ପଶ୍ଚିମବଙ୍ଗର ଆନ୍ଦୋଳନରତ ଡାକ୍ତର ଜିଦରେ ଅଟଳ ରହିବା ପରେ ମୁଣ୍ଡ ନୁଆଁଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ସେ ମୃତ ରୋଗୀଙ୍କ ସମ୍ପର୍କୀୟଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ଭେଟିବେ ବୋଲି ସୂଚନା ରହିଛି। ଜଣେ ରୋଗୀର ମୃତ୍ୟୁ ହେବା ପରେ ଏନଆରଏସ ମେଡିକାଲ...

anubhaba
ଅନୁଭବଙ୍କ ଗିରଫ ଦାବିରେ ବିକ୍ଷୋଭ ; କୁଶପୁତ୍ତଳିକା ଦାହ ସହ ନାରା ଦେଲେ ବିଜେପି କର୍ମୀ

କଟକ : କେନ୍ଦ୍ରାପଡ଼ା ଲୋକସଭା ସାଂସଦ ଅନୁଭବ ମହାନ୍ତିଙ୍କ ଗିରଫ ଦାବିରେ ରାଜ୍ୟ ବିଜେପିର ବିକ୍ଷୋଭ। କଟକ ନଗର ବିଜେପି ପକ୍ଷରୁ ଗୌରୀଶଙ୍କର ପାର୍କ ପାଖରେ ପ୍ଲାକାର୍ଡ ଧରି ସାଂସଦ ଅନୁଭବଙ୍କ ବିରୋଧରେ ନାରା ଦେବା ସହ ଗିରଫ ଦାବି କରିଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଓ ଅନୁଭବଙ୍କ କୁଶ...

wine
୫୦ ପେଟିରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ନାଉଗାଁ ଥାନା ଅନ୍ତର୍ଗତ ଗୋଠଦା ମଠ ନିକଟରୁ ୫୦ ପେଟିରୁ ଊର୍ଦ୍ଧ୍ୱ ଦେଶୀ ଓ ବିଦେଶୀ ମଦ ଜବତ କରିଛି ପୁଲିସ୍। ଏକ ବୋଲେରୋରେ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ୍ ଏଗୁଡ଼ିକୁ ଜବତ କରିଥିଲା। ବୋଲେରୋରେ ମଦ ଚୋରା ଚାଲାଣ ହେଉଥିବା...

virat
ବିଶ୍ୱକପ୍‌ରେ କାଲି ମହା ମୁକାବିଲା ; ସାମ୍ନାସାମ୍ନି ହେବେ ଭାରତ-ପାକିସ୍ତାନ

ମାଞ୍ଚେଷ୍ଟର : ସୁପର ସଣ୍ଡେର ସୁପର ମୁକାବିଲା। ଆସନ୍ତାକାଲି ହେବ ମହାମୁକାବିଲା। ବିଶ୍ୱକପ୍‌ରେ ସାମ୍ନାସାମ୍ନି ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ-ପାକିସ୍ତାନ। ବିଗ୍ ଫାଇଟ ଆମୀର-ବିରାଟ ଟକ୍କର। ରୋହିତ୍ ଓ୍ୱାହାବ ସାମ୍ନାସାମ୍ନୀ। ମାଞ୍ଚେଷ୍ଟରରେ ମୁକାବିଲା। ପୁରୁଣା ଭେନ୍ୟୁ। ମୁକାବିଲା ଏମିତି ସେମିତି ନୁହେଁ । ଭାରତ-ପାକିସ୍ତାନ ମଧ୍ୟରେ ଟକ୍କର...

hangiing
ଇଂଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଶ୍ରୀବିହାର ସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକଙ୍କ ଘର କଟକର ନିଆଳି ଅଞ୍ଚଳରେ। ସେ ଇଞ୍ଜିନିୟରିଂ ପାସ୍ ଆଉଟ୍  ଛାତ୍ର ବୋଲି ଜଣାପଡ଼ିଛି। ପୁଲିସ୍‌ ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ୍ ଜବତ କରିଛି। ପୁଲିସ...