କଟକ : କଟକ ଶିଶୁଭବନରେ ଚିକିତ୍ସିତ ଢେଙ୍କାନାଳର ଯୋଡ଼ା ଶରୀର ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଏହି ଦୁଇ ଶିଶୁ ଖାଦ୍ୟ ଗ୍ରହଣ କରି ନ ଥିବା ଡାକ୍ତରଙ୍କ ସୂତ୍ରରୁ ଖବର ମିଳିଛି। ପୂର୍ବ ପରୀକ୍ଷାରୁ ଦୁଇ ଶିଶୁଙ୍କର ଗୋଟିଏ...
ସମ୍ୱଲପୁର (ସଞ୍ଜୟ ଜେନା): ଅପହରଣର ନାଟକ ରଚିଥିଲେ ଜଣେ ବ୍ୟବସାୟୀ। ଆଉ ଋଣ ଟଙ୍କା ଶୁଝିବା ପାଇଁ ପତ୍ନୀଙ୍କ ପାଖକୁ ଫୋନ୍ କରାଇ ନିଜ ଜାଲରେ ନିଜେ ପଡ଼ିଯାଇଥିଲେ। ଏପରି ଘଟଣା ସମ୍ୱଲପୁର ଜିଲ୍ଲା କ୍ଷେତରାଜପୁର ଥାନା ଅଞ୍ଚଳରେ ଘଟିଛି। ପୁଲିସ ମାଷ୍ଟରମାଇଣ୍ଡଙ୍କ ସହ ୩ ଜଣଙ୍କୁ ଗିରଫ...
ଲର୍ଡ୍ସ: ଚଳିତ ଆଇସିସି ବିଶ୍ୱକପର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ଭେଟିଛି। ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ବଡ଼ ସ୍କୋରର ଆବଶ୍ୟକ ଥିଲା। କିନ୍ତୁ ପାକିସ୍ତାନ ଟିମ୍ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୩୧୫ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ...
ଭୁବନେଶ୍ୱର : ଅସରାଏ ପାଣିରେ ବେହାଲ ରାଜଧାନୀ ଭୁବନେଶ୍ୱର। ପଦାରେ ପଡିଛି ସ୍ମାର୍ଟ ସିଟିର ଅସଲ ଚିତ୍ର। ଆଜି ଅସରାଏ ବର୍ଷାରେ ରାଜଧାନୀର ଅନେକ ସ୍ଥାନ ପାଲଟି ଯାଇଛି ଜଳାର୍ଣ୍ଣବ। ଖୋଦ୍ କମିଶନରେଟ୍ ପୁଲିସ ଅଫିସ ଆଗରେ ସୃଷ୍ଟି ହୋଇଛି ଜଳାଶୟ। ସେହିପରି ନୟାପଲ୍ଲୀ ବେହେରାସାହି, ଲକ୍ଷ୍ମୀସାଗର ଆଦି...
ପୁରୀ : ରଥାରୁଢ଼ ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ। ଗୋଟି ପହଣ୍ଡିରେ ଝୁଲି ଝୁଲି ଜନ୍ମବେଦୀକୁ ଯାଉଛନ୍ତି ଶ୍ରୀଜିଉ। ପ୍ରଥମେ ରାମକୃଷ୍ଣ, ମଦନ ମୋହନ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଛନ୍ତି। ତା ପରେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରା ଓ ଶେଷରେ କାଳିଆ ସାଆନ୍ତ ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି।...
ଆଳି : ସୁଦୂର ଆମେରିକାରୁ ବଢ଼ାଇଲେ ସହାୟତାର ହାତ। ସହୃଦୟ ବ୍ୟକ୍ତି ଦେଲେ ସହାୟତା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ନୂଆପଡ଼ା ଗାଁର ତାପସ ଦୀର୍ଘ ଦିନ ହେବ ବୋନ୍ ଟିବିରେ ଆକ୍ରାନ୍ତ । ଅର୍ଥ ଅଭାବରୁ ଚିକିତ୍ସିତ ହୋଇନପାରି ଘରେ ପଡିରହିଥିଲେ। ଭାଗ୍ୟକୁ ଆଦରି ଦିନ କାଟୁଥିଲେ।...
ଭୁବନେଶ୍ୱର : ମୋଦି ସରକାରଙ୍କର ୨ୟ ପାଳିରେ ଅର୍ଥମନ୍ତ୍ରୀ ସୀତାରମଣ ଯେଉଁ ପ୍ରଥମ ବଜେଟ୍ ଉପସ୍ଥାପନ କରିଛନ୍ତି ତାକୁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ତୀବ୍ର ସମାଲୋଚନା କରିଛି। ଏଥିରେ ମୋଦି ସରକାର ପେଟ୍ରୋଲ, ଡିଜେଲ ଲିଟର ପ୍ରତି ୧ ଟଙ୍କା ଅଧିକ ସେସ୍ ଲାଗୁ କରିଛନ୍ତି। ଏହା...
ମୋହନା : ଗଜପତି ଜିଲ୍ଲା ମୋହନା ବଜାରରେ ଅବ୍ୟବସ୍ଥିତ ଡ୍ରେନେଜ୍ ବ୍ୟବସ୍ଥା। ଫଳରେ ଦିନକୁ ଦିନ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଦୀର୍ଘ ବର୍ଷ ତଳେ ରାସ୍ତାର ଉଭୟ ପାର୍ଶ୍ୱରେ ଖୋଳାଯାଇଥିବା ଡ୍ରେନ୍ ଗୁଡିକର ମରାମତି କରାଯାଉନଥିବାରୁ ଏହା ପୋତି ହୋଇଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।...
ଢେଙ୍କାନାଳ (ରାଜଶ୍ରୀ ଶତପଥୀ): କୂଅରୁ ପାଣି କାଢ଼ୁଥିବା ବେଳେ ଜଣେ ମହିଳା କୂଅ ଭିତରେ ଗଳି ପଡ଼ିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ମହିଳାଙ୍କ ଜଣେ ଦୂର ସମ୍ପର୍କୀୟ ମଧ୍ୟ କୂଅରେ ପଡ଼ିଯାଇଥିଲେ। ଆଜି ଏପରି ଘଟଣା ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅଞ୍ଚଳରେ ଘଟିଛି। ଗୁଆଗରିଆ ଗାଁର ନଳିନୀ...
ହେଡିଙ୍ଗଲେ : ଆଫଗାନିସ୍ତାନର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଇକ୍ରାମ୍ ଅଲୀ ଖିଲ ନୂଆ କୀର୍ତ୍ତିମାନ କରିଛନ୍ତି। ଗୁରୁବାର ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ୧୮ ବର୍ଷୀୟ ଇକ୍ରାମ୍ ୯୨ ବଲରେ ୮୬ ରନର ଇନିଂସ୍ ଖେଳି ଭାରତର କିମ୍ବଦନ୍ତୀ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ୨୭ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି।...
ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ଶୁକ୍ରବାର ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯାଉଛି। ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ଅସମ୍ଭବ ବିଜୟ ଦରକାର। ଏହି ଆଧାରରେ ପାକିସ୍ତାନ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ବାଂଲାଦେଶକୁ ହରାଇବାକୁ ହେଲେ...
ସାଲେପୁର : ବର୍ଷା ଋତୁ ଆସିଯାଇଛି। ବର୍ଷା କେତେବେଳେ ହେବ କେତେବେଳେ ଛାଡ଼ିବ, ତାହା କହି ହେବ ନାହିଁ। ତେଣୁ ବର୍ଷା ଯୋଗୁ ଯେମିତି ଛାତ୍ରଛାତ୍ରୀମାନେ ସ୍କୁଲ୍ ଯିବାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ବାହାରପଡ଼ା ଗାଁର କିଛି ଯୁବକ ସେମାନଙ୍କ ଅଞ୍ଚଳର କିଛି ପିଲାଙ୍କୁ ଛତା ବାଣ୍ଟିଛନ୍ତି। ସେମାନେ...
ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ୍ ବାସୁଦେବପାଲି ଗାଁରୁ ୧୨ ଫୁଟ୍ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି। ଗାଁର ଜଣଙ୍କ ଘରକୁ ସାପଟି ପଶୁଥିବା ବେଳେ କିଛି ଲୋକେ ଦେଖିଥିଲେ। ଏନେଇ ସେମାନେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ।...
୧: ବଡ଼ ଆୟକାରୀଙ୍କ ଉପରେ ୩% ଓ ୭% ସରଚାର୍ଜ ପ୍ରସ୍ତାବ। ଯେଉଁମାନଙ୍କ ଆୟ ୨ରୁ ୫ କୋଟି ଓ ୫ କୋଟିରୁ ଅଧିକ, ସେମାନେ ଦେଶର ବିକାଶ ପାଇଁ ଅଧିକ ଟିକସ୍ ଦେବାକୁ ଅର୍ଥମନ୍ତ୍ରୀ ସୀତାରମଣ ଆହ୍ୱାନ ଦେଇଛନ୍ତି। ୨ରୁ ୫ କୋଟି ଆୟ ଯାଏ ଟିକସ...
ଲିଡ୍ସ: ଚଳିତ ଆଇସିସି ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ତା’ର ଶେଷ ମ୍ୟାଚରେ ଆଫଗାନିସ୍ତାନକୁ ୨୩ ରନରେ ପରାସ୍ତ କରି ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି। ହେଡିଙ୍ଗଲେରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍ ହରାଇ ୩୧୧ ରନ୍ କରିଥିଲା। ଜବାବରେ...