ରାଉରକେଲା : ସିସୋର କମ୍ପାନି ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କ ଆତ୍ମସମର୍ପଣ। ରାଉରକେଲା SDJMଙ୍କ କୋର୍ଟ ନିକଟରେ ଆତ୍ମସମର୍ପଣ କରିଛନ୍ତି ପ୍ରଶାନ୍ତ। ରଘୁନାଥପାଲ୍ଲୀ ଥାନାର ଏକ ଠକେଇ ମାମଲା ରହିଛି। ୨୦୧୩ ମସିହାରେ ରାଉରକେଲାର କୈଳାସ ଲେଙ୍କା ନାମକ ଏକ ବ୍ୟବସାୟୀଙ୍କଠାରୁ ପ୍ରଶାନ୍ତ ୭୫ ଲକ୍ଷ ଟଙ୍କା ନେଇ ଫେରାଇ...
ନୂଆପଡ଼ା : ନଳକୂଅରୁ ଆପେ ଆପେ ବାହାରୁଛି ପାଣି। ହ୍ୟାଣ୍ଡଲ ବ୍ୟବହାର କରିବାକୁ ପଡୁନାହିଁ। ଏହା ଆଜି କାଲି କିମ୍ବା ଦିନେ ଅଧେର କଥା ନୁହେଁ , ପୁରା ୫ ବର୍ଷ ହେଲାଣି ଏହି ନୂଳକୂଅରୁ ଆପେ ଆପେ ପାଣି ବାହାରୁଛି। ଏହି ନଳକୂଅ ଅଛି ନୂଆପଡ଼ା ଜିଲ୍ଲା...
ନୂଆଦିଲ୍ଲୀ: ଭାରତ-ଆମେରିକା ବନ୍ଧୁତ୍ୱରେ ସବୁଠାରୁ ବଡ଼ କାର୍ଯ୍ୟକ୍ରମ କୁହାଯାଉଥିବା ‘ହାଓଡି ମୋଦି’ ପାଇଁ ହୋଷ୍ଟନର ଏନ୍ଆରଜି ଷ୍ଟାଡଅମ୍ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ବିଶ୍ୱର ପୁରୁଣା ଏହି ଦୁଇ ଗଣତାନ୍ତ୍ରିକ ରାଷ୍ଟ୍ରର ମୁଖ୍ୟ ୫୦ ହଜାର ଭାରତୀୟ-ଆମେରିକୀୟଙ୍କ ସାମ୍ନାରେ ଆଜି ଅଭିଭାଷଣ...
ବେଙ୍ଗାଲୁରୁ : ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ଏବଂ କ୍ୟାପଟେନ୍ କ୍ୱିଣ୍ଟନ୍ ଡି’କକଙ୍କ ଦମଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ୯ ୱିକେଟରେ ପରାସ୍ତ କରି ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୧-୧ରେ ବରାବର କରିଛି। ସିରିଜର ପ୍ରଥମ ମ୍ୟାଚ୍...
ଭୁବନେଶ୍ୱର : ସଶସ୍ତ୍ର ଗଣ ବିପ୍ଳବର ଚିତ୍ର । ଯୁଦ୍ଧ ଆଉ ରକ୍ତପାତ। ସ୍ପଷ୍ଟ ବାରି ହେଉଛି ଗୋରା ସରକାର ବିରୋଧରେ ତୁମୁଳ ସଂଗ୍ରାମ ଓ ସଂଘର୍ଷର କାହାଣୀ । ଯାହାକୁ ଦର୍ଶାଯାଇଛି ଏକ ସିନେମାରେ। ଏହି ସିନେମାର ଟ୍ରେଲର, ଯାହାକୁ ନେଇ ଛିଡ଼ା ହୋଇଛି ବିବାଦ। ଓଡ଼ିଆଙ୍କ...
ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନ ପରେ ବିଜେଡିର ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିବାବେଳେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ପୁଣିଥରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ତାଙ୍କର ଉତ୍ତରାଧିକାରୀ କିଏ ହେବ ତାହା ଓଡ଼ିଶାବାସୀ ଚୟନ...
ଭୁବନେଶ୍ୱର : କାଳିଆ ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ କେବଳ ସଭା ଓ ପ୍ରଚାରରେ ରାଜ୍ୟ ସରକାର ଖର୍ଚ୍ଚ କରିଛନ୍ତି ୫୦ କୋଟିରୁ ଅଧିକ ଟଙ୍କା। ଏମିତିକି ମୁଖ୍ୟମନ୍ତ୍ରୀଙ୍କ ସଭାକୁ ଲୋକ ବୋହି ନେବାକୁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା। ଗୋଟିଏ ଜିଲ୍ଲାରୁ ଆଉ ଗୋଟିଏ ଜିଲ୍ଲାକୁ...
ଜୟପୁର( ଟି.ଗୌରୀ ଶଙ୍କର) : ଯେଉଁ ବୟସରେ ହାତ କାଗଜ କଲମ ଧରିବା କଥା, ସେହି ହାତ ଆଜି ଧରୁଛି ଏକ୍ସିଲେଟର। ସବୁ ବାଧା ବିଘ୍ନକୁ ଭୁଲି ଅଟୋ ଚଲାଇବା ସହ କରୁଛନ୍ତି ପରିବାର ପୋଷଣ। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ଖଜୁରିଗୁଡାର ମହିଳା ଅଟୋ ଡ୍ରାଇଭର ସୁଲତା...
ଜୟପୁର : ଲଟେରି ନାଁରେ ଯୁବକଙ୍କଠାରୁ ୩ଲକ୍ଷରୁ ଅଧିକ ଟଙ୍କା ଠକେଇ। ୨୫ ଲକ୍ଷ ଟଙ୍କା ଲୋଭରେ ଲକ୍ଷାଧିକ ଟଙ୍କା ହରାଇଲେ ଯୁବକ। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଦାମନଯୋଡି ନିକଟସ୍ଥ ମାଳିଗୁଡାରେ। ଅଭିଯୋଗ ଅନୁସାରେ କିଛି ଦିନ ତଳେ ମୁମ୍ବାଇର ରାଣା ପ୍ରତାପ ସିଂ ନାମକ...
ଖୋର୍ଦ୍ଧା : ଗ୍ରାହକ ସାଜି ଗହଣା ଦୋକାନରୁ ଲୁଟ୍। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଠାରୁ ମାତ୍ର ୧୦୦ମିଟର ଦୂର ଗହଣା ଦୋକାନରୁ ଦିନ ଦ୍ୱିପ୍ରହରରେ ହୋଇଛି ଲୁଟ୍। ବାଣପୁର ସହରର ଭଗବତୀ ଜୁଏଲାରୀରେ ପ୍ରଥମେ ଜଣେ ବ୍ୟକ୍ତି ଗ୍ରାହକ ସାଜି ୨୦ ହଜାର ଟଙ୍କାର ସୁନା କିଣିଲେ।...
ଭୁବନେଶ୍ୱର : ପୁଣି କନ୍ଦାଇଲା ପିଆଜ। ଗତ କିଛି ଦିନ ଧରି ଅହେତୁକ ଭାବେ ବଢୁଥିବା ପିଆଜ କିଲୋ ପ୍ରତି ଦର ଏବେ ୫୦ ଟଙ୍କା ଟପିଛି। କଟକ, ଭୁବନେଶ୍ୱର, ବାଲେଶ୍ୱର ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଚଢ଼ା ଦରରେ ପିଆଜ କିଣୁଛନ୍ତି ଗ୍ରାହକ। ତେବେ ପିଆଜର...
ଉଦଳା ( ମାନସ ପାଣି) : ଭୂତ ଭୟରେ ହଷ୍ଟେଲ ଛାଡ଼ିଲେ ୫ ଛାତ୍ର। ଏଭଳି ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ଉଦଳା ଖଇରା ବାଞ୍ଛାକଳ୍ପ ସଂସ୍କୃତ ବିଦ୍ୟାପୀଠରେ। ଆଜି ଭୋର୍ରୁ କାହାକୁ ନଜଣାଇ ସ୍କୁଲ ହଷ୍ଟେଲର ୫ ଛାତ୍ର ପଳାଇ ଆସିଥିବା ଅଭିଯୋଗ ହୋଇଛି। ତେବେ ଉଦଳା...
ରାଉରକେଲା : ପୁଣି ଖାକିରେ ଲାଗିଲା ଦାଗ। ରାଉରକେଲା ଅବକାରୀ ବିଭାଗରେ କାର୍ଯ୍ୟରତ ଜଣେ ଏସ.ଆଇଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ। ଏକ୍ସସାଇଜ ଏସଆଇ ସୂର୍ଯ୍ୟ ନାରାୟଣ ରଥଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି ରାଉରକେଲା ଅବକାରୀ ବିଭାଗ ଅଫିସର ଜଣେ ମହିଳା କନଷ୍ଟେବଲ। ମହିଳା କନଷ୍ଟେବଲ ଅଭିଯୋଗରେ କହିଛନ୍ତି,...
ଭୁବନେଶ୍ୱର : ଉପନିର୍ବାଚନ ବିଗୁଲ ବାଜିବା ପରେ ପୁଣି ପଲିଟିକାଲ୍ ହଟ୍ସ୍ପଟ୍ ପାଲଟୁଛି ବିଜେପୁର। କେଉଁ ଦଳ କେଉଁ ଯୋଦ୍ଧାକୁ ମୈଦାନ୍କୁ ଓହ୍ଲାଇବେ ତା ଉପରେ ତ ନଜର ରହିଛି, ହେଲେ ସବୁଠୁ ଅଧିକ ଫୋକସ୍ ବିଜେପି-ବିଜେଡି ଲଢ଼େଇକୁ ନେଇ। ବିଭିନ୍ନ ଜାତୀୟ ପ୍ରସଙ୍ଗକୁ ନେଇ ଦୁଇ ଦଳ...
ବଦଳୁଥିବା ଲାଇଫ ଷ୍ଟାଇଲ ଏବଂ ଭୁଲ ଖାଦ୍ୟ ପାନୀୟ କାରଣରୁ ପ୍ରତି ୧୦ ଜଣଙ୍କ ମଧ୍ୟରୁ ୮ ଜଣ ମୋଟାପାର ସମ୍ମୁଖୀନ ହୋଇଥାନ୍ତି । କିଛି ଲୋକଙ୍କ ଚର୍ବି ଅଧିକ ହୋଇ ପେଟ ବଢିଯାଇଥାଏ , ଏହା ଦ୍ୱାରା ତାଙ୍କ ଚେହେରା ବଦଳି ଯାଏ। ଖରାପ ଦେଖାଯାଏ। ଏହା...