• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

police
ପୁଲିସ ହେପାଜତରେ ପୁଣି ମୃତ୍ୟୁ ଅଭିଯୋଗ

ପଟ୍ଟାମୁଣ୍ଡାଇ  : ପୁଲିସ ହେପାଜତରେ ମୃତ୍ୟୁ ଆଶଙ୍କାକୁ ନେଇ ଉତ୍ତେଜନା । ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ। ଅରଡପଲ୍ଲୀ ଗାଁର ଜଣେ ବ୍ୟକ୍ତିଙ୍କୁ ପୁଲିସ ପିଟିପିଟି ମାରିଦେଇଥିବା ଆଶଙ୍କା କରିଛନ୍ତି ପରିବାର ଲୋକେ। ତାସହ ଗ୍ରାମବାସୀଙ୍କ ସହ ମିଶି ପଟ୍ଟାମୁଣ୍ଡାଇ ଥାନା ଘେରାଉ କରିଛନ୍ତି। ସୁଶାନ୍ତ...

modi-mamata
ଦିଲ୍ଲୀରେ ମୋଦି-ମମତାଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ : ସାଧାରଣ ନିର୍ବାଚନ ପରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ମୋଦି-ମମତା ଭେଟାଭେଟି।  ଆଜି ପ୍ରଧାନମନ୍ତ୍ରୀଙ୍କୁ ଭେଟି ପଶ୍ଚିମବଙ୍ଗର ନାଁ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏ ନେଇ ପ୍ରଧାନମନ୍ତ୍ରୀଙ୍କଠାରୁ ସକାରାତ୍ମକ ଉତ୍ତର ମିଳିଥିବା କହିଛନ୍ତି ମମତା।  ଏଥିସହ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗରେ ମଧ୍ୟ...

school
ସବୁ ସ୍କୁଲ୍‌ ପିଲାଙ୍କୁ ମିଳିବ ଜୋତା, ଡ୍ରେସ୍‌

ଭୁବନେଶ୍ୱର : ଏଣିକି କେବଳ ଗରିବ ପରିବାରର ନୁହେଁ, ସବୁ ବର୍ଗର ପିଲାଙ୍କୁ ସ୍କୁଲରେ ମିଳିବ ଜୋତା ଓ ଡ୍ରେସ୍।  ସବୁ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ପୋଷାକ ସହ ଜୋତା ପ୍ରଦାନ କରାଯିବାକୁ ସରକାର ନିଷ୍ପତ୍ତି ନେଇଥିବା ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା...

kohali
ଦ୍ୱିତୀୟ ଟି-୨୦: ଭାରତ ଆଗରେ ୧୫୦ ରନର ଟାର୍ଗେଟ୍

ମୋହାଲି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯାଉଛି। ଉକ୍ତ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବା ପାଇଁ ସୁଯୋଗ ପାଇଥିବା ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୫ ୱିକେଟ୍ ହରାଇ ୧୪୯ ରନ୍ କରିଛି । ଫଳରେ ଭାରତକୁ ମୁକାବିଲା ଜିତିବା...

radio jucky
ରେଡ଼ିଓ ଜକି ହେବେ କଏଦୀ , କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ

ଭୁବନେଶ୍ୱର  : ଜେଲ ଅନ୍ତେବାସୀ ହେବେ ରେଡ଼ିଓ ଜକି (ଆର୍‌ଜେ)। ସ୍ୱତନ୍ତ୍ର ଷ୍ଟୁଡିଓରୁ କହିବେ ମନର କଥା ଓ ନିଜ ପଶ୍ଚାତାପର କାହାଣୀ। ଏପରିକି ଗୀତ, ଭଜନ, ଜୀବନଧର୍ମୀ ଆଲୋଚନା ଓ ମନୋରଞ୍ଜନ ପରି ସବୁ ଶୁଣିବାକୁ ମିଳିବ। ଠିକ୍‌ ଯେମିତି ବଲିଉଡ୍‌ର ଫିଲ୍ମ “ଲଗେ ରହୋ ମୁନ୍ନାଭାଇ”ର...

oram3
ଦୁର୍ଦ୍ଦିନରେ ବିଜୁ ବାବୁଙ୍କ ଘନିଷ୍ଠ ସହଯୋଗୀ ; ଔଷଧ କିଣିବାକୁ ପାଖରେ ଅର୍ଥ ନାହିଁ

କେନ୍ଦୁଝର (ପ୍ରଣୟ ପାଣି): ସହରାଇ ଓରାମ୍‌ । ଆଜି ଯେମିତି ଏ ନାଁ ଅଜଣାଅଶୁଣା। ଦିନେ ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଭାବେ ରାଜ୍ୟ ଶାସନରେ ତାଙ୍କର ଥିଲା ଅଖଣ୍ଡ ପତିଆରା। ତିନି ତିନି ଥରର କ୍ୟାବିନେଟ୍ ମନ୍ତ୍ରୀ, ୫ ଥରର ବିଧାୟକ ଥିଲେ । ହେଲେ ଆଜି ସେ...

rapist
ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ଜୋରିମାନା

ଫୁଲବାଣୀ (ତ୍ରିନାଥ ସାହୁ) : ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌ ଓ ୫୦,୦୦୦ ଟଙ୍କା ଜୋରିମାନା ହୋଇଛି। ଜୋରିମାନା ଅର୍ଥ ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ନାବାଳିକା ଦୁଷ୍କର୍ମ ମାମଲାକୁ ବିଚାର କରି ଫୁଲବାଣୀ ସ୍ୱତନ୍ତ୍ର ପକ୍ସୋକୋର୍ଟ ଉପରୋକ୍ତ ରାୟ...

sister
ପବିତ୍ର ସମ୍ପର୍କରେ ଲାଗିଲା ଦାଗ ; ଭଉଣୀ ଗର୍ଭରେ ଭାଇର ପାପ

ବାଙ୍କୀ (ସଞ୍ଜିବ କୁମାର ନାୟକ) : ଭାଇ ଭଉଣୀ ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା। ଯେଉଁ ଭଉଣୀ ନିଜର ସୁରକ୍ଷା ପାଇଁ ରକ୍ଷା ବନ୍ଧନରେ ଭାଇ ହାତରେ ରାକ୍ଷୀ ବାନ୍ଧିଥିଲେ, ସିଏ ସାଜିଲା ଯୌନ ରାକ୍ଷସ। ଦାଦା ଓ ଖୁଡ଼ିଙ୍କ ଅନୁପସ୍ଥିତିରେ ସାନ ଭଉଣୀକୁ ବଡ଼ଭାଇ ଦୁଷ୍କର୍ମ...

12
ସିସିଟିଭିରୁ ପୁଲିସର ଗତିବିଧି ଦେଖି ଛୁ ମାରିଲା ରାଜାର ଭାଉଜ

ବାଲେଶ୍ୱର : ପୁଲିସକୁ ଦେଖି ଘରୁ ଛୁ’ ମାରିଛି ଡ୍ରଗ୍ସ ମାଫିଆ ସେକ ରାଜାର ଭାଉଜ ସନଓ୍ୱାର ବିବି। ତେଣୁ ଖାଲି ହାତରେ ରାଜାର ଭାଉଜ ସନଓ୍ୱାର ବିବିଙ୍କ ବାଲେଶ୍ୱର ସ୍ଥିତ ଅରଡବଜାର ଘରୁ ଫେରିଛି ପୁଲିସ। ଏହି ଚଢ଼ଉ ବେଳେ ପୁଲିସକୁ କିଛି ସିସିଟିଭି ଓ ବହୁ...

office
ଦିନକର ଦରମା ବନ୍ଦ , କାହିଁକି ଏଯାଏ ଅଫିସ୍‌ ଆସିନ

ଭୁବନେଶ୍ୱର : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଅଚାନକ ଗସ୍ତ ବେଳେ ବାଲିପାଟଣା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଖାଁ ଖାଁ। ଆଜି ସକାଳ ୧୦ଟା ୪୦ ମିନିଟରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ ଗଣଶିକ୍ଷା ମନ୍ତ୍ରୀ। କେବଳ ୨ଜଣ କର୍ମଚାରୀଙ୍କୁ...

niha up
ନର୍ସ ନିହାରିକା ହତ୍ୟା ଘଟଣାରେ ମିଳିଲା ନୂଆ ସୁରାକ୍‌

କଟକ : ଜଗତସିଂହପୁର ନର୍ସ ନିହାରିକା ପାତ୍ର ହତ୍ୟା ଘଟଣାରେ ମିଳିଛି ନୂଆ ସୁରାକ୍‌।  ହତ୍ୟା ପଛରେ ବୟଫ୍ରେଣ୍ଡ କିଶୋର ଚନ୍ଦ୍ର ଅଞ୍ଚଳ ଓରଫ୍‌ ରାଜାର ହାତ ଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି। ଏହି ଘଟଣାରେ କିଶୋରର ବାପା, ଭାଇ ଓ ୪ ଜଣ ସାଙ୍ଗଙ୍କୁ ବିରିଡ଼ି ଥାନାରେ...

rukshana
୨୦ ବର୍ଷ ପରେ ବି ମିଳିନି ନ୍ୟାୟ ; ଦିଲ୍ଲୀରେ ଘୁରି ବୁଲୁଛନ୍ତି କଳାହାଣ୍ଡିର ଯୁବତୀ

ନୂଆଦିଲ୍ଲୀ :  ଦୀର୍ଘ ୨୦ ବର୍ଷ ଧରି ନ୍ୟାୟ ପାଇଁ ପ୍ରାର୍ଥନା। ଓଡ଼ିଶାରୁ ଯାଇ ଦିଲ୍ଲୀରେ ବୁଲି ବୁଲି ବାପାଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ଦେବା ଲାଗି ଆକୁଳ ନିବେଦନ କରୁଛନ୍ତି ଯୁବତୀ। ୧୯୯୯ମସିହାରେ ଜମିବାଡ଼ି ବିବାଦରୁ ବାପାଙ୍କ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲେ ବି ଆଜିଯାଏ ହତ୍ୟାକାରୀଙ୍କୁ ଦଣ୍ଡ...

PRATAP
ରେଳ ଷ୍ଟେସନରେ ଝାଡ଼ୁ ମାରିଲେ ପ୍ରତାପ ଷଡ଼ଙ୍ଗୀ

ଝାରସୁଗୁଡ଼ା(ଭାଗିରଥୀ ସାହୁ) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ ତମ ଜନ୍ମଦିନ। ଏହି ଅବସରରେ ୧୪ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଜେପି ପକ୍ଷରୁ ଦେଶବ୍ୟାପୀ ‘ସେବା ସପ୍ତାହ’ ଭାବେ ପାଳନ କରାଯାଉଛି। ଏହି ଉପଲକ୍ଷେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଝାରସୁଗୁଡ଼ା ରେଳ ଷ୍ଟେସନରେ ପହଞ୍ଚି ଷ୍ଟେସନ...

rider
ବିନା ହେଲମେଟ୍‌ରେ ଗାଡ଼ି ଚଳାଇ ଯାଇଛି ୪୩,୬୦୦ ଜୀବନ

ନୂଆଦିଲ୍ଲୀ : ନୂଆ ଟ୍ରାଫିକ୍‌ ନିୟମ ଓ ଜୋରିମାନା ଆଦାୟକୁ ନେଇ ସାରା ଦେଶରେ ହାହାକାର ସୃଷ୍ଟି ହୋଇଛି। କିଛି ରାଜ୍ୟ ନୂଆ ଟ୍ରାଫିକ୍‌ ନିୟମ ଲାଗୁ କରିବାକୁ ମଧ୍ୟ ଚାହୁଁନାହାନ୍ତି। ତେବେ ଟ୍ରାଫିକ୍‌ ଉଲ୍ଲଙ୍ଘନର ଭୟଙ୍କର ସ୍ଥିତି କ’ଣ ହୋଇପାରେ, ତାହା ୨୦୧୮ରେ ଘଟିଥିବା ସଡ଼କ ଦୁର୍ଘଟଣା...

jundice
ବିନିକାରେ ଜଣ୍ଡିସରେ ୮ ଆକ୍ରାନ୍ତ

ବିନିକା (ଦିଲୀପ କୁମାର ସାହୁ) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଏସ୍‌. ରାମପୁର ଗାଁରେ ଦେଖା ଦେଇଛି ଜଣ୍ଡିସ ଆତଙ୍କ। ଗାଁର ଆଠଜଣ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରାନ୍ତ ମଧ୍ୟରେ ୭ ଜଣ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ବୁର୍ଲା ମେଡିକାଲକୁ...