ଅହମଦାବାଦ୍: ନିଜର ୧୦୦ତମ ଟି-୨୦ ମ୍ୟାଚ୍ ଖେଳୁଥିବା ରୋହିତ ଶର୍ମାଙ୍କ ସୁପର ଶୋ’ରେ ଟିମ୍ ଇଣ୍ଡିଆ ପ୍ରତିପକ୍ଷ ବାଂଲାଦେଶକୁ ଏକତରଫା ଭାବେ ପରାସ୍ତ କରିଛି। ଏହି ବିଜୟ ସହ ବାଂଲାଦେଶଠାରୁ ଦିଲ୍ଲୀ ଟି-୨୦ ପରାଜୟର ମଧୁର ପ୍ରତିଶୋଧ ମଧ୍ୟ ନେଇଛି ଟିମ୍ ଇଣ୍ଡିଆ। ଖାଲି ସେତିକି ନୁହେଁ ଟିମ...
ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଗାଧୋଇବା ବେଳେ ଭାସିଗଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର। ବର୍ତ୍ତମାନ ସୁଦ୍ଧା ତାଙ୍କୁ ଉଦ୍ଧାର କରାଯାଇପାରି ନାହିଁ। ଆଜି ଏପରି ଦୁଃଖଦ ଘଟଣା ରାଉରକେଲାରେ ଘଟିଛି। ବ୍ରାହ୍ମଣୀ ନଦୀ ଉପରେ ଥିବା ତରକେରା ଡ୍ୟାମରେ ଗାଧୋଇବା ବେଳେ ଉଦିତନଗର ହାଇସ୍କୁଲ ଛାତ୍ର ଅଷ୍ଟମ ଶ୍ରେଣୀ ଛାତ୍ର...
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ବୁଲ୍ବୁଲ୍ ପାଇଁ ଓଡ଼ିଶାରେ ୯ଟି ଜିଲ୍ଲାରେ ଆସନ୍ତା ୯ ତାରିଖରେ ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ଘୋଷଣା କରାଯାଇଛି। ବର୍ଷା ଓ ପବନ ଯୋଗୁଁ ଉପକୂଳ ଜିଲ୍ଲାଗୁଡ଼ିକରେ କ୍ଷୟକ୍ଷତିର ଆଶଙ୍କା ରହିଛି । ତେଣୁ ନୂଆଦିଲ୍ଲୀରୁ ଭୁବନେଶ୍ୱର ଓ ଜିଲ୍ଲାସ୍ତରରେ ବି ଘନଘନ ବୈଠକ...
ଅହମଦାବାଦ୍: ବାଂଲାଦେଶ ବିପକ୍ଷରେ ସିରିଜ୍ ବରାବର କରିବା ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆକୁ ୧୫୪ ରନ୍ର ଟାର୍ଗେଟ ମିଳିଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୫୩ ରନ୍ କରିଛି। ଅର୍ଥାତ ଭାରତକୁ ଦ୍ୱିତୀୟ ଟି-୨୦...
ଖୋର୍ଦ୍ଧା : ରହସ୍ୟ ଭିତରେ ଖୋର୍ଦ୍ଧା ଦୁଷ୍କର୍ମ ଅଭିଯୋଗ ଘଟଣା। ଗତକାଲି ସନ୍ଧ୍ୟାରେ ଜଣେ ଯୁବତୀଙ୍କୁ ଚଳନ୍ତା କାରରେ ଦୁଷ୍କର୍ମ ପରେ ଦୁର୍ବୃତ୍ତ ରାସ୍ତାରେ ଫିଙ୍ଗି ଦେଇଥିବା ଅଭିଯୋଗ ଘଟଣାର ତନାଘନା କରୁଛି କମିଶନରେଟ୍ ପୁଲିସ । ଏହି ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ୍ ପଚରାଉଚରା...
ଭୁବନେଶ୍ୱର : ଓଟିଭି କେନ୍ଦ୍ରାପଡ଼ା ପ୍ରତିନିଧିଙ୍କୁ ଦୁର୍ବ୍ୟବହାରକୁ ନେଇ ବଢୁଛି ସାଂସଦ ଅନୁଭବଙ୍କ ଅଡ଼ୁଆ। ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ତେଜୁଥିଲା ବେଳେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ୨୪ ଘଣ୍ଟିଆ ମହଲତ ଦେଇଛି ସାମ୍ବାଦିକ ସଂଘ। ଏହି ସମୟ ଭିତରେ ସାଂସଦ କ୍ଷମାପ୍ରାର୍ଥନା ନକଲେ କିମ୍ବା ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ...
ଭୁବନେଶ୍ୱର : ସରକାରୀ ଦରରେ ପିଆଜ ଯୋଗାଇ ଦେବାକୁ ସରକାର ଘୋଷଣା କରିଥିଲେ। ସେଥିପାଇଁ ଆଜି ଯୋଗାଣ ବିଭାଗ ପକ୍ଷରୁ ମୈତ୍ରୀ ସେଣ୍ଟରରେ ପିଆଜ ବିକ୍ରି ଆରମ୍ଭ ହୋଇଛି। କଟକରେ ୩ଟି ସ୍ଥାନରେ ମୈତ୍ରୀ ସେଣ୍ଟର ଖୋଲି ଖାଉଟୀଙ୍କୁ ପିଆଜ ବିକ୍ରି କରାଯାଇଛି। କଲେଜ ଛକ, ବକ୍ସିବଜାର, ସିଡିଏ...
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ବୁଲବୁଲ’କୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ଏହା ସହିତ ନଭେମ୍ବର ୯ ଓ ୧୦ତାରିଖରେ ଥିବା ସରକାରୀ ଛୁଟିକୁ ମଧ୍ୟ ବାତିଲ କରାଯାଇଛି। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶାନାମାରେ କୁହାଯାଇଛି ଯେ ‘ବୁଲବୁଲ’ ପ୍ରଭାବରେ...
ଭୁବନେଶ୍ୱର : ବାତ୍ୟା ରୂପ ନେବା ପରେ ବଙ୍ଗୋପସାଗରରେ ଅଧିକ ବଳ ଗୋଟାଉଛି ‘ବୁଲ୍ବୁଲ୍’। ଶେଷ ସୂଚନା ଅନୁଯାୟୀ, ଏହା ପାରାଦ୍ୱୀପ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ଥିଲା । ଘଣ୍ଟା ପ୍ରତି ପ୍ରାୟ ୧୫ କିଲୋମିଟର ବେଗରେ ଏହା ଉତ୍ତର- ଉତ୍ତର ପଶ୍ଚିମ ଦିଗକୁ...
ଭୁବନେଶ୍ୱର : ରାଜଧାନୀରେ ଗୁଳିକାଣ୍ଡ। ଡ୍ରଗ୍ସ କାରବାରକୁ ବିରୋଧ କରିବାରୁ ବାପ ପୁଅଙ୍କୁ ଗୁଳିମାଡ଼। ଭୁବନେଶ୍ୱର ସରକନ୍ତରାରେ ବାପା ଅଭିମନ୍ୟୁ ଜେନା ଓ ପୁଅ ଅନିଲ୍ ଜେନାକୁ ଗୁଳିମାଡ଼ ହୋଇଥିବାବେଳେ ଅନିଲ୍ ଜେନାଙ୍କର ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ, ୩ଜଣ ଦୁର୍ବୃତ୍ତ ଗୋଟିଏ ବାଇକ୍ରେ ଘଟଣାସ୍ଥଳକୁ ଆସି ଏହି...
ଭୁବନେଶ୍ୱର : ଓଡ଼ିଶାର ସୀମାବର୍ତ୍ତୀ ବିବାଦୀୟ ଗାଁ କୋଟିଆରେ ପ୍ରତିଷ୍ଠା ହେବ ଥାନା। ଯାହାଫଳରେ କୋଟିଆର ୨୧ଟି ଗାଁରେ ବାସ କରୁଥିବା ଲୋକମାନେ ଆଉ ଆନ୍ଧ୍ରପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ଥାନାକୁ ନଯାଇ ଓଡ଼ିଶା ସରକାରଙ୍କ ଥାନାରେ ଅଭିଯୋଗ କରିପାରିବେ। ଆଜି ପଡ଼ୋଶୀ ରାଜ୍ୟ ସହ ସୀମା...
ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ବୁଲ୍ବୁଲ୍’କୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀ ଜିଲ୍ଲାପାଳ ଆସନ୍ତାକାଲି ଦୁଇଦିନ ଯାଏଁ ଜିଲ୍ଲାର ସବୁ ସ୍କୁଲ ଛୁଟି ଘୋଷଣା କରିଛନ୍ତି। ଏଥିସହ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ଛୁଟି ଘୋଷଣା କରାଯାଇଛି। ଯଦିଓ ଏହି ବାତ୍ୟା ପଶ୍ଚିମବଙ୍ଗ ଓ ବାଂଲାଦେଶ ଦେଇ...
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳର ଶିକ୍ଷୟିତ୍ରୀ ପ୍ରଧାନଶିକ୍ଷକଙ୍କ ବିରୋଧରେ ଆଣିଥିବା ଅଶାଳୀନ ବ୍ୟବହାର ଅଭିଯୋଗ ମିଛ ଥିଲା। ତଦନ୍ତ ସରିବା ପରେ ଏନେଇ ଆଜି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ବହୁ ଦିନ ଧରି ପ୍ରଧାନ ଶିକ୍ଷକଙ୍କ ସହ ଅଭିଯୋଗକାରିଣୀ ଶିକ୍ଷୟିତ୍ରୀଙ୍କ...
ବଲାଙ୍ଗିର : ଫାଇଭ୍-ଟି ସଚିବଙ୍କ ବଲାଙ୍ଗିର ଭୀମଭୋଇ ମେଡିକାଲ୍ କଲେଜ୍ ହସ୍ପିଟାଲ୍ ପରିଦର୍ଶନ ସମୟର ଏକ ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା। ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓରେ ନଜର ଆସୁଛି ହସ୍ପିଟାଲ୍ ପରିଦର୍ଶନ କରି ଫେରୁଥିବା ବେଳେ ଫାଇଭ୍-ଟି ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ କାର୍ ପାଖକୁ...
ପାରାଦୀପ : ବୁଡ଼ିବାର ୧୦ ବର୍ଷ ପରେ ପୁଣି ଚର୍ଚ୍ଚାରେ ବ୍ଲାକ୍ ରୋଜ୍ । ପାରାଦୀପ ବନ୍ଦର ଠାରୁ ଅନତି ଦୂରରେ ସଲିଳ ସମାଧି ନେଇଥିବା ଏହି ମଙ୍ଗୋଲୀୟ ଜାହାଜ, ଏବେ ପାଣି ତଳେ ଲୁଚି ରହି ମାଛଧରା ଟ୍ରଲର୍ ଗୁଡ଼ିକ ପାଇଁ ବିପଦ ସୃଷ୍ଟି କରୁଛି। ତେଣୁ...
ଖୋର୍ଦ୍ଧା : ଯୁବତୀଙ୍କୁ ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦୁର୍ବୃତ୍ତ ଚମ୍ପଟ୍। ଖୋର୍ଦ୍ଧା ପିଏନ୍ କଲେଜ ସମ୍ମୁଖ NHରୁ ମୁମୂର୍ଷୁ ଅବସ୍ଥାରେ ଜଣେ ଯୁବତୀଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଉଦ୍ଧାର ପରେ ତାଙ୍କୁ ଖୋର୍ଦ୍ଧା ମେଡିକାଲ୍ରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି। ଯୁବତୀଙ୍କ ସହ...