• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ସରିଲା ଜଷ୍ଟିସ ରଂଜନ ଗୋଗୋଇଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ଶେଷ ହୋଇଛି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ କାର୍ଯ୍ୟକାଳ। ଆଜି ଶେଷ କାର୍ଯ୍ୟ ଦିବସରେ ସୁପ୍ରିମକୋର୍ଟ ପରିସରରେ ଅନ୍ୟ ବିଚାରପତି ଓ କର୍ମଚାରୀମାନେ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜଣାଇଛନ୍ତି। ସେପଟେ ଜଷ୍ଟିସ ଗୋଗୋଇ ରାଜଘାଟ ଯାଇ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି...

kashmir
କଶ୍ମୀର ସ୍ତମ୍ଭକାର ସୁନନ୍ଦା ବଖାଣିଲେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର କୋହଭରା କଥା

ୱାଶିଂଟନ୍‌ : ଧାରା ୩୭୦ ଉଚ୍ଛେଦ ପରେ ଆମେରିକାରେ ଜମ୍ମୁ-କଶ୍ମୀର ସମ୍ପର୍କିତ ଭାରତ ବିରୋଧୀ ପୃଷ୍ଠା ପୃଷ୍ଠା ଖବର ପ୍ରକାଶ ପାଇବା ପରେ କଶ୍ମୀରର ଆଉ ଏକ ଦିଗ ଏବେ ସାମ୍ନାକୁ ଆସିଛି। କଶ୍ମୀର ସ୍ତମ୍ଭକାର ସୁନନ୍ଦା ବଶିଷ୍ଠ ଆମେରିକା କଂଗ୍ରେସରେ ବଖାଣିଛନ୍ତି ନିଜେ ନିଭାଇଥିବା ଏବଂ କେବେ...

village
ଗାଁ ଓଡ଼ିଶାର, ହେଲେ ଶାସନ କରୁଛି ଆନ୍ଧ୍ର

ମାଲକାନଗିରି (ଜିତେନ୍ଦ୍ର ବେଉରା) : ଗାଁ ଓଡ଼ିଶାର। ହେଲେ ରାଜୁତି କରୁଛି ଆନ୍ଧ୍ରପ୍ରଦେଶ ସରକାର। ଏପରିକି ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଉଛି। ପଡ଼ୋଶୀ ରାଜ୍ୟ ସୀମାନ୍ତ ଗାଁ କୋଟିଆକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଥମିନଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରେ...

LOKA SEVAK
ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ ଅଧ୍ୟକ୍ଷ ହେଲେ ନିତେନ ଚନ୍ଦ୍ରା

ଭୁବନେଶ୍ୱର : ରାଜ୍ୟ ସରକାର ଆଇଏଏସ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। କିଛିମାସ ଧରି ସାଧାରଣ ପ୍ରଶାସନ ବିଭାଗରେ ବିନା କାର୍ଯ୍ୟରେ ଥିବା ୧୯୯୦ ବ୍ୟାଚ ଆଇଏଏସ୍ ନିତେନ ଚନ୍ଦ୍ରାଙ୍କୁ ଓଡ଼ିଶା ସବ୍ ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି। ସେହିପରି ଗଜପତିରେ ଡିଆରଡିଏ...

GANDHI BOOKLET
ବିବାଦ ବଢ଼ିବା ପରେ ‘ଗାନ୍ଧୀ ବୁକଲେଟ’ ପ୍ରତ୍ୟାହାର ପାଇଁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସଂକ୍ରାନ୍ତରେ ବିଭ୍ରାନ୍ତିକର ତଥ୍ୟ ପ୍ରକାଶନକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରାଜ୍ୟ ସରକାର ନିଜର ଦୋଷ ସ୍ୱୀକାର କରିଛନ୍ତି। ସ୍କୁଲଗୁଡ଼ିକୁ ପଠାଯାଇଥିବା ପ୍ରଚାରପତ୍ର ‘ଆମ ବାପୁଜୀ: ଏକ ଝଲକ’ କୁ ତୁରନ୍ତ ପ୍ରତ୍ୟାହାର...

bjp -protest
ଗୃହରେ ଥମୁନି ସ୍ମିତାରାଣୀ ଝଡ଼ ; ମୁହଁରେ କଳାପଟି ବାନ୍ଧି ବିଜେପି ବିଧାୟକଙ୍କ ପ୍ରତିବାଦ

ଭୁବନେଶ୍ୱର :  ସ୍ମିତାରାଣୀଙ୍କୁ ନ୍ୟାୟ ଦେବାକୁ ବିଜେପି ବିଧାୟକଙ୍କ ନିରବ ପ୍ରତିବାଦ। ମୁହଁରେ କଳାପଟି ବାନ୍ଧି ବିଧାନସଭାକୁ ପ୍ରବେଶ। ଏହାପରେ ପ୍ରଶ୍ନଉତ୍ତର କାର୍ଯ୍ୟକ୍ରମରେ ଭାଗ ନନେଇ ନିଜ ଆସନରେ ଠିଆ ହୋଇ ପ୍ରଥମେ ଏଭଳି ଢଙ୍ଗରେ ପ୍ରତିବାଦ କରିଥିଲେ ସବୁ ବିଜେପି ବିଧାୟକ। କଳାପଟି କାଢ଼ିବାକୁ ବାରମ୍ବାର ଅନୁରୋଧ...

scitientist
ଲ୍ୟାବ୍ ଛାଡି ରାସ୍ତାରେ ବୈଜ୍ଞାନିକ

ଭୁବନେଶ୍ୱର : ଲ୍ୟାବ୍ ଛାଡି ରାସ୍ତାରେ ବୈଜ୍ଞାନିକ । ବିଡିଏ-ବୈଜ୍ଞାନିକ ମୁହାଁମୁହିଁ। ଭୁବନେଶ୍ୱର ଆଚାର୍ଯ୍ୟ ବିହାରସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ ଟେକ୍ଲୋଲୋଜି- IMMT କ୍ୟାମ୍ପସରେ ଆଜି ଏଭଳି ଉତ୍ତେଜନା ଦେଖିବାକୁ ମିଳିଥିଲା। ମୁହାଁମୁହିଁ ହୋଇଥିଲେ ଏନ୍‌ଫୋର୍ସମେଣ୍ଟ ଟିମ୍ ଓ ବୈଜ୍ଞାନିକ । IMMT ପରିସରରେ ଉଚ୍ଛେଦ...

boy
ବନ୍ଧା ପଡ଼ିଛି ଶୈଶବ : ଛେଳି ଚରାଉଛି ବାପା-ମା' ଛେଉଣ୍ଡ ୧୩ ବର୍ଷର ଅଶୋକ

ତେଲକୋଇ(ଚିନ୍ମୟ ସାହୁ) : ବାପାର ଶୁଦ୍ଧିକ୍ରିୟା ପାଇଁ ଆଣିଥିବା ଟଙ୍କା ସୁଝିବାକୁ ବନ୍ଧା ପଡ଼ିଛି ୧୩ ବର୍ଷର ପୁଅ! ସେଥିପାଇଁ ପାଠ ପଢ଼ାରେ ଡୋରି ବାନ୍ଧି ଛେଳି ଓ ଗୋରୁ ଚରାଉଛି। ନିଜେ ସିନା ପାଠ ପଢ଼ି ପାରିଲାନି, ସାନ ଭାଇ ଓ ଭଉଣୀଙ୍କୁ ପଢ଼ାଇ ମଣିଷ କରିବ।...

india -
ମହିଳା ଟି-୨୦ ସିରିଜ୍ ଜିତିଲା ଭାରତ

ପ୍ରୋଭିଡେନ୍ସ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଜେମିମା ରୋଡ୍ରିଗ୍ସଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତୀୟ ମହିଳା ଟିମ୍ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ ଜିତି ଡ଼େଇଛି।...

kohli-mayanka
ମୟଙ୍କଙ୍କୁ ଦ୍ୱିଶତକ ମାରିବାକୁ କହିଥିଲେ କୋହଲି

ଇନ୍ଦୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ହୁଏତ ଖାତା ଖୋଲିପାରି ନାହାନ୍ତି। କିନ୍ତୁ ସେ ସାଥୀ ଖେଳାଳିଙ୍କୁ ସର୍ବଦା ପ୍ରୋତ୍ସାହନ ଯୋଗାଇଥାନ୍ତି। ଚଳିତ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିବସରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ଓପନ୍...

child mariage
ବିବାହ ପରେ ଶାଶୂ ଘରୁ ଚାଇଲ୍ଡ ଲାଇନ୍‌କୁ ଫୋନ୍‌ କଲେ ନାବାଳିକା

କୋରାପୁଟ  : ସାହାସିକତା ଦେଖାଇଲେ ନାବାଳିକା। ଜୋର ଜବରଦସ୍ତ ବିବାହ କରାଇବା ପରେ ଶାଶୂ ଘରୁ ଚାଇଲ୍‌ଡ ଲାଇନ୍‌କୁ ଫୋନ୍ କରି ଉଦ୍ଧାର ହେଲେ।  ଏମିତି ଏକ ଘଟଣା ଏବେ କୋରାପୁଟ ବୋରିଗୁମ୍ମା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ, ଜଣେ ୮ମ ଶ୍ରେଣୀ ଛାତ୍ରୀଙ୍କୁ...

food
ବାଲିଯାତ୍ରାର ଫୁଡ୍ ଷ୍ଟଲ୍ ଉପରେ ସିଏମ୍‌ସିର ଚଢ଼ଉ

କଟକ : ବେଶ ଜମୁଛି କଟକର ଐତିହାସିକ ବାଲିଯାତ୍ରା। ବାଲିଯାତ୍ରା ପଡ଼ିଆରେ ବୃହତ୍  ବାଣିଜ୍ୟ ମେଳା ଚାଲିଥିବା ଖାଦ୍ୟର ପସରା ମଧ୍ୟ ଜମିଛି। ପ୍ରତିଦିନ ବାଲିଯାତ୍ରା ପଡ଼ିଆ ଲୋକାରଣ୍ୟ ହୋଇପଡୁଛି। ବୁଲାବୁଲି ସାଙ୍ଗକୁ କିଣାବିକା ଆଉ ତା ସାଙ୍ଗକୁ ଚଟପଟି ଓ ବିଭିନ୍ନ ଖାଦ୍ୟରୁ ମଜା ଉଠାଉଛନ୍ତି ଦର୍ଶକ।...

bjp---
ଭୁବନେଶ୍ୱରରେ ବିଜେପି ଜିଲ୍ଲା ସଭାପତିଙ୍କୁ ଆକ୍ରମଣ

ଭୁବନେଶ୍ୱର : ଭୁବନେଶ୍ୱରରେ ବିଜେପି ଜିଲ୍ଲା ସଭାପତିଙ୍କୁ ଆକ୍ରମଣ। ବିଜେପିର ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଏକାମ୍ର ହାଟ ନିକଟରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଆଜି ସେ ନିଜର ଜଣେ ବନ୍ଧୁଙ୍କ ଅଫିସ୍‌ରେ ବସିଥିବା ବେଳେ ୧୦ରୁ ଅଧିକ ଦୁର୍ବୃତ୍ତ  ହଠାତ୍ ଆସି ହରେକୃଷ୍ଣଙ୍କୁ ଆକ୍ରମଣ...

sheep
ଅଜଣା ଜନ୍ତୁ ଆକ୍ରମଣରେ ୨୫ ମେଣ୍ଢା ମୃତ

ସୋନପୁର (ରବୀନ୍ଦ୍ର ହୋତା): ପୁଣି ଫେରିଲା ଅଜଣା ଜନ୍ତୁ ଆତଙ୍କ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଳକ୍‌ କୁମୁରସିଂହା ଗାଁରେ ଏହି ଅଜଣା ଜନ୍ତୁ ଆତଙ୍କ ଦେଖାଦେଇଛି। ଅଜଣା ଜନ୍ତୁ ଗାଁରେ ପଶି ଗୋଟିଏ ରାତିରେ ୨୫ଟି ମେଣ୍ଢା ମାରି ଦେଇଥିବା ଅଭିଯୋଗ ହୋଇଛି। ଅଜଣା ଜନ୍ତୁ ଆକ୍ରମଣରେ ୧୦ଟି...

gun
ବିବାହ ଦିନରେ ବିଦ୍ରୋହୀ ନେତାଙ୍କ ପୁଅ ଧରିଲେ ଗନ୍

ଦିମାପୁର : ଫୁଲ ନୁହେଁ ବର-କନ୍ୟା ହାତରେ ବନ୍ଧୁକ। ତାହା ପୁଣି ଅତ୍ୟାଧୁନିକ AK -56  ଏବଂ M16 ଭଳି ଅଟୋମେଟେଡ ବନ୍ଧୁକ । ନାଗାଲାଣ୍ଡର ବିଦ୍ରୋହୀ ନେତା କିଲୋ କିଲୋନସେରଙ୍କ ପୁଅ ବୋହୋତୋ କିବାଙ୍କ ବିବାହ ଉତ୍ସବ ପରେ ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋକୁ...

doctor
ମିଛ ଏମ୍‌ବିବିଏସ୍ ସାର୍ଟିଫିକେଟରେ ଚାକିରୀ ; ନକଲି ଡାକ୍ତର ଫେରାର

ରାଉରକେଲା ( ସତ୍ୟାନନ୍ଦ ମହାନ୍ତି) : ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ନକଲି ଡାକ୍ତର ରୋଗୀ ଦେଖୁଛନ୍ତି। ମିଛ ଡାକ୍ତରୀ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ କରିବା ସହ ତିନି ବର୍ଷ ହେଲା ରୋଗୀଙ୍କୁ ଚିକିତ୍ସା କରିବା ଘଟଣା ଏବେ ସାମନାକୁ ଆସିଛି। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ...

begger2
ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

ବାଲେଶ୍ୱର : ସାଧାରଣତଃ ମନ୍ଦିର ଓ ବସ୍‌ଷ୍ଟାଣ୍ଡ ଆଦି ସ୍ଥାନରେ ଭିକ୍ଷୁକମାନଙ୍କୁ ଦେଖିବାକୁ ମିଳିଥାଏ । କାରଣ ଏସବୁ ସ୍ଥାନରେ ପ୍ରବଳ ଜନସମାଗମ ଥାଏ । ତେଣୁ ଅଧିକ ଟଙ୍କା ପାଇବା ଆଶାରେ ଏହି ସବୁ ସ୍ଥାନ ଗୁଡ଼ିକକୁ ଭିକ୍ଷୁକମାନେ ଯାଇଥାନ୍ତି। ଆଉ ଧର୍ମ ମାସ କାର୍ତ୍ତିକରେ ଲୋକେ...