• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

ww
ଗୋଶାଳାରେ ତିଆରି ହେଉଛି ଗୋବର କାଠ

କଟକ : ଶବଦାହ ପାଇଁ କିଛି ସ୍ଥାନରେ ଇଲେକ୍ଟ୍ରି ଓ ଗ୍ୟାସ୍ ଚୁଲାର ବ୍ୟବହାର ହେଉଥିଲେ ମଧ୍ୟ, ଅଧିକାଂଶ ସ୍ଥାନରେ ଏବେବି ଲୋଡ଼ା ପଡ଼ୁଛି ପାରମ୍ପରିକ ଜାଳେଣି କାଠର । କିନ୍ତୁ ଧୀରେଧୀରେ କାଠର ଅଭାବ ଦେଖାଦେଉଛି ଓ ଦାମ୍ ମଧ୍ୟ ବଢ଼ିବାରେ ଲାଗିଛି। କିନ୍ତୁ କଟକର ଏକ...

cat
କେବିସିରେ ବିଲେଇ !

ମୁମ୍ବାଇ : ‘କୌନ ବନେଗା କରୋଡପତି’ର ସିଜନ୍‌-୧୧ରେ ହୋଷ୍ଟ ଭାବରେ ଅମିତାଭ ବଚ୍ଚନ କେବଳ ଶିକ୍ଷଣୀୟ ମେସେଜ୍‌ ଦେଇନଥା’ନ୍ତି, ଖେଳିବାକୁ ଆସୁଥିବା ପ୍ରତିଯୋଗୀଙ୍କ ସହିତ ମଜାମସ୍ତି ମଧ୍ୟ କରିଥା’ନ୍ତି। ନିକଟରେ କେବିସିର ଶୁଟିଂ ସେଟ୍‌ରେ ଏମିତି ଜଣେ ପ୍ରତିଯୋଗୀ ଖେଳିବା ପାଇଁ ଆସି ପହଞ୍ଚିଥିଲେ, ଯାହାର ଫଟୋକୁ ସୋଶାଲ...

aabash
ବାହା ନହୋଇ ବିଧବା ; ପଦାରେ ପଡ଼ିଲା ଆବାସ କେଳେଙ୍କାରୀ

ଚାନ୍ଦବାଲି / ନିମାପଡ଼ା : ଆବାସ ହଡ଼ପ ପାଇଁ ନୂଆ ତରିକା। ଯୁବତୀ ସାଜିଲେ ବିଧବା।  ଭଦ୍ରକ ନରେନ୍ଦ୍ରପୁରରେ ହୋଇଛି ଏମିତି କେଳଙ୍କାରୀ ।  ନରେନ୍ଦ୍ରପୁରର ନିବେଦିତା ବେହେରା ପଢୁଛନ୍ତି କଲେଜରେ,  ହେଲେ ନିବେଦିତାଙ୍କୁ ବିଧବା ଦେଖାଇ ତାଙ୍କ ନାଁରେ ମଂଜୁର ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର।...

sex-trade
ସହର ଭିତରେ ସେକ୍ସ ରାକେଟ !

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ସହର ଭିତରେ ଏକ ଘରେ ଚାଲିଥିଲା ଦେହବେପାର। ଭୀମଭୋଇ ମେଡିକାଲ କଲେଜଠାରୁ ପ୍ରାୟ ୩୦୦ ମିଟର ଦୂରରେ ଏକ ଘରେ ସେକ୍ସ ରାକେଟ ଚାଲିଥିବା ଖବର ପାଇ ଟାଉନ ପୁଲିସ ଅଚାନକ ଚଢ଼ଉ କରିଥିଲା। ଏହି ସମୟରେ ପୁଲିସ ଦେହ ବେପାରରେ ନିୟୋଜିତ ୨...

egg
ଗର୍ଭବତୀ ଓ ପ୍ରସୂତିଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ

କଳାହାଣ୍ଡି : ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ ଅଭିଯୋଗ। ଗର୍ଭବତୀ ଓ ପ୍ରସୂତିଙ୍କୁ ପ୍ଲାଷ୍ଟିକ ଅଣ୍ଡା ବଣ୍ଟନ କରାଯାଉଥିବା ଅଭିଯୋଗ । କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକର ସର୍ଗୁଲ ମାଳପଡ଼ା ଗାଁରେ ପ୍ଲାଷ୍ଟିକ ଅଣ୍ଡା ପ୍ରଦାନ କରାଯାଇଥିବା ଗର୍ଭବତୀ ମହିଳାମାନେ ଅଭିଯୋଗ କରିଛନ୍ତି। ମାଳପଡ଼ାରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ ,...

ch
ଆରପାରିକୁ ଚାଲିଗଲା ମା' : କାଲିଠୁ ଉପାସରେ ବାପ ଛେଉଣ୍ଡ ୩ ପିଲା

କୋରାପୁଟ(ସୂର୍ଯ୍ୟକାନ୍ତ ପଣ୍ଡା): ଉପାସରେ ୩ ଅନାଥ ପିଲା।  ମାଆ ମରିଗଲା ପରେ ଗତକାଲି ଠାରୁ ଖାଇବାକୁ ପାଇନାହାନ୍ତି ବାପଛେଉଣ୍ଡ ତିନୋଟି ଆଦିବାସୀ ପିଲା । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ବଦଳିକୁଡୁମ ଗାଁରେ। ଗାଁର ଜଣେ ଦଶ ବର୍ଷର ଝିଅ...

murder
ଗୁଣି ସନ୍ଦେହରେ ହତ୍ୟା : ୬ ଜଣଙ୍କୁ ଆଜୀବନ ଜେଲ୍‌

କେନ୍ଦୁଝର (ପ୍ରଣୟ ପାଣି) : ଗୁଣିଗାରେଡି ସନ୍ଦେହ ଗୋଟିଏ ପରିବାରରେ ୮ ଜଣଙ୍କୁ ହତ୍ୟା କରିବା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। କେନ୍ଦୁଝର ଜିଲ୍ଲା ଚମ୍ପୁଆ ଏଡିଜେ ସାକ୍ଷୀଙ୍କ ବୟାନ ଆଧାରରେ ୬ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ଜଣକା ୧୦ ହଜାର ଟଙ୍କା...

bjd-bjp
5T ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ୱର :  5T ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ। ରାଜ୍ୟ ସରକାରଙ୍କ 5T ଉପରେ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏଭଳି ବ୍ୟବସ୍ଥା କରିବା ଦ୍ୱାରା, ମନ୍ତ୍ରୀ ଓ ସଚିବମାନେ ଗୌଣ ହେଉଛନ୍ତି । ତା ସହିତ ସେମାନଙ୍କ ଯୋଗ୍ୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି...

deadbody
ଶବ ଗଲା ୪୦ କି.ମି !

ମାଲକାନଗିରି(ଜିତେନ୍ଦ୍ର ବେଉରା) : ଅର୍ଥ ଅଭାବରୁ ମୃତଦେହକୁ ମିଳିଲାନି ସମ୍ମାନ। ୪୦ କିଲୋମିଟର ମୃତଦେହ ବୋହିଲେ ପରିବାର ଲୋକେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଟେମୁରୁପାଲି ଅଞ୍ଚଳରେ। ଗତ କିଛି ଦିନ ହେବ ଟେମୁରୁପାଲି ଗାଁର ମୁଡେ କାଲମରି ନାମକ ଜଣେ ମହିଳାଙ୍କ ଦେହ ହାତ...

gang-rape
ବିଶ୍ୱାସରେ ବିଷ, ଦେଖା କରିବାକୁ ଡାକି କଲେ ଗଣ ଦୁଷ୍କର୍ମ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଚାଞ୍ଚଲ୍ୟ। ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗ। କୁଆଁରମୁଣ୍ଡା ଥାନା ଅଞ୍ଚଳର ଏକ ଜଙ୍ଗଲରେ ଗଣଦୁଷ୍କର୍ମ ହୋଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ମାମଲାରେ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମିଳିଥିବା...

jammu
ଆଜି ମଧ୍ୟରାତ୍ରିରୁ ଜମ୍ମୁ-କଶ୍ମୀରର ବଦଳିବ ଇତିହାସ, ଶପଥ ନେବେ ଗିରୀଶ

ନୂଆଦିଲ୍ଲୀ: ବଦଳିବ ୭୦ ବର୍ଷର ଇତିହାସ। ବୁଧବାର-ଗୁରୁବାର ମଧ୍ୟରାତ୍ରିରେ ଜମ୍ମୁ-କଶ୍ମୀର ରାଜ୍ୟ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବ। ଏହାର ବୃହତ ଅଙ୍ଗ ଜମ୍ମ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଦାୟିତ୍ୱ ନେବେ ଓଡ଼ିଆ ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ। ଅନ୍ୟପକ୍ଷରେ ଲଦାଖର ଉପରାଜ୍ୟପାଳ ଦାୟିତ୍ୱ ନେବେ ଆରକେ ମାଥୁର। ଗୁରୁବାର...

sleeping_couple_graphic
ଭୁଲ୍‌ ହୋଇଗଲା ଭଲ ପାଇବା ; ସହିପାରିଲାନି ସମାଜ

କୋରାପୁଟ : ପ୍ରେମ ଯେବେ ହୁଏ ମନ ଖୋଜେ ମନକୁ , ହୃଦୟ ବାନ୍ଧେ ହୃଦୟକୁ । ପ୍ରେମୀ ଯୁଗଳ ନିଜ ନିଜ ଭିତରେ ନୁଆ ଦୁନିଆ ଗଢ଼ନ୍ତି। ସେଥିରେ ହସନ୍ତି ଆଉ ସେଥିରେ ବି କାନ୍ଦନ୍ତି। ତାହା ହିଁ ଉଭୟଙ୍କ ପାଇଁ ପ୍ରେମ ଦୁନିଆଁ । ହେଲେ...

sidhu
ସିଦ୍ଧୁଙ୍କୁ ପାକିସ୍ତାନରୁ ଆସିଲା ନିମନ୍ତ୍ରଣ

ନୂଆଦିଲ୍ଲୀ: ପୁଣିଥରେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ସମର୍ଥନରେ ବାହାରିଛି ଆତଙ୍କୀସ୍ତାନ ପାକିସ୍ତାନ। କର୍ତ୍ତାରପୁର କରିଡର ଉଦ୍‌ଘାଟନୀ ଉତ୍ସବରେ ସାମିଲ ହେବାକୁ ଥିବା ଶ୍ରଦ୍ଧାଳୁଙ୍କ ତାଲିକାରୁ ଭାରତ ସରକାର ସିଦ୍ଧୁଙ୍କ ନାଁ ବାଦ୍‌ ଦେଇଥିବା ଜଣାପଡ଼ିବା ପରେ ତାଙ୍କୁ ପାକିସ୍ତାନ ସରକାର ଇସ୍‌ଲାମାବାଦ ଆସିବାକୁ ନିମନ୍ତ୍ରଣ କରିଛନ୍ତି।...

debendra
ଦେବେନ୍ଦ୍ର ଫଡନାଭିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ !

ମୁମ୍ବାଇ: ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମହାରାଷ୍ଟ୍ରରେ ଲାଗି ରହିଥିବା କ୍ଷମତା ଯୁଦ୍ଧରେ ଏବେ ପୂର୍ଣ୍ଣଚ୍ଛେଦ ପଡ଼ିବାକୁ ଯାଉଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜିଦ୍‌ ଧରି ବସିଥିବା ବିଜେପିର ସହଯୋଗୀ ଦଳ ଶିବସେନା ଏଥିରୁ ଓହରି ଯିବାକୁ ସଙ୍କେତ ଦେଇଛି। ବିଧିବଦ୍ଧ ଭାବେ ଏ ସମ୍ପର୍କରେ...

gp
ପୁରୁଣା ଗାଡ଼ିକୁ ନୋ ପରମିସନ୍‌ !

ଭୁବନେଶ୍ୱର / ବାଲେଶ୍ୱର : ଆଗକୁ ରାସ୍ତାରେ ଚାଲି ନପାରେ ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି। ଦେଶରେ ବଢ଼ି ଚାଲିଥିବା ପ୍ରଦୂଷଣକୁ ରୋକିବା ପାଇଁ ସ୍କ୍ରାପ୍ ପଲିସି ଆଣୁଛନ୍ତି କେନ୍ଦ୍ର ସରକାର। ଆଉ ଏପଟେ ଏହି ମର୍ମରେ ରାଜ୍ୟ ସରକାରଙ୍କ ପାଖକୁ ଅଥରାଇଜ୍‌ଡ ସ୍କ୍ରାପ୍ ସେଣ୍ଟର ଖୋଲିବା...