• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

crickter
ଓଡ଼ିଆ କ୍ରିକେଟର୍ ଦୁଇ ବର୍ଷ ପାଇଁ ବାସନ୍ଦ

କଟକ : ଓଡ଼ିଶା ରଣଜୀ ଦଳର ଦ୍ରୁତ ବୋଲର ରାଜେଶ ମହାନ୍ତି ଓ ବାମହାତୀ ସ୍ପିନର କ୍ରିଷ୍ଣା ପଲେଇଙ୍କୁ ବିସିସିଆଇ ଦୁଇ ବର୍ଷ ବାସନ୍ଦ କରିଛି। ବୟସ ପ୍ରମାଣପତ୍ରରେ ଜାଲିଆତି କରିଥିବା ଅଭିଯୋଗରେ ଉଭୟ ଓଡ଼ିଆ କ୍ରିକେଟରଙ୍କ ଉପରେ ଏହି ପ୍ରତିବନ୍ଧ ଲାଗିଛି। ରାଜେଶ ଦେଇଥିବା ବୟସ ପ୍ରମାଣପତ୍ରକୁ...

attack
ବାପା, ବୋହୂ ଓ ନାତୁଣୀଙ୍କୁ ଖଣ୍ଡା ଚୋଟ

ଗଞ୍ଜାମ  : ଘରେ ପଶି ତିନି ତିନି ଜଣଙ୍କୁ ଖଣ୍ଡାରେ ମରଣାନ୍ତକ ଆକ୍ରମଣ। ଗଞ୍ଜାମ ବେଲଗୁଣ୍ଠା ଫାଣ୍ଡି ଅଧିନରେ ଥିବା ଇଙ୍ଗିନାଠି ଗାଁରେ ଗୋଟିଏ ପରିବାର ଉପରେ ଏଭଳି ଆକ୍ରମଣ ହୋଇଛି। ଇଙ୍ଗିନାଠି ଗାଁର ଦେବରାଜ ସାହୁଙ୍କ ଘରେ ପଶି ଜଣେ ଦୁର୍ବୃତ୍ତ ହଠାତ ତାଙ୍କୁ ଆକ୍ରମଣ କରିଥିଲା।...

airport
ଭୁବନେଶ୍ୱର ବିମାନବନ୍ଦରରେ ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ୍ ମକ୍ ଡ୍ରିଲ୍

ଭୁବନେଶ୍ୱର  : ନୂଆଦିଲ୍ଲୀ ବିମାନବନ୍ଦରରୁ ଆରଡିଏକ୍ସ ଜବତ ହେବାପରେ ଭୁବନେଶ୍ୱର ବିମାନବନ୍ଦରରେ ଆଣ୍ଟି ଏୟାରକ୍ରାଫ୍ଟ ହାଇଜାକ୍ ମକ୍ ଡ୍ରିଲ୍ ଆରମ୍ଭ କରାଯାଇଛି। ଏହି ମେଗା ମକ୍ ଡ୍ରିଲ୍‌ରେ ବିମାନବନ୍ଦର ସୁରକ୍ଷା ଦାୟିତ୍ୱରେ ଥିବା CISF, ଓଡ଼ିଶା ପୁଲିସର ଷ୍ଟେଟ୍ ଟାକ୍ଟିକାଲ୍ ୟୁନିଟ୍, ଆତଙ୍କବାଦୀ ନିରୋଧୀ ସ୍କ୍ୱାଡ୍‌, ଗୁଇନ୍ଦା ସଂସ୍ଥାର...

fake
ଡ୍ରାଇଭିଂ ଲାଇସେନସ୍ କରାଇଦେବା ନାଁରେ ଡିଜିଟାଲ ଦଲାଲ

ଭୁବନେଶ୍ୱର : ଅନ୍‌ଲାଇନ୍‌ରେ ଡ୍ରାଇଭିଂ ଲାଇସେନ୍ସ କରିବାକୁ ଚାହୁଛନ୍ତି କି? ତା’ହେଲେ ସାବଧାନ ହୋଇଯାଆନ୍ତୁ। କାରଣ ମାତିଛନ୍ତି ଡିଜିଟାଲ୍‌ ଦଲାଲ। ଡ୍ରାଇଭିଂ ଲାଇସେନ୍ସ କରାଇବା ନାଁ’ରେ ଅନ୍‌ଲାଇନ୍‌ରେ ତିଆରି ହୋଇଛି ଫେକ୍‌ ୱେବ୍‌ସାଇଟ୍‌। ଯାହାର ଜାଲ୍‌ରେ ପଡ଼ି ଠକେଇର ଶିକାର ହୋଇଛନ୍ତି ଆପଣ। ଇଡ୍ରାଇଭିଂ ଲାଇସେନ୍ସ ଓଆର୍‌ଜି ମାରିବା...

hoceys
ଅଲିମ୍ପିକ୍ କ୍ୱାଲିଫାୟର୍: ଆମେରିକା ପରାସ୍ତ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ଭାରତୀୟ ମହିଳା ଟିମ୍ ଘରୋଇ ଦର୍ଶକଙ୍କ ସାମ୍ନାରେ ଚିତ୍ତାକର୍ଷକ ବିଜୟ ହାସଲ କରି ଅଲିମ୍ପିକ୍ସର ନିକଟତର ହୋଇଛି। ଶୁକ୍ରବାର ଏଠାରେ ଭାରତୀୟ ମହିଳା ଟିମ୍ ଏଫଆଇଏଚ୍ ଅଲିମ୍ପିକ୍ କ୍ୱାଲିଫାୟରର ପ୍ରଥମ ମ୍ୟାଚରେ ଆମେରିକାକୁ ୫-୧ ଗୋଲରେ...

missile
ମାତ୍ର କେଇ ଟଙ୍କା ପାଇଁ ମୃତ୍ୟୁ ସାଉଁଟୁଛନ୍ତି ଲୋକେ

ଭୁବନେଶ୍ୱର : ସମୁଦ୍ରତଟରେ ଘନ ଘନ କମାଣର ଗର୍ଜନ। ଗୋଳା ବାରୁଦ ଆଉ ରକେଟ୍‌ର ଖେଳ। ମାଇଲ୍ ମାଇଲ୍ ଦୂର ଯାଏ ଟାର୍ଗେଟ୍, ଛାତିଥରା ବିସ୍ଫୋରଣ। ଏହା ଯୁଦ୍ଧ ନୁହେଁ, ଯୁଦ୍ଧ ପାଇଁ ଯୁଦ୍ଧାସ୍ତ୍ର ପ୍ରସ୍ତୁତିର ଦୃଶ୍ୟ। ବାଲେଶ୍ୱର ଚାନ୍ଦିପୁର ସ୍ଥିତ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ପ୍ରୁଫ୍ ଆଣ୍ଡ...

china
ଚାଇନାରେ ୫ଜି

ବେଜିଂ: ଚାଇନାରେ ଆରମ୍ଭ ହୋଇଛି ୫ଜି ଟେଲିକମ୍‌ ସେବା। ଏଥିସହିତ ଚାଇନା ଟେଲିକମ୍‌ ଜଗତର ଅଗ୍ରଣୀ ପରିଚୟ ହାସଲ କରିପାରିଛି। ଚାଇନାର ରାଷ୍ଟ୍ରାୟତ୍ତ କମ୍ପାନୀ ଚାଇନା ମୋବାଇଲ, ଚାଇନା ୟୁନିକମ୍‌ ଏବଂ ଚାଇନା ଟେଲିକମ୍‌ ୫ଜି ସେବା ଆରମ୍ଭ କରିଛନ୍ତି। ଆଉ ଏଭଳି ଘଟଣା ସେତେବେଳେ ଘଟିଛି ଯେତେବେଳେ...

puri
ସ୍ୱର୍ଗଦ୍ୱାରରୁ ଭଙ୍ଗାଯିବ ବିଜୁବାବୁଙ୍କ ସମାଧି

ଭୁବନେଶ୍ୱର : ପୁରୀ ସ୍ୱର୍ଗଦ୍ୱାରରେ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସମାଧି ସ୍ଥଳୀ ଭଙ୍ଗାଯିବ। ୧୬୦୦ବର୍ଗ ଫୁଟ ଅଞ୍ଚଳରେ ଥିବା ଏହି ସମାଧି ସ୍ଥଳୀକୁ ହଟାଇ ସେହି ସ୍ଥାନକୁ ରାଜ୍ୟବାସୀଙ୍କ ସେବାରେ ଉପଯୋଗ କରିବା ପାଇଁ ନିଷ୍ପତ୍ତି ହୋଇଛି। ୨୦୧୫ ଜାନୁୟାରୀ ମାସରେ କୋର୍ଟ ଏହି ଅନଧିକୃତ...

ll
ସ୍ୱଚ୍ଛତା ପାଇଁ ଅଜବ ନିୟମ, ଖୋଲାରେ ମଳତ୍ୟାଗ କଲେ ରାସନ ବନ୍ଦ

ବ୍ରହ୍ମପୁର(ଅଶୋକ ବ୍ରହ୍ମା) : ପଞ୍ଚାୟତ ନିୟମକୁ ବେଖାତିର କଲେ ଦଣ୍ଡ । ସରପଞ୍ଚଙ୍କ ଲିଖିତ ଆଇନକୁ ନମାନିଲେ ପଡ଼ିକାର୍ଡରେ ମିଳୁନି ଖାଦ୍ୟ ସାମଗ୍ରୀ । ସରକାରଙ୍କ ସ୍ୱଚ୍ଛ ଭାରତ ମିଶନକୁ ଆଉ ଟିକେ ପ୍ରଭାବୀ ଢଙ୍ଗରେ ଅନୁପାଳନ ଲାଗି ଏମିତି ନିଷ୍ପତ୍ତି ନେଇ ଚର୍ଚ୍ଚାରେ ଗଞ୍ଜାମ ସାନଖେମୁଣ୍ଡି ବ୍ଲକ୍...

h
ମନର ବଳ ଆଗରେ ହାର୍‌ ମାନିଛି ବୟସ ; ପରିଣତ ବୟସରେ କମିନି ଦୌଡ଼ିବା ନିଶା

ରାଉରକେଲା (ପବନ ତିୱାରୀ ) : ବଦଳୁଛି ଲୋକଙ୍କ ଲାଇଫ ଷ୍ଟାଇଲ । ଆଜିକାଲି ପରିବର୍ତ୍ତିତ ସମାଜରେ ସମସ୍ତେ ନିଜକୁ ଫିଟ୍ ରଖିବାକୁ କେତେ କଣ ନ କରୁଛନ୍ତି। ତେବେ ଆଜି ଆମେ ଏମିତି ଜଣେ ବୃଦ୍ଧାଙ୍କ ବିଷୟରେ କହିବୁ ଯାହାଙ୍କ ଆଗରେ ବୟସ ହାର୍ ମାରିଛି। ହୋଇପାରେ...

protest
ରାସ୍ତାରେ ପାଠ ପଢିଲେ ଛାତ୍ରଛାତ୍ରୀ

ଉଦଳା(ମାନସ ପାଣି): ରାସ୍ତାରେ ପାଠ ପଢିଲେ ଛାତ୍ରଛାତ୍ରୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଜଡ଼ାବଣି ଛକରେ। ଜଡ଼ାବଣି ୟୁପି ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ଆଣି ବଦଳି ଦାବି କରିଥିଲେ ଗ୍ରାମବାସୀ। ଯାହାଫଳରେ ୨ ମାସ...

math
ଗଣିତ ପଢ଼ାଇଲେ କ୍ରୀଡ଼ା ମନ୍ତ୍ରୀ

କୋଣାର୍କ (ସଞ୍ଜୟ ପତି): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ବେଶ୍‌ ସକ୍ରିୟ ଅଛନ୍ତି। ସେମାନେ କେତେବେଳେ କେଉଁ ବିଭାଗକୁ ଚାଲି ଯାଉଛନ୍ତି, ଖୋଦ୍‌ ବିଭାଗୀୟ ଅଧିକାରୀମାନେ ଜାଣିପାରୁ ନାହାନ୍ତି। ଏହାର ନମୂନା ମଧ୍ୟ ପୂର୍ବରୁ ଦେଖିବାକୁ ମିଳିଛି। ଗତ କିଛି ଦିନ ତଳେ ଗଣଶିକ୍ଷା ମନ୍ତ୍ରୀ...

photo
ଯୁବକଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଉମରକୋଟ (କାର୍ତ୍ତିକ ମଲ୍ଲିକ) : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଫକଟି ଗାଁ ନିକଟରେ ଥିବା ଏକ ଶାଗୁଆନ ଗଛରେ ଝୁଲନ୍ତା ଅବସ୍ଥାରେ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରିଛି ପୁଲିସ। ଏହା ଆତ୍ମହତ୍ୟା ନା ହତ୍ୟା, ତାହା ଜଣାପଡ଼ିନଥିବା ବେଳେ ପୁଲିସ ମୃତଦେହ ଜବତ କରି...

baba
ଅନ୍ଧବିଶ୍ୱାସର ଅନ୍ଧାରି ଇଲାକାରେ କୁସଂସ୍କାର , ନରବଳି ଅଭିଯୋଗ

ବଲାଙ୍ଗିର/କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ଶିକ୍ଷାଦୀକ୍ଷା ଅଭାବରୁ ହେଉ କି ସଚେତନତା, ଅନ୍ଧବିଶ୍ୱାସର ଅନ୍ଧାରି ଅଞ୍ଚଳରେ ବଞ୍ଚି ରହିଛି କୁସଂସ୍କାର। ରକ୍ତରେ ହୋଲି ଖେଳୁଛି ମଣିଷ। ଯେଉଁଥିପାଇଁ ପ୍ରତିଦିନ ନିରୀହ ଲୋକଙ୍କ ଜୀବନ ଯାଉଛି। ଆଜି ଏଭଳି ଦୁଇଟି ଘଟଣା ଓଡ଼ିଶାରେ ଦେଖାଇବୁ ମିଳିଛି। ଗୋଟିଏରେ ମାନସିକ ପୂରଣ ପାଇଁ ନରବଳିର...

rto
ବନ୍ଧା ହେଲା ଆର୍‌ଟିଓ ଦଲାଲ୍

ନୟାଗଡ଼ : ପରିବହନ କାର୍ଯ୍ୟାଳୟ ପରିସର ନୁହେଁ, ଏବେ ଦୂରରେ ରହି ଅପରେଟ କରୁଛନ୍ତି ଦଲାଲ। ନୟାଗଡ଼ରୁ ଜଣେ ଦଲାଲ ଧରାପଡ଼ିବା ପରେ ଏଭଳି ଘଟଣା ସମ୍ନାକୁ ଆସିଛି। ଦଲାଲଙ୍କୁ ଧରିବା ପାଇଁ ଖୋଦ ନୟାଗଡ଼ ଏସ୍‌ପି ଶଶିଭୂଷଣ ଶତପଥୀ ଜାଲ ବିଛାଇଥିଲେ। ଜଣେ ବ୍ୟକ୍ତିଙ୍କୁ ଡ୍ରାଇଭିଂ ଲାଇସେନ୍ସ...

mobile tower
ନଳକୂପ ଲୁହା ପାଇପ୍‌ରେ ତିଆରି ମିନି ମୋବାଇଲ ଟାଓ୍ୱାର !

ବାଲିଗୁଡ଼ା (ଅଜିତ ନାୟକ): ଅଦରକାରୀ ନଳକୂଅର ଲୁହା ପାଇପ୍‌ରେ ତିଆରି ହୋଇଛି ମୋବାଇଲ୍‌ ଟାୱାର। ଏହା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଘଟଣାଟି ସମ୍ପୂର୍ଣ୍ଣ ସତ। ଗାଁ ଲୋକଙ୍କର ପ୍ରଚେଷ୍ଟା ଓ ଜିଲ୍ଲା ପ୍ରଶାସନର ସହଯୋଗରେ ଏପରି ମିନି ମୋବାଇଲ ଟାୱାର ତିଆରି ହୋଇଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ...

gg
ହ୍ୟାକ୍‌ ହେଲା ହ୍ୱାଟସ୍‌ଆପ !

ନୂଆଦିଲ୍ଲୀ: ଇସ୍ରାଏଲର ହ୍ୟାକର ଗ୍ରୁପ୍‌ ଭାରତର ସାମ୍ବାଦିକ, ସାମାଜିକ କର୍ମୀ ଓ ସାଧାରଣ ଲୋକଙ୍କ ହ୍ୱାଟସ୍‌ଆପ ହ୍ୟାକ କରିଥିବା ଜଣାପଡ଼ିଛି। ଏହି ହ୍ୟାକର ଗ୍ରୁପ୍‌ର ନାଁ ପେଗାସୁସ୍‌। ଏହି ସଂସ୍ଥା ପକ୍ଷରୁ ଭାରତର ସାମ୍ବାଦିକ, ଏକାଡେମିକ୍ସ, ଓକିଲ ଓ ଦଳିତଙ୍କ ପାଇଁ ଲଢ଼େଇ କରୁଥିବା ସାମାଜିକ କର୍ମୀଙ୍କ ହ୍ୱାଟସ୍‌ଆପକୁ...