ଜଗତସିଂହପୁର(ଶଶାଙ୍କ ପଣ୍ଡା) : ସ୍ତ୍ରୀକୁ ବାରମ୍ବାର ଅସଦାଚରଣ ଉଦ୍ୟମ କରିବାରୁ ସୁପାରି ଦେଇ ଅଭିଯୁକ୍ତକୁ ହତ୍ୟା କରାଇଲା ସ୍ୱାମୀ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାସ କରିଛି ଜଗତସିଂହପୁର ପୁଲିସ। ଏହା ସହିତ ଦୁଇ ସୁପାରି କିଲର୍ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଜଗତସିଂହପୁର ଏସ୍ପିଙ୍କ ସୂଚନା...
ଭୁବନେଶ୍ୱର : ଓଡ଼ିଶାର କଳିଙ୍ଗ ଷ୍ଟାଡିୟମରେ ଇତିହାସ ସୃଷ୍ଟି କରିଛନ୍ତି ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ। କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଅଲିମ୍ପିକ କ୍ୱାଲିଫାୟର ମ୍ୟାଚରେ ଦମଦାର ବିଜୟ ସହ ଉଭୟ ଭାରତୀୟ ପୁରୁଷ ଓ ମହିଳା ହକି ଦଳ ୨୦୨୦ ଟୋକିଓ ଟିକେଟ୍ ହାସଲ...
ଭୁବନେଶ୍ୱର : ଆସନ୍ତା ଡିସେମ୍ବର ୧୪ ତାରିଖରୁ ଏକମାସ ଧରି ଆନ୍ତର୍ଜାତିକସ୍ତର ଉତ୍ସବ ‘ମେରାଇନ୍ ଡ୍ରାଇଭ ଇକୋ ରିଟ୍ରିଟ୍’ ଫେଷ୍ଟିଭାଲ ଅନୁଷ୍ଠିତ ହେବ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭରେ କୋଣାର୍କଠାରୁ ୮କିମି ଦୂରରେ ଏହି ଫେଷ୍ଟିଭାଲ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଏହି ଫେଷ୍ଟିଭାଲର ପ୍ରସ୍ତୁତି ବୈଠକ...
ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍କୁ ଅଲିମ୍ପିକ୍ସ ଟିକେଟ୍ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା FIH କ୍ୱାଲିଫାଇଂ ଦ୍ୱିତୀୟ ମ୍ୟାଚରେ ପରାଜୟ ସତ୍ତ୍ୱେ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛି ମହିଳା ଟିମ୍। ଆଜିର ମ୍ୟାଟ୍ରେ ଆମେରିକା ଗତକାଲି ତ୍ରୁଟି ସୁଧାରି ଉନ୍ନତ ପ୍ରଦର୍ଶନ ସହ...
ଭୁବନେଶ୍ୱର : କଂଗ୍ରେସର ଦିବଂଗତ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ପତ୍ନୀ ନମିତା ସାହୁ ଅସୁସ୍ଥ ଅଛନ୍ତି। ଏପରି ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହାକୁ ନେଇ ଆଜି ମୁହଁ ଖୋଲିଛନ୍ତି ନିଜେ ନମିତା। ସେ କହିଛନ୍ତି,“ମୋ’ ଦିଅର ତଥା ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିର୍ବାଚନ ଜିତିବା...
ନୂଆଦିଲ୍ଲୀ: ବିଧିବଦ୍ଧ ଭାବେ ଜମ୍ମୁ-କଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭାଜିତ ହେବା ପରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭାରତର ନୂଆ ମାନଚିତ୍ର ଜାରି କରିଛି। ଗତ ଅକ୍ଟୋବର ୩୧ ତାରିଖରେ ହିଁ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇବା ସହ ଏହା ଜମ୍ମୁ-କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଲଦାଖ...
ନୂଆଦିଲ୍ଲୀ : ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପୁଣି ଥରେ ସଫ୍ଟ ଲ୍ୟାଣ୍ଡିଂ ପାଇଁ ହେବ ପ୍ରୟାସ। ପ୍ରଥମ ଥର ଏହା ବିଫଳ ହୋଇଥିବାରୁ ପୁଣିଥରେ ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ କରିବା ଦିଗରେ କାର୍ଯ୍ୟ ଜାରି ରହିଛି ବୋଲି ଇସ୍ରୋ ମୁଖ୍ୟ କେ. ଶିବନ କହିଛନ୍ତି। ଦିଲ୍ଲୀ ଆଇଆଇଟିର ବାର୍ଷିକ...
ଦିଲ୍ଲୀ: ଶନିବାର ଦିଲ୍ଲୀର ତିସ୍ ହଜାରୀ କୋର୍ଟ ସାମ୍ନାରେ ପୁଲିସ୍ ଏବଂ ଓକିଲଙ୍କ ମଧ୍ୟରେ ତୁମୂଳ କାଣ୍ଡ ଦେଖିବାକୁ ମିଳିଛି। ଏହି ସମୟରେ ଗୁଳି ଫୁଟାର ଶବ୍ଦ ମଧ୍ୟ ଶୁଣିବାକୁ ମିଳିଥିଲା। ଏଥିରେ ଜଣେ ଓକିଲ ଆହତ ହୋଇଥିବା ସୂଚନା ମିଳିଛି। ତାଙ୍କୁ ତୁରନ୍ତ ସେଣ୍ଟ ଷ୍ଟିଫେନ୍ ହସ୍ପିଟାଲ...
ଯାଜପୁର: ପିଇଓ ସ୍ମିତାରାଣୀଙ୍କ ମୃତ୍ୟୁ ପରଠୁ ବିବାଦୀୟ ହୋଇପଡ଼ିଥିବା ରଙ୍ଗମହଲର ନୂଆ କାହାଣୀ । ତୋଷାମଦ, ଷଡ଼ଯନ୍ତ୍ର ଆଉ ଦୁର୍ନୀତିର ମୁଖଶାଳା ସାଜିଥିବାର ସାଂଘାତିକ ଅଭିଯୋଗ । କେବେ ରଙ୍ଗମହଲକୁ ପ୍ରଶାସନ ଭାଙ୍ଗିଛି ତ ଆଉ କେବେ ପୁଣି ମୁଣ୍ଡ ଟେକିଛି ୬ ଶହ ୫୦ ବର୍ଗଫୁଟ୍ରେ। ଏହି...
ଭୁବନେଶ୍ୱର: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲିଆନ ଗୋଲଡେନ ସ୍ୟାଣ୍ଡ ଆୱାର୍ଡ। ଆସନ୍ତା ନଭେମ୍ବର ୧୩ରୁ ୧୮ତାରିଖ ପର୍ଯ୍ୟନ୍ତ ଇଟାଲୀରେ ହେବାକୁ ଥିବା ଏକ ସ୍ୟାଣ୍ଡ ଆର୍ଟ ଫେଷ୍ଟିଭାଲରେ ଏହି ଆୱାର୍ଡ ପ୍ରଦାନ କରାଯିବ। ଏହି ଆୱାର୍ଡ ପାଇବା ପାଇଁ ସୁଦର୍ଶନଙ୍କୁ ନିମନ୍ତ୍ରଣ କରାଯାଇଛି।...
ଆଠଗଡ଼ : ଶବ କାନ୍ଧେଇଲେ ବରିଷ୍ଠ ମନ୍ତ୍ରୀ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ଆଠଗଡ଼ର ପୂର୍ବତନ ନଗରପାଳ ପ୍ରମଥ ଚନ୍ଦ୍ର ମିଶ୍ର ଦୀର୍ଘଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ। ୬୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଥିବାବେଳେ, ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ମନ୍ତ୍ରୀ...
ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଜର୍ମାନ୍ ଚାନସେଲର ଆଜି ଦିଲ୍ଲୀର ପ୍ରଦୂଷଣକୁ ଆଖିରେ ଦେଖିଛନ୍ତି। ଏହାପରେ ଦେଶରେ ଡିଜେଲ ବସ୍ ବଦଳରେ ଇଲେକ୍ରିକ ବସ୍ ଚଳାଇବା ପାଇଁ କହିଛନ୍ତି। ଏମିତିକି ପରିବେଶ ପ୍ରଦୂଷଣରୁ ମୁକ୍ତି ପାଇଁ ଅନେକ ପ୍ରକଳ୍ପକୁ ଆରମ୍ଭ କରିବାକୁ ସେ ପରାମର୍ଶ ଦେଇଛନ୍ତି। ତାମିଲନାଡୁ ବସ୍...
ବଲାଙ୍ଗିର : ଚିତ୍ରାଙ୍କନ ପରୀକ୍ଷାରେ ଚିତ୍ର ନଆସିବାରୁ ପ୍ରଥମ ଶ୍ରେଣୀ ଛାତ୍ରଙ୍କୁ ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କ ନିସ୍ତୁକ ମାଡ଼। ତାହା ପୁଣି ଶ୍ରେଣୀ ଗୃହ ଭିତରେ ଏଭଳି ଘଟଣା ସାମନାକୁ ଆସିଛି। ଅଭିଯୋଗ ଅନୁସାରେ ,ବଲାଙ୍ଗିର ଜିଲ୍ଲା ଜାଲପାଲି ପ୍ରାଥମିକ ବିଦ୍ୟାଳୟରେ ଗତକାଲି ପ୍ରଥମ ଶ୍ରେଣୀର ଚିତ୍ରାଙ୍କନ ପରୀକ୍ଷା ଥିଲା।...
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା କ୍ରେଡିଟ କୋ ସଭାପତିଙ୍କ ନାଁରେ ଯୌନ ଉତ୍ପୀଡ଼ନ ପ୍ରସଙ୍ଗରେ OTV କ୍ୟାମେରା ସାମ୍ନାରେ କଳା କାହାଣୀ ଶୁଣାଇଛନ୍ତି ପୀଡ଼ିତା। ସଭାପତି ପ୍ରମୋଦ ସାହୁଙ୍କ ନାଁରେ ସେ ଖୋଲା ଅଭିଯୋଗ କରିଛନ୍ତି। ପ୍ରମୋଦ ସାହୁ ସର୍ବଦା ଯୌନ ଉତ୍ପୀଡ଼ନ କରୁଥିଲେ। ମୋବାଇଲ ଭିଡିଓ କଲ୍ ଶିଖାଇବା ନାଁରେ...
ନୂଆପଡା(ମାୟାଧର ସରାଫ): ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଆଜି ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ସୈତାନ ବାପା ନିଜ ୮ ବର୍ଷର ଝିଅକୁ ପନିକିରେ ହାଣି ହତ୍ୟା କରି ଥିବା ଅଭିଯୋଗ ହୋଇଛି। ମୃତ ଝିଅର ବଡ଼ବାପାଙ୍କ ଅଭିଯୋଗରୁ ପ୍ରକାଶ, ଆଜି ସନ୍ଧ୍ୟାରେ କୌଣସି...
ଭୁବନେଶ୍ୱର : ଏଣିକି ରାଜ୍ୟର ଯେକୌଣସି RTOରୁ ମିଳି ପାରିବ ଡିଏଲ୍ । ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଯେକୌଣସି RTOରେ ଆବେଦନ କରାଯାଇପାରିବ। କେବଳ ଡ୍ରାଇଭିଂ ଲାଇସେନ୍ସ ନୁହେଁ ଗାଡ଼ି ରେଜିଷ୍ଟ୍ରେସନ ମଧ୍ୟ ଯେକୌଣସି RTOରୁ କରାଯାଇ ପାରିବ। ଏନେଇ ରାଜ୍ୟ ପରିବହନ କମିଶନରଙ୍କ ପକ୍ଷରୁ...