• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

dil er mehendi
ଏଥର ବାଲିଯାତ୍ରାରେ ବଲିଉଡ୍‌ ସିଙ୍ଗର

କଟକ : ନୂଆ ରୂପରେ ଅନୁଷ୍ଠିତ ହେବ କଟକର ଐତିହାସିକ ବାଲିଯାତ୍ରା। ପ୍ରଥମ ଥର ପାଇଁ ପଥଉତ୍ସବ ସହ ବୋଟିଂର ମଜା ନେବେ ଦର୍ଶକ। ଷ୍ଟଲ ବୁଲା ସାଙ୍ଗକୁ ଶୁଣିବାକୁ ମିଳିବ ବଲିଉଡ୍ କଣ୍ଠଶିଳ୍ପୀଙ୍କ ସ୍ୱର। ଆଉ ମାତ୍ର ଦୁଇ ଦିନର ଅପେକ୍ଷା। ଆରମ୍ଭ ହେବ କଟକର ଐତିହାସିକ...

management
ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

ବଲାଙ୍ଗିର (ଘଟେଶ୍ୱର ମିଶ୍ର) : ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ।  ବଲାଙ୍ଗିରରେ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଆୟୋଜନ କଲେ ‘ଦାୱତ ଏ ଦରବାର’ କାର୍ଯ୍ୟକ୍ରମ। ଭିନ୍ନ ଭିନ୍ନ ଧର୍ମର ଛାତ୍ରଛାତ୍ରୀ ମାନେ ନିଜକୁ ମୁସଲିମ ବେଶରେ ସଜେଇ, ସେମାନଙ୍କ ଖାଦ୍ୟ ପ୍ରସ୍ତୁତ କରିବା ସହ...

cut head
କଟାମୁଣ୍ଡ କୁଆଡେ ଗଲା …. ପୁଲିସର ତନାଘନା

ପୁରୀ : ପୁରୀ ତାଳବଣିଆ ଥାନା ଅର୍ନ୍ତଗତ ସିପସରୁବାଲି ମୌଜା ନିକଟ ଏକ ଜଙ୍ଗଲରୁ କଟାମୁଣ୍ଡ ଉଭାନ ଘଟଣାକୁ ଗୁରୁତର ସହ ନେଇଛି ତାଳବଣିଆ ପୁଲିସ।  ତାଳବଣିଆ ଥାନା ପୁଲିସ ଏବଂ ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।  ଜଙ୍ଗଲ ପରିସରରେ ପଡିଥିବା ଦୁଇଟି ହାଡ,...

latin
ହଷ୍ଟେଲରେ ଲଣ୍ଠନ ଓ ଚାର୍ଜ ଲାଇଟରେ ପାଠ ପଢୁଛନ୍ତି ପିଲା!

ମୁନିଗୁଡ଼ା (ନନ୍ଦକିଶୋର ପଟ୍ଟନାୟକ) : ଦୁଇମାସରୁ ଉର୍ଦ୍ଧ୍ୱ ଦିନ ହେବ ହଷ୍ଟେଲରେ ନାହିଁ ବିଦ୍ୟୁତ ସଂଯୋଗ। ବାଧ୍ୟ ହୋଇ ପିଲାମାନେ ଲଣ୍ଠନ ଏବଂ ଚାର୍ଜ ଲାଇଟରେ ପାଠ ପଢୁଥିବା ଅଭିଯୋଗ ହୋଇଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୁନିଗୁଡ଼ା ବ୍ଲକ କୁମୁଡାବାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଆଦିବାସୀ ହଷ୍ଟେଲରେ।...

pregnant
ଟୋକେଇରେ ବୁହାହେଲେ ପ୍ରସୂତୀ

ତେଲକୋଇ  : ପୁଣି ସାମ୍ନାକୁ ଆସିଲା ଅବହେଳାର ଚିତ୍ର। ରାସ୍ତା ନଥିବାରୁ ଜଣେ ପ୍ରସୂତୀଙ୍କୁ ଟୋକେଇରେ ବୋହି ଆଣିଲେ ପରିବାର ଲୋକେ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ତମାଙ୍ଗ ଗାଁରେ। ଗାଁଟି ପାହାଡ଼ ଉପରେ ଥିବାବେଳେ ରାସ୍ତା ନଥିବାରୁ ତମାଙ୍ଗ ଗାଁର ରାଜେଶ ପଧାନ...

septic tank
ଟାଙ୍କିରେ ବୁଡି ଶିଶୁ ମୃତ

ରାଉରକେଲା : ରାଉରକେଲାରୁ ଆସିଛି ଏକ ଅଘଟଣର ଖବର। ରଘୁନାଥପାଲି ଥାନା ଅନ୍ତର୍ଗତ କୋଏଲ ନଗର ଅଞ୍ଚଳରେ ଏକ ଖୋଲା ସେପ୍‌ଟି ଟାଙ୍କିରେ ବୁଡ଼ି ଜଣେ କେଜି ୨ରେ ପାଠ ପଢ଼ୁଥିବା ୫ ବର୍ଷ ଶିଶୁର ମୃତ୍ୟୁ ଘଟିଛି । କୋଏଲ୍‌ ବ୍ୟାଙ୍କ ଅଂଚଳର ଶିଶୁ ଅନିଷ ସାହୁ...

ndrf chief
NDRF ଟିମ୍ ହେଡ଼୍ ମନୋରଞ୍ଜନ ପ୍ରସାଦଙ୍କ ଅବସ୍ଥା ଗୁରୁତର

ଭଦ୍ରକ : NDRF ଟିମ୍ ହେଡ଼୍ ମନୋରଞ୍ଜନ ପ୍ରସାଦଙ୍କ ଅବସ୍ଥା ଗୁରୁତର । ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ମନୋରଞ୍ଜନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସୂଚନା ମୁତାବକ ,ବାତ୍ୟା ବୁଲ୍‌ବୁଲ୍‌ରେ ଭଦ୍ରକ ନାୟକଣିଡିହ ପୁଲିସ ଷ୍ଟେସନ୍‌ରେ ଗଛ ଭାଙ୍ଗି ପଡିଥିଲା। ଏନ୍‌ଡିଆର୍‌ଏଫ୍ ଟିମ୍ ଆସି...

zarini khan
ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

ଭୁବନେଶ୍ୱର : ଭୁବନେଶ୍ୱର ଗସ୍ତରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ଜରିନ୍‌ଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ଭୁବନେଶ୍ୱରରେ ଆଜି ସଂଧ୍ୟାରେ ହେବାକୁ ଥିବା ଏକ ଫ୍ୟାସନ୍ ଶୋ’ରେ ଯୋଗଦେବେ ଜରିନ୍ । ଓଡ଼ିଶାରେ ପହଞ୍ଚିବା ପରେ ସେ ଓଡ଼ିଆ ଖାଦ୍ୟ...

bulbul--land
ବାତ୍ୟା ‘ବୁଲବୁଲ୍‌’ର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଆରମ୍ଭ

ପଶ୍ଚିମବଙ୍ଗ : ବାତ୍ୟା ‘ବୁଲବୁଲ୍‌’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ସାଗର ଦ୍ୱୀପ-ଖେପୁପରା ମଧ୍ୟରେ ଲ୍ୟାଣ୍ଡଫଲ୍‌ କରିଛି । ଲ୍ୟାଣ୍ଡଫଲ୍‌ ସମୟରେ ପବନର ବେଗ ୧୧୫ରୁ ୧୨୫ କି.ମି ସୂଚନା ରହିଛି। ପବନର ବେଗ ବଢ଼ି ୧୪୦ କି.ମି ହେବାର ଆକଳନ କରାଯାଉଛି। ଲ୍ୟାଣ୍ଡଫଲ୍‌...

modi
'ଦୁନିଆ ଦେଖିଲା ଭାରତର ଲୋକତନ୍ତ୍ର କେତେ ଜୀବନ୍ତ, କେତେ ମଜବୁତ୍‌'

ନୂଆଦିଲ୍ଲୀ :  ଆଜି ଦୁନିଆ ଦେଖିଲା ଭାରତର ଲୋକତନ୍ତ୍ର କେତେ ଜୀବନ୍ତ, କେତେ ମଜବୁତ। କୋର୍ଟଙ୍କ ରାୟକୁ ସବୁ ବର୍ଗର ଲୋକ, ଖୋଲା ହୃଦୟରେ ସ୍ୱାଗତ କଲେ। ଐତିହାସିକ ଅଯୋଧ୍ୟା ରାୟ ଆସିବା ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ଏଭଳି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି...

std death
NCC ଶିକ୍ଷକଙ୍କ ଅତ୍ୟଧିକ ବ୍ୟାୟାମ ଯୋଗୁ ଛାତ୍ରଙ୍କ ମୃତ୍ୟୁ

ବଣାଇ(ରଣଜିତ ଚୌଧୁରୀ): ଏନ୍‌ସିସି ଶିକ୍ଷକ ଅତ୍ୟଧିକ ବ୍ୟାୟାମ କରାଇବାରୁ ଛାତ୍ର ଅସୁସ୍ଥ ହୋଇ ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ। ଏହା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ତଳୁ କଢ଼ା ଯାଇଛି ପୋତାଯାଇଥିବା ଛାତ୍ରଙ୍କ ମୃତଦେହ। ପୁଲିସ ଏହାର ତଦନ୍ତ କରୁଛି। ଏହି ଘଟଣା ହେଉଛି ସୁନ୍ଦରଗଡ଼ ଜିଲ୍ଲା ବଣାଇର ରାଜା...

PRATAP JENA
ପ୍ରତାପ ଜେନା ପାଇଲେ ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର

ଭୁବନେଶ୍ୱର : ରାଜ୍ୟ ପଞ୍ଚାୟତିରାଜ, ପାନୀୟଜଳ, ଆଇନ‌, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଆଜି ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ ଏକ ଉତ୍ସବରେ କେନ୍ଦ୍ର ଦକ୍ଷତା ବିକାଶ ଓ ଔଦ୍ୟୋଗିକ ମନ୍ତ୍ରୀ ଡକ୍ଟର ମହେନ୍ଦ୍ର ନାଥ ପାଣ୍ଡେଙ୍କ...

mm
୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

ଇତିହାସ ଅନୁସାରେ ୧୫୨୮ରେ ଅଯୋଧ୍ୟାରେ ନିର୍ମାଣ କରାଯାଇଥିଲା ବାବରି ମସଜିଦ। ଏହାକୁ ନିର୍ମାଣ କରାଇଥିଲେ ମୋଗଲ ସମ୍ରାଟ ବାବରଙ୍କ ସେନାପତି ମିର୍ ବାକି । ଆଜିର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଦ୍ୱାଦଶ ଶତାଦ୍ଦୀରେ ସେଠାରେ ମନ୍ଦିର ଥିଲା । ମସଜିଦ ନିର୍ମାଣ କରାଯାଇଥିବାରୁ ୧୮୫୩ ରେ ପ୍ରଥମ ଥର...

sc
ଅଯୋଧ୍ୟା ଅଧ୍ୟାୟର ଅନ୍ତ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର। ଦେଶର ସବୁଠୁ ବଡ଼ ଓ ଚର୍ଚ୍ଚିତ ବିବାଦର ଅନ୍ତ ଘଟାଇ ଆଜି ସୁପ୍ରିମକୋର୍ଟ ଶୁଣାଇଛନ୍ତି ଐତିହାସିକ ଅଯୋଧ୍ୟା ରାୟ। କହିଛନ୍ତି ବିବାଦୀୟ ଜମିରେ ହିଁ ନିର୍ମାଣ ହେବ ରାମ ମନ୍ଦିର। ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍...

1
ବାତ୍ୟା ଓଡ଼ିଶା ନ ଛୁଇଁଲେ ବି ତାର ପ୍ରଭାବ ଦେଖେଇଛି...

ଭୁବନେଶ୍ୱର : କେଉଁଠି ଘରର ଛପର ଉଡିଯାଇଛି ତ କେଉଁଠି ଘରର କାନ୍ଥ ଭାଙ୍ଗିଯାଇଛି। ଅସହାୟ ଜନଜୀବନ। ଗମନାଗମନ ପୁରା ଠପ୍ । ବାତ୍ୟା ବୁଲ୍‌ବୁଲ୍ ଓଡ଼ିଶା ନଛୁଇଁଲେ ମଧ୍ୟ ଏହାର ପ୍ରଭାବ କିନ୍ତୁ ଉପକୂଳ ଓଡ଼ିଶାରେ ଦେଖିବାକୁ ମିଳିଛି। ଗତକାଲି ରାତିଠାରୁ ଭଦ୍ରକ ସହରରେ ପବନ ସହ...

parasharan
ସେ କିଏ ଜାଣନ୍ତି ? ୯୨ ବର୍ଷ ବୟସରେ ବି ଲଢ଼ୁଥିଲେ ଅଯୋଧ୍ୟା କେସ୍‌

ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ମାମଲାର ଅନ୍ୟତମ ଚର୍ଚ୍ଚିତ ଅଙ୍ଗ ଥିଲେ ରାମଲାଲା ବିରାଜମାନଙ୍କ ଓକିଲ କେ ପରାଶରନ୍‌। କେନ୍ଦ୍ର ସରକାରଙ୍କ ସଲିସିଟର ଜେନେରାଲ ଦାୟିତ୍ୱ ତୁଲାଇସାରିଥିବା ଏହି ବରିଷ୍ଠ ଓକିଲ ୯୨ ବର୍ଷ ବୟସରେ ମଧ୍ୟ ଏହି ମାମଲା ଲଢ଼ୁଥିଲେ। ୧୯୨୭ ମସିହାରେ ତାମିଲନାଡ଼ୁର ଶ୍ରୀରଙ୍ଗମ୍‌ଠାରେ ଜନ୍ମ...