ଭୁବନେଶ୍ୱର : ଭୟଙ୍କର ରୂପ ନେଉଛି ବାତ୍ୟା ‘ବୁଲ୍ବୁଲ୍’। ଏବେ ଦୀଘାରୁ ୮୦ କିମି ଦୂରରେ ଗତି କରୁଛି। ଘଣ୍ଟାକୁ ୮ରୁ ୯କିମି ଗତିରେ ଆଗକୁ ବଢୁଛି। ଉତ୍ତର ଓ ଉତ୍ତର-ପୂର୍ବ ଦିଗରେ ଗତି କରି ଆଜି ରାତିରେ ରାତି ୭ଟାରୁ ୧୧ଟା ମଧ୍ୟରେ ପଶ୍ଚିମବଙ୍ଗ-ବାଂଲାଦେଶ ମଝିରେ ଲ୍ୟାଣ୍ଡଫଲ୍...
ଭୁବନେଶ୍ୱର : ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ରାୟ ଆସିବା ପରେ ଏହାକୁ ଅନେକ ସ୍ୱାଗତ କରିଥିବା ବେଳେ ବିଭିନ୍ନ ଦଳର ନେତା ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଏହି ରାୟ ଉପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ମତ ରଖିଛନ୍ତି। ନବୀନ ଏନେଇ ଟ୍ୱିଟ୍ କରି, ସୁପ୍ରିମକୋର୍ଟଙ୍କ...
ଆଳି : ବାତ୍ୟା ବୁଲବୁଲ ପ୍ରଭାବରେ ଘରର ଆଜବେଷ୍ଟସ ଭାଙ୍ଗି ଉପରେ ପଡିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଅଘଟଣ ଘଟିଛି । ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଜରାଜପୁର ଗାଁର ୭୦ବର୍ଷୀୟ ବୃଦ୍ଧ ଗଣେଶ୍ୱର ମଳିକଙ୍କ ମୃତ୍ୟୁ...
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ବାଗପତ ଜିଲ୍ଲାର ବରନାୱାଁ ଗାଁରେ ଏକ ଅଜବ ଧରଣର ଘଟଣା ଦେଖିବାକୁ ମିଳିଛି। ଗୋଟିଏ ବଲବ ଜଳୁଥିବା ଜଣେ ଦିନ ମଜୁରିଆଙ୍କ ଘରକୁ ବିଦ୍ୟୁତ୍ ବିଭାଗ ତରଫରୁ ବିଲ୍ ଆସିଛି ୪୬ ଲକ୍ଷ । ଯାହାକୁ ନେଇ ଚର୍ଚ୍ଚା । ଆଉ...
ଏବେ ଶୀତ ଧିରେ ଧିରେ ଅନୁଭୂତ ହେଲାଣି । ଆଉ ତ୍ୱଚା ଶୁଷ୍କ ହେବା ଦେଖାଦେଲାଣି । ଏହି ସମସ୍ୟାରେ ଭାରି ଅସହଜ ମନେହୁଏ । ଅଫିସରେ କୌଣସି କାମ କଲାବେଳେ କି କାହା ସହ କଥାବାର୍ତ୍ତା ହେଉଥିବା ବେଳେ ବାରମ୍ୱାର ମୁହଁ ହାତରୁ ଓଦା କରିବାକୁ ଇଚ୍ଛା...
ଭୁବନେଶ୍ୱର : ସାମୁଦ୍ରିକ ଝଡ଼ ‘ବୁଲବୁଲ’ ଭୟଙ୍କର ରୂପଧାରଣ କରି ଘଣ୍ଟାପ୍ରତି ୧୭ କିମି ବେଗରେ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଛି। ଏହା ସୁନ୍ଦରବନ ଉପତ୍ୟକାରେ ସ୍ଥଳଭାଗ ଛୁଇଁବାର ଆକଳନ କରାଯାଉଥିବାବେଳେ ଏହାର ପ୍ରଭାବରେ ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷା ଓ ପବନ ବୋହିବା ଆରମ୍ଭ ହୋଇଛି। ସମ୍ଭାବ୍ୟ ବାତ୍ୟାର ମୁକାବିଲା...
ଭୁବନେଶ୍ୱର : ଓଟିଭି ପ୍ରତିନିଧିଙ୍କୁ ସାଂସଦ ଅନୁଭବ ମହାନ୍ତିଙ୍କ ଦୁର୍ବ୍ୟବହାରକୁ ନେଇ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ଧାଡିକିଆ ଉତ୍ତର ଦେଇ କହିଛନ୍ତି, ନିଶ୍ଚିତ ଦୃଷ୍ଟି ଦେବି। ଗତକାଲି ସାଂସଦଙ୍କ ବିରୋଧରେ ୨୪ ଘଣ୍ଟା...
ନୂଆଦିଲ୍ଲୀ: ଆସନ୍ତାକାଲି ଶନିବାର ଆସିବ ବହୁ ପ୍ରତୀକ୍ଷିତ ତଥା ଚର୍ଚ୍ଚିତ ଅଯୋଧ୍ୟା ରାୟ। ବିବାଦୀୟ ରାମ ଜନ୍ମଭୂମି-ବାବ୍ରି ମସଜିଦ୍ ମାମଲାର ରାୟ ପ୍ରାକଶ ପାଇବ । ରାଜନୀତିକ ଏବଂ ସାଂସ୍କୃତିକ କାରଣରୁ ଅତି ସମ୍ବେଦନଶୀଳ ଏହି ମାମଲାର ରାୟ ସକାଳ ୧୦.୩୦ ସମୟରେ ଆସିବ। ଆସନ୍ତା ନଭେମ୍ବର ୧୭...
କଟକ : ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଦାୟିତ୍ୱଗ୍ରହଣ କରିଛନ୍ତି ଜଷ୍ଟିସ ବିଭୁ ପ୍ରସାଦ ରାଉତରାୟ। ହାଇକୋର୍ଟ ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଜି ଶପଥ ଉତ୍ସବ ଆୟୋଜିତ ହୋଇଥିଲା। ଗୃହ ସଚିବ ପ୍ରଥମେ ରାଷ୍ଟ୍ରପତିଙ୍କ ପ୍ରଦତ୍ତ ନିଯୁକ୍ତି ପତ୍ର ପାଠ କରିବା ପରେ ମୁଖ୍ୟ ବିଚାରପତି...
ଆସିକା /ବ୍ରହ୍ମପୁର : ଶତ୍ରୁପକ୍ଷର ହନିଟ୍ରାପ୍ରେ ଭାରତୀୟ ସେନାର ଓଡ଼ିଆ ଯବାନ। ପୁଣି ପାକ୍ ସୁନ୍ଦରୀଙ୍କ ପ୍ରେମଫାଶରେ ସେନା କର୍ମଚାରୀ । ଭାରତୀୟ ସେନାରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲାର ବିଚିତ୍ର ବେହେରା ଛନ୍ଦି ହୋଇଛନ୍ତି ହନିଟ୍ରାପ୍ରେ। ମାସେ କି ଦୁଇ ମାସ ନୁହଁ, ପ୍ରାୟ ୨ ବର୍ଷ ଧରି...
ଭୁବନେଶ୍ୱର : ବାତ୍ୟା ‘ବୁଲବୁଲ’କୁ ନେଇ ଛାନିଆ ଉପକୂଳ ଓଡ଼ିଶା। ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ୯ଟି ଜିଲ୍ଲାର ସମୁଦ୍ରକୂଳିଆ ଗାଁ ଓ ସହରରେ ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର କରିଛି ଜିଲ୍ଲା ପ୍ରଶାସନ। ବିପର୍ଯ୍ୟୟ ବେଳେ ଲୋକଙ୍କ ପାଖରେ ତୁରନ୍ତ ପହଞ୍ଚିବା ପାଇଁ ଯଥା ସମୟ ପୂର୍ବରୁ ନିର୍ଦ୍ଧାରିତ...
ଭୁବନେଶ୍ୱର : ଦୁଃଖ ପ୍ରକାଶ ଆଳରେ ଅନୁଭବଙ୍କ ଧମକ। OTV ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗରେ ଦୁଃଖ ପ୍ରକାଶ ଆଳରେ ଧମକ ଦେଇଛନ୍ତି ସାଂସଦ ଅନୁଭବ ମହାନ୍ତି। ଏକ ଭିଡିଓ ରିଲିଜ୍ ଜରିଆରେ ଧମକ ଦେଇ ଅନୁଭବ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ନେଇ ଦୁଃଖ ପ୍ରକାଶ କରିଛନ୍ତି। ୧ ମିନିଟ ୨୪...
ଭୁବନେଶ୍ୱର : ଏକ ବଡଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ଫ୍ଲାଇଟ୍ । ଭୁବନେଶ୍ୱରରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ଫ୍ଲାଇଟର ବାମ ପଟେ ଲାଗିଯାଇଥିଲା ନିଆଁ ଫଳରେ ରାୟପୁରରେ ଜରୁରୀକାଳିନ ଅବତରଣ କରିଥିଲା ବିମାନ। ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତି ଯାଇଛନ୍ତି ଯାତ୍ରୀ। ପାଇଲଟ୍ ନିଆଁ...
ବାରିପଦା (ମାଣିକଲାଲ୍ ପାଣି) : ଗହଣା କିଣିବା ବାହାନାରେ ଦୋକାନରେ ପଶିଲେ। ପରେ ଦୋକାନ ମାଲିକଙ୍କ ଉପରକୁ ଗୁଳି କଲେ ଓ ତାଙ୍କ ପୁଅ ଉପରେ ଏସିଡ୍ ମାଡ଼ କରି ଫେରାର ହେଉଥିଲେ। ମାତ୍ର ସେମାନଙ୍କ ଭିତରୁ ୩ ଜଣଙ୍କୁ କାବୁ କରିନେଲେ ସ୍ଥାନୀୟ ଲୋକେ। ଆଜି ଏମିତି...
ଚାନ୍ଦବାଲି(ବାସୁଦେବ ଦାସ): ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିଲେ। ହଠାତ୍ ଶୁଣିବାକୁ ପାଇଲେ ଭୟଙ୍କର ରୂପ ନେଇ ମାଡ଼ିଆସୁଛି ବାତ୍ୟା “ବୁଲ୍ବୁଲ୍”। ତେଣୁ ଜନ୍ମ ସ୍ଥାନ ପଶ୍ଚିମବଙ୍ଗକୁ ଫେରିବା ସମ୍ଭବପର ହେଉନଥିବାରୁ ଜୀବନ ବିକଳରେ ଗଭୀର ସମୁଦ୍ରରୁ ଫେରି ଆସୁଛନ୍ତି ପଡ଼ୋଶୀ ରାଜ୍ୟ ଓଡ଼ିଶାର ଭଦ୍ରକ ଜିଲ୍ଲା ଧାମରା...
ଉତ୍ତର ପ୍ରଦେଶ : ଉତ୍ତର ପ୍ରଦେଶର ହମିର୍ପୁର ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଲୋକେ କେଶରୀ ରଙ୍ଗର ଏକ ଘରକୁ ବହୁତ ଦିନ ଧରି ପୂଜା କରୁଥିଲେ, ପ୍ରକୃତରେ ଏହା ଏକ ମନ୍ଦିର ନଥିଲା , ଏକ ଶୌଚାଳୟ ଥିଲା । ଲୋକେ...