ଆଣ୍ଟିଗୁଆ: ପ୍ରଥମ ଟି-୨୦ ଭଳି ୱେଷ୍ଟଇଣ୍ଡିଜ୍ ମହିଳା ଦଳ ବିପକ୍ଷ ଦ୍ୱିତୀୟ ଟି-୨୦ରେ ମଧ୍ୟ ୧୫ ବର୍ଷୀୟ ଶେଫାଳୀ ବର୍ମାଙ୍କ ବ୍ୟାଟରୁ ଜବରଦସ୍ତ ରନ୍ ବର୍ଷା ହୋଇଛି। ଶେଫାଳୀଙ୍କ ଆଉ ଏକ ଅପରାଜିତ ଅର୍ଦ୍ଧଶତକ ବଳରେ ଟିମ୍ ଇଣ୍ଡିଆ ମହିଳା ଦଳ ୱେଷ୍ଟଇଣ୍ଡିଜକୁ ହରାଇ ୫ଟିକିଆ ଟି-୨୦ ସିରିଜ୍ରେ...
କଟକ : ଆସନ୍ତାକାଲି ଠାରୁ କଟକରେ ଆରମ୍ଭ ହେବ ଐତିହାସିକ ବାଲିଯାତ୍ରା । ୮ଦିନ ଧରି ଚାଲିବାକୁ ଥିବା ଏହି ସର୍ବବୃହତ ବାଣିଜ୍ୟିକ ମହାକୁମ୍ଭ ପାଇଁ ପୁରା ପ୍ରସ୍ତୁତ ବାଲିଯାତ୍ରା ପଡିଆ । ରାଜ୍ୟ ଓ ରାଜ୍ୟ ବାହାରର ବ୍ୟବସାୟୀମାନେ ଡେରା ପକାଇଲେଣି ମେଳା ପଡିଆରେ । ସେପଟେ...
ଭୁବନେଶ୍ୱର: ବାତ୍ୟା ‘ବୁଲ୍ବୁଲ୍’ କ୍ଷୟକ୍ଷତି ଆକଳନ ପାଇଁ ଆସନ୍ତା ୧୪ ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାତ୍ୟା କ୍ଷୟକ୍ଷତି ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଏସ୍ଆର୍ସି ପ୍ରଦୀପ ଜେନା। ସମୀକ୍ଷା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀ ଆକାଶ ମାର୍ଗରୁ ବାତ୍ୟା...
ଭୁବନେଶ୍ୱର : ସୁରଟରେ ମୃତ୍ୟୁ ପରେ ଓଡ଼ିଆ ପୁଅ ଅଙ୍ଗଦାନ ଘଟଣାରେ ଆଜି ମୁଖ୍ୟମନ୍ତ୍ରୀ ସୁରଜଙ୍କ ପରିବାରଙ୍କୁ ଭେଟିଛନ୍ତି। ଏହାସହ ସୁରଜଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ଜମି ଓ ଘର ଯୋଗାଇ ଦେବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି. ଗତ ଅକ୍ଟୋବର...
ସମ୍ୱଲପୁର : ‘ମିସ୍ ଇଣ୍ଡିଆ’ ଇଣ୍ଟରନ୍ୟାଶନାଲ୍ ପ୍ରତିଯୋଗିତାରେ ଜଣେ ଓଡ଼ିଆ ଝିଅ। ଇଣ୍ଡୋନେସିଆର୍ ଜାକର୍ତ୍ତାରେ ହେଉଥିବାର୍ ମିସ୍ ଇଣ୍ଡିଆ ଇଣ୍ଟରନ୍ୟାସନାଲ୍ ଫାଇନାଲିଷ୍ଟ୍ ହୋଇପାରିଛନ୍ତି ପ୍ରତୀକ୍ଷା ମିଶ୍ର। ଭିନ୍ନ ଭିନ୍ନ ରାଉଣ୍ଡରେ ଜିତି ଟପ୍ ୨୫ରେ ନିଜର ସ୍ଥାନ ପକ୍କା କରିସାରିଛନ୍ତି ପ୍ରତୀକ୍ଷା। ଇଣ୍ଡିଆନ୍ ଫ୍ୟାସନ୍ ଫିଏଷ୍ଟା ପକ୍ଷରୁ ଆୟୋଜିତ...
ମୁମ୍ୱାଇ: ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଘୋଷଣାର ୧୮ ଦିନ ପରେ ସରକାର ଗଢ଼ିବା ନେଇ ସ୍ଥିତି ସ୍ପଷ୍ଟ ହୋଇଛି। ରାଜନୀତିରେ ଦୁଇ ଦଳ ପରସ୍ପରର ନୀତି ଆଦର୍ଶରେ ବିରୋଧ ବୋଲି ବିଚାର କରାଯାଉଥିବା ଶିବସେନା ଓ କଂଗ୍ରେସ ଶେଷରେ କୋଳାକୋଳି ହୋଇଛନ୍ତି। ଶିବସେନା ନେତୃତ୍ୱରେ ମହାରାଷ୍ଟ୍ରରେ ସରକାର ହେବ...
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବର୍ତ୍ତମାନ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟ ଗଠନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ନଭେମ୍ବର ୯ ତାରିଖରେ ସୁପ୍ରିମ୍କୋର୍ଟ ଦେଇଥିବା ଅଯୋଧ୍ୟା ରାୟରେ ରହିଥିବା ଆଇନ ଗତ ବ୍ୟବସ୍ଥାକୁ ବର୍ତ୍ତମାନ ବିଶେଷଜ୍ଞମାନେ ତନ୍ନ ତନ୍ନ କରି ପଢ଼ୁଛନ୍ତି।...
ଭଞ୍ଜନଗର (ରାଜେଶ ପଣ୍ଡା): ଘରକୁ ଫେରୁଥିବା ବେଳେ ୩ ଜଣଙ୍କୁ ଚାହା ପିଆଇ ଲୁଟିନେଲେ ଅଟୋ ଚାଳକ। ପରେ ସେମାନଙ୍କୁ ସଜ୍ଞାହୀନ ଅବସ୍ଥାରେ ପାହାଡ ତଳେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଆଜି ଭୋରୁ ସମୟରେ ଏପରି ଘଟଣା ଗଞ୍ଜମ ଜିଲ୍ଲାରେ ଘଟିଛି। ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର...
ନୂଆଦିଲ୍ଲୀ : ଦିଲ୍ଲୀ ପୁଲିସ୍ଙ୍କ ମୁଣ୍ଡବଥାର କାରଣ ସାଜିଛନ୍ତି ଜଣେ ମହିଳା। ଏହି ଅଭିଯୁକ୍ତ ମହିଳାଙ୍କୁ ଖୋଜିବାରେ ରାତିଦିନ ଏକ୍ କରିଦେଇଛି ଦିଲ୍ଲୀ ପୁଲିସ୍। ଜଣେ ମହିଳା କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍ ହୋଇଯାଇଛନ୍ତି ଏହି ଅଭିଯୁକ୍ତ ମହିଳା ଜଣଙ୍କ । ସୂଚନା ମୁତାବକ , ପଡୋଶୀଙ୍କ...
ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ। ଜଣେ କଲେଜ ଛାତ୍ରୀକୁ ଉଠାଇ ନେଇ ଦୁଷ୍କର୍ମ ଉଦ୍ୟମ । ୟୁନିଟ୍-୧ ଅଞ୍ଚଳରେ ଏହି ଘଟଣା ଘଟିଛି। ସୂଚନା ଅନୁସାରେ ଛାତ୍ରୀ ଜଣକ ଏହି ଅଞ୍ଚଳରେ ରହୁଥିଲେ । ଅଭିଯୁକ୍ତ ଜଣକ ତାଙ୍କୁ ଆଗରୁ ମଧ୍ୟ ପିଛା କରି ବହୁ ସମୟରେ ଅଶ୍ଲୀଳ...
ନୀଳଗିରି (ବିଶ୍ୱମ୍ୱର ଦାସ): ଗତକାଲି ଥିଲା ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଜନ୍ମଦିନ। ସେଥିପାଇଁ ସେ ରାମନ୍ଦିରକୁ ଯାଇଥିଲେ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେବା ପରେ ସେଠାରେ ଆୟୋଜିତ ହେଉଥିବା ସଂକୀର୍ତ୍ତନରେ ସାମିଲ୍ ହୋଇଥିଲେ। ମୃଦଙ୍ଗ, ଝାଞ୍ଜ ଓ ଗିନି ସହ ତାଳ ଦେଇ ସଂକୀର୍ତ୍ତନ...
ନାଗପୁର: ଯୁବ ଅଲରାଉଣ୍ଡର ଶିବମ ଦୁବେଙ୍କ ନିର୍ଣ୍ଣାୟକ ମୋଡ଼ରେ ୱିକେଟ ଦଖଲ ଓ ଦୀପକ ଚହରଙ୍କ ଘାତକ ବୋଲିଂ ବଳରେ ଟିମ୍ ଇଣ୍ଡିଆ ଅନ୍ତିମ ଟି-୨୦ରେ ବାଂଲାଦେଶକୁ ୩୦ ରନ୍ରେ ହରାଇ ସିରିଜ୍ କବଜା କରିଛି। ଭାରତ ଦେଇଥିବା ୧୭୫ ରନ୍ର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ୧୪୪...
ମୁମ୍ବାଇ: ବିଜେପି ସରକାର ଗଠନ ପାଇଁ ଦାବି କରିବ ନାହିଁ ବୋଲି କହିବା ପରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଶିବସେନାକୁ ସରକାର ଗଠନ କରିବାକୁ ନିମନ୍ତ୍ରଣ କରିଛନ୍ତି। ଏଭଳି ସ୍ଥିତିରେ ଶିବସେନାକୁ ସମର୍ଥନ ଦେବା ପାଇଁ ଏନ୍ସିପି ଆଗ୍ରହ ପ୍ରକାଶ କରିଛି। କିନ୍ତୁ ଏନ୍ସିପି ସର୍ତ୍ତ...
ନାଗପୁର: ଶ୍ରେୟସ ଆୟରଙ୍କ ବିସ୍ଫୋରକ ୬୨ ଓ କେଏଲ ରାହୁଲଙ୍କ ୩୫ ବଲରେ ୫୨ ରନ୍ ବଳରେ ଟିମ୍ ଇଣ୍ଡିଆ ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ୫ ୱିକେଟ ହରାଇ ୧୭୪ ରନ୍ କରିଛି। ଫଳରେ ବାଂଲାଦେଶ ଏହି ମ୍ୟାଚ୍ ସହ ଭାରତ ବିପକ୍ଷରେ ପ୍ରଥମ ଟି-୨୦ ସିରିଜ...
ଭୁବନେଶ୍ୱର : ବହୁଚର୍ଚ୍ଚିତ ଅଯୋଧ୍ୟା ବିବାଦ ସମାଧାନରେ ବି ରହିଛି ଓଡ଼ିଶା ଲିଙ୍କ୍। ରାଜ୍ୟର ୩ଟି ଭିନ୍ନ ଭିନ୍ନ ମାମଲାର ରାୟକୁ ଉଦାହରଣ ଭାବେ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ। କଣ ସେ ମାମଲା ଓ ଏହା ଆଧାରରେ କି ଯୁକ୍ତି ଦର୍ଶାଇଛନ୍ତି କୋର୍ଟ ତାକୁ ନେଇ ଆସନ୍ତୁ ଜାଣିବା। ଦୀର୍ଘ...
ବୌଦ୍ଧ (ଭାର୍ଜନ କୁମାର ପ୍ରଧାନ) : ପେସା ଶିକ୍ଷକତା, ହେଲେ ନିଶା ପରିବେଶ ସୁରକ୍ଷା। ଅସହାୟ ପଶୁପକ୍ଷୀ କିଭଳି ସୁରକ୍ଷିତ ସହାବସ୍ଥାନ କରିବେ ଏବଂ ବୃକ୍ଷଲତାଙ୍କ ଯତ୍ନ ନେଇ କିଭଳି ସୁନ୍ଦର ପରିବେଶ ସୃଷ୍ଟି କରାଯାଇ ପାରିବ, ସେଇ ଚିନ୍ତାରେ ଅହରହ ବିତୁଥାଏ ସମୟ । ବୌଦ୍ଧ ଜିଲ୍ଲା...
ଭୁବନେଶ୍ୱର : ବୁଲ୍ବୁଲ୍ ପଞ୍ଝାରେ ବରବାଦ ଫସଲ। ବୁଡ଼ିଗଲା ବର୍ଷକର ଦାନାପାଣି। ଭାଙ୍ଗିଗଲା ଚାଷୀର ମେରୁଦଣ୍ଡ। ଭଦ୍ରକରୁ ବାଲେଶ୍ୱର, କେନ୍ଦ୍ରାପଡ଼ାରୁ ଜଗତସିଂପୁର, ବାତ୍ୟା ଫେରିଯିବା ପରେ ଏବେ ଚାରିଆଡ଼େ ଖାଲି ଉଜୁଡ଼ା କ୍ଷେତର ଚିତ୍ର। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳର ଚାଷୀ ଶ୍ରୀନିବାସ ଦାସ। କାଳେ କିଛି ବଞ୍ଚିଯିବ,...