• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

animal lover
ପଶୁପ୍ରେମୀ ଅଭିପ୍‌ସା ; ବୁଲା ପଶୁଙ୍କ ସାହା ଭରସା

କଟକ : ପଶୁ ପ୍ରେମରେ ରେଭେନ୍ସା ଛାତ୍ରୀ । ଅସହାୟ ପଶୁ ଓ ପକ୍ଷୀଙ୍କୁ ଦେଖିଲେ ବିଚଳିତ ହୋଇପଡ଼େ କଟକ ବାଦାମବାଡ଼ି ଲେବର କଲୋନିର ରହୁଥିବା ଅଭିପ୍ସା ମିଶ୍ରଙ୍କ ମନ।  ଯୁକ୍ତ ତିନି ଦ୍ୱିତୀୟ ବର୍ଷରେ ପଢୁଥିବା ଏହି ଛାତ୍ରୀ ଜଣକ ଏବେ ଅସହାୟ ବୁଲା ପଶୁମାନଙ୍କ ସାହା...

cyclone
ବାତ୍ୟା ନାଁ 'ବୁଲ୍‌ବୁଲ୍‌' !

ଭୁବନେଶ୍ୱର : ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।  ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ...

dowry-death-final-170308
ଯୌତୁକ ରାକ୍ଷସ ସାଜିଲା ସ୍ୱାମୀ, ସ୍ତ୍ରୀ ଓ ଗର୍ଭସ୍ଥ ଶିଶୁକୁ ମାରିଦେଲା

ବ୍ରହ୍ମପୁର : କୁହାଯାଏ ସ୍ୱାମୀ-ସ୍ତ୍ରୀର ସଂପର୍କ ସ୍ୱର୍ଗରେ ତିଆରି ହୋଇଥାଏ । ସଂସାର ନାଆର ଦୁଇ ନାଉରୀ ଉଭୟ । ବେଦି ଉପରେ ଆଗ୍ନୀକୁ ସାଖି ରଖି ଥରେ ହାତ ସହ ହାତ ଗଣ୍ଠି ପଡିଗଲେ , ତା ସାତ ଜମନ ଯାଏ ବାନ୍ଧି ହୋଇଯାଏ । ସେଥିପାଇଁ...

brunt
ମହିଳା ତହସିଲଦାରଙ୍କୁ ଜୀଅନ୍ତା ଜାଳିଦେଲା ଯୁବକ

ବିଶାଖାପଟନମ : ଅଫିସରେ କାର୍ଯ୍ୟ କରୁଥିବା ବେଳେ ମହିଳା ତହସିଲଦାରୁ ଜଣେ ଦୁର୍ବୃତ୍ତ ଜୀଅନ୍ତା ଜାଳି ହତ୍ୟା କରିଛି। ହାଇଦ୍ରାବାଦ ଉପକଣ୍ଠରେ ଥିବା ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲ୍ଲାପୁରମେଟ୍ ତହସିଲଦାର ଅଫିସରେ ଘଟିଛି ଏହି ଲୋମଟାଙ୍କୁରା ଘଟଣା। ଇବ୍ରାହିମ୍‌ପଟନମ୍‌ର ରେଭିନ୍ୟୁ ଡିଭିଜନାଲ ଅଫିସର ଅମରିନ୍ଦର କହିଛନ୍ତି, ତହସିଲଦାର ବିଜୟା ଆଜି...

dhabaleswali
ଚଳଚଞ୍ଚଳ ବାବା ଧବଳେଶ୍ୱର ପୀଠ

ଆଠଗଡ଼(ନୀଳକଣ୍ଠ ଦୋରା): ଆଜି ହେଉଛି ମହା କାର୍ତ୍ତିକ ମାସର ଚତୁର୍ଥ ସୋମବାର। ଆସନ୍ତା ସୋମବାର ପଡ଼ିବ ବାବା ଧବଳେଶ୍ୱରଙ୍କ ବଡ଼ଓଷା। ସେଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୀଠ। ଆଜି ରାତି ୩ ଟାରୁ ବାବା ଧବଳେଶ୍ୱରଙ୍କ ଦ୍ୱାର ଫିଟା ଯାଇଥିଲା। ପରେ ବାବାଙ୍କୁ ୧୦୮ ଗରା ଜଳରେ ସ୍ନାନ...

puri-sc copy
ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଶ୍ରୀମନ୍ଦିରରେ ସ୍ଥାୟୀ ପ୍ରଶାସକ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।  ଶ୍ରୀମନ୍ଦିର ସଂସ୍କାରର ମଧ୍ୟବର୍ତ୍ତୀକାଳୀନ ରାୟ ଦେଇ ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠ ୨୨ଟି ନିର୍ଦ୍ଦେଶନାମା ଜାରି କରିଛନ୍ତି। ୬୦ ହଜାର ଭକ୍ତଙ୍କ ରହଣି ପାଇଁ ବ୍ୟବସ୍ଥା କରିବାକୁ କହିବା ସହିତ ସହରର ନାଳନର୍ଦ୍ଦମା ପାଣି...

cri
ଭାରତ ନିରାଶ, ବାଂଲାଦେଶର ଐତିହାସିକ ବିଜୟ

ନୂଆଦିଲ୍ଲୀ: ମୁଶଫିକର ରହିମଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ୭ ୱିକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଭାରତ ବିପକ୍ଷରେ ବାଂଲାଦେଶର ଏହା ପ୍ରଥମ ଟି-୨୦ ବିଜୟ। ଏହା ପୂର୍ବରୁ ବାଂଲାଦେଶ ଲଗାତାର ୮ଟି ମ୍ୟାଚରେ ଭାରତ ନିକଟରୁ ହାରିଥିଲା। ଏହି...

cricket
ଭାରତକୁ ୧୪୮ ରନରେ ରୋକିଲା ବାଂଲାଦେଶ

ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ପ୍ରଦୂଷଣ ଯୋଗୁ ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ବାତିଲ ହେବା ନେଇ ଯେଉଁ ଚର୍ଚ୍ଚା ଲାଗିଥିଲା, ସେଥିରେ ବିରମ ଲାଗିଛି। ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭ୍ରମଣକାରୀ ଟିମର ବୋଲରମାନେ ପ୍ରଶଂସନୀୟର ପ୍ରଦର୍ଶନ...

swarg
ଜବରଦଖଲକାରୀଙ୍କ କବ୍‌ଜାରେ ସ୍ୱର୍ଗଦ୍ୱାର

ପୁରୀ (ମଧୁସୂଦନ ମିଶ୍ର) : ପୁରୀ ସ୍ୱର୍ଗଦ୍ୱାରର ନବକଳେବର ପାଇଁ ଘୋଷଣା ହୋଇଗଲା। ହେଲେ ଏବେ ବଡ଼ ପ୍ରଶ୍ନ ଦୀର୍ଘବର୍ଷ ଧରି ଜବରଦଖଲକାରୀଙ୍କ କବ୍‌ଜାରେ ଥିବା ସ୍ୱର୍ଗଦ୍ୱାରକୁ ସରକାର ମୁକୁଳାଇବେ କେମିତି ? କେବେଠୁ ଆରମ୍ଭ ହେବ ସ୍ୱର୍ଗଦ୍ୱାର ନବକଳେବର ପାଇଁ କାମ ? ଯେମିତି ତଥାକଥିତ କଠୋରତାର...

tiktok
ଟିକ୍‌ଟକ୍‌ ଭିଡିଓ କରି ବିଜୁ ବାବୁଙ୍କୁ ଅପମାନ, ଥାନାରେ ମାମଲା ରୁଜୁ

କଟକ : କଟକ ବିଜୁପଟ୍ଟନାୟକ ଛକ ସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ ପରିସରରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସହ ବିବାଦୀୟ ଟିକ୍‌ଟକ୍ ଭିଡିଓ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏହାକୁ ବିଜେଡି ପକ୍ଷରୁ ନିନ୍ଦା କରାଯାଇଛି।  ଘଟଣାରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି...

rohit
ବାଂଲାଦେଶକୁ ପ୍ରାରମ୍ଭିକ ସଫଳତା, ରୋହିତ୍ ଆଉଟ୍

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଏଠାରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶକୁ ପ୍ରଥମ ଓଭରରେ ବଡ଼ ସଫଳତା ମିଳିଛି। ଭାରତୀୟ ଦଳର କ୍ୟାପଟେନ୍ ରୋହିତ୍ ଶର୍ମା ମାତ୍ର ୯ ରନ୍ କରି...

fake teacher
ସତ ସ୍କୁଲ୍‌ ମିଛ ଶିକ୍ଷକ

ବ୍ରହ୍ମପୁର : ଧରାପଡିଲେ ୪ ନକଲି ଶିକ୍ଷକ । ଗଂଜାମ ଜିଲ୍ଲାର ବିଭିନ୍ନ ସ୍କୁଲରେ ଜାଲ ସାର୍ଟିଫିକେଟ୍ ଦେଇ ଶିକ୍ଷକତା କରୁଥିବା ଅଭିଯୋଗରେ ୪ ଶିକ୍ଷକଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଏମାନେ ହେଲେ ପ୍ରଜ୍ଞା କୁମାରୀ ଗୌଡ଼, ସନ୍ତୋଷ ନାହାକ,...

r
ଦାନା ବାନ୍ଧୁଛି କି ଆଉ ଏକ ବାତ୍ୟା ? ୮ ପରଠୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ୱର :  ଉତ୍ତର ଆଣ୍ଡାମାନ ସାଗର ଉପରେ ଘୁର୍ଣ୍ଣିବଳୟ ଅନୁମାନ କରାଯାଉଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ସୃଷ୍ଟି ହେବ ଏକ ଲଘୁଚାପ କ୍ଷେତ୍ର। କ୍ରମେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨/୩ ଦିନ ମଧ୍ୟରେ ଡିପ୍ରେସନ୍‌ରେ ପରିଣତ ହେବ । ୬/୭...

swag
ଆତ୍ମବିଶ୍ୱାସ ଦେଲା ନୂଆ ଜୀବନ : କ୍ୟାନସର ପୀଡିତଙ୍କ ପାଇଁ ପାଲଟିଲେ ପ୍ରେରଣା

କଟକ(ଦେବାଶିଷ ମହାନ୍ତି) : ମୃତ୍ୟୁ ବିଜୟୀ ବାଳିକା ସ୍ୱାଗତିକା।  ମୃତ୍ୟୁ ଅତି ନିକଟରେ ଥାଇ ବି ତାଙ୍କୁ ଛୁଇଁ ପାରିନି।  ଜିଇଁବାର ଜିଦ୍‌ ଆଗରେ ହାରି ଯାଇଛି କାଳ। କଟକ ବିଡ଼ାନାସୀର ସ୍ୱାଗତିକା ଆଚାର୍ଯ୍ୟ।  ଆଇନ ଛାତ୍ରୀ ଭାବେ ନିଜ କ୍ୟାରିୟର ଆରମ୍ଭ କରୁଥିବା ବେଳେ ହଠାତ ତାଙ୍କୁ...

1 delhi
ବିପଜ୍ଜନକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ ; ନିଶ୍ୱାସ ପ୍ରଶ୍ୱାସ ନେବା ମୁସ୍କିଲ

ନୂଆଦିଲ୍ଲୀ : ବିଷ ବଳୟରେ ରାଜଧାନୀ ଦିଲ୍ଲୀ। ଚାରିଆଡେ ଧୂଳି ଧୂଆଁର ଆସ୍ତରଣ ପ୍ରଦୂଷଣର ମାତ୍ରା ଏମିତି ସାଂଘାତିକ ସ୍ଥିତିରେ ପହଞ୍ଚିଛି ଯେ, ଦିନରେ ମୁହଁକୁ ମୁହଁ ଦିଶୁନି। ଦିଲ୍ଲୀ ମହାନଗରର କିଛି ଅଞ୍ଚଳରେ ଏୟାର କ୍ୱାଲିଟି ଇନ୍‌ଡେକ୍ସ ୧୨୦୦ ଟପିଛି। ଦିଲ୍ଲୀ ଆନନ୍ଦ ବିହାର ଅଞ୍ଚଳରେ ଏୟାର...

pregnant lady
ଦିବ୍ୟାଙ୍ଗ ଯୁବତୀ ୭ ମାସର ଗର୍ଭବତୀ !

କଳାହାଣ୍ଡି (ରାଜକୁମାର ସିଂହଦେଓ ) : ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ। ଦିନେ କି ଦୁଇ ଦିନ ନୁହେଁ ଲଗାତାର ଭାବେ ଦିବ୍ୟାଙ୍ଗ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଆଉ ଏବେ ପୀଡ଼ିତା ଜଣକ ୭ ମାସର ଗର୍ଭବତୀ । ଏଭଳି କିଛି ଲୋମହର୍ଷଣକାରୀ ଘଟଣା...

bus
ବସ୍‌ରେ ମିଳିଲାନି ସିଟ୍ ; ଧାରଣାରେ ବସିଲେ ଭାଇ-ଭଉଣୀ

ଭଦ୍ରକ :  ବସ୍‌ରେ ମିଳିଲାନି ସିଟ୍।  ଆଉ ତା’ପରେ ଆରମ୍ଭ ହୋଇଗଲା ଆନ୍ଦୋଳନ। ଏପରି କିଛି ଘଟଣା ଘଟିଛି ଭଦ୍ରକ ଇଚ୍ଛାପୁର ଛକରେ। ସୂଚନା ମୁତାବକ ,ଚାନ୍ଦବାଲିରୁ ଏକ ଘରୋଇ ବସ୍‌ରେ ଭାଇ ଭଉଣୀ ଇଚ୍ଛାପୁରକୁ ଆସୁଥିଲେ । ବସ୍ କଣ୍ଡକଣ୍ଟର୍ ସିଟ୍ ଦେବାକୁ କହିଥିଲେ, ହେଲେ ଭିଡ଼...

mokim
'ସୋନିଆଙ୍କୁ କୁହାଯିବ ମୋକିମଙ୍କ ନାଁ'

ଭୁବନେଶ୍ୱର : ରାଜ୍ୟ  କଂଗ୍ରେସରେ ସଭାପତି ପଦକୁ ନେଇ ଦେଖାଦେଇଥିବା କେଁ ଏବେ ଚରମସୀମାରେ ପହଞ୍ଚିଛି।  ପିସିସି ସଭାପତି ପରିବର୍ତ୍ତନ ଆହ୍ୱାନରେ ନୂଆ ମୋଡ଼ ଆସିଛି। ନିରଞ୍ଜନ ବିରୋଧୀ ମେଳିରେ ବିଧାୟକ ମହମ୍ମଦ ମୋକିମଙ୍କ ନାଁରେ ମୋହର ଲଗାଇନ୍ତି ମୋକିମ୍ ସମର୍ଥକ । ଭୁବନେଶ୍ୱରରେ ବସିଥିବା ବୈଠକରେ ଏନେଇ...