ପ୍ରଦୀପ ବାବୁ ବହୁଦିନ ହେଲାଣି ଖାଇନାହାନ୍ତି ବୋଧହୁଏ। ଦେଖୁନାହାନ୍ତି ପ୍ରଦୀପ ସେନା ଗଢାଯିବା ପରେ କେମିତି ହାଉଁ ହାଉଁ କରି ଖାଇ ଦେଉଛନ୍ତି ପ୍ରଦୀପ?
ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ପାଳନ ହୁଏ ଦେବ ଦୀପାବଳି। ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ?
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୮ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୮ ତାରିଖ ମଙ୍ଗଳବାର ଚନ୍ଦ୍ର – ମେଷ ଅହୋରତ୍ର ତିଥି- ପୂର୍ଣ୍ଣିମା ଦିବା ୦୪/୩୨ ଗତେ ପ୍ରତିପଦ ଘାତ ଚନ୍ଦ୍ର- ମେଷ ଅହୋରତ୍ର ଘାତ ବାର – ମକର ପୁଷ୍କର ଦୋଷ - ୧ ପାଦ କୃଷିହାନି-...
କାର୍ତ୍ତିକ ମାସର ପଞ୍ଚୁକ ଚାଲିଛି। ଏବେ ପ୍ରାୟତଃ ଘରେ ଘରେ ଆମିଷ ପଶୁନି। ଏମିତି କି ପିଆଜ ରସୁଣ ବି ଛାଡ। ତେଣୁ ଆଜି ଟିକେ ମାଟି ହାଣ୍ଡି ହବିଷ ଡାଲମା ହେଉ
ଏହି ସପ୍ତାହରେ ଜମିଜମା କିଣିବାର ସୁଯୋଗ ରହିଛି ,ବ୍ୟବସାୟରେ ଲାଭବାନ୍ ହେବେ, ବିଦ୍ୟାର୍ଥୀ ମାନେ ପଢାପଢିରେ ଓ ପରିକ୍ଷାରେ କୃତକାର୍ଯ୍ୟ ହେବେ ।
ଭାରତ ସରକାରଙ୍କ କମ୍ପାନୀରେ ଚାକିରି କରି ଭଲ ଦରମା ପାଉଛନ୍ତି। ଘରେ ପଇସା ପତ୍ରର ଅସୁବିଧା ନାହିଁ। ବାପା ସରକାରୀ ଶିକ୍ଷାନୁଷ୍ଠାନରେ ଆସୋସିଏଟ୍ ପ୍ରଫେସର୍। ଜେଜେ ଥିଲେ IAS ଅଫିସର। ହେଲେ ତଥାପି ଘରୁ ଗୋଡ କାଢ଼ି MBA ପାସ୍ କରିଥିବା ଆଶ୍ୟୁକ୍ତା ପଣ୍ଡା କାହିଁକି ବିକୁଛନ୍ତି ଦହିବରା?...
ସ୍ପାଏ ଏଜେଣ୍ଟ ଫିଲ୍ମ ଶାହରୁଖଙ୍କ ଭାଗ୍ୟ ବଦଳାଇ ପାରିବ? ନୂଆ କାହାଣୀ ହେଲେ ଫିଲ୍ମ ହିଟ୍ ନହେଲେ ଫିସ୍...
ବଢିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଗତକାଲି ୧୦ ଗ୍ରାମର ସୁନା ଦର ୫୦,୬୦୦ ଟଙ୍କା ରହିଥିଲା । ଏହି କ୍ରମରେ ଆଜି...
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୭ ତାରିଖ ସୋମବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଜାଇଁଲୁରେ ନାରଣ, ନୋକେ କୁହନ୍ତି, ଆମ ରାଜା ସ୍ୱାଇଁ କାଳେ ଯା ଛା ତା କହି ପକାନ୍ତି। କାହାରିକୁ ମାନନ୍ତିନି। ନିଜ ଏରିଆରେ ସେ କୁଆଡେ ରାଜା ଭଳିଆ ହୁଅନ୍ତି। ତା ବୋଲି କଣ ଏମିତି ମା କୁ ସମ୍ମାନ
ନବମ ଶ୍ରେଣୀର ଝିଅ ପାୟଲ। ପିଲାଟି ଦିନୁ ବିଦ୍ୟୁତ ଆଘାତରେ ହାତ ପାଦ ହରାଇଛି। ହେଲେ ପାୟଲର ସଙ୍ଘର୍ଷ ଆଗରେ ଜିଲ୍ଲାପାଳ ବି ସ୍ତବ୍ଧ। ପାୟଲ ନାଚୁଛି, ଗାଉଛି। ହାତ ନାହିଁ ସିନା, ପାଟିରେ ଚିତ୍ର ଆଙ୍କୁଛି। ସେ ଚାହୁଁଛି ମୁଖ୍ୟମନ୍ତ୍ରୀ ଥରେ ତା ଚିତ୍ର ଦେଖନ୍ତୁ... ପାୟଲର...
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୭ ତାରିଖ ସୋମବାର ଚନ୍ଦ୍ର – ମେଷ ଅହୋରତ୍ର ତିଥି- ୧୩ ଶୀ ଦିବା ୦୪/୧୬ ଗତେ ପୂର୍ଣ୍ଣିମା ଘାତ ଚନ୍ଦ୍ର- ମେଷ ଅହୋରତ୍ର ଘାତ ବାର – ମିଥୁନ ପୁଷ୍କର ଦୋଷ – ନାସ୍ତି
ତଳିଆ ଅଞ୍ଚଳରେ ଘର ବୋଲି ଅସରାଏ ବର୍ଷା ହେଲେ ଘର ବୁଡ଼ି ପାଣି ଆଣ୍ଠୁଏ ହେଉଥିଲା। ଏବେ ସେ ଘର ଭୂତକୋଠି ହୋଇଗଲାଣି। ସେ ଘରର ଲୋକେ ଏବେ ବସ ଷ୍ଟାଣ୍ଡରେ ରହୁଛନ୍ତି। ଦେଖନ୍ତୁ ବାଲୁଗାଁରୁ ଏ ଅସହାୟ ପରିବାରର କାହାଣ
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ରବିବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ତୁଳା ମାସ କାର୍ତିକ ଶୁକ୍ଲପକ୍ଷ । ଇଂରାଜୀରେ ୬ ତାରିଖ ରବିବାର ଚନ୍ଦ୍ର – ମୀନ ରାତ୍ରି ୧୨/୦୫ ଗତେ ମେଷ ତିଥି- ୧୩ ଶୀ ଦିବା ୦୪/୨୯ ଗତେ ୧୪ଶୀ ଘାତ ଚନ୍ଦ୍ର- ଧନୁ ରାତ୍ରି ୧୨/୦୫ ଗତେ ମେଷ ଘାତ ବାର – ମେଷ...
ବୁଝିଲୁରେ ନାରଣ, ଆମ ଲୋକ ଅଳ୍ପରେ ସନ୍ତୁଷ୍ଟ। ପଖାଳ ଭାତକୁ ଆଳୁ ଚକଟା ଟିକେ ହେଇଗଲେ ହେଲା। ରାତିରେ ନାଲପାଣି ଆଉ... କିଏ ପଚାରୁଛି କହିଲୁ। ନିର୍ବାଚନ ଆସିଲେ ନାଲିପାଣି ଫ୍ରି... ଭାଇ ଆମର ଚଢ଼େଇ ଦେଇଛନ୍ତି
ମଡର୍ଣ୍ଣ ଦୁନିଆରେ ମରି ଯାଉଥିବା ମାନବିକତାର ଗଣ୍ଡା ଗଣ୍ଡା କାହାଣୀ ପ୍ରତ୍ୟେକ ଦିନ ଦେଖିବାକୁ ମିଳିଥାଏ। ଆଜି କିନ୍ତୁ ଏକ ଭଲ ଖବର ଆସିଛି ସୁନ୍ଦରଗୁଡ଼ରୁ। ଦେଖନ୍ତୁ, ମୃତକଙ୍କ ସମ୍ପର୍କୀୟମାନେ ସେମାନଙ୍କ ଦିବଂଗତ ଆତ୍ମୀୟଙ୍କ ଅସ୍ଥି ନେବାକୁ ନ ଆସିବାରୁ କେମିତି ମଶାଣି ବନ୍ଧୁମାନେ ସେହି ଅସ୍ଥିକୁ ସମ୍ମାନ...
ଦିନେ ମୁଢ଼ି ମୁଠେ ଖାଇବାକୁ ବି ମିଳୁ ନ ଥିଲା। ବାପା ମା ଚାଲିଗଲେ। ଅନାଥ ହୋଇଗଲେ। ମୂଲ ମଜୁରୀ ଲାଗି ବଞ୍ଚିଲେ। କିନ୍ତୁ, ପାଠପଢ଼ା ଛାଡ଼ି ନ ଥିଲେ। ଏବେ ଜୀବନ ବଦଳିଛି। 30 ଲକ୍ଷ ଟଙ୍କାର ଘର ତୋଳିଛନ୍ତି ଶେଷ କିସାନ। ଆଉ ଦିନ କେଇଟା...
ବଢିଲା ସୁନାର ଦାମ୍ । ଆଗକୁ ଆସୁଛି ବିବାହ ଋତୁ । ଏବେ ସୁନା କିଣା ଆରମ୍ଭ ହେବ । ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ବୃଦ୍ଧି ପାଇଛି । ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୦,୩୫୦ ଟଙ୍କା ରହିଥିଲା । ଏହି କ୍ରମରେ...