Advertisment

Today Panchang 12th Nov 2022: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ....

author-image
Pallipuspa Samal
Today Panchang

Today Panchang

ସୈାର ତୁଳା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୧୨ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ଅହୋରାତ୍ର ତିଥି- ୪ର୍ଥୀ ରାତ୍ରି ୧୦/୨୬ ଗତେ ୫ମୀ ଘାତ ଚନ୍ଦ୍ର- କନ୍ୟା ଅହୋରାତ୍ର ଘାତ ବାର – ବୃଷ, ସିଂହ ଓ କନ୍ୟା ପୁଷ୍କର ଦୋଷ – ୧ପାଦ- କୃଷିହାନି- ଭୂମିଦାନ 

Advertisment

ଶୁଭ ସମୟ:

ପ୍ରାତଃ ୦୭/୨୫ ରୁ ୦୮/୪୩

ଦିବା ୧୧/୫୨ ରୁ ୧୨/୫୪

ଦିବା ୦୨/୧୭ ରୁ ୦୨/୫୦

ଦିବା ୦୩/୩୫ ରୁ ୦୩/୪୦

ରାତ୍ରି ୦୨/୩୧ ରୁ ୦୩/୨୨

ଅଶୁଭ ସମୟ:

ଋାହୁକାଳ - ଦିବା ୦୮/୪୩ ରୁ ୧୦/୦୭

କାଳବେଳା - ପ୍ରାତଃ ୦୫/୫୭ ରୁ ୦୭/୨୦ ଓ ଦିବା ୦୩/୪୦ ରୁ ୦୫/୦୪

ବାରବେଳା – ଦିବା ୧୨/୫୪ ରୁ ୦୨/୧୭

କାଳରାତ୍ରି – ସନ୍ଧ୍ୟା ୦୫/୦୪ ରୁ ୦୬/୪୦ ରାତ୍ରି ୦୪/୨୦ ରୁ ୦୫/୫୭

Panchang
Advertisment
Advertisment