ବଦଳିଗଲା ଭାଗ୍ୟ.. ଆଉ ମୂଲ ଲାଗିବେନି ଡାକ୍ତରୀ ପାଠ ପଢୁଥିବା ମେଧାବୀ ପୁଅ..ବିଲକୁ ଯାଇ ଧାନ କାଟିବନି..ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଡାକରା ଆସିଛି.. ପୁଅ ଯିବ ରାଜଧାନୀ.. ମୁଖ୍ୟମନ୍ତ୍ରୀଙ୍କୁ ଭେଟିବ.. ସବୁ ଦୁଃଖ ଦୂର ହେବ..
Published: Pallipuspa Samal
Last updated: 09 December 2022, 01:38 PM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।