ନଭେମ୍ବର ୨୩, ୨୦୨୦ରେ ଏମିତି ଏକ ଚିଠି ଲେଖି ବଞ୍ଚିବାକୁ ଗୁହାରୀ କରିଥିଲେ ଶ୍ରଦ୍ଧା ଓ୍ୱାକର୍..
ଜଗା ପ୍ରେମ କାହା ପାଇଁ କେମିତି.. ଯିଏ ଯେମିତି ଖୋଜିଛି ମହାପ୍ରଭୁଙ୍କୁ ସେମିତି ପାଇଛି.. ଜଗତର ନାଥ ଜଗନ୍ନାଥଙ୍କ ଅଗଣିତ ଭକ୍ତଙ୍କ ମଧ୍ୟରେ ୟେ ହେଉଛନ୍ତି ଅନ୍ୟତମ ଭକ୍ତ..
କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ଚାଲିଛି ସଂଘର୍ଷ.. ହେଲେ ଏମିତି କେତେ ଦିନ ଚାଲିବ ! ସଂଘର୍ଷ ଭିତରେ ହଜିଯିବନି ତ ପଥର କଳା ?
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୬୯୦ ଟଙ୍କା ରହିଛି ।
୧୦ ବର୍ଷ ତଳେ ୧୦ ମହିଳା ଏକାଠି ହୋଇ ଦେଖିଥିଲେ ସ୍ୱପ୍ନ.. ମାତ୍ର ୧୦୦, ୧୦୦ ଟଙ୍କା ସଞ୍ଚୟ କରି ଆରମ୍ଭ କଲେ ବ୍ୟବସାୟ.. ଆଜି ବର୍ଷକୁ ରୋଜଗାର କରୁଛନ୍ତି ପ୍ରାୟ ୩୫ ଲକ୍ଷ..
ଓଡ଼ିଶାରେ ଫଳୁଛି ଦୁଇ ପ୍ରକାରର ଥାଇଲାଣ୍ଡ ବରକୋଳି.. ଆଉ ଏଥିପାଇଁ ଅଭିମନ୍ୟୁ ପ୍ରଧାନଙ୍କୁ ବାଟ ଦେଖାଇଛି ୟୁଟ୍ୟୁବ୍.. ଆଉ ମାସେ ଭିତରେ ପାଚିଲା ପରେ ଖାଇବା ଯୋଗ୍ୟ ହୋଇଯିବ.. ସେତେବେଳେ ବେପାର ଜମିବ ବୋଲି ଆଶା ବାନ୍ଧିଛନ୍ତି ଅଭିମନ୍ୟୁ..
ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ସୈାର ବିଛା ମାସ ମାର୍ଗଶିର ଶୁକ୍ଲପକ୍ଷ । ଇଂରାଜୀରେ ୨୪ ତାରିଖ ଗୁରୁବାର ଚନ୍ଦ୍ର – ବିଛା ଅହୋରାତ୍ର ତିଥି - ପ୍ରତିପଦ ରାତ୍ରି ୦୧/୩୭ ଗତେ ୨ୟା ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ତୁଳା , କୁମ୍ଭ ପୁଷ୍କର ଦୋଷ – ରାତ୍ରି...
ଆଶ୍ଚର୍ଯ୍ୟ ଓ ବିଚିତ୍ର ସ୍ଥିତି !! ନୂଆପଡା ଜିଲ୍ଲାରୁ ପାଣି ଆସିଲେ ବରଗଡ଼ ଜିଲ୍ଲା ପଦ୍ମପୁରର ଚାଷୀଙ୍କ ମୁହଁରେ ହସ ଫୁଟିବ। ନହେଲେ ବର୍ଷକର ଫସଲ ନଷ୍ଟ। ଦେଖନ୍ତୁ ବାସ୍ତବ ସ୍ଥିତି।
ମେଡିକାଲ ହେଉଛି ସବୁଠୁ ସୁରକ୍ଷିତ ଓ ସଫାସୁତରା ଜାଗା। ICU ଆହୁରି ନିଷିଦ୍ଧ ଜାଗା। ଏଠି ରୋଗୀଙ୍କ ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ଭିତରକୁ ଛଡ଼ାଯାଏନି। କିନ୍ତୁ ଏଇ ମେଡିକାଲର ICU ଭିତରକୁ ଏକ ବୁଲା ଷଣ୍ଢ ପଶି ଆସିଲା।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୨୬୦ ଟଙ୍କା ରହିଛି ।
ପୂର୍ବରୁ କୁହାଯାଇଛି, ପ୍ରେମ ହେଉଛି ଅନ୍ଧ। ଏହା ପ୍ରେମିକ କିମ୍ବା ପ୍ରେମିକର ଷ୍ଟାଟସ୍ ଦେଖେନାହିଁ। ଯେମିତି ଏହି ଯୁବତୀଙ୍କ କ୍ଷେତ୍ରରେ ଘଟିଛି। ତାଙ୍କ ପ୍ରେମିକ ଦିବ୍ୟାଙ୍ଗ ହୋଇଯିବା ପରେବି, ପରିବାର କଥା ନଶୁଣି, ସେ ପ୍ରେମିକଙ୍କ ହାତ ଧରିଛନ୍ତି।
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କେତେବେଳେ ଭାଗ୍ୟ କାହା ସହ କି ଖେଳ ଖେଳେ ତାହା କେହି ଜାଣେନି। ଯେମିତି ଏହି ତିନି ଉଭଣୀ। ସବୁକିଛି ଠିକ୍ ଥିଲା, ହଠାତ୍ ମାଟ୍ରିକ୍ ପରୀକ୍ଷା ପରେ ଦିବ୍ୟାଙ୍ଗ ହୋଇଗଲେ। ଏବେ ମାଆଙ୍କ ପିଠିରେ ଏମାନେ ଯିବାଆସିବା କରୁଛନ୍ତି
ସୈାର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୨୩ ତାରିଖ ବୁଧବାର ଚନ୍ଦ୍ର – ତୁଳା ଦିବା ୦୪/୦୩ ଗତେ ବିଛା ତିଥି- ୧୪ଶୀ ପ୍ରାତଃ ୦୬/୫୩ ଗତେ ଅମାବାସ୍ୟା ଘାତ ଚନ୍ଦ୍ର- ନାସ୍ତି ଘାତ ବାର – କର୍କଟ ପୁଷ୍କର ଦୋଷ – ୧ ପାଦ-...
ସମସ୍ତେ ଓଜନ ହ୍ରାସ କରିବାକୁ ଚାହାଁନ୍ତି । ଅଧିକ କ୍ୟାଲୋରୀର ଖାଦ୍ୟ ସେବନ ଓଜନ ବଢାଇବାର ମୁଖ୍ୟ କାରଣ ଅଟେ । ଯଦି ଆପଣ ନିଜର ଓଜନକୁ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଖାଦ୍ୟରେ ସାମିଲ କରନ୍ତୁ କଖାରୁ ମଞ୍ଜି ।
ମୂଳା ବଟାକୁ ହଳଦୀ ଗୋଳା...ପୁଣି ଭଜା ଚିଙ୍ଗୁଡି...ଓଃ ପାଟିରୁ ନାଳ ଆସିଲାଣି, ଆଉ ଡେରି କରିବାନି...ଏଇନୁ ଆରମ୍ଭ କରିଦେବା ରୋଷେଇ
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୪୫୦ ଟଙ୍କା ରହିଛି ।
ଯୁକ୍ତ ୩ରେ ପାଠ ପଢୁଛନ୍ତି, ପୁଣି ଚା’ ଦୋକାନ କରିଛନ୍ତି। ବାପା ଦିନ ମଜୁରିଆ, ମାଆ ରୋଗୀ...ନିଜସ୍ୱ ରୋଜଗାରରେ ଆଇଏଏସ୍ ହେବାକୁ ଦେଖୁଛନ୍ତି ସ୍ୱପ୍ନ। ଶୁଭଲକ୍ଷ୍ମୀଙ୍କ ଟି-ଷ୍ଟଲରେ ଲାଗୁଛି ପ୍ରବଳ ଭିଡ