• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସାପ୍ତାହିକ ରାଶିଫଳ: ୧୨ ଡିସେମ୍ବରରୁ ୧୮ ଡିସେମ୍ବର, ଏହି ସପ୍ତାହରେ କୈାଣସି ଶୁଭ ସମାଚାର ଶୁଣିବାକୁ ପାଇବେ

ଏହି ସପ୍ତାହରେ ବ୍ୟବସାୟରେ ପ୍ରଚୁର ଲାଭ ହେବ । ଏହି ସପ୍ତାହରେ କୈାଣସି ଶୁଭ ସମାଚାର ଶୁଣିବାକୁ ପାଇବେ ,ଆର୍ଥିକ ଲାଭ ତଥା ଭୂମି, ସୁନା ଆଦି ଲାଭ କରିବେ । କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ସୁଚନା ମିଳିବ । ବିଦ୍ୟାର୍ଥୀ ମାନେ ପଢାପଢିରେ ଓ ପରିକ୍ଷାରେ କୃତକାର୍ଯ୍ୟ ହେବେ ।

Aries

ମେଷ

Monday 12 Dec 2022

ଆପଣଙ୍କ ଜୀବନରେ ମହତ୍ୱ ପୂର୍ଣ୍ଣ ମୋଡ ଆଣିବ । ଚାକିରିଆଙ୍କୁ ଅଫିସ୍ କାମରେ ନୂଆ ଜାଗାକୁ ଯିବାକୁ ପଡିବ । ଶିକ୍ଷାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୁଚନା ମିଳିବ । ଆପଣଙ୍କୁ ବ୍ୟବସାୟରେ ପ୍ରଚୁର ଲାଭ ହେବ । ଜୀବନ ସାଥୀଙ୍କ ପୂରା ସହଯୋଗ ପାଇବେ । କାର୍ଯ୍ୟ କ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । ବାଲ୍ୟ ବନ୍ଧୁଙ୍କ ସହିତ ଭ୍ରମଣ ସୁଖପୂର୍ଣ୍ଣ ହେବ । ଆପଣଙ୍କ ମନ ପ୍ରସନ୍ନ ରହିବ ।

ପ୍ରତିକାର- “ଓଁ ହୂଂ ଶ୍ରୀଂ ମଙ୍ଗଳାୟ ନମଃ” ଏହି ମନ୍ତ୍ରକୁ ପ୍ରତିଦିନ ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :