ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଶନିବାର । ଚନ୍ଦ୍ର – ମିଥୁନ ରାତ୍ରି ୦୮.୨୩ ଗତେ କର୍କଟ,ତିଥି- ପ୍ରତିପଦ ଅହୋରାତ୍ର,ଘାତ ଚନ୍ଦ୍ର- କନ୍ୟା ରାତ୍ରି ୦୮.୨୩ ପର୍ଯ୍ୟନ୍ତ,ଘାତ ବାର – ବୃଷ, ସିଂହ ଓ କନ୍ୟା,ପୁଷ୍କର ଦୋଷ –...
ମାଆ କୁଆଡ଼େ ଚାଲିଗଲେ । ବାପା ଖୋଜିଖୋଜି ମାନସିକ ଭାରସାମ୍ୟ ହରାଇ ସେ ମଧ୍ୟ କୁଆଡ଼େ ପଳାଇଛନ୍ତି। ଏବେ ଘରର ବଡ଼ ଝିଅ ଗିର୍ଜନୀ ଉପରେ ନିର୍ଭର ଅନ୍ଧ ବୁଢ଼ା ବାପା ଓ ୨ ସାନଭାଇ...
ଓଡ଼ିଆ ବୀର ଆଉ କ୍ରୁର ବ୍ରିଟିଶଙ୍କ କାହାଣୀ ନେଇ ଆସୁଛି ତରଙ୍ଗ ପ୍ଲସରେ ନୂଆ ଓ୍ବେବସିରିଜ୍ ରକ୍ତତୀର୍ଥ...
୭୫ ବର୍ଷର ଗଛ ସହ ପ୍ରେମ , ବୟସର ଅପରାହ୍ନରେ ଲଗାଇ ଚାଲିଛନ୍ତି ଲକ୍ଷ ଲକ୍ଷ ଗଛ । ଚମ ଧୁଡୁ ଧୁଡୁ ହେଲାଣି ତଥାପି ପ୍ରତିଦିନ ଗଛ ଟିଏ ନ ଲଗାଇଲେ ମନ ବୁଝୁନି.. ଦେଖନ୍ତୁ ପ୍ରକୃତିର ସବୁଜିମା ଭିତରେ ହଜି ଯାଇଥିବା ଏମିତି ଜଣେ ଗଛ...
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୦୦ ଟଙ୍କା ରହିଛି ।
ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ଗୁରୁବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
କେନ୍ଦୁଝରରେ ହଜାର ହଜାର ବିଦେଶୀ ଅତିଥି । ଏଇ ଦୁଇ ତିନି ଦିନ ହେଲା ମାଧପୁର ଫାର୍ମ ପୋଖରୀକୁ ଦଳ ଦଳ ହୋଇ ଆସିଛନ୍ତି.. ଜଳକ୍ରୀ଼ଡ଼ା କରୁଛନ୍ତି..
ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୫ ତାରିଖ ଗୁରୁବାର । ଚନ୍ଦ୍ର – ବୃଷ ଦିବା ୦୮.୦୫ ଗତେ ମିଥୁନ । ତିଥି- ୧୪ଶୀ ରାତ୍ରି ୦୨.୧୪ ଗତେ ପୂର୍ଣ୍ଣିମା ଘାତ ଚନ୍ଦ୍ର- ବିଛା ଦିବା ୦୮.୦୫ ଗତେ କନ୍ୟା ,ଘାତ ବାର – ତୁଳା...
ନରସିଂହପୁରର ଐତିହ କୁହାଯାଉଥିବା ରାଜତନ୍ତ୍ର ସମୟର ଏହି ତହସିଲ କାର୍ଯ୍ୟାଳୟ ଏବେ ଜରାଜୀର୍ଣ୍ଣ । ଅଧା ଭାଗ ଭୁଶୁଡ଼ିବାକୁ ବସିଥିବାବେଳେ ବର୍ଷା ଦିନେ ପାଣିରେ ଭାସୁଛି ପୁରୁଣା କୋଠା ।
ଗାଁରେ ମାଡିଗଲା ହଇଜା। ଗୋଟିଏ କୋକେଇ ମଶାଣି ଯିବା ପରେ ଆଉ ଗୋଟିଏ କୋକେଇ ବନ୍ଧା ହେଉଥିଲା। ଘରେ ଘରେ ପଡୁଥିଲା କାନ୍ଦ ବୋବାଳି। ଏହି ସମୟରେ ଗାଁର ଜମିଦାର ଚିନ୍ତାରେ ପଡିଗଲେ। ଅସୁର ପୂଜା ଆୟୋଜନ କରିବା ପରେ ଗାଁରୁ ହଇଜା ପଳାଇଗଲା । ସେହି ଦିନଠାରୁ...
ଫୁଟ୍ ପାଥରେ ଦଳ ଦଳ ବୁଲା କୁକୁର ଶୋଇଛନ୍ତି। ପୁଣି ଜଣେ ବୃଦ୍ଧାଙ୍କ ପାଖରେ। ସିଏ ବି ଶୀତ କାକରରେ ନିଆଁ ଜାଳି ବସିଛନ୍ତି। ହେଲେ କିଏ ଏହି ମହିଳା ? କଣ ପାଇଁ ଏମିତି ଏତେ ବୁଲା କୁକୁରମାନଙ୍କୁ ଆଶ୍ରୟ ଦେଇଛନ୍ତି ? ମାଆ ପରି...
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୭୫୦ ଟଙ୍କା ରହିଛି ।
ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୪ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଗାଁ ବାଲାଙ୍କୁ ମେଣ୍ଢା ମାଂସ ଆଉ ହାଣ୍ଡିଆ ଦେଲେ ଯାଇ ଘରକୁ ପଶିବ ମାଆ। ହେଲେ ବିଧବା ମାଆଟି ଏତେ ଟଙ୍କା ଆଣିବ କେଉଁଠୁ ? କେମିତି କରିବ ମୃତ ପୁଅର ଶୁଦ୍ଧି କ୍ରିୟା।
ତୁ କେଉଁଠି ଅଛୁ ପୁଅ ଫେରିଆ...ତତେ ଖୋଜି ଖୋଜି ନୟାନ୍ତ ହେଲିଣି, ତତେ ଝୁରି ଝୁରି ମାଆ ଆଉ ନାହିଁ । ଯଦି ଦେଖୁଥିବୁ ଘରକୁ ଫେରିଆସ । ପୁଅର ଫଟୋକୁ ଧରି ଏମିତି ଆକୁଳ ନିବେଦନ କରିଛନ୍ତି ଜଣେ ବାପା
କୋରାପୁଟର ପ୍ରାକୃତିକ ମନଲୋଭା ଦୃଶ୍ୟକୁ ଉପଭୋଗ କରିବାକୁ ଆସୁଛନ୍ତି ଦଳ ଦଳ ବିଦେଶୀ ପର୍ଯ୍ୟଟକ । ହେଲେ ସେମାନଙ୍କ ସୁରକ୍ଷା ପାଇଁ ନାହିଁ କୌଣସି ପ୍ରକାର ବ୍ୟବସ୍ଥା । ଏବେଠୁ ଏ ସବୁ ଉପରେ ଧ୍ୟାନ ନଦେଲେ ଓଡିଶାରୁ ଗାଏବ ହୋଇଯିବେ ବିଦେଶୀ ପର୍ଯ୍ୟଟକ
ପ୍ରକୃତି କୋଳରେ ମାଛକାନ୍ଦଣା । ଶୀତ ଦିନ ବିଶେଷ କରି ନୂଆ ବର୍ଷ ଆସିଲେ ଏଇ ପର୍ଯ୍ୟଟନ ସ୍ଥଳୀ ବୁଲିବା ଓ ବଣ ଭୋଜି କରିବାର ମଜା ନେବାକୁ ଛୁଟି ଆସୁଛନ୍ତି ପର୍ଯ୍ୟଟକ l ଏ ବର୍ଷ କୋଭିଡ କଟକଣା ନଥିବାରୁ ମାଛକାନ୍ଦଣାରେ ପ୍ରବଳ ଭିଡ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୬୦୦ ଟଙ୍କା ରହିଛି ।