• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

News Fuse
ରାଇଜ ମୁଖିଆଙ୍କ ଜହ୍ନ ରାତିରେ ବିହାର

ଏ ବର୍ଷର ସୁପର ହିଟ୍ ଆଇଟମ୍ । ବ୍ୟକ୍ତିଗତ ସଚିବଙ୍କ ସହ ରାଇଜ ମୁଖିଆଙ୍କ ଜ୍ୟୋସ୍ନା ବିହାର...

Today Panchang
Today Panchang 30th Dec 2022: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଆପଣଙ୍କ ପାଇଁ ଶୁଭ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Daily Horoscope
Daily Horoscope 30th Dec 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ବିଦେଶ ଭ୍ରମଣ ଯୋଗ ରହିଛି

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ ଶୁକ୍ରବାର । ଚନ୍ଦ୍ର – ମୀନ (ଅହୋରାତ୍ର),ତିଥି- ୮ମୀ ସନ୍ଧ୍ୟା ୦୬.୩୪ ଗତେ ୯ମ,ଘାତ ଚନ୍ଦ୍ର- ଧନୁ ,(ଅହୋରାତ୍ର),ଘାତ ବାର – ବିଛା , ଧନୁ ଓ ମୀନ,ପୁଷ୍କର...

gold price today
Today Gold Price 29th Dec 2022: ସ୍ଥିର ରହିଛି ସୁନା ଦର, ଜାଣନ୍ତୁ ଆଜିର ଦାମ୍

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ସ୍ଥିର ରହଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୪,୦୦୦ ଟଙ୍କା ରହିଛି ।

Today Panchang
Today Panchang 29th Dec 2022: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ଶୁଭ ମୁହୂର୍ତ୍ତରେ ଘରେ କରିବେ ପୂଜା

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

 Father-Daughter Duo Dive 70 Feet
ବାପ ଝିଅଙ୍କ ଦୁଃସାହସିକ ଜଳକ୍ରୀଡା । ସମୁଦ୍ରର ୭୦ ଫୁଟ ଗର୍ଭରେ ସାର୍କ୍ ସହ କଲେ ଡାଇଭ...

ଦୁବାଇରେ ରହୁଥିବା ଓଡ଼ିଆ ବାପ ଝିଅ ସ୍କୁବା ଡାଇଭିଂ ଯୋଡି ପ୍ରିୟଦର୍ଶୀ ଏବଂ ତିସ୍ୟା ପାଣିଗ୍ରାହୀ ରଚିଲେ ଆଉ ଏକ ସ୍ମରଣୀୟ ମୁହୂର୍ତ୍ତ । ପ୍ରିୟଦର୍ଶୀ ଏବଂ ତାଙ୍କର ୧୨ ବର୍ଷୀୟ ଝିଅ ତିସ୍ୟା ଗତ ସପ୍ତାହରେ ମାଲଦ୍ୱୀପ ଯାଇ ଚିର ସ୍ମରଣୀୟ ଡାଇଭ କରିଛନ୍ତି...

Daily Horoscope
Daily Horoscope 29th Dec 2022: ଏହି ରାଶିର ବ୍ୟକ୍ତି ଆଜି କର୍ମକ୍ଷେତ୍ରରେ ପଦୋନ୍ନତି ପାଇବେ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଚନ୍ଦ୍ର – ମୀନ (ଅହୋରାତ୍ର),ତିଥି- ୭ମୀ ସନ୍ଧ୍ୟା ୦୭.୧୭ ଗତେ ୮ମୀ,ଘାତ ଚନ୍ଦ୍ର- ଧନୁ(ଅହୋରାତ୍ର),ଘାତ ବାର – ତୁଳା, କୁମ୍ଭ,ପୁଷ୍କର ଦୋଷ – ୨ପାଦ-ପଶୁ ଓ ବଂଶହାନି-ଅନ୍ନ...

Group of farmers cut mountain
ପାହାଡ ଚିରି ଜମିକୁ ପାଣି ଆଣିଲେ ଚାଷୀ

ପାଣି ନାହିଁ ବୋଲି ଚାଷ ବନ୍ଦ କଲେନି। ଦେଶୀ ବୁଦ୍ଧି ଆପଣାଇଲେ...ଅଢେଇ କିମି ପର୍ଯ୍ୟନ୍ତ ପାହାଡର ପଥର ଚିରି କ୍ଷେତକୁ ଆଣିଲେ ପାଣି। ପଥୁରଆ ଜମିରେ ଏବେ ହସୁଛି ସୁନାର ଫସଲ

Nuapada’s Tikhali
ସରି ସରି ଯାଉଛି ବିଦାୟୀ ବର୍ଷ ୨୦୨୨, ଏବେ ୨୦୨୩କୁ ସ୍ୱାଗତ ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ...

ହାତରେ ଆଉ ଦିନ କେଇଟା, ସରିଯିବ ବର୍ଷ 2022 । 2023କୁ ସ୍ୱାଗତ ପାଇଁ ଏବେ ସବୁଠି ପ୍ରସ୍ତୁତି ଚାଲିଛି, ଏହାରି ମଧ୍ୟରେ 2022କୁ ଅଧିକ ସ୍ମୃତିମୟ କରିବାକୁ ପର୍ଯ୍ୟଟକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ବିଭିନ୍ନ ପର୍ଯ୍ୟଟନ ସ୍ଥଳୀରେ ଏବେ ପର୍ଯ୍ୟଟକଙ୍କ ଲମ୍ବା ଲାଇନ୍....

Divyang youth
ଦିବ୍ୟାଙ୍ଗ ହୋଇ ବି ସଫଳତାର ସ୍ୱାଦ ଚାଖିଲେ ସୋରଡ଼ାର ବୀରେନ୍ଦ୍ର

ବାପାଙ୍କ ସ୍ୱପ୍ନକୁ ସାକାର କଲା ଦିବ୍ୟାଙ୍ଗ ପୁଅ । ସନ୍ତାନର ସଫଳତା ଦେଖିବାକୁ କିନ୍ତୁ ବାପା ନାହାନ୍ତି, ସୁଟର୍ ପୁଅକୁ ନେଇ ଏବେ ଗର୍ବିତ ମାଆ.....

News Fuse
ଜମାରୁ ମିସ୍ କରନ୍ତୁନି ସ୍ପେଶାଲ ଧମାକାଦାର ନ୍ୟୁଜଫ୍ୟୁଜର ଏପିସୋଡ୍

୨୨ର ବଛା ବଛା ଭିଡିଓ ରହିଛି ଏହି ଅଧ୍ୟାୟରେ । ଜମାରୁ ମିସ୍ କରନ୍ତୁନି ସ୍ପେଶାଲ ଧମାକାଦାର ନ୍ୟୁଜଫ୍ୟୁଜର ଏପିସୋଡ୍...

Today Panchang
Today Panchang 28th Dec 2022: ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର। ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Daily Horoscope
Daily Horoscope 28th Dec 2022: ଏହି ରାଶିର ବ୍ୟକ୍ତିଙ୍କର ଆଜି ଭୂ-ସମ୍ପତି କିଣିବା ଯୋଗ ରହିଛି

ସୈାର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୧ ତାରିଖ ବୁଧବାର ।ଚନ୍ଦ୍ର – ବିଛା ଅହୋରାତ୍ର,ତିଥି- ୧୩ଶୀ ରାତ୍ରି ୧୦.୧୬ ଗତେ ୧୪ଶୀ,ଘାତ ଚନ୍ଦ୍ର- ନାସ୍ତି,ଘାତ ବାର – କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭହାନି-ତିଳକାଞନ ଦାନ ଦିବା ୦୮.୩୨ ପର୍ଯ୍ୟନ୍ତ...

MLA Soumya Patnaik
ନବୀନଙ୍କ ସାମ୍ନାରେ ମନକଥା କହିଦେଲେ ସୌମ୍ୟ...

ମଂଚରେ ଥିଲେ ମୁଖ୍ୟମନ୍ତ୍ରୀ, ମନକଥା କହୁଥିଲେ ସୌମ୍ୟରଂଜନ ପଟ୍ଟନାୟକ। କହିଲେ ବବି ବାବୁ ମତେ ୫ ମିନିଟ୍‌ ଦେଇଛନ୍ତି...ସେତିକିରେ ସବୁ କହିଦେବି। ଆଉ ମାଇକ୍‌ ଧରୁ ଧରୁ...

craft exhibition
କାଗଜରେ ତିଆରି ଗହଣା..ପାଣି ପଡ଼ିଲେ ବି ନଷ୍ଟ ହେବନି..

କଲର୍ କମ୍ବିନେସନ ଯେମିତି.. ଡିଜାଇନ ବି ସେମିତି.. ଦେଖିଲା ମାତ୍ରେ ନିଜ ପାଇଁ କିଛି କିଣି ନେବାକୁ ଇଚ୍ଛା ହେଉଛି..

News Fuse
ହଇରେ ନାରଣ..ଏମାନେ ପିକନିକ୍ କରିବାକୁ ଆଇଛନ୍ତି ନା ମଜୁରୀ ଲାଗିବାକୁ..

ହଇରେ ନାରଣ..ଏମାନେ ପିକନିକ୍ କରିବାକୁ ଆଇଛନ୍ତି ନା ମଜୁରୀ ଲାଗିବାକୁ..

Today Gold Price
Today Gold Price 27th Dec 2022: ସୁନା କିଣିବାକୁ ଯିବା ପୂର୍ବରୁ ଜାଣିନିଅନ୍ତୁ ଆଜିର ଦାମ୍‌

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ସ୍ଥିର ରହଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୪,୦୦୦ ଟଙ୍କା ରହିଛି ।

Unemployed youth in Nuapada
ପାଠପଢା ଡିଗ୍ରୀ ଥାଇ ଚାକିରି ମିଳିଲାନି.. ଗେଣ୍ଡୁଫୁଲ କଲା ଲକ୍ଷପତି

ପାଖରେ ବିଏସଏସି, ବିଇଡି ଡିଗ୍ରୀ ଥାଇ ବି ହେଲେ ମିଳୁନଥିଲା ଚାକିରି..ବେରୋଜଗାର ହୋଇ ବୁଲୁଥିଲେ.. ଚିନ୍ତା କରୁ କରୁ ଦିନେ ଉପାୟ ମିଳିଗଲା.. ଆଜି ସେ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି.. ଆଉ ନିଜ ଗାଁର ୧୦ ଜଣ ଶିକ୍ଷିତ ବେକାରୀଙ୍କୁ ମଧ୍ୟ ରୋଜଗାର ଦେଇଛନ୍ତି..

Mentally disturbed lady
ଦୁଇ ବର୍ଷ ହେଲା ଖୁଣ୍ଟ ପରି ଠିଆ ହୋଇଛନ୍ତି.. କାହାକୁ ମୁହଁ ଦେଖାଉ ନାହାନ୍ତି

ଆଶ୍ଚର୍ଯ୍ୟ ହେଲେ ବି ୟେ ସତ ଘଟଣା.. ଘଣ୍ଟେ କି ଦୁଇ ଘଣ୍ଟା ନୁହେଁ.. ମାସେ କି ଦୁଇ ମାସ ନୁହେଁ.. ଦୀର୍ଘ ଦୁଇ ବର୍ଷ ହେଲା ସେ ଏମିତି ଛିଡ଼ା ହୋଇଛନ୍ତି..

Today Panchang
Today Panchang 27th Dec 2022: ଆଜିର ପଞ୍ଚାଙ୍ଗ, ଜାଣନ୍ତୁ କେଉଁ ମୁହୂର୍ତ୍ତ ହେବ ଶୁଭ

ସୈାର ଧନୁ ମାସ ପୌଷ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।