/odishatv-khabar/media/post_attachments/uploadimage/library/16_9/16_9_0/Panchang_1674709700.jpg)
Panchang
ସୈାର ମକର ମାସ ମାଘ ମାସ ଶୁକ୍ଲପକ୍ଷ । ଇଂରାଜୀରେ ୨୬ ତାରିଖ ଗୁରୁବାର । ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ୫ମୀ ଦିବା ୧୦.୨୮ ଗତେ ୬ଷ୍ଠୀ ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର- ତୁଳା ଓ କୁମ୍ଭ,ପୁଷ୍କର ଦୋଷ – ନାସ୍ତି ।
Advertisment
ଶୁଭ ସମୟ:
- ପ୍ରାତଃ ୦୬.୨୭ ରୁ ୦୭.୫୫
- ଦିବା ୧୦.୫୨ ରୁ ୦୧.୦୫
- ରାତ୍ରି ୦୩.୦୦ ରୁ ୦୩.୫୧
ଅଧିକ ପଢ଼ନ୍ତୁ: ଘର ତିଆରି ପାଇଁ ଭୁଲ୍ରେ କିଣନ୍ତୁ ନାହିଁ ଏମିତି ଭୂମି; ନଚେତ୍…
ଅଶୁଭ ସମୟ:
- ଋାହୁକାଳ - ଦିବା ୦୧.୨୨ ରୁ ୦୨.୪୫
- କାଳବେଳା – ଦିବା ୦୨.୪୫ ରୁ ୦୪.୦୮
- ବାରବେଳା – ଦିବା ୦୪.୦୮ ରୁ ୦୫.୩୧
- କାଳରାତ୍ରି – ରାତ୍ରି ୧୧.୫୯ ରୁ ୦୧.୩୬
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)