• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

Pallipuspa Samal

Editor

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେ ...more

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।

less

Posts by Pallipuspa Samal

Eating tomatoes
ଖାଲି ପେଟରେ ଟମାଟୋ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

ଟମାଟୋ, ଏହା ଏକ ଏଭଳି ପରିବା ଯାହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଏହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । ଏଥିରେ କ୍ୟାଲସିୟମ, ଫସଫରସ୍ ଏବଂ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଛି । ତେବେ ଆସନ୍ତୁ ଜାଣିବା ଟମାଟୋକୁ ଖାଲିପେଟରେ ଖାଇବା ଦ୍ୱାରା ଏହା ଆମକୁ କଣ...

Hawakhana
ରାଜା ଏଇଠି ପବନ ଖାଇବାକୁ ଆସୁଥିଲେ ...

ରାଜାଙ୍କର ହାୱା ଖାନା । ହରିଶପୁରର ରାଜା ଏଇଠି ସମୁଦ୍ର କୂଳିଆ ପବନ ଖାଇବାକୁ ଆସୁଥିଲେ । ଓଡିଶାର ଏହି ଐତିହ୍ୟକୁ ପୁନରୁଦ୍ଧାର ନ କଲେ ସବୁଦିନ ପାଇଁ ହଜିଯିବ ରାଜାଙ୍କର ହାୱା ଖାନା ।

Tunki WaterFall
ଟୁଙ୍କି ଦେଖିବାକୁ ପ୍ରବଳ ଭିଡ, ଏଠି ଶୀତର ମଜା ଅଲଗା

ଶିମିଳିପାଳର ମନଲୋଭା ଦୃଶ୍ୟ । ଟୁଙ୍କି ଜଳ ପ୍ରପାତ ପାଖରେ ପ୍ରବଳ ଭିଡ। ଶୀତଦିନରେ ମଜା ନେବାକୁ ଆସୁଛନ୍ତି ଲୋକ ।

Today Gold Price
Today Gold Price 10th Jan 2023: ଜାଣନ୍ତୁ ଆପଣଙ୍କ ସହରରେ ସୁନା ଦାମ୍ ବଢିଛି ନା କମିଛି

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୫୦ ଟଙ୍କା ରହିଛି ।

Man ends life
ଚାରି ଚାରି ଟା ଝିଅ ହେଲା ପରେ ଚିନ୍ତାରେ ଜୀବନ ହାରିଦେଲେ !

ଏ ହେଉଛନ୍ତି ଏମିତି ଜଣେ ବାପା ଚାରି ଚାରିଟା ଝିଅ ଜନ୍ମକରି ନିଜ ଜୀବନ ହାରି ଦେଲେ । କାରଣ ହେଉଛି ଲାଳନ ପାଳନ କରି ମଣିଷ କରିବାର ଚିନ୍ତା ତାଙ୍କୁ ବ୍ୟତିବ୍ୟସ୍ତ କରିଦେଲା । ଜୀବନରେ ଅନେକ ଆହ୍ୱାନ୍ ଆସେ , ସମୟ ଅନୁସାରେ ସେ ସବୁ...

News Fuse
ଭାରି ଅଣଦେଖା କଲେ ତହସିଲଦାର...

ତହସିଲଦାର ଅଣଦେଖା କଲେ । ବିଦ୍ୟୁତ୍ ତାର ଲାଗି ଧାନ ପୋଡିଗଲା ପରେ ପଚାରିଲାରୁ ଚିହିଁକି ଉଠିଲେ । ସିଧା ସିଧା ବୁମ୍ ଠେଲିଦେଲେ ।

Today Panchang
Today Panchang 10th Jan 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତରେ କରିବେ ଗୃହ ପ୍ରବେଶ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୧୦ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

brain toumor
କୁନି ପୁଅର କ୍ୟାନସର୍‌ କଥା ଶୁଣି ଡାକ୍ତରଙ୍କ ଆଖି ହୋଇଗଲା ଛଳଛଳ..

ମୋତେ କ୍ୟାନସର ହୋଇଛି। ଏ କଥା କେବେ ହେଲେ ମୋ ମମି ପାପାଙ୍କୁ କହିବେନି। ୬ ବର୍ଷ କୁନି ପୁଅର ଏ ପ୍ରକାର ଆକୁଳ ନିବେଦନ ଡାକ୍ତରଙ୍କ ଆଖିରେ ଭରି ଦେଲା ଲୁହ... ଆଉ ଶେଷରେ...

 corporator sweeps road
ୱାର୍ଡ ସାରା ବୁଲି ଅଳିଆ ସଫା କଲେ କର୍ପୋରେଟର୍

ବିଭିନ୍ନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ୱାର୍ଡ ସାରା ଅଳିଆ ଗଦା ହେଲାଣି। ମହାନଗର ନିଗମ ଶୁଣୁନି। ତେଣୁ ବାଧ୍ୟ ହୋଇ ଜଣେ କର୍ପୋରେଟର ନିଜେ ସଫେଇ ପାଇଁ ବାହାରିଲେ। ହାତରେ ଝାଡୁ ଧରି ଅଳିଆ ଗାଡିରେ ଅଳିଆ ଉଠେଇ ନିଜ ୱାର୍ଡ ସଫା କଲେ…

Mumbai engineer grazes goats
ଚାକିରି ଛାଡ଼ି ଛେଳି ଫାର୍ମ କଲେ ଇଞ୍ଜିନିୟର

ଇଂଜିନିୟରିଂ ପାଠ ପଢିଲେ, ମୁମ୍ବାଇରେ ଚାକିରି କଲେ.. ହେଲେ ଏବେ ସେ ଛେଳି ଚରାଉଛନ୍ତି..

NEWSFUSE
ନବୀନଙ୍କ ସ୍ୱପ୍ନର ବିଭାଗରେ ଉଈ ସାଲୁବାଲୁ..

ନାରଣ ଦେଖିଲା ଗୋଟିଏ ସରଳରେଖାରେ ମିଶନ ଶକ୍ତି, ଉଈ ଶକ୍ତି ଆଉ ମଦ ଶକ୍ତି

weekly horoscope
ସାପ୍ତାହିକ ରାଶିଫଳ: ୯ ଜାନୁଆରୀରୁ ୧୫ ଜାନୁଆରୀ ୨୦୨୩, ଏହି ସପ୍ତାହରେ କର୍ମ କ୍ଷେତ୍ରରେ ନୂତନ ନିଯୁକ୍ତିର ସୂଚନା ମିଳିବ

ଏହି ସପ୍ତାହରେ ଶିକ୍ଷାର୍ଥୀଙ୍କୁ କ୍ୟାରିୟର ସମ୍ବନ୍ଧରେ ଶୁଭ ସୂଚନା ମିଳିବ। ରାଜନୀତିରେ ମନ ଚାହୁଁଥିବା ପଦ ମିଳିପାରେ,ସରକାରୀ ଚାକିରିଆଙ୍କୁ ଲାଭ ମିଳିବ ।

Today Gold Price
Today Gold Price 9th Jan 2023: ଜାଣି ନିଅନ୍ତୁ ଆଜି କେତେ ରହିଛି ସୁନା ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୦୦ ଟଙ୍କା ରହିଛି ।

Daily Horoscope
Daily Horoscope 9th January 2023: ଆଜି ଏହି ରାଶିର ବ୍ୟକ୍ତି ରାଜନୀତିରେ ସଫଳତା ପାଇବେ

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୯ ତାରିଖ ସୋମବାର । ଚନ୍ଦ୍ର – କର୍କଟ ଅହୋରାତ୍ର,ତିଥି - ୨ୟା ଦିବା ୦୯.୩୯ ଗତେ ୩ୟା,ଘାତ ଚନ୍ଦ୍ର - ନାସ୍ତି ଘାତ ବାର – ମିଥୁନ,ପୁଷ୍କର ଦୋଷ – ୧ପାଦ - ପଶୁସମ୍ପଦ...

Health benefits of Millets
କୋରାପୁଟ ମାଣ୍ଡିଆ, ସୁଆଁ ଓ କାଙ୍ଗୁରେ ଭରି ରହିଛି ପୌଷ୍ଟିକତା-ଗବେଷକ

ମାଣ୍ଡିଆ , ସୁଆଁ , କାଙ୍ଗୁ ଭଳି କୋରାପୁଟର ବଣପାହାଡରେ ଉତ୍ପାଦିତ ହେଉଥିବା ଖାଦ୍ୟ ଶସ୍ୟରେ ପୌଷ୍ଟିକତା ଭରି ରହିଛି ....

Gold Price
Today Gold Price 7th Jan 2023: ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୦୦ ଟଙ୍କା ରହିଛି ।

Sushant Singh Rajput
ପୁଣି ଚମକିବ ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଘର ...

ଖୁବଶୀଘ୍ର ସୁଶାନ୍ତଙ୍କ ଡୁପ୍ଲେକ୍ସରେ ଆସିବାକୁ ଯାଉଛନ୍ତି ନୂଆ ଅତିଥି। ନୂଆ ଭଡାଟିଆଙ୍କ ୱେଲକମ ଲାଗି ଚାଲିଛି ପ୍ରସ୍ତୁତି। ହେଲେ ସୁଶାନ୍ତଙ୍କ ମୃତ୍ୟୁ ପରେ ସେହି ଘରର ଭଡା ବୃଦ୍ଧି ପାଇଥିବା ଜଣାପଡିଛି।

 Khandadhar waterfall
ପର୍ଯ୍ୟଟକ ଓ ପ୍ରକୃତିପ୍ରେମୀଙ୍କୁ ହାତଠାରି ଡାକେ ପ୍ରକୃତିର ଉପହାର ଖଣ୍ଡାଧାର

ଏବେ ପର୍ଯ୍ୟଟନ ଋତୁ ଚାଲିଛି, ଏମିତିରେ ବି ନୂଆ ବର୍ଷର ପ୍ରଥମ ସପ୍ତାହ । ଛୁଟି କାଟିବାକୁ ପ୍ରାକୃତିକ ସୌନ୍ଦର୍ଯ୍ୟର ଏହି ଗନ୍ତାଘରକୁ ପରିବାର ସହ ଧାଇଁ ଆସିଛନ୍ତି ଦେଶି ବିଦେଶୀ ପର୍ଯ୍ୟଟକ...

Bahubali_Khalashi
ମୁଣ୍ଡରେ ବାଇକ, ସ୍କୁଟି ଓ ମୋଟର ସାଇକେଲ ମୁଣ୍ଡେଇ ଯାତ୍ରୀବାହୀ ବସ୍ ଉପରେ ରଖି ପାରନ୍ତି କୋରାପୁଟର ବାହୁବଳି ଖଲାସି...

ଜିମ୍ ଗଲେ ସୁନ୍ଦର ସ୍ୱାସ୍ଥ୍ୟ ହେବ ଜାଣିପାରି ତାଙ୍କ ମନରେ ବଡ଼ି ବିଲ୍ଡର ହେବାର ଇଚ୍ଛା ଥିଲା । ଏଥିରେ ସେ ସଫଳ ମଧ୍ୟ ହୋଇଛନ୍ତି ଏବେ କିନ୍ତୁ ପରିସ୍ଥିତିରେ ପଡ଼ି ବଦଳି ଯାଇଛି ତାଙ୍କ ଭାଗ୍ୟ....

Today Panchang
Today Panchang 7th Jan 2023: ଆଜିର ପଞ୍ଚାଙ୍ଗ,ଜାଣନ୍ତୁ କେଉଁ ମୁହୂର୍ତ୍ତରେ ଘରେ କରିବେ ପୂଜା

ସୈାର ଧନୁ ମାସ ମାଘ ମାସ କୃଷ୍ଣପକ୍ଷ । ଇଂରାଜୀରେ ୭ ତାରିଖ ଶନିବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

ସାମ୍ବାଦିକତାରେ ସ୍ନାତୋତ୍ତର କରିଥିବା ବେଳେ ଓଡ଼ିଆ ଓ ଇଂରାଜୀରେ ସାମ୍ୱାଦିକତା କ୍ଷେତ୍ରରେ ୭ ବର୍ଷର ଅଭିଜ୍ଞତା ରହିଛି। ବିଭିନ୍ନ ଇଲେକ୍ଟରୋନିକ୍ସ ମିଡିଆ ରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି। ଜାତୀୟ ଓ ମନୋରଞ୍ଜନ ଖବର,ଫିଚର୍,ଆଞ୍ଚଳିକ ଖବର ଆଦି ପୃଷ୍ଠା କରିବାରେ ବିଶେଷ ଦକ୍ଷତା ରହିଛି।